ଜାତୀୟ |

ସେଲ୍‌ଫି ନିଶା: ଚାଲିଗଲା ୩ ଜୀବନ

ସେଲ୍‌ଫି ନିଶା: ଚାଲିଗଲା ୩ ଜୀବନ
ବାରମେର,୧୧।୭: ମାନବିକତା ଏବଂ ସହାନୁଭୁତି ଅଭାବର ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆ ଦ୍ୱାରା ଲୋକଲୋଚନକୁ ଆସିଛି। ରାଜସ୍ଥାନର ବାରମେର ଅଞ୍ଚଳରେ ଏକ ଦୁର୍ଘଟଣାରେ ଗୁରୁତର ହୋଇ ଛଟପଟ ହେଉଥିବା ୩ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବା ବଦଳରେ ଦେଖଣାହାରୀ ସେଲ୍‌ଫି ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଅପରପକ୍ଷରେ ଗୁରୁତର ୩ ଜଣଙ୍କ ମୃତ୍ୟୁ ଘଟିଛି। ଯଦି ତାଙ୍କୁ ଉଚିତ ସମୟରେ ଡାକ୍ତରଖାନା ନିଆଯାଇଥା’ନ୍ତା, ହୁଏତ ସେମାନଙ୍କ ଜୀବନ ବଞ୍ଚିଯାଇପାରିଥାନ୍ତା। ସୂଚନାନୁଯାୟୀ, ବାରମେର ଜିଲାର ଚୋହତାନ୍‌ ଅଞ୍ଚଳରେ ବାଇକ୍‌ରେ ଯାଉଥିବାବେଳେ ଉକ୍ତ ୩ ଯୁବକ ଏକ ସ୍କୁଲବସ୍‌କୁ ଧକ୍କା ଦେଇଥିଲେ। ଗୁରୁତର ହୋଇ ସେମାନେ ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ଉକ୍ତ ରାସ୍ତାରେ ଯାଉଥିବା ଲୋକେ ତାଙ୍କୁ ହସ୍ପିଟାଲ ନେବା ପରିବର୍ତ୍ତେ ସେଠାରେ ସେଲ୍‌ଫି ନେଇଥିଲେ।
All Right Reserved By

ଜାତୀୟ |

ସୋସିଆଲ ମିଡିଆରେ ମିଳୁଛି ଶାରୀରିକ ସମ୍ପର୍କ ରଖିବାକୁ ଧମକ

ସୋସିଆଲ ମିଡିଆରେ ମିଳୁଛି ଶାରୀରିକ ସମ୍ପର୍କ ରଖିବାକୁ ଧମକ

ନୂଆଦିଲ୍ଲୀ,୨୩।୯: ଏବେ ସୋସିଆଲ ମିଡିଆ ଭୟଙ୍କର ରୂପ ଧାରଣ କରିଛି। ନିକଟରେ ସୋସିଆଲ ମିଡିଆ ମାଧ୍ୟମରେ ଜଣେ ୧୬ ବର୍ଷ ବୟସର ଯୁବତୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ଧମକ ଦିଆଯାଇଥିବା ଜଣାପଡିଛି।

ଟିଡିପି ବିଧାୟକଙ୍କୁ ହତ୍ୟା

ଟିଡିପି ବିଧାୟକଙ୍କୁ ହତ୍ୟା

ହାଇଦ୍ରାବାଦ,୨୩।୯: ଆନ୍ଧ୍ରପ୍ରଦେଶ ବିଶାଖାପାଟନମ୍‌ ଜିଲା ଅରାକୁ ଘାଟିରେ ରବିବାର ମାଓବାଦୀମାନେ ଟିଡିପି ବିଧାୟକ କିଦାରି ସର୍ବେଶ୍ୱର ରାଓ, ପୂର୍ବତନ ବିଧାୟକ ସିଭେରି ସୋମା ଓ ଅନ୍ୟ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

