ଫୁରସତ |

ବିଶାଳ ରାଖୀ

ବିଶାଳ ରାଖୀ
ସ୍ନେହ ଓ ସୌହାର୍ଦ୍ଦ୍ୟର ପର୍ବ ରାଖୀ। ଆଜିକାଲି ମାର୍କେଟରେ ଭଳି କି ଭଳି ରାଖୀର ସମ୍ଭାର ଦେଖିବାକୁ ମିଳୁଛି। ତେବେ କିଛି ବ୍ୟକ୍ତି ଏହି ଅବସରରେ ବିଶାଳ ରାଖୀ ପ୍ରସ୍ତୁତ କରି ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ଉତ୍ତର ପ୍ରଦେଶର ଅମନ ଗୁଲାଟି। ଅମନ ୮୮୦ ଫୁଟ ଲମ୍ବ ଏବଂ ୫ ଫୁଟ ଗୋଲେଇ ବିଶିଷ୍ଟ ଏକ ବିଶାଳ ରାଖୀ ପ୍ରସ୍ତୁତ କରି ରେକର୍ଡ ସୃଷ୍ଟି କରିଛନ୍ତି। କାନଭାସ ଉପରେ କଲର ପେଣ୍ଟ୍‌, ଆର୍ଟିଫିସିଆଲ ଫୁଲ, ରିବନ ଆଦି ବ୍ୟବହାର କରି ସେ ଏହି ରାଖୀ ପ୍ରସ୍ତୁତ କରିଥିଲେ। ସେହିଭଳି ବାଙ୍ଗାଲୋରର ବ୍ରହ୍ମାକୁମାରୀମାନେ ଏହି ଅବସରରେ ୪୦ ଫୁଟ ଉଚ୍ଚ ଏବଂ ୪୦୦ ଫୁଟ ଲମ୍ବ   ବିଶିଷ୍ଟ ରାଖୀ ପ୍ରସ୍ତୁତ କରି ଆଉ ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ଷ୍ଟିଲ ରଡ ଉପରେ ରେଶମ କପଡା, ଲେସ୍‌, ରିବନ୍‌, ବାଉଁଶ ପାତି, ରଶି, ଫ୍ଲେକ୍ସ କଲର ପ୍ରିଣ୍ଟ ବ୍ୟବହାର କରି ଏହି ରାଖୀ ପ୍ରସ୍ତୁତ କରିଥିଲେ। ପଞ୍ଜାବର ଗୁର୍‌ପ୍ରୀତ ସିଂ ନାମକ ଜଣେ ବ୍ୟକ୍ତି ମଧ୍ୟ ପେପରରେ ଏକ ବିଶାଳ ରାଖୀ ପ୍ରସ୍ତୁତ କରି ରେକର୍ଡ ସୃଷ୍ଟ କରିବାର ଗୌରବ ଅର୍ଜନ କରିଛନ୍ତି।
All Right Reserved By

ଫୁରସତ |

ରାତିରେ ସ୍ତ୍ରୀ-ସ୍ବାମୀ ଦିନରେ ଅଲଗା...

ରାତିରେ ସ୍ତ୍ରୀ-ସ୍ବାମୀ ଦିନରେ ଅଲଗା...

 ଚାଇନାର ୟୁନାନ ପ୍ରଦେଶରେ ବାସ କରୁଥିବା ମୁସୋ ଜନଜାତିଙ୍କ ମଧ୍ୟରେ ଏକ ପରମ୍ପରା ରହିଛି। ରାତିରେ ଏହି ଜନଜାତିର ମହିଳା ଓ ପୁରୁଷ ସ୍ତ୍ରୀ-ସ୍ବାମୀ ଭାବେ ଗୋଟିଏ ଘରେ  ଏକତ୍ର ବାସ କରୁଥିଲେ ମଧ୍ୟ ସକାଳ ହେଲେ ନିଜ ନିଜ ଘରକୁ ବାହୁଡ଼ି ଯାଇଥାନ୍ତି।

