ଜୀବନଚର୍ଯ୍ୟା |

ମେଦବହୁଳତାରୁ ଦୂରେଇ ରହିବା ପାଇଁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଉପାୟ

ମେଦବହୁଳତାରୁ ଦୂରେଇ ରହିବା ପାଇଁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଉପାୟ
ସକାଳେ ଅଧାକପ କମଳା ରସ ପିଇଲେ ମିଳିଥାଏ ଅନେକ ଫାଇଦା। ଏଥିରେ ଭରିରହିଛି ଲୌହ, କ୍ୟାଲସିୟମ୍‌, ପୋଟାସିୟମ, ଖଣିଜ, ଭିଟାମିନ ‘ଏ’, ‘ବି ’ ଓ ‘ସି’ ଆଦି ପୋଷକ ତତ୍ତ୍ୱ। କମଳା ରସ ଶରୀରକୁ ଫୂର୍ତ୍ତି ରଖିଥାଏ। ପ୍ରତିଦିନ କମଳା ରସ ପିଇଲେ ମେଦବହୁଳତା ଆଶଙ୍କା ଦୂର ହୋଇଥାଏ ବୋଲି କୁମାୟୁନ ଆୟୁର୍ବେଦ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ନିୟମିତ ଭାବେ କମଳା ରସ ସେବନ କରିବା ଦ୍ୱାରା ସର୍ଦ୍ଦି, କାଶ ଆଦି ଦୂର ହୁଏ। ରାତିରେ ଶୋଇବା ବେଳେ ଓ ଉଠିବା ପରେ କମଳା ଖାଇବା ଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଥାଏ। ପ୍ରତିଦିନ କମଳା ରସ ପିଇବା ଦ୍ୱାରା କ୍ୟାନସର ହେବା ଆଶଙ୍କା କମିଥାଏ। କମଳା ରସ ପିଇଲେ ଆଣ୍ଠୁଗଣ୍ଠି ଦରଜରୁ ଆରାମ ମିଳିଥାଏ ବୋଲି ଏହି ଗବେଷଣା ରିପୋର୍ଟରେ ଉଲ୍ଲେଖ ରହିଛି।
All Right Reserved By

ଜୀବନଚର୍ଯ୍ୟା |

ମେଦବହୁଳତାରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଏହି ରସ...

ମେଦବହୁଳତାରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଏହି ରସ...

ପରିବର୍ତ୍ତିତ ଜୀବନଶୈଳୀରେ ଅନେକଙ୍କୁ ମେଦବହୁଳତା ହୋଇଥାଏ। ତେବେ ଏହାର ସଫଳ ଚିକିତ୍ସା ଆମ ଘରବାଡ଼ିରେ ଥିବା ବିଭିନ୍ନ ଔଷଧୀୟ ଗଛଲତା ସହାୟତାରେ ସହଜରେ ହୋଇପାରିଥାଏ।

ଘରେ ଦରଜା ଏବଂ କବାଟ ଲଗାଉଥିଲେ...

ଘରେ ଦରଜା ଏବଂ କବାଟ ଲଗାଉଥିଲେ...