ଆଇଏସ୍‌ଆଇ ଇଶାରାରେ ହୋଇଥିଲା ପୋଲିସ କର୍ମଚାରୀଙ୍କ ଅପହରଣ ହତ୍ୟା

ଆଇଏସ୍‌ଆଇ ଇଶାରାରେ ହୋଇଥିଲା ପୋଲିସ କର୍ମଚାରୀଙ୍କ ଅପହରଣ ହତ୍ୟା

ଶ୍ରୀନଗର/ଇସଲାମାବାଦ୍‌,୨୩।୯: ଜମ୍ମୁ-କଶ୍ମୀରରେ ହୋଇଥିବା ୩ ଜଣ ସ୍ବତନ୍ତ୍ର ପୋଲିସ ଅଫିସରଙ୍କ ଅପହରଣ ହତ୍ୟା ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଇଶାରାରେ ହୋଇଛି।

ସୁରକ୍ଷାବଳ ଆତଙ୍କବାଦୀ ମୁହାଁମୁହିଁ

ସୁରକ୍ଷାବଳ ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୨୩।୯: ଜମ୍ମୁ-କଶ୍ମୀରର ତ୍ରାଲଠାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିବା ବେଳେ ଏଥିରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଥିବା ସୂଚନା ମିଳିଛି।

ଆୟୁଷ୍ମାନ ଭାରତ ବୀମା ଯୋଜନା ଲୋକାର୍ପିତ

ଆୟୁଷ୍ମାନ ଭାରତ ବୀମା ଯୋଜନା ଲୋକାର୍ପିତ

ରାଞ୍ଚି,୨୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାଞ୍ଚିଠାରେ ଆୟୁଷ୍ମାନ ଭାରତ ଯୋଜନାର ଲୋକାର୍ପଣ କରଛନ୍ତି। ଏହା ବିଶ୍ୱର ସର୍ବ ବୃହତ୍‌ ସ୍ବାସ୍ଥ୍ୟ ବୀମା ଯୋଜନା ବୋଲି କୁହାଯାଉଛି। 

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ଟ୍ରାଜେଡି କିଙ୍ଗ

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ଟ୍ରାଜେଡି କିଙ୍ଗ

ମୁମ୍ବାଇ,୨୩।୯: ପାଖାପାଖି ୧୪ ଦିନର ରହଣି ପରେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି ବଲିଉଡ୍‌ ଅଭିନେତା ଦିଲ୍ଲୀପ କୁମାର। ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ କିଛିଦିନ ହେବ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। 

ମୋବାଇଲ୍‌ ଆଲୋକରେ ଗର୍ଭବତୀଙ୍କ ହେଲା ଅପରେଶନ

ମୋବାଇଲ୍‌ ଆଲୋକରେ ଗର୍ଭବତୀଙ୍କ ହେଲା ଅପରେଶନ

ଇନ୍ଦୋର,୨୩।୯: ମଧ୍ୟପ୍ରଦେଶ ଆମ୍ବେଡ଼କର ହସ୍ପିଟାଲରେ ଘଟିଛି ଏକ ଅଘଟଣ। ଏଠାରେ ଜଣେ ଗର୍ଭବତୀଙ୍କ ପ୍ରସବ ଅପରେଶନ ମୋବାଇଲ୍‌ ଆଲୋକରେ କରାଯାଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚିତ କରିଛନ୍ତି। 

ଧାର୍ମିକ ନେତା ସମଲିଙ୍ଗୀ ରାଜକୁମାରଙ୍କ ସହ ଶାରୀରିକ ସମ୍ପର୍କ ଲାଗି ଦେଇଥିଲେ ପ୍ରସ୍ତାବ

ଧାର୍ମିକ ନେତା ସମଲିଙ୍ଗୀ ରାଜକୁମାରଙ୍କ ସହ ଶାରୀରିକ ସମ୍ପର୍କ ଲାଗି ଦେଇଥିଲେ ପ୍ରସ୍ତାବ

ଅହମ୍ମଦାବାଦ୍‌,୨୩।୯: ଗୁଜରାଟ ରାଜପିପଲା ରାଜପରିବାର ସଦସ୍ୟ ସମଲିଙ୍ଗୀ ରାଜକୁମାର ମାନବେନ୍ଦ୍ର ସିଂ ଗୋହିଲାଙ୍କ ମନ୍ତବ୍ୟ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା। 