ଯେଉଁଠି ସମଲିଙ୍ଗୀ ମହିଳାଙ୍କ ଚିକିତ୍ସା ପାଇଁ କରାଯାଏ ବଳାତ୍କାର

ଯେଉଁଠି ସମଲିଙ୍ଗୀ ମହିଳାଙ୍କ ଚିକିତ୍ସା ପାଇଁ କରାଯାଏ ବଳାତ୍କାର

ପୋଲାଣ୍ଡରେ କେତେକ ଚିକିତ୍ସାଳୟ ରହିଛି। ଏଠାରେ ସମଲିଙ୍ଗୀ ସମ୍ପର୍କ ପ୍ରତି ଆଗ୍ରହୀ ଥିବା ମହିଳାଙ୍କ ଚିକିତ୍ସା କରାଯାଇଥାଏ। ତେବେ ଏଠାକାର ଚିକିିତ୍ସା ପ୍ରଣାଳୀ ଭିନ୍ନ। 

ଏଠି ଲାଗେ ଭୂତମେଳା

ଏଠି ଲାଗେ ଭୂତମେଳା

ଉତ୍ତର ପ୍ରଦେଶ ମିର୍ଜାପୁର ଅହୋରାହ ଥାନା ଅଞ୍ଚଳରେ ବରହି ଗାଁରେ ଦେଖିବାକୁ ମିଳେ ଏକ ଅଜବ ମେଳା। ସ୍ଥାନୀୟ ଲୋକେ ଏହାକୁ ଭୂତଙ୍କ ମେଳା ବୋଲି କୁହନ୍ତି।

ପଞ୍ଚୁକ ହେଲେ ୬ ଦିନ ଶ୍ରୀଜିଉଙ୍କର ହୁଏ ନାଗାର୍ଜୁନ ବେଶ...

ପଞ୍ଚୁକ ହେଲେ ୬ ଦିନ ଶ୍ରୀଜିଉଙ୍କର ହୁଏ ନାଗାର୍ଜୁନ ବେଶ...

କାର୍ତ୍ତିକ ମାସରେ ପଞ୍ଚୁକ  ୫ ଦିନ ପରିବର୍ତ୍ତେ ୬ ଦିନ ହେଲେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ହୋଇଥାଏ। ଶ୍ରୀଜିଉ ବୀରବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏହି ବେଶକୁ ଦେଖିବା ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଜନସମାଗମ ହୋଇଥାଏ।

ଭୀଷ୍ମ ପଞ୍ଚକ ବ୍ରତ କଲେ କି ପୁଣ୍ୟ ମିଳେ...

ଭୀଷ୍ମ ପଞ୍ଚକ ବ୍ରତ କଲେ କି ପୁଣ୍ୟ ମିଳେ...

ପବିତ୍ର କାର୍ତ୍ତିକ ମାସର ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଶେଷ ୫ ଦିନକୁ ଭୀଷ୍ମ ପଞ୍ଚକ କୁହାଯାଇଥାଏ। ଏହି ବ୍ରତ କଲେ ଏକ ହଜାର ଏକାଦଶୀ ବ୍ରତର ପୁଣ୍ୟ ମିଳିଥାଏ। 

ମଙ୍ଗଳରେ ଉଛୁଳା ହ୍ରଦ ସୃଷ୍ଟି କରିଥିଲା ଉପତ୍ୟକା

ମଙ୍ଗଳରେ ଉଛୁଳା ହ୍ରଦ ସୃଷ୍ଟି କରିଥିଲା ଉପତ୍ୟକା

ଓ୍ବାଶିଂଟନ୍‌:୩ଶହ କୋଟି ବର୍ଷ ତଳେ ଲୋହିତ ଗ୍ରହ ମଙ୍ଗଳର ହ୍ରଦଗୁଡିକରେ ଉଛୁଳା ଜଳ ପ୍ରବାହିତ ହେଉଥିଲା। ଏଥିଯୋଗୁ ପ୍ରବଳ ବନ୍ୟା ଓ ଉପତ୍ୟକା ସୃଷ୍ଟି ହୋଇଥିଲା ବୋଲି ଏକ ଅଧ୍ୟୟନରୁ ଜାଣିବାକୁ ମିଳିଛି। 

ନାକରେ କଳାଜାଇ ମହିଳାଙ୍କ ପାଇଁ ଆଣେ ସୌଭାଗ୍ୟ...

ନାକରେ କଳାଜାଇ ମହିଳାଙ୍କ ପାଇଁ ଆଣେ ସୌଭାଗ୍ୟ...

