ଜାତୀୟ |

୨୫ କୋଟି ଟଙ୍କା ସହ ୫୦ ଆର୍‌ଓ ମେଶିନ୍‌ ଦେଲା ତେଲେଙ୍ଗାନା

୨୫ କୋଟି ଟଙ୍କା ସହ ୫୦ ଆର୍‌ଓ ମେଶିନ୍‌ ଦେଲା ତେଲେଙ୍ଗାନା
ହାଇଦ୍ରାବାଦ,୧୯।୮: ତେଲେଙ୍ଗାନାର ଗୃହମନ୍ତ୍ରୀ ନୈନି ନରଶିଂହା ରେଡ୍ଡୀ ରବିବାର କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ଭେଟି ବନ୍ୟା ପୀଡିତଙ୍କ ପାଇଁ ୨୫କୋଟି ଟଙ୍କାର ଏକ ଚେକ୍‌ ପ୍ରଦାନ କରିଛନ୍ତି। ଏହା ବ୍ୟତୀତ ରେଡ୍ଡୀ ୫୦ଟି ଆର୍‌ଓ ମେଶିନ୍‌ ମଧ୍ୟ ଦେବାକୁ ଘୋଷଣା କରିଛନ୍ତି। ଯାହାର ଦାମ୍‌ ପାଖାପାଖି ୨.୫କୋଟି ଟଙ୍କା ହେବ। ତେବେ ତେଲେଙ୍ଗାନାର ବେଗୁମପେଟରୁ ଖୁବଶୀଘ୍ର ବିମାନ ଯୋଗେ ଏହି ଆର୍‌ଓ ମେଶିନ୍‌ କେରଳ ପହଞ୍ଚିବ ବୋଲି ସେ କହିଛନ୍ତି। ଫଳରେ ଲୋକେ ସୁଦ୍ଧ ପାନୀୟ ଜଳ ପାଇ ପାରିବେ। 
All Right Reserved By

ଜାତୀୟ |

ବିରୋଧୀ ଆସନରେ ବସିବୁ -ମାୟାବତୀ

ବିରୋଧୀ ଆସନରେ ବସିବୁ -ମାୟାବତୀ

ରାୟପୁର,୧୬।୧୧(ପିଟିଆଇ)- ଛତିଶଗଡରେ କଂଗ୍ରେସ କିମ୍ବା ଭାଜପାର କୌଣସି ଗଠ ବନ୍ଧନରେ ସାମିଲ ହେବା ଅପେକ୍ଷା ସେ ବିରୋଧୀ ଆସନରେ ବସିବାକୁ ଅଧିକ ପସନ୍ଦ କରିବେ ବୋଲି ବିଏସ୍‌ପି ନେତ୍ରୀ ମାୟାବତୀ କହିଛନ୍ତି।

୩ ଜଣ ବାନ୍ଧବୀଙ୍କ ଡିମାଣ୍ଡ ପୂରଣ କରୁ କରୁ ପ୍ରେମିକ ପହଞ୍ଚିଲେ ଜେଲ

୩ ଜଣ ବାନ୍ଧବୀଙ୍କ ଡିମାଣ୍ଡ ପୂରଣ କରୁ କରୁ ପ୍ରେମିକ ପହଞ୍ଚିଲେ ଜେଲ

ନୂଆଦିଲ୍ଲୀ,୧୬।୧୧: ରାଜଧାନୀ ଦିଲ୍ଲୀର ଗୋବିନ୍ଦପୁରୀ ଅଞ୍ଚଳରେ ରହୁଥିବା ରୋହନ୍‌ ଗିଲ(ସନ୍ନି) ଏବେ ଜେଲର ଚାରିକାନ୍ଥ ଭିତରେ। ୩ ଜଣ ବାନ୍ଧବୀଙ୍କୁ ଖୁସି କରିବାକୁ ଯାଇ ତାଙ୍କୁ ଏବେ ଜେଲ ଯିବାକୁ ପଡିଛି।

