ଅନଗୁଳ-ଢେଙ୍କାନାଳ

ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ: ୪ ଅଟକ

ଏଟିଏମ୍‌ରୁ  ଲୁଟ୍‌  ଉଦ୍ୟମ: ୪ ଅଟକ

ଢେଙ୍କାନାଳ ଅଫିସ,୬।୯- ଢେଙ୍କାନାଳ ସହରରେ ଥିବା ୨ଟି ଏଟିଏମ୍‌ କାଉଣ୍ଟରରୁ ଗୁରୁବାର ଲୁଟ୍‌  ଉଦ୍ୟମ ହୋଇଛି। ଏହି ଘଟଣାରେ ପୋଲିସ ୪ ଜଣ ଯୁବକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।
All Right Reserved By

ଅନଗୁଳ-ଢେଙ୍କାନାଳ

ତାମଡା କର୍ତ୍ତୃପକ୍ଷଙ୍କ ଚରମ ଅବହେଳା: ୫ବର୍ଷ ହେଲା ନୌକାବିହାର ପ୍ରକଳ୍ପ ବନ୍ଦ

ତାମଡା କର୍ତ୍ତୃପକ୍ଷଙ୍କ ଚରମ ଅବହେଳା: ୫ବର୍ଷ ହେଲା ନୌକାବିହାର ପ୍ରକଳ୍ପ ବନ୍ଦ

ଅନୁଗୋଳ ଅଫିସ, ୨୪ା୧୦: ଅନୁଗୋଳ ସହରବାସୀଙ୍କ ପାଇଁ ତାମଡା (ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ) ପକ୍ଷରୁ ନାରାୟଣ ସାଗରରେ ଏକ ନୌକା ବିହାରର ବ୍ୟବସ୍ଥା କରାଯାଇଥିଲା। ୨୦୧୩ ଜୁନ୍‌ ୬ରେ ଅନୁଗୋଳ ବିଧାୟକ ତଥା ତତ୍‌କାଳୀନ ଖଣି, ଇସ୍ପାତ ମନ୍ତ୍ରୀ ରଜନୀକାନ୍ତ ସିଂ ଏହାକୁ ଉଦ୍‌ଘାଟନ କରିଥିଲେ।

ଲକ୍ଷ୍ମୀ ପୂଜା ପାଇଁ ଝଲସୁଛି ସହର

ଲକ୍ଷ୍ମୀ ପୂଜା ପାଇଁ ଝଲସୁଛି ସହର

ଅନୁଗୋଳ ଅଫିସ,୨୪।୧୦: ଅନୁଗୋଳର ପ୍ରସିଦ୍ଧ ଲକ୍ଷ୍ମୀ ପୂଜା ବୁଧବାରଠାରୁ ଆରମ୍ଭ ହେଉଛି। ଏଥିପାଇଁ ସହର ରଙ୍ଗିନ ଆଲୋକମାଳାରେ ଝଲସି ଉଠୁଛି। ସହରରେ ଥିବା ବିଭିନ୍ନ ପୂଜା କମିଟି ପକ୍ଷରୁ ତୋରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବା ବେଳେ ମୂର୍ତ୍ତି କାରିଗରମାନେ ମୃଣ୍ମୟୀ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଇଛନ୍ତି।

ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ

ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ

ଢେଙ୍କାନାଳ ଅଫିସ,୨୪ା୧୦: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ମଙ୍ଗଳବାର  ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। 

ଆଜି ଧରାବତରଣ କରିବେ ମା’ ଗଜଲକ୍ଷ୍ମୀ: ଆବାହନ ଅପେକ୍ଷାରେ ସହରବାସୀ

ଆଜି ଧରାବତରଣ କରିବେ ମା’ ଗଜଲକ୍ଷ୍ମୀ: ଆବାହନ ଅପେକ୍ଷାରେ ସହରବାସୀ

ଢେଙ୍କାନାଳ ଅଫିସ, ୨୪।୧୦: ଅପେକ୍ଷାର ଅନ୍ତଘଟାଇ ଧରାବତରଣ କରିବେ ଧନଦାତ୍ରୀ ମା’ ମହାଲକ୍ଷ୍ମୀ। ଢେଙ୍କାନାଳର ଗଣପର୍ବ ଲକ୍ଷ୍ମୀପୂଜା ମହୋତ୍ସବକୁ ଆଉ ମାତ୍ର କେଇଘଣ୍ଟା ବାକିଥିବାବେଳେ ଏହାକୁ ନେଇ ଉତ୍ସବମୁଖର ହୋଇଉଠିଛି ପରିବେଶ। ପୂଜା ପ୍ରତିଷ୍ଠାନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଥିବାବେଳେ ମା’ଙ୍କ ଆବାହନ ଅପେକ୍ଷାରେ ଅଛନ୍ତି ସହରବାସୀ।

୨ ପରିବାର ମଧ୍ୟରେ ଗଣ୍ଡଗୋଳ: ୨ ମାମଲା, ୫ ଗିରଫ

୨ ପରିବାର ମଧ୍ୟରେ ଗଣ୍ଡଗୋଳ: ୨ ମାମଲା, ୫ ଗିରଫ

ବଇଣ୍ଡା, ୨୩ା୧୦(ଡି.ଏନ.ଏ.)- ହଣ୍ଡପା ଥାନା ଗଦେଇମୁଣ୍ଡା ଗ୍ରାମରେ ଜମିବାଡି ସମସ୍ୟାକୁ ନେଇ ରବିବାର ୨ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ପୋଲିସ ଦୁଇଟି ମାମଲା ରୁଜୁ କରି ୫ ଜଣଙ୍କୁ ଗିରଫ କରି ମଙ୍ଗଳବାର ଆଠମଲ୍ଲିକ କୋର୍ଟଚାଲାଣ କରିଛି। 