ଘରେ ଦରଜା ଏବଂ କବାଟ ଲଗାଇବା ବେଳେ ଏହାର ବାସ୍ତୁ ଦିଗ ପ୍ରତି ମଧ୍ୟ ବିଶେଷ ଧ୍ୟାନଦେବା ଜରୁରୀ।

ଆଜିକାଲି ଯୁବପିଢ଼ି  ଫ୍ୟାଶନ: ଟ୍ରେଞ୍ଚ କୋଟ୍‌

ଆଜିକାଲି ଯୁବପିଢ଼ି ଫ୍ୟାଶନ: ଟ୍ରେଞ୍ଚ କୋଟ୍‌

ଆଜିକାଲି ଯୁବପିଢ଼ି  ଫ୍ୟାଶନ ଏକ୍ସପେରିମେଣ୍ଟକୁ ନେଇ ପୂରା ଆକ୍ଟିଭ ରହୁଥିବାର ଦେଖିବାକୁ ମିଳୁଛି। ମାର୍କେଟ୍‌କୁ ଯାହା ବି ଲାଟେଷ୍ଟ ମଡେଲ ଆସିଲା, ତାକୁ ନିଜ ଓ୍ବାର୍ଡରୋବ୍‌ରେ ସାମିଲ କରିବାକୁ ସେମାନେ ତତ୍ପରତା ଦେଖାଇଥାନ୍ତି। ବର୍ତ୍ତମାନ ଶୀତଦିନ ପାଇଁ ଟ୍ରେଞ୍ଚ କୋଟ୍‌ର ଫ୍ୟାଶନ ଖୁବ୍‌ ଚାଲିଛି। ଏହାକୁ ଟ୍ରାଏ କଲେ ସ୍ମାର୍ଟ ଲୁକ୍‌ ମିଳିବା ସହ ଶୀତରୁ ବି ରକ୍ଷା ପାଇହୁଏ। ତେବେ ଏହି ଟ୍ରେଞ୍ଚ କୋଟ୍‌ କ’ଣ ଓ ଏହାକୁ କେମିତି ବ୍ୟବହାର କଲେ ଲୁକ୍‌ ଅଧିକ ଆକର୍ଷଣୀୟ ଲାଗିବ ଜାଣନ୍ତୁ ସେ ସମ୍ପର୍କରେ...

ଅଜବ ବାଥ୍‌ଟବ୍‌

ଅଜବ ବାଥ୍‌ଟବ୍‌

ଆଜିକାଲିର ମଡର୍ନ ବାଥ୍‌ରୁମ୍‌ରେ ବାଥ୍‌ଟବ୍‌ର ସ୍ଥାନ ସ୍ବତନ୍ତ୍ର। ତା’ମଧ୍ୟରେ ସ୍ନାନ କଲେ ଦିନତମାମ ତାଜା ଲାଗେ। ଆଉ କାମ କରି ଥକି ଆସିଥିବା ବ୍ୟକ୍ତି ଏହାମଧ୍ୟରେ ପାଏ ବେଶ୍‌ ଆରାମ। ତେବେ ସାଧାରଣ ବାଥ୍‌ଟବ୍‌ଠୁ କିଛି ଭିନ୍ନ ଓ ଅଜବ ବାଥ୍‌ଟବ୍‌ ବି ରହିଛି, ଯାହାକୁ ନିଜ ବାଥ୍‌ରୁମ୍‌ରେ ରଖିପାରିଲେ ଆରାମ ପାଇବା ସହ ଆପଣଙ୍କ ବାଥ୍‌ରୁମ୍‌ ହୋଇଯିବ କିଛି ଖାସ୍‌...

ମେଦବହୁଳତାରୁ ଦୂରେଇ ରଖେ, ସକାଳେ ଅଧଗ୍ଲାସେ ଥଣ୍ଡା କ୍ଷୀର...

ମେଦବହୁଳତାରୁ ଦୂରେଇ ରଖେ, ସକାଳେ ଅଧଗ୍ଲାସେ ଥଣ୍ଡା କ୍ଷୀର...

ଥଣ୍ଡା କ୍ଷୀର ପିଇଲେ ଅନେକ ସୁଫଳ ମିଳିଥାଏ। ଏହା ଦ୍ୱାରା ଗ୍ୟାସ୍‌ଟ୍ରିକ୍‌ ସମସ୍ୟା ଦୂର ହୁଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି।

ଶୀତଦିନେ ଖାଆନ୍ତୁ ଖଟାଫଳ

ଶୀତଦିନେ ଖାଆନ୍ତୁ ଖଟାଫଳ

ଫଳ ଶରୀର ପାଇଁ ଳାଭଦାୟକ। ହେଲେ କେଉଁ ଫଳ କେତେବେଳେ ଖାଇବା ଆବଶ୍ୟକ ତାହା ମଧ୍ୟ ଜାଣିବା ଜରୁରୀ। ଆୟୁର୍ବେଦ ଅନୁଯାୟୀ ଶୀତଦିନେ ଖଟାଫଳ ଶରୀର ପାଇଁ ବେଶ୍‌ ଉପକାରୀ।

ସକାଳେ ପିଅନ୍ତୁ ଏହି ଚା’, ମିଳିବ ଅନେକ ଫାଇଦା...

ସକାଳେ ପିଅନ୍ତୁ ଏହି ଚା’, ମିଳିବ ଅନେକ ଫାଇଦା...

