

ଜୀବନଚର୍ଯ୍ୟା |

ଔଷଧ ବ୍ୟବହାର
ଔଷଧ ଖାଇବା ଭୁଲି ହୋଇଗଲେ ପରବର୍ତ୍ତୀ ମାତ୍ରାକୁ ଦୁଇଗୁଣ ବଢ଼େଇ ଦେଇ ବ୍ୟବହାର କରିବେନି। ଔଷଧର ନଁା ଲେଖା ନ ଥିବା ବୋତଲରେ ଔଷଧ ରଖିବେନି। ଡାକ୍ତରଙ୍କୁ ନ ପଚାରି କୌଣସି ବଟିକା ଔଷଧକୁ ଫାଳ କରି କି ଗୁଣ୍ଡକରି ଖାଇବେନି। କାରଣ କେତେକ ବଟିକାକୁ ପୂରା ସେହିପରି ଭାବରେ ଗିଳିପକେଇଲେ ତା’ର ସକ୍ରିୟତା ଅକ୍ଷୂର୍ଣ୍ଣ ରହିଥାଏ। କିନ୍ତୁ ତାକୁ ଫାଳ କରିଦେଲେ କି ଗୁଣ୍ଡ କରିଦେଲେ ଔଷଧର କାର୍ଯ୍ୟକାରିତା ହ୍ରାସ ପାଇଯାଏ।

ଆଖି କ୍ୟାନ୍ସରର ସହଜ ଚିକିତ୍ସା
ଆଖି କ୍ୟାନ୍ସର ରୋଗୀଙ୍କ ପାଇଁ ଖୁସି ଖବର।

ମାଇକ୍ରୋସର୍ଜିକାଲ ସ୍ପର୍ମ ଆସ୍ପିରେସନ
ମାଇକ୍ରୋସର୍ଜିକାଲ ସ୍ପର୍ମ ଆସ୍ପିରେଶନ (ଏମ୍ଇଏସ୍ଏ) ଏକ ସର୍ଜିକାଲ ସ୍ପର୍ମ ନିଃସାରଣ କୌଶଳ, ଯାହାଦ୍ୱାରା ପୁରୁଷମାନଙ୍କ ମଧ୍ୟରେ ଭାସାଲ କିମ୍ବା ଏପିଡିଡିମଲ ପ୍ରତିରୋଧ ସହିତ ଏପିଡାଇଡାମିସରୁ ତରଳୁଥିବା ସ୍ପର୍ମକୁ ପୁନରୁଦ୍ଧାର କରାଯାଇଥାଏ ା

ଡାଇବେଟିସ୍ ଜନିତ ଚକ୍ଷୁରୋଗରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...
ସକାଳୁ ଖାଲି ପେଟରେ ଆମ୍ବପତ୍ର ପାଣି ପିିଇଲେ ଅନେକ ସୁଫଳ ମିଳିଥାଏ। ଏହାଦ୍ୱାରା ରକ୍ତରେ ଶର୍କରା ପରିମାଣ ହ୍ରାସ ପାଏ।

ୟୁରିନାରୀ ଟ୍ରାକ୍ଟ ସଂକ୍ରମଣରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ଆପଣାନ୍ତୁ ଏହି ଉପାୟ...
ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ ବା ୟୁଟିଆଇ ମହିଳାଙ୍କ କ୍ଷେତ୍ରରେ ଦେଖାଦେଉଥିବା ଏକ ସାଧାରଣ ସମସ୍ୟା। ଏଥିରେ ବ୍ୟାକ୍ଟେରିଆ ପରିସ୍ରା ନଳୀ ଦେଇ ବ୍ଲାଡର ପର୍ଯ୍ୟନ୍ତ ପହଞ୍ଚତ୍ ସଂକ୍ରମଣ କରିଥାଏ।

ମହିଳାମାନେ ଅଧିକ ଚାପଗସ୍ତ ହୋଇଥାନ୍ତି କାହିଁକି...
ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ଚାପଗ୍ରସ୍ତ ହୋଇଥାନ୍ତି ବୋଲି ଟରଣ୍ଟୋ ବିଶ୍ୱବିଦ୍ୟାଳୟରେ ହୋଇଥିବା ଗବେଷଣାରୁ ଜାଣିବାକୁ ମିଳିଛି।