କେନାଲ କବାଟ ତଳେ ଚାପିହୋଇ ଗଲା ଛାତ୍ରଙ୍କ ଜୀବନ

କେନାଲ କବାଟ ତଳେ ଚାପିହୋଇ ଗଲା ଛାତ୍ରଙ୍କ ଜୀବନ

ପରଜଙ୍ଗ, ୨୩।୧୦(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ରେଙ୍ଗାଳ ମୁଖ୍ୟ ବାମ କେନାଲରୁ ବାହାରିଥିବା ପରଜଙ୍ଗ ବ୍ରାଞ୍ଚ କେନାଲର ମେଣ୍ଢାପଦା ଗାଁ ନିକଟରେ ମଙ୍ଗଳବାର ୧୦ଟା ବେଳେ ପାଟରପଦା ଗ୍ରାମର କନ୍ଦର୍ପ ବିଶ୍ୱାଳଙ୍କ ପୁଅ ଶାନ୍ତନୁ ବିଶ୍ୱାଳ(୧୭) ଗାଧୋଉ ଥିବାବେଳେ କେନାଲରେ ଲାଗିଥିବା କବାଟ ତଳେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି। 

୪ ବନ କର୍ମଚାରୀ ସୁରକ୍ଷିତ

୪ ବନ କର୍ମଚାରୀ ସୁରକ୍ଷିତ

ଅନୁଗୋଳ ଅଫିସ, ୨୩।୧୦: ସାତକୋଶିଆ ଅଞ୍ଚଳରେ ଉପଦ୍ରବ ବାଘୁଣୀ ‘ସୁନ୍ଦରୀ’କୁ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରି ଏନକ୍ଲୋଜରକୁ ଆଣିବାକୁ ଯାଇଥିବା ୪ ବନବିଭାଗର କର୍ମଚାରୀ ସୁରକ୍ଷିତ ଭାବେ ଘରେ ଅଛନ୍ତି।

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ବଅଁରପାଳ, ୨୩।୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲକୋ କଲୋନୀ ପରିସରରୁ ମଙ୍ଗଳବାର ସକାଳେ ଗୁରୁତର ଅବସ୍ଥାରେ ଉଦ୍ଧାର ଜଣେ ଯୁବକଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ମୁନା ସାମଲ(୪୦)। 

ସୁନ୍ଦରୀକୁ ନେଇ ଚିନ୍ତା:କେନ୍ଦ୍ର ଜଙ୍ଗଲ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ସୁନ୍ଦରୀକୁ ନେଇ ଚିନ୍ତା:କେନ୍ଦ୍ର ଜଙ୍ଗଲ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଅନୁଗୋଳ ଅଫିସ/ବନ୍ତଳା,୨୩ା୧୦ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ଅନୁଗୋଳ ସାତକୋଶିଆ ଆସିଥିବା ବାଘୁଣୀ ସୁନ୍ଦରୀ ବାରମ୍ବାର ସ୍ଥାନୀୟ ଲୋକଙ୍କୁ ଆକ୍ରମଣ କରି ଜୀବନ ନେଉଛି। 

୫୦ ଲକ୍ଷ କ୍ଷତିପୂରଣ ଦାବି କଲା କଂଗ୍ରେସ

୫୦ ଲକ୍ଷ କ୍ଷତିପୂରଣ ଦାବି କଲା କଂଗ୍ରେସ

ଅନୁଗୋଳ ଅଫିସ,୨୩ା୧୦ ବାଘୁଣୀ ଆକ୍ରମଣରେ ମୃତ ତ୍ରିନାଥ ସାହୁଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଅନୁଗୋଳ ଜିଲା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଏଥିସହ ବାଘୁଣୀକୁ ସ୍ଥାନାନ୍ତର, ମୃତକଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି ପାଇଁ ଦଳ ଦାବି କରିଛି।

ଭାଜପା ରଖିଲା ସ୍ଥାନାନ୍ତର ଦାବି:ସ୍ଥାନାନ୍ତର ନ ହେଲେ ଜିଲାବ୍ୟାପୀ ଆନ୍ଦୋଳନ

ଭାଜପା ରଖିଲା ସ୍ଥାନାନ୍ତର ଦାବି:ସ୍ଥାନାନ୍ତର ନ ହେଲେ ଜିଲାବ୍ୟାପୀ ଆନ୍ଦୋଳନ

ଅନୁଗୋଳ ଅଫିସ,୨୩ା୧୦ଅନୁଗୋଳ ଜିଲା ପ୍ରଶାସନିକ ଅଧିକାରୀଙ୍କୁ ଭେଟି ଭାଜପା କର୍ମୀମାନେ ବାଘୁଣୀ ଆକ୍ରମଣରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ସହ ତୁରନ୍ତ ସୁନ୍ଦରୀକୁ ସ୍ଥାନାନ୍ତର କରିବାକୁ ଦାବି କରିଥିଲେ। 

‘ଶାନ୍ତି ପାଇଁ ଲୋଡ଼ା କଳାସଂସ୍କୃତି’

‘ଶାନ୍ତି ପାଇଁ ଲୋଡ଼ା କଳାସଂସ୍କୃତି’

ଢେଙ୍କାନାଳ ଅଫିସ, ୨୩ା୧୦ସଂସ୍କୃତିର ସହର ଢେଙ୍କାନାଳ। ଏଠାକାର ସାଂସ୍କୃତିକ ଅନୁଷ୍ଠାନ ପ୍ରଚେଷ୍ଟାରେ ଅନେକ ପ୍ରତିଭାବାନ କଳାକାର ସୃଷ୍ଟି ହୋଇପାରିଛନ୍ତି।