ଜାତୀୟ |

ସ୍କୁଲ ଛାତ୍ରୀଙ୍କୁ ଅଟକ ରଖାଯିବା ଘଟଣା: ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ

ସ୍କୁଲ ଛାତ୍ରୀଙ୍କୁ ଅଟକ ରଖାଯିବା ଘଟଣା: ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୧୧।୭: ପୁରୁଣା ଦିଲ୍ଲୀର ବଲ୍ଲିବାରାନଠାରେ ଥିବା ରାବିୟା ଗଲର୍‌ସ ପବ୍ଲିକ ସ୍କୁଲରେ ଫି’ଦେଇ ନ ଥିବାରୁ କୁନି କୁନି ପିଲାଙ୍କୁ ଅଟକ ରଖାଯିବା ଘଟଣାର ରିପୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ବୁଧବାର ମାଗିଛନ୍ତି। ଅପରପକ୍ଷରେ ସ୍ଥାନୀୟ ପୋଲିସ ଜୁଭେନାଇଲ ଜଷ୍ଟିସ୍‌ ଆକ୍ଟ ଧାରା ୭୫ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ, ଫି’ ଦେଇ ନ ଥିବାରୁ ସ୍କୁଲ ବେସ୍‌ମେଣ୍ଟରେ ନର୍ସରୀ ଏବଂ କେଜିର ୧୬ ଛାତ୍ରୀଙ୍କୁ ଅଟକ ରଖାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ପ୍ରଧାନଶିକ୍ଷୟିତ୍ରୀ ଫରାହ ଦିବା ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ବେସ୍‌ମେଣ୍ଟରେ ଛାତ୍ରୀମାନେ ଖେଳୁଥିଲେ ଏବଂ ୨ଜଣ ଶିକ୍ଷକ ତାଙ୍କ ଉପରେ ନଜର ରଖିଥିଲେ ବୋଲି କହିଛନ୍ତି।
All Right Reserved By

ଜାତୀୟ |

ତେଲେଙ୍ଗାନା ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥିପତ୍ର ଘୋଷଣା କଲା ଟିଡିପି

ତେଲେଙ୍ଗାନା ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥିପତ୍ର ଘୋଷଣା କଲା ଟିଡିପି

ଚେନ୍ନାଇ,୧୩।୧୧: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ତେଲଗୁ ଦେଶମ ପାର୍ଟି(ଟିଡିପି) ସୋମବାର ବିଳମ୍ବିତ ରାତିରେ ୯ ଜଣ ପ୍ରାର୍ଥୀଙ୍କର ଏକ ତାଲିକା ଘୋଷଣା କରିଛି। 

ଅନୁପ୍ରବେଶ ମାମଲା: ଆମେରିକାରେ ୨୩ଶହରୁ ଅଧିକ ଭାରତୀୟ ବନ୍ଦୀ

ଅନୁପ୍ରବେଶ ମାମଲା: ଆମେରିକାରେ ୨୩ଶହରୁ ଅଧିକ ଭାରତୀୟ ବନ୍ଦୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୩।୧୧: ଅନୁପ୍ରବେଶ ମାମଲାରେ ଆମେରିକାରେ ୨୩ ଶହ ୮୨ ଜଣ ଭାରତୀୟ ବନ୍ଦୀ ଅଛନ୍ତି। ୮୬ ଜେଲ୍‌ରେ ସେମାନେ କାଟୁଛନ୍ତି ବନ୍ଦୀ ଜୀବନ। 

ରାତାରାତି ବଦଳିଲା ନାମ ଫଳକ

ରାତାରାତି ବଦଳିଲା ନାମ ଫଳକ

କୋଲକତା ,୧୩।୧୧: ସହର ନାମ ବଦଳ ରାଜନୀତି ଏବେ ଦେଶରେ ଜୋର୍‌ଦାର ହୋଇଛି। ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଏହାକୁ ଗୁରୁତ୍ୱ ଦେଉଥିବାବେଳେ ଏହାର ପ୍ରଭାବ ପଶ୍ଚିମବଙ୍ଗରେ ମଧ୍ୟ ଦେଖିବାକୁ ମିଳିଛି। 

ସୁରକ