ଜାତୀୟ |

ରାଜ୍ୟ ସଭାରେ ଉପସ୍ଥାପିତ ହେଲା ନାହିଁ ଟ୍ରିପିଲ ତଲାକ୍‌ ବିଲ୍‌

ରାଜ୍ୟ ସଭାରେ ଉପସ୍ଥାପିତ ହେଲା ନାହିଁ ଟ୍ରିପିଲ ତଲାକ୍‌ ବିଲ୍‌
ନୂଆଦିଲ୍ଲୀ,୧୦।୮: ସଂସଦରେ ଚାଲିଥିବା ମୌସୁମୀ ଅଧିବେଶନର ଶେଷ ଦିନରେ ଅର୍ଥାତ୍‌ ଶୁକ୍ରବାର ଟ୍ରିପିଲ୍‌ ତଲାକ୍‌ ବିଲ ଉପସ୍ଥାପନ କରାଯିବାର ଯୋଜନା ଥିଲା। ହେଲେ ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧି କଂଗ୍ରେସ ଓ ଶାସକ ଭାଜପା ମଧ୍ୟରେ ରାଫେଲ୍‌ ଡିଲ୍‌କୁ ନେଇ ଲଢେଇ ଆରମ୍ଭ ହୋଇଥିଲା। ଏହାପରେ ସଂଶୋଧିତ ତିନ ତଲାକ ବିଲ୍‌ ବା ଟ୍ରିପିଲ୍‌ ତଲାକ୍‌ ବିଲ୍‌ ଉପସ୍ଥାପନ ହେବା ପୂର୍ବରୁ ହଙ୍ଗାମା କରିଥିଲେ ବିରୋଧି। ତିନ୍‌ ତଲାକ ବିଲକୁ ବିରୋଧ କରିବାରୁ ସରକାର ବାଧ୍ୟ ହୋଇ ମୁଣ୍ଡ ନୁଆଇଁ ଥିଲେ। ତେବେ ରାଜ୍ୟ ସଭାର ଏହି ବିଲ୍‌ ଆସନ୍ତା ଅଧିବେଶନରେ ଉପସ୍ଥାପନ କରାଯିବ ବୋଲି ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ଚେୟାରମ୍ୟାନ ଏମ୍‌ ଭେଙ୍କାୟାନାଇଡୁ ସୂଚନା ଦେଇଥିଲେ।
All Right Reserved By

ଜାତୀୟ |

ଖୁବ୍‌ଶୀଘ୍ର ଆସୁଛି ‘ମିର୍ଜାପୁର ସିଜିନ୍‌ ୨’

ଖୁବ୍‌ଶୀଘ୍ର ଆସୁଛି ‘ମିର୍ଜାପୁର ସିଜିନ୍‌ ୨’

ନୂଆଦିଲ୍ଲୀ,୨୨।୨: ଏବେ ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିବ।  ଓ୍ବେବ ସିରିଜ୍‌ ‘ମିର୍ଜାପୁର’ର ପ୍ରଥମ ସିଜିନକୁ ଦର୍ଶକଙ୍କ ଜବରଦସ୍ତ ରେସପନ୍ସ ମିଳିବା ପରେ ଏବେ ଏହାର ସିଜିନ ୨କୁ ମିଳିଛି ଗ୍ରୀନ୍‌ ସିଗ୍‌ନାଲ। 

ଜୈଶ୍‌-ଇ-ମହମ୍ମଦର ୨ଆତଙ୍କୀ ଗିରଫ

ଜୈଶ୍‌-ଇ-ମହମ୍ମଦର ୨ଆତଙ୍କୀ ଗିରଫ

ଲକ୍ଷ୍ନୌ,୨୨।୨: ଉତ୍ତରପ୍ରଦେଶର ଆଣ୍ଟି ଟେରୋରିଷ୍ଟ ସ୍କ୍ବାଡ ବା ଏଟିଏସ୍‌କୁ ବଡ଼ ସଫଳତା।  ଉତ୍ତରପ୍ରଦେଶ ସହାରନପୁର ଜିଲାର ଦେବବନ୍ଦ ଅଞ୍ଚଳର ଏକ ହଷ୍ଟେଲରୁ ୟୁପି ଏଟିଏସ୍‌ ପକ୍ଷରୁ ଚଢ଼ାଉ କରାଯାଇ ୨ କଶ୍ମୀରୀ ଛାତ୍ରଙ୍କୁ ଗିରଫ କରାଯାଇଛି। 

ପୁରୁଷ ଗର୍ଭନିରୋଧକ ଭାବେ କାମ କରେ ପାନ ଡେମ୍ଫ: ରିପୋର୍ଟ

ପୁରୁଷ ଗର୍ଭନିରୋଧକ ଭାବେ କାମ କରେ ପାନ ଡେମ୍ଫ: ରିପୋର୍ଟ

ଭାଗଲପୁର,୨୨।୨: ପୁରୁଷଙ୍କ ପାଇଁ ପ୍ରାକୃତିକ ଗର୍ଭନିରୋଧକ ଭାବେ ପାନ ଡେମ୍ଫ କାମ କରିଥାଏ। ଏନେଇ ବିହାର ଭାଗଲପୁର ବିଶ୍ୱବିଦ୍ୟାଳୟ ପ୍ରାଣୀ ବିଭାଗ ପ୍ରଫେସର ତିଲକା ମାଂଝି  ସୂଚନା ଦେଇଛନ୍ତି। 

ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ଏସ୍‌ପିଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ମହିଳାଙ୍କୁ କରାଯାଇଥିଲା ବାଧ୍ୟ

ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ଏସ୍‌ପିଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ମହିଳାଙ୍କୁ କରାଯାଇଥିଲା ବାଧ୍ୟ

ଗୁରୁଦାସପୁର,୨୨।୨: ସ୍ବାମୀଙ୍କୁ ମିଥ୍ୟା ଅପରାଧରୁ ବଞ୍ଚାଇବା ପାଇଁ ଜଣେ ମହିଳା ବାଧ୍ୟ ହୋଇ ପୂର୍ବତନ ଏସ୍‌ପି ସଲଓ୍ବିନ୍ଦର ସିଂଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ଏହା ସହିତ ଏସ୍‌ପି ୫୦ ହଜାର ଟଙ୍କା ମଧ୍ୟ ମହିଳାଙ୍କଠାରୁ ନେଇଥିଲେ।

 ଟ୍ରେନରେ ସ୍କୁଲ ପିଲାଙ୍କ ବିପଦପୂର୍ଣ୍ଣ ଷ୍ଟଣ୍ଟ

ଟ୍ରେନରେ ସ୍କୁଲ ପିଲାଙ୍କ ବିପଦପୂର୍ଣ୍ଣ ଷ୍ଟଣ୍ଟ

ଚେନ୍ନାଇ,୨୨।୨: ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ଆପ୍‌ ଦ୍ୱାରା ଲୋକେ ନିଜର ପ୍ରତିଭା ପ୍ରଦର୍ଶିତ କରୁଛନ୍ତି। ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଟିକ୍‌ଟକ୍‌ ଆପ୍‌ ଡ୍ୟାନ୍ସରେ ପ୍ରଭାବିତ ହୋଇ ପିଲା ଠାରୁ ବୃଦ୍ଧ ଯାଏଁ ନୂଆ ନୂଆ କାର୍ଯ୍ୟକଳାପ କରୁଛନ୍ତି।

ପୁଲଓ୍ବାମା ଘଟଣା ପରେ କଶ୍ମୀର ଛାତ୍ରଙ୍କ ଉପରେ ହିଂସା: ୧୦ ରାଜ୍ୟକୁ ଜବାବ ତଲବ୍‌ କଲେ ସୁପ୍ରିମ୍‌କୋର୍ଟ

ପୁଲଓ୍ବାମା ଘଟଣା ପରେ କଶ୍ମୀର ଛାତ୍ରଙ୍କ ଉପରେ ହିଂସା: ୧୦ ରାଜ୍ୟକୁ ଜବାବ ତଲବ୍‌ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୨।୨: ଫେବୃୟାରୀ ୧୪ରେ ପୁଲଓ୍ବାମାରେ ହୋଇଥିବା ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ପରେ କଶ୍ମୀର ଛାତ୍ରଙ୍କ ଉପରେ ଆରମ୍ଭ ହୋଇଥିଲା ହିଂସା। ଏନେଇ ସୁପ୍ରିମ୍‌କୋର୍ଟରେ ଏକ ମାମଲା ଦାଖଲ କରାଯାଇଥିଲା। 

ବଦଳିବ ଭାଜପାର ନିର୍ବାଚନୀ ରଣନୀତି: ରାମମନ୍ଦିର ବଦଳରେ ପୁଲଓ୍ବାମା ହେବ ମୁଖ୍ୟ ପ୍ରସଙ୍ଗ

ବଦଳିବ ଭାଜପାର ନିର୍ବାଚନୀ ରଣନୀତି: ରାମମନ୍ଦିର ବଦଳରେ ପୁଲଓ୍ବାମା ହେବ ମୁଖ୍ୟ ପ୍ରସଙ୍ଗ

ନାଗପୁର,୨୨।୨: ଚଳିତ ଲୋକସଭା ନିର୍ବାଚନରେ ଭାଜପା ଏହାର ରଣନୀତିରେ ପରିବର୍ତ୍ତନ କରିବାକୁ ଯାଉଛି। ରାମମନ୍ଦିର ବଦଳରେ ଏବେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ମୁଖ୍ୟ ନିର୍ବାଚନ ପ୍ରସଙ୍ଗ କରିବାକୁ ଯୋଜନା କରିଛି ଭାଜପା।

ଶହୀଦ୍‌ ପରିବାରଙ୍କ ସହାୟତା ପାଇଁ ଅଳଙ୍କାର ବିକିଲେ ପ୍ରିନ୍ସପାଲ: ଜମା କଲେ ୧୩ ଲକ୍ଷ

ଶହୀଦ୍‌ ପରିବାରଙ୍କ ସହାୟତା ପାଇଁ ଅଳଙ୍କାର ବିକିଲେ ପ୍ରିନ୍ସପାଲ: ଜମା କଲେ ୧୩ ଲକ୍ଷ

ଲକ୍ଷ୍ନୌ, ୨୨।୨: ପୁଳଓ୍ବାମା ଶହୀଦ୍‌ ପରିବାରଙ୍କ ସହାୟତା ପାଇଁ ଦେଶର ପ୍ରତିଟି ବର୍ଗ ଭିଡ଼ିଛନ୍ତି ଅଣ୍ଟା।  ନିଜ ଆର୍ଥିକ ସ୍ଥିତି ଅନୁସାରେ ଅର୍ଥ ଜମା କରି ଶହୀଦ୍‌ ପରିବାରଙ୍କ ନିକଟକୁ ପଠାଇବା କାର୍ଯ୍ୟ ଜାରି ରହିଛି। 

ରାଜନୀତିକୁ ଆସିବେ ଦୀପିକା: ହେବେ ସ୍ବଚ୍ଛ ଭାରତ ମନ୍ତ୍ରୀ!

ରାଜନୀତିକୁ ଆସିବେ ଦୀପିକା: ହେବେ ସ୍ବଚ୍ଛ ଭାରତ ମନ୍ତ୍ରୀ!

ମୁମ୍ବାଇ,୨୨।୨: ଅଭିନେତ୍ରୀ ଦୀପିକା ପାଦୁକୋନ୍‌  ରାଜନୀତିକୁ ଆସିବାକୁ କରୁଛନ୍ତି ଯୋଜନା। ଏନେଇ ସେ ନିକଟରେ ସୂଚନା ଦେଇଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଦୀପିକା ଏହା କହିଛନ୍ତି। 

ବାରମୁଳାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ବାରମୁଳାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୨୨।୨: ଉତ୍ତର କଶ୍ମୀର ବାରମୁଳା ଜିଲାରେ ସୁରକ୍ଷାକର୍ମୀ ଆତଙ୍କବାଦୀ ଶୁକ୍ରବାର ମୁହାଁମୁହିଁ ହୋଇଛନ୍ତି। ଏଥିରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। 

ପାକିସ୍ତାନ ମନରେ ଭୟ: ନିୟନ୍ତ୍ରଣ ରେଖାରେ ଆରମ୍ଭ କଲା ଯୁଦ୍ଧ ପ୍ରସ୍ତୁତି

ପାକିସ୍ତାନ ମନରେ ଭୟ: ନିୟନ୍ତ୍ରଣ ରେଖାରେ ଆରମ୍ଭ କଲା ଯୁଦ୍ଧ ପ୍ରସ୍ତୁତି

ନୂଆଦିଲ୍ଲୀ/ଇସଲାମାବାଦ୍‌,୨୨।୨: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ପାକିସ୍ତାନ ମନରେ ଭୟ ମଧ୍ୟ ବଢ଼ିବାରେ ଲାଗିଛି।

ଦକ୍ଷିଣ କୋରିଆ ଗସ୍ତରେ ମୋଦି: ପାଇବେ ‘ସିଓଲ ଶାନ୍ତି ପୁରସ୍କାର’

ଦକ୍ଷିଣ କୋରିଆ ଗସ୍ତରେ ମୋଦି: ପାଇବେ ‘ସିଓଲ ଶାନ୍ତି ପୁରସ୍କାର’

ନୂଆଦିଲ୍ଲୀ/ସିଓଲ, ୨୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଦକ୍ଷିଣ କୋରିଆ ଗସ୍ତରେ ଯାଇଛନ୍ତି।