ହିଜବୁଲ୍‌ ଟାର୍ଗେଟ୍‌ରେ ୩୦ ପୋଲିସ କର୍ମଚାରୀ ଓ ଯବାନ

ହିଜବୁଲ୍‌ ଟାର୍ଗେଟ୍‌ରେ ୩୦ ପୋଲିସ କର୍ମଚାରୀ ଓ ଯବାନ

ଶ୍ରୀନଗର,୨୩।୯: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ସଂଗଠନ ହିଜବୁଲ୍‌ ମୁଜାହିଦ୍ଦିନ୍‌ ୩୦ ପୋଲିସ କର୍ମଚାରୀ ଏବଂ ଯବାନଙ୍କୁ ଟାର୍ଗେଟ୍‌ କରିଛି। ହିଜବୁଲ୍‌ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏକ ତାଲିକାରେ ସମ୍ପୃକ୍ତ ପୋଲିସ କର୍ମଚାରୀ ଏବଂ ଯବାନଙ୍କ ନାମ ରହିଛି।

ବିଦାୟ ନେଲେ ଗଣପତି

ବିଦାୟ ନେଲେ ଗଣପତି

ମୁମ୍ବାଇ,୨୩।୯: ଦୀର୍ଘ ୧୦ ଦିନ ପରେ ବିଦାୟ ନେଇଛନ୍ତି ବିଘ୍ନ ବିନାଶକ। ମହାରାଷ୍ଟ୍ରରେ ଗଣେଶଙ୍କର ବିଶେଷ ପୁଜା କରାଯାଉଥିବା ବେଳେ ରବିବାର ଶ୍ରଦ୍ଧାଳୁମାନେ ବିଦାୟ ଦେଇଛନ୍ତି ବିଦ୍ୟାଦାତା ଗଣେଶଙ୍କୁ।

ଆଶ୍ରୟ ଗୃହରେ ୧୮ ଯୁବତୀଙ୍କୁ ଦିଆଯାଉଥିଲା ଗର୍ଭ ନିରୋଧକ ଇଞ୍ଜେକସନ୍‌

ଆଶ୍ରୟ ଗୃହରେ ୧୮ ଯୁବତୀଙ୍କୁ ଦିଆଯାଉଥିଲା ଗର୍ଭ ନିରୋଧକ ଇଞ୍ଜେକସନ୍‌

ଗ୍ବାଲିୟର,୨୩।୯: ମଧ୍ୟପ୍ରଦେଶ ଗ୍ବାଲିୟର ବିଲୋଆ ଥାନା ଅନ୍ତର୍ଗତ ଅଡୁପୁରାରେ ଥିବା ଏକ ଆଶ୍ରୟ ଗୃହରେ ଅନ୍ତେବାସୀ ଯୁବତୀଙ୍କୁ ନିୟମିତ ଗର୍ଭନିରୋଧକ ଇଞ୍ଜେକସନ୍‌ ଦିଆଯାଉଥିବା ଅଭିଯୋଗ ହୋଇଛି। 

ଟଙ୍କା ମାଗିବାରୁ ଥାନା ବାବୁଙ୍କ ଝିଅଙ୍କୁ କଲେ ବଳାତ୍କାର

ଟଙ୍କା ମାଗିବାରୁ ଥାନା ବାବୁଙ୍କ ଝିଅଙ୍କୁ କଲେ ବଳାତ୍କାର

ଭୋପାଳ,୨୩।୯: ମଧ୍ୟପ୍ରଦେଶ ବାଗସେବାନିଆରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ଥାନାବାବୁଙ୍କ ୨୫ ବର୍ଷ ବୟସ୍କ ଝିଅଙ୍କୁ  ୪ ଜଣ ଯୁବକ ଏକ ଢ଼ାବାକୁ ଡାକି କରିଛନ୍ତି ବଳାତ୍କାର।