ଜୀବନଚର୍ଯ୍ୟା |

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ଆପଣେଇ ପାରିବେ ଏଭଳି ଉପାୟ...

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ଆପଣେଇ ପାରିବେ ଏଭଳି ଉପାୟ...
ଶରୀର ପାଇଁ ତ୍ରିଫଳା ଲାଭଦାୟକ। ହରିଡ଼ା-ବାହାଡ଼ା-ଅଁଳା ତ୍ରିଫଳା ନାମରେ ପରିଚିତ। ଏଥିରେ ବହୁ ଔଷଧୀୟ ଗୁଣ ଭରି ରହିଛି। ପ୍ରତିଦିନ ସକାଳେ ନିୟମିତ ଭାବରେ ତ୍ରିଫଳା ଖାଇଲେ ହାର୍ଟ ଆଟାକ୍‌ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏହାଦ୍ୱାରା ରକ୍ତ ସଞ୍ଚାଳନ ସ୍ବାଭାବିକ ହୋଇଥାଏ। ରକ୍ତରେ କୋଲେଷ୍ଟରଲ ତଥା ଶର୍କରା ସ୍ତର ମଧ୍ୟ କମ୍‌ ହୋଇଥାଏ। ଏହାଦ୍ୱାରା ପାଚନ କ୍ରିୟା ସ୍ବାଭାବିକ ହୋଇ କୋଷ୍ଠବଦ୍ଧତାରୁ ମିଳିଥାଏ ମୁକ୍ତି। ଏହାକୁ ମୁଣ୍ଡରେ ଲଗାଇଲେ କେଶ ଘନ, ଲମ୍ବା ଓ ଉଜ୍ଜ୍ୱଳ ହୋଇଥାଏ। ମୁଣ୍ଡ ଥଣ୍ଡା ରହିଥାଏ। ଆଖିରେ କୌଣସି ପ୍ରକାରର ସମସ୍ୟା ଦେଖାଦେଲେ ତ୍ରିଫଳା ପାଣିକୁ ପତଳା କନାରେ ଛାଣି ଆଖିକୁ ଧୋଇଲେ ଉପକାର ମିଳିଥାଏ। 
All Right Reserved By

ଜୀବନଚର୍ଯ୍ୟା |

କିସ୍‌ମିସ ଦେଇଥାଏ କିଛି ରୋଗରୁ ମୁକ୍ତି

କିସ୍‌ମିସ ଦେଇଥାଏ କିଛି ରୋଗରୁ ମୁକ୍ତି

ଡ୍ରାଏ ଫ୍ରୁଟ୍‌ସ ମଧ୍ୟରୁ କିସ୍‌ମିସ ଅନ୍ୟତମ। ଅଙ୍ଗୁରକୁ ଶୁଖାଯାଇ ଏହା ପ୍ରସ୍ତୁତ କରାଯାଇଥାଏ। ଅଙ୍ଗୁରରୁୁ ଯେଉଁ ସବୁ ଭିଟାମିନ ମିଳିଥାଏ କିସ୍‌ମିସରୁ ମଧ୍ୟ ସେହି ସବୁ ଭିଟାମିନ ମିଳିଥାଏ। ଏହା ସ୍ବାସ୍ଥ୍ୟ ପାଇଁ ଅଧିକ ଉପକାରୀ । ଥଣ୍ଡା ଦିନେ ଏହାକୁ ଖାଇବା ଦ୍ୱାରା  ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ।

ଆମ ଶରୀର

ଆମ ଶରୀର

ମଣିଷ ଶରୀରର କେଶ ଏବଂ ନଖ ଏଭଳି ଦୁଇଟି ଅଂଶ, ଯାହାକି ସାରା ଜୀବନ ବୃଦ୍ଧି ପାଇଥାଏ। ଏହାକୁ କାଟିଲେ ମଧ୍ୟ କୌଣସି କଷ୍ଟ ହୋଇ ନ ଥାଏ। ଏକଥା କିଏ ବା ନ ଜାଣେ! ହେଲେ ଏ ସମ୍ପର୍କରେ ଏଭଳି କିଛି କଥା ରହିଛି, ଯାହାକି ହୁଏତ ସମସ୍ତଙ୍କୁ ଜଣା ନ ଥିବ। ଆସନ୍ତୁ ଜାଣିବା ସେ ସମ୍ପର୍କରେ...  

