

ମନୋରଞ୍ଜନ |

ଶହୀଦଙ୍କ ପରିବାରକୁ ସହାୟତା ଦେବ ‘ଟୋଟାଲ୍ ଧମାଲ୍’ ଟିମ୍
ମୁମ୍ବାଇ,୧୭।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ପରିବାର ପ୍ରତି ଛୁଟିଛି ସହାୟତାର ସୁଅ।

ଲିକ୍ ହେଲା ‘ଖତରୋଁ କେ ଖିଲାଡି ୯’ର ବିଜେତାଙ୍କ ନାଁ
ମୁମ୍ବାଇ,୧୮।୨: ଏକ ଘରୋଇ ଟେଲିଭିଜନ୍ ଚ୍ୟାନେଲରେ ପ୍ରସାରିତ ରିୟଲିଟି ଶୋ ‘ଖତରୋଁ କେ ଖିଲାଡି ୯’ ଏବେ ଘରେ ଘରେ ବେଶ୍ ପରିଚିତ। ଆରମ୍ଭରୁ ହିଁ ଏହି ରିୟଲିଟି ଶୋ ଟିଆର୍ପିରେ ଏକ ନମ୍ବର ସ୍ଥାନରେ ରହିଛି।

ପପ୍ ଗାୟକଙ୍କୁ ଡେଟ୍ କରିବାକୁ ଚାହୁଁଛନ୍ତି ସୁହାନା
ମୁମ୍ବାଇ: ବଲିଉଡ୍ ବାଦଶାହା ଶାହାରୁଖ ଖାଁଙ୍କ ଲାଡ୍ଲି ସୁହାନା ଏବେ ସବୁଠାରୁ ଚର୍ଚ୍ଚିତ ଷ୍ଟାର କିଡ୍। ସେ ଏବେ ଲଣ୍ଡନରେ ଆକ୍ଟିଙ୍ଗ କୋର୍ସ କରୁଛନ୍ତି।

କାର୍ଯ୍ୟାନୁଷ୍ଠାନ ଦାବିକଲେ ହେମା
ମୁମ୍ବାଇ,୧୮ା୨: ଜମ୍ମୁ-କଶ୍ମୀର୍ର ପୁଲ୍ଓ୍ବାମାଠାରେ ସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣକୁ ବିଶିଷ୍ଟ ଅଭିନେତ୍ରୀ ତଥା ଭାଜପା ଏମ୍ପି ହେମା ମାଳିନୀ ତୀବ୍ର ନିନ୍ଦା କରିଛନ୍ତି।

କପିଲଙ୍କ ଶୋ’ରୁ ସିଦ୍ଧୁ ବିଦା
ବମ୍ବେ: ସୋନି ଟିଭିରେ ପ୍ରସାରିତ ହେଉଥିବା ‘ଦ କପିଲ ଶର୍ମା ଶୋ’ରୁ ନବଜୋତ ସିଂ ସିଦ୍ଧୁଙ୍କୁ ବିଦା କରାଯାଇଛି। ପୁଲଓ୍ବାମା ଆକ୍ରମଣକୁ ନେଇ ସିଦ୍ଧୁ ପାକିସ୍ତାନର ସମର୍ଥନ କରିଥିବାରୁ ତାଙ୍କୁ ଶୋ’ରୁ ବାହାର କରାଯାଇଥିବା ଜଣାପଡ଼ିଛି।

୨୪ ଫିଲ୍ମରେ ଏକାଠି ନଜର ଆସିଥିବା ଏହି ଯୋଡି ୨୪ ବର୍ଷ ପରେ ପୁଣି ଏକାଠି ହେବେ
ମୁମ୍ବାଇ: ବିଗତ ଦିନର ନାୟିକା ଜୟା ପ୍ରଦା ଓ ନାୟକ ଜିତେନ୍ଦ୍ର ଆଜିବି ଦର୍ଶକଙ୍କ ହୃଦୟରେ ଅଭୁଲା ହୋଇ ରହିଛନ୍ତି। ୮୦-୯୦ ଦଶକରେ ଏମାନେ ଏକାଠି ପାଖାପାଖି ୨୪ଟି ଚଳଚ୍ଚିତ୍ରରେ କାମ କରିଥିଲେ।