ମହିଳାଙ୍କ ନାକରେ କଳାଜାଇ ଥିଲେ ଏହା ଆଣିଥାଏ ସୌଭାଗ୍ୟ। ଏନେଇ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ନାକର ବାମ ପଟେ କଳାଜାଇ ଥିବା ମହିଳାଙ୍କର ସ୍ବାମୀଙ୍କ ପ୍ରତି ରହିଥାଏ ଅତ୍ୟଧିକ ସ୍ନେହ ଓ ପ୍ରେମ। 

ଯେଉଁଠି ଶାରୀରିକ ସମ୍ପର୍କଠାରୁ  ଦୂରେଇ ରୁହନ୍ତି ଯୁବତୀ...

ଯେଉଁଠି ଶାରୀରିକ ସମ୍ପର୍କଠାରୁ ଦୂରେଇ ରୁହନ୍ତି ଯୁବତୀ...

ଦାମ୍ପତ୍ୟ ଜୀବନର ସଫଳତା ଅନେକ ଗୁଡ଼ିଏ କାରଣ ଉପରେ ନିର୍ଭର କରିଥାଏ। ସେଥିମଧ୍ୟରୁ ଅନ୍ୟତମ କାରଣ ହେଉଛି ଦମ୍ପତିଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ। ତେବେ ଜାପାନ ଏବଂ ବ୍ରିଟେନ୍‌ରେ ଗତ ୧୦ ବର୍ଷ ଧରି ଦାମ୍ପତ୍ୟ ଜୀବନରେ ସୃଷ୍ଟି ହେବାରେ ଲାଗିଛି ଝଡ଼। 

ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଅଜବ ପନ୍ଥା

ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଅଜବ ପନ୍ଥା

ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଅଜବ ପନ୍ଥା ଆପଣାଇଛିି ଅଷ୍ଟ୍ରେଲିଆର ଏକ କମ୍ପାନୀ।

ସାନିଟାରୀ ପ୍ୟାଡ୍‌ରୁ ପ୍ରସ୍ତୁତ ହେଉଛି ଡ୍ରଗ୍ସ

ସାନିଟାରୀ ପ୍ୟାଡ୍‌ରୁ ପ୍ରସ୍ତୁତ ହେଉଛି ଡ୍ରଗ୍ସ

ଜାକର୍ତ୍ତା, ୧୯।୧୧: ଯୁବତୀମାନଙ୍କ ଦ୍ୱାରା ବ୍ୟବହୃତ ସାନିଟାରୀ ନାପକିନ୍ସ ଓ ଟ୍ୟାମ୍ପୁନ୍ସରୁ ପ୍ରସ୍ତୁତ ହେଉଛି ଡ୍ରଗ୍ସ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। 

କାହିଁକି ପାଳିତ ହୁଏ ବଡ଼ ଓଷା...

କାହିଁକି ପାଳିତ ହୁଏ ବଡ଼ ଓଷା...

କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀରେ ପାଳିତ ହୋଇଥାଏ ବଡ଼ ଓଷା। ଏହି ଓଷା ଭୀଷ୍ମ ପଞ୍ଚକ ମଧ୍ୟରେ ବଡ଼ ଏକାଦଶୀ ବା ଦେବ ଉତ୍‌ଥାନ ଏକାଦଶୀ ପରେ ପାଳିତ ହୋଇଥାଏ।

ଏମିତି ସ୍ଥାନ ଯେଉଁଠି ସମସ୍ତେ ଅନ୍ଧ...

ଏମିତି ସ୍ଥାନ ଯେଉଁଠି ସମସ୍ତେ ଅନ୍ଧ...

କାନାଡ଼ାର ଓଣ୍ଟୋରିଓ ପ୍ରଦେଶରେ ରହିଛି  ତିଲ୍‌ଟେକ୍‌ ଗାଁ। ଏଠାରେ ଜୋପ୍‌ଟେକ ଜନଜାତିର ଲୋକେ ବାସ କରନ୍ତି। ଏମାନେ ଉତ୍ତର ଆମେରିକାରୁ ଆସିଥିବା ରେଡ୍‌ ଇଣ୍ଡିଆନ ସମ୍ପ୍ରଦାୟର।