ବିନା ଅନୁମତିରେ ଆନ୍ଧ୍ର ପ୍ରଦେଶକୁ ପ୍ରବେଶ କରିପାରିବନି ସିବିଆଇ

ବିନା ଅନୁମତିରେ ଆନ୍ଧ୍ର ପ୍ରଦେଶକୁ ପ୍ରବେଶ କରିପାରିବନି ସିବିଆଇ

ହାଇଦ୍ରାବାଦ,୧୬।୧୧: ଆନ୍ଧ୍ର ସରକାରଙ୍କ ବିନା ଅନୁମତିରେ ସିବିଆଇ ରାଜ୍ୟରେ କୌଣସି ଯାଞ୍ଚ କରିପାରିବ ନାହିଁ। କାରଣ ଶୁକ୍ରବାର ଏଥିପାଇଁ ଦିଆଯାଇଥିବା ‘ଜେନେରାଲ କନସେଣ୍ଟ’ ବା ‘ସାଧାରଣ ସହମତି’କୁ ଆନ୍ଧ୍ର ପ୍ରଦେଶ ସରକାର ପ୍ରତ୍ୟାହାର କରି ନେଇଛନ୍ତି। 

ଦେଶରେ ଗଡ଼ିବ ଇଞ୍ଜିନ ବିହୀନ ଟ୍ରେନ୍‌

ଦେଶରେ ଗଡ଼ିବ ଇଞ୍ଜିନ ବିହୀନ ଟ୍ରେନ୍‌

ମୋରଦାବାଦ,୧୬।୧୧: ଭାରତର ପ୍ରଥମ ଇଞ୍ଜିନ ବିହୀନ ଟ୍ରେନ୍‌ ‘ଟ୍ରେନ୍‌-୧୮’ ଖୁବ୍‌ଶୀଘ୍ର ଧାରଣା ଉପରେ ଚଳାଚଳ କରିବାର ଯୋଜନା କରାଯାଉଛି। ବରେଲି-ମୋରଦାବାଦ ସେକ୍ସନ୍‌ରେ ଶନିବାର ଏହା ଏକ ସାଧାରଣ ଟ୍ରାକ୍‌ ଉପରେ ପରୀକ୍ଷଣ କରାଯିବ ବୋଲି ସୂଚାନା ମିଳିଛି। 

ରାଜା ଭାଇ ଗଢିବେ ନୂଆଦଳ

ରାଜା ଭାଇ ଗଢିବେ ନୂଆଦଳ

ଲକ୍ଷ୍ନୌ,୧୬।୧୧: ଉତ୍ତର ପ୍ରଦେଶ ପ୍ରତାପ ଗଡ଼ ଜିଲା କୁଣ୍ଡାର ବାହୁବଳୀ ବିଧାୟକ ତଥା ସ୍ବାଧିନ ପ୍ରାର୍ଥୀ ରଘୁରାଜ ପ୍ରତାପ ସିଂ ଓରଫ ରାଜା ଭାଇ ନିଜର ଏକ ରାଜନୈତୀକ ଦଳ ଗଠନ କରିବେ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି। 

ନାମ ପରିବର୍ତ୍ତନ ରାଜନୀତି: ଏବେ ବିଜନୌର ପାଳି

ନାମ ପରିବର୍ତ୍ତନ ରାଜନୀତି: ଏବେ ବିଜନୌର ପାଳି

ଲକ୍ଷ୍ନୌ,୧୬।୧୧: ଉତ୍ତରପ୍ରଦେଶ ଯୋଗୀ ଆଦିତ୍ୟନାଥ ସରକାର ଏବେ ନାମ ବଦଳ ରାଜନୀତିକୁ ଦେଉଛନ୍ତି ଗୁରୁତ୍ୱ। ଇତିମଧ୍ୟରେ ଆହ୍ଲାବାଦ ପ୍ରୟାଗରାଜ ଏବଂ ଫୈଜାବାଦ୍‌ ଅଯୋଧ୍ୟା ଭାବେ ନାମିତ ହୋଇ ସାରିଛି।

ଥରୁର୍‌ଙ୍କୁ ଜବାବ୍‌ ଦେଲେ ମୋଦି

ଥରୁର୍‌ଙ୍କୁ ଜବାବ୍‌ ଦେଲେ ମୋଦି

ରାୟପୁର,୧୬।୧୧: ମଧ୍ୟପ୍ରଦେଶ ଅମ୍ବିକାପୁରଠାରେ ଏକ ନିର୍ବାଚନ ସଭାରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ କଂଗ୍ରେସ ନେତା ଶଶି ଥରୁର୍‌ଙ୍କୁ କରିଛନ୍ତି ଟାର୍ଗେଟ୍‌।