‘ଉରି’ ଟିମ୍ ପକ୍ଷରୁ ପୁଲଓ୍ବାମା ଶହୀଦଙ୍କ ପରିବାରକୁ ଦିଆଯିବ ଏକ କୋଟି
ବମ୍ବେ,୧୭।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏଥିରେ ମୃତାହତ ହୋଇଥିବା ଯବାନଙ୍କ ପରିବାରକୁ ବିଭିନ୍ନ ଦିଗରୁ ସମବେଦନାର ସୁଅ ଛୁଟୁଛି। ସମସ୍ତେ ଏକ ହୋଇ ସହାୟତାର ହାତ ବଢ଼ାଉଛନ୍ତି। ଏହି ପରିପ୍ରେକ୍ଷୀରେ ସର୍ଜିକାଲ ଷ୍ଟାଇକ୍ ଉପରେ ପର୍ଯ୍ୟବେଶିତ ଫିଲ୍ମ ‘ଉରି’ର ନିର୍ମାତାମାନେ ଶହୀଦଙ୍କ ପରିବାରକୁ ଏକ କୋଟି ଟଙ୍କା ଦେବା ଲାଗି ଘୋଷଣା କରିଛନ୍ତି।

ଏକା ହୋଇଗଲେ କି ଅର୍ଜୁନ!
ମୁମ୍ବାଇ: ବଲିଉଡ୍ ନାୟକ ଅର୍ଜୁନ କପୁର ଓ ଅଭିନେତ୍ରୀ ମଲାଇକା ଆରୋରାଙ୍କ ରିଲେସନଶିପକୁ ନେଇ ପ୍ରାୟ ସବୁଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି।

ବର୍ଷେ ବିଶ୍ରାମ କରିବେ ଇରଫାନ୍
ମୁମ୍ବାଇ,୧୭।୨: ବଲିଉଡ୍ କଳାକାର ଇରଫାନ୍ ଖାଁ ଖୁବ୍ଶୀଘ୍ର ଅଭିନୟ ଦୁନିଆକୁ ଫେରିବେ ବୋଲି ଆଲୋଚନା ହେଉଥିଲା। କାରଣ ନିକଟରେ ସେ ଲଣ୍ଡନରୁ କ୍ୟାନସରର ଚିକିତ୍ସା କରାଇ ମୁମ୍ବାଇ ଫେରିଥିଲେ।

ଲାସ୍ୟମୟୀ ମାମା
ମଧୁସ୍ମିତା ରାଉତ କହିଲେ ହୁଏତ କେହି ଜାଣି ନ ପାରନ୍ତି। ମାତ୍ର ମାମା ବୋଲି କହିଲେ ସମସ୍ତେ ତାଙ୍କୁ ଚିହ୍ନିଦେବେ। ଜଣେ ଶିଶୁ କଳାକାର ଭାବରେ ମାମା ‘ରୁକ୍ମିଣୀ ଗଣନାଟ୍ୟ’ରେ ଯୋଗଦେଇ ତାଙ୍କର ଯାତ୍ରା ଜୀବନ ଆରମ୍ଭ କରିଥିଲେ।

‘ମୁଁ କୌଣସି କମ୍ପ୍ରମାଇଜ୍ରେ ନାହିଁ’
‘ସଙ୍ଗୀତ ମୋର ବନ୍ଧୁ। ସଙ୍ଗୀତ ମୋର ପ୍ରାଣ। ସଙ୍ଗୀତକୁ ମୁଁ ପୂଜା କରେ। ସଙ୍ଗୀତକୁ ମୁଁ ପ୍ରାଣ ଦେଇ ଭଲପାଏ।’ ଏକଥା କହନ୍ତି ଯାତ୍ରା ଇଣ୍ଡଷ୍ଟ୍ରିର ସବୁଠୁ ବ୍ୟସ୍ତ ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଶୁକ୍ଳା।

ମିଳିଗଲା ଟାଇଟଲ
ସୁଶାନ୍ତ ସିଂ ରାଜପୁତଙ୍କର ଏବେ ବେଳ ଭଲ ପଡ଼ିଛି। ଦେଖୁନାହାନ୍ତି, ଚଳିତବର୍ଷ ତାଙ୍କର ଦୁଇଟି ସିନେମା ରିଲିଜ ଅପେକ୍ଷାରେ ରହିଛି। ପୁଣି ୩-୪ଟି ଅଫର ବିଷୟରେ କଥାବାର୍ତ୍ତା ଚାଲିଛି।