ତେଲରେ ଭାଜିବା ପରେ ଅଣ୍ଡାର କ’ଣ ହୁଏ...
ଅଣ୍ଡାରେ ରହିଛି ବିଭିନ୍ନ ପୋଷକ ତତ୍ତ୍ୱ। ଏହାକୁ କେହି କେହି ଏହାକୁ ସିଝାଇ ଅବା ଅନ୍ୟ କେହି ଭାଜି ଖାଇବାକୁ ପସନ୍ଦ କରିଥାନ୍ତି। ଅଣ୍ଡାର ବିଭିନ୍ନ ସୁସ୍ବାଦୁ ତରକାରୀ ମଧ୍ୟ ପ୍ରସ୍ତୁତ ହୋଇଥାଏ।

ଚେହେରାରେ ଚମକ ଆଣିବା ପାଇଁ ସପ୍ତାହରେ ଥରେ ଆପଣାନ୍ତୁ ଏହି ସହଜ ଉପାୟ...
ମୁଖର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବେସନର ଉପଯୋଗ କଲେ ମିଳିଥାଏ ଅନେକ ସୁଫଳ। ଶୁଷ୍କ ହେଉ କିମ୍ବା ତୈଳାକ୍ତ ସବୁ ତ୍ୱଚା ପାଇଁ ବେସନ ଉପକାରୀ ସାବ୍ୟସ୍ତ ହୋଇଥାଏ ।

ହୃଦ୍ଘାତରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଏହି ରସ...
ପ୍ରତିଦିନ ସକାଳେ ଅଧା କପ୍ ଗାଜର ରସ ପିଇଲେ ଅନେକ ଉପକାର ମିଳିଥାଏ। ଗାଜର ରସ କୋଲେଷ୍ଟରଲସ୍ତର ହ୍ରାସ କରିଥାଏ। ଫଳରେ ହୃଦ୍ଘାତ ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ହଷ୍ଟନ ବିଶ୍ୱବିଦ୍ୟାଳୟରେ ହୋଇଥିବ ଏକ ଗବେଷଣା ରିପୋର୍ଟରେ ଉଲ୍ଳେଖ କରାଯାଇଛି।

କ୍ୟାନସରକୁ ବି ଦୂରେଇଦିଏ ଏହି ଫଳ
ଅଙ୍ଗୁରରେ ଥିବା ପୋଷକତତ୍ତ୍ୱ କ୍ୟାନସର ଓ ଡାଇବେଟିସ୍ ଭଳି ମାରାତ୍ମକ ରୋଗକୁ ଦୂରେଇ ଦେଇଥାଏ। ନିକଟରେ ଆମେରିକାରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଏ ଯେ ଅଙ୍ଗୁର ମଞ୍ଜିର ରସ ପିଇଲେ କ୍ୟାନସର ଭଳି ମାରାତ୍ମକ ବ୍ୟାଧି ବ୍ୟାପି ନ ଥାଏ।

ତେଲରେ ଛାଣିଲା ପରେ... ପନିର୍ର ହୁଏ କ’ଣ..
ଖାଦ୍ୟ ପଦାର୍ଥକୁ ତେଲରେ ଛାଣିଲା ପରେ ଏଥିରେ ଥିବା ପୋଷକତତ୍ତ୍ୱ ପରିମାଣ କମିଯାଇଥାଏ ବୋଲି ଜର୍ନାଲ ଅଫ୍ ଫୁଡ୍ ଆଣ୍ଡ ସାଇନ୍ସ୍ ଟେକ୍ନୋଲୋଜିି ଦ୍ୱାରା ପ୍ରକାଶିତ ତଥ୍ୟରୁ ଜାଣିବାକୁ ମିଳିଛି।

ଯୁବ ସୁଲଭ ଠାଣି ବଜାୟ ରଖିବା ପାଇଁ ସକାଳେ ଆପଣାନ୍ତୁ ଏହି ସହଜ ଉପାୟ...
କପେ ଚା’ ଦିନଯାକର ମାନସିକ ଚାପରୁ ମୁକ୍ତି ଦେବା ସହିତ ଶରୀରରେ ଆଣିଥାଏ ଫୁର୍ତ୍ତି। ଚା’ର କେତେକ ଔଷଧୀୟ ଗୁଣ ରହିଛି ।