ଜୀବିତ କନ୍ୟାଙ୍କ ଅନ୍ତିମ ସଂସ୍କାର କଲେ ପରିବାର

ଜୀବିତ କନ୍ୟାଙ୍କ ଅନ୍ତିମ ସଂସ୍କାର କଲେ ପରିବାର

ପାଟନା,୧୬।୧୧: ମଧ୍ୟପ୍ରଦେଶ ଝାବୁଆ ଜିଲାର ବୋରି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। 

ସପ୍‌ନା ଚୌଧୁରୀଙ୍କ କାର୍ଯ୍ୟକ୍ରମରେ ଦଳାଚକଟା: ୧ ମୃତ

ସପ୍‌ନା ଚୌଧୁରୀଙ୍କ କାର୍ଯ୍ୟକ୍ରମରେ ଦଳାଚକଟା: ୧ ମୃତ

ହରିୟାଣା,୧୬।୧୧: ହରିୟାନାର ନାଁ କରା ଡ୍ୟାନ୍ସର ସପ୍‌ନା ଚୌଧୁରୀଙ୍କର ଏକ କାର୍ଯ୍ୟକ୍ରମରେ ଦଳାଚକଟା ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ଅନ୍ୟ ୧୨ ଜଣ ଆହତ ମଧ୍ୟ ହୋଇଛନ୍ତି।  ତେବେ ସପ୍‌ନାଙ୍କର ଏତେ ପ୍ରଶଂସକ ଅଛନ୍ତି ଯେ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ପରେ ଦର୍ଶକଙ୍କ ସଂଖ୍ୟା ବଢିବାରେ ଲାଗିଥିଲା।

 ନିର୍ବାଚନ ସଭାରେ ଦୋହଲିଲା ମଞ୍ଚ; ଫୁଲମାଳ ଛାଡ଼ି ଦୌଡ଼ିଲେ ଉମା

ନିର୍ବାଚନ ସଭାରେ ଦୋହଲିଲା ମଞ୍ଚ; ଫୁଲମାଳ ଛାଡ଼ି ଦୌଡ଼ିଲେ ଉମା

ନୌଗାଓ୍ବଁ/ହରପାଲପୁର,୧୬।୧୧:  ମଧ୍ୟପ୍ରଦେଶ ମହାରାଜପୁର ବିଧାନସଭା ଆସନଠାରେ ଚାଲିଥିବା ଏକ ନିର୍ବାଚନୀ ସଭାରେ ଘଟିଛି ଏକ ଅଭାବନୀୟ ଘଟଣା। 

‘ଗାଜା’କବଳରେ ତାମିଲନାଡୁ

‘ଗାଜା’କବଳରେ ତାମିଲନାଡୁ

ଚେନ୍ନାଇ,୧୬।୧୧: ସାମୁଦ୍ରିକ ଝଡ଼ ‘ଗାଜା’ ଶୁକ୍ରବାର ସକାଳେ ସ୍ଥଳଭାଗ ଛୁଇଁଥିଲା। ଏହା ତାମିଲନାଡୁ ଓ ପୁଡୁଚେରୀ ଉପକୂଳର ନାଗାପଟ୍ଟିନମ୍‌ ଓ ଭେଦାନିୟମ ମଧ୍ୟ ଦେଇ ଗତି କରିଛି।

ପୁଣି ଡ୍ରାଗନ୍‌ର ଦାଦାଗିରି: ପାଙ୍ଗୋଙ୍ଗ୍‌ ତ୍ସୋ ହ୍ରଦରେ ଅନୁପ୍ରବେଶ

ପୁଣି ଡ୍ରାଗନ୍‌ର ଦାଦାଗିରି: ପାଙ୍ଗୋଙ୍ଗ୍‌ ତ୍ସୋ ହ୍ରଦରେ ଅନୁପ୍ରବେଶ

ନୂଆଦିଲ୍ଲୀ/ ବେଜିଂ,୧୬।୧୧: ଭାରତ ଉପରେ ପୁଣି ଡ୍ରାଗନ୍‌ ଆରମ୍ଭ କରିଛି ଦାଦାଗିରି। ଲଦାଖର ପାଙ୍ଗୋଙ୍ଗ୍‌ ତ୍ସୋ ହ୍ରଦରେ ଚାଇନା ସୈନ୍ୟ ଅନୁପ୍ରବେଶ କରିଥିବା ଗୋଇନ୍ଦା ରିପୋର୍ଟରୁ ଜଣାପଡ଼ିଛି।