ଅନିଦ୍ରା ସମସ୍ୟା ଭୋଗୁଥିଲେ, ଏହାର ସମାଧାନ ଲାଗି ଜାଣନ୍ତୁ ସହଜ ଉପାୟ...

ଅନିଦ୍ରା ସମସ୍ୟା ଭୋଗୁଥିଲେ, ଏହାର ସମାଧାନ ଲାଗି ଜାଣନ୍ତୁ ସହଜ ଉପାୟ...

ଦିନଯାକର ପରିଶ୍ରମ ପରେ ରାତିରେ ଗାଢ ନିଦରେ ଶୋଇଗଲେ ମିଳିଥାଏ ଅନେକ ଉପକାର। ସକାଳୁ ପୁଣି ଶରୀର ଓ ମନରେ କାମ କରିବାକୁ ଇଛା ଫେରିଆସେ । 

ପ୍ରତିଦିନ ଖାଆନ୍ତୁ ୨ଟି ନିମ ପତ୍ର; ମିଳିବ ଫାଇଦା  ହିଁ  ଫାଇଦା...

ପ୍ରତିଦିନ ଖାଆନ୍ତୁ ୨ଟି ନିମ ପତ୍ର; ମିଳିବ ଫାଇଦା ହିଁ ଫାଇଦା...

ନିମପତ୍ରରେ ଅନେକ ପୋଷକ ତତ୍ତ୍ୱ ରହିଛି। ପ୍ରତିଦିନ ୨ଟି ନିମ ପତ୍ର ଚୋବାଇ ଖାଇଲେ ଡାଇବେଟିସ୍‌ରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ  ରହିଛି। ନିମପତ୍ର କୋଷ୍ଠକାଠିନ୍ୟରୁ ଦୂରେଇ ରଖିଥାଏ।  

ହାର୍ଟ ଆର୍ଟାକ୍‌ଠାରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ କପେ କଫି...

ହାର୍ଟ ଆର୍ଟାକ୍‌ଠାରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ କପେ କଫି...

କଫିରେ ଥାଏ ଅନେକ ପୋଷକ ତତ୍ତ୍ୱ। ଏହା ହାର୍ଟ ଆଟାକ୍‌ ଦୂର କରିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।

ଆଣ୍ଡ୍‌ ନେଲ୍‌ ଏକ୍ସଟେନ୍‌ଶନ

ଆଣ୍ଡ୍‌ ନେଲ୍‌ ଏକ୍ସଟେନ୍‌ଶନ

ନଖର ସୌନ୍ଦର୍ଯ୍ୟ ପାଇଁ ବର୍ତ୍ତମାନ ନେଲ୍‌ ଆର୍ଟର ବହୁଳ ଡିମାଣ୍ଡ ରହିଛି। ଏଥିପାଇଁ ସାଧାରଣତଃ ଲମ୍ବାନଖ ରଖିବାକୁ ପଡ଼ିଥାଏ। କିନ୍ତୁ ବିଭିନ୍ନ କାରଣ ଯୋଗୁ ସମସ୍ତେ ଲମ୍ବାନଖ ରଖିପାରନ୍ତି ନାହିଁ। 

ମେଦବହୁଳତା କମାଇବା ପାଇଁ ସକାଳେ ପିଅନ୍ତୁ ଗ୍ଲାସେ ଫଳ ରସ...

ମେଦବହୁଳତା କମାଇବା ପାଇଁ ସକାଳେ ପିଅନ୍ତୁ ଗ୍ଲାସେ ଫଳ ରସ...

ଫଳ ରସରେ ଥାଏ ଅନେକ ପୋଷକ ତତ୍ତ୍ୱ। ଏହା ମେଦବହୁଳତା ଦୂର କରିଥାଏ ବୋଲି ଆୟୁର୍ବେଦରେ ଉଲ୍ଳେଖ ରହିଛି। 

ମେଦବହୁଳତା କମାଇବାକୁ ଚାହୁଁଛନ୍ତି, ଆପଣେଇ ପାରିବେ ଏଭଳି ସହଜ ଉପାୟ...

ମେଦବହୁଳତା କମାଇବାକୁ ଚାହୁଁଛନ୍ତି, ଆପଣେଇ ପାରିବେ ଏଭଳି ସହଜ ଉପାୟ...

ଦିନରେ ଶୋଇଲେ ମେଦବହୁଳତା କମ୍‌ ହୋଇଥାଏ। ଏନେଇ ହାବାର୍ଡ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ହୋଇଛି। 

ଖାଦ୍ୟ ରୁଚି: ପନିର ୬୫

ଖାଦ୍ୟ ରୁଚି: ପନିର ୬୫

ଆବଶ୍ୟକ ସାମଗ୍ରୀ: ୨୦୦ ଗ୍ରାମ୍‌ ପନିର୍‌, ମଇଦା ୨.୫ ବଡ ଚାମଚ, କର୍ନ ଫ୍ଲୋର୍‌ ୩ ବଡ ଚାମଚ, ଚାଉଳ ଗୁଣ୍ଡ ଏକ ବଡ ଚାମଚ, ଅଦା ରସୁଣ ପେଷ୍ଟ ୩ ବଡ ଚାମଚ, ଚାଟ୍‌ ମସଲା ଅଧା ବଡ ଚାମଚ, ଲାଲ୍‌ ଲଙ୍କା ପାଉଡର୍‌ ଏକ ଚାମଚ, ଧନିଆ ପାଉଡର୍‌ ଏକ ଚାମଚ, ତେଲ, ଛୋଟ ଛୋଟ କଟା ହୋଇଥିବା ଗୋଟିଏ ପିଆଜ, ଭୁର୍ସୁଙ୍ଗ ପତ୍ର ଦୁଇ ପାଖୁଡା, ଦହି ଦେଢ ଚାମଚ, ପାଣି, ଲୁଣ ସ୍ବାଦାନୁସାରେ।

ମେହେନ୍ଦୀ ଲାଗିବ ଆକର୍ଷଣୀୟ

ମେହେନ୍ଦୀ ଲାଗିବ ଆକର୍ଷଣୀୟ

କୌଣସି  ପୂଜାପର୍ବ ହେଉ ଅବା ବିବାହ ଆଦି ବିଶେଷ ଅବସରରେ  ଭଳିକି ଭଳି ପୋଷାକ ଏବଂ ମେକ୍‌ଅପ୍‌ ସହ ମହିଳାମାନଙ୍କ ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିଥାଏ ମେହେନ୍ଦୀ। ଯଦି ଆପଣ ବି ନିଜ ହାତକୁ ମେହେନ୍ଦୀରେ ସଜାଇବାକୁ ଚାହୁଛନ୍ତି ତେବେ ଜାଣି ରଖନ୍ତୁ ବର୍ତ୍ତମାନ ଅଧିକ ଲୋକପ୍ରିୟ ଥିବା କେତେକ ଲାଟେଷ୍ଟ ତଥା ସହଜ ମେହେନ୍ଦୀ ଡିଜାଇନ୍‌ ସମ୍ପର୍କରେ...

ସ୍ବାସ୍ଥ୍ୟୋପକାରୀ ଅଦା

ସ୍ବାସ୍ଥ୍ୟୋପକାରୀ ଅଦା

ଅଦା କେବଳ ଏକ ମସଲା ଭାବେ ତରକାରୀର ସ୍ବାଦ ବଢ଼ାଇ ନ ଥାଏ ବରଂ ଏଥିରେ ଭରି ରହିଥିବା ପ୍ରଚୁର ପରିମାଣର ପୋଷକତତ୍ତ୍ୱ ଯାହା କି ଶରୀରକୁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରୁ ଦୂରେଇ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ...

ଗର୍ଭାବସ୍ଥାରେ  ମଧୁମେହ

ଗର୍ଭାବସ୍ଥାରେ ମଧୁମେହ

ଗର୍ଭାବସ୍ଥାରେ ମଧୁମେହ ରୋଗ ବିପଜ୍ଜନକ। ତେଣୁ ଏହି ସମୟରେ ନିୟମିତ ଚିକିତ୍ସା ଏବଂ କେତେକ ଜରୁରୀ ପଦକ୍ଷେପ ଉଭୟ ମା’ ଏବଂ ଶିଶୁକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ନଭେମ୍ବର ୧୪ ତାରିଖ ବିଶ୍ୱ ମଧୁମେହ ଦିବସ ଉପଲକ୍ଷେ ଏହାକୁ ନେଇ ବିଶେଷ ଉପସ୍ଥାପନା...