ସକାଳୁ ଖାଲି ପେଟରେ ରସୁଣ ଚା’ ପିଇଲେ ଅନେକ ସୁଫଳ ମିଳିଥାଏ। ଏହାଦ୍ୱାରା ରକ୍ତରେ କୋଲଷ୍ଟଲର ପରିମାଣ ହ୍ରାସ ପାଏଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି।

ହାର୍ଟ ଆଟାକ୍‌ରୁ ରକ୍ଷାପାଇବାକୁ ଚାହୁଁଛନ୍ତି, ଜାଣନ୍ତୁ ଏହାର ସହଜ ଉପାୟ...

ହାର୍ଟ ଆଟାକ୍‌ରୁ ରକ୍ଷାପାଇବାକୁ ଚାହୁଁଛନ୍ତି, ଜାଣନ୍ତୁ ଏହାର ସହଜ ଉପାୟ...

ସକାଳୁ ଖାଲିପେଟରେ ଧନିଆ ପତ୍ର ଜୁସ୍‌ ପିଇଲେ ମିଳିଥାଏ ଅନେକ ସୁଫଳ । 

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବ ଏହି ଫଳ

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବ ଏହି ଫଳ

ଉଚ୍ଚ ରକ୍ତଚାପ ଏକ ମାରାତ୍ମକ  ବେମାରୀ। ଆଜିର ସମାଜରେ ପ୍ରାୟ ଅଧିକାଂଶ ଲୋକ ଏହି ରୋଗରେ ଆକ୍ରାନ୍ତ। ଉଚ୍ଚ ରକ୍ତଚାପର ଅନେକ କାରଣ ହୋଇଥାଏ ଯେମିତି କି ଅଧିକ କାମଚାପ, ମାନସିକ ଚିନ୍ତା, ଲୁଣ ଏବଂ ନିଶାଦ୍ରବ୍ୟ ଅଧିକ ମାତ୍ରାରେ ସେବନ, ଓ ମେଦବହୁଳତା।

ହାର୍ଟ ଆଟାକ୍‌ରୁ ବି ଦୂରେଇ ରଖେ ଆମ୍ବ ଟାକୁଆ...

ହାର୍ଟ ଆଟାକ୍‌ରୁ ବି ଦୂରେଇ ରଖେ ଆମ୍ବ ଟାକୁଆ...

ଆମ୍ବ  ଶରୀର ପାଇଁ ଉପକାରୀ। ଏହା ସହିତ  ଆମ୍ବ ଟାକୁଆ ମଧ୍ୟ ଶରୀର ପାଇଁ ବେଶ୍‌ ଲାଭପ୍ରଦ।

କେମିତି ପ୍ରସ୍ତୁତ କରିବେ ଏଗ୍‌ଲେସ୍‌ କୋକୋନଟ୍‌ କୁକିଜ୍‌

କେମିତି ପ୍ରସ୍ତୁତ କରିବେ ଏଗ୍‌ଲେସ୍‌ କୋକୋନଟ୍‌ କୁକିଜ୍‌

ଆବଶ୍ୟକ ସାମଗ୍ରୀ: ଏକ କପ୍‌ ମଇଦା, ୧/୨ଟି ସ୍ପୁନ୍‌ ବେକିଂ ପାଉଡର, ୧/୨ କପ୍‌ ଚିନି ଗୁଣ୍ଡ, ୧/୨ କପ୍‌ ବଟର, ୨-୩ ବୁନ୍ଦା ଭାନିଲା ଏସେନ୍ସ, ୩/୪ କପ୍‌ ଦରଶୁଖିଲା ନଡ଼ିଆ ପାଉଡର, ୧ ଟେବଲ୍‌ ସ୍ପୁନ୍‌ କ୍ଷୀର।

ଉପକାରୀ ବେବି ଅଏଲ୍‌

ଉପକାରୀ ବେବି ଅଏଲ୍‌

ପିଲାଙ୍କ ତ୍ୱଚାର ସୁରକ୍ଷା ସହ ହାଡ଼କୁ ମଜଭୁତ କରିବା ଲାଗି ବ୍ୟବହାର କରାଯାଉଥିବା ବେବି ଅଏଲ୍‌ ବଡ଼ମାନଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମଧ୍ୟ ବେଶ୍‌ ଉପକାରୀ। ଜାଣି ରଖନ୍ତୁ ଏ ସମ୍ପର୍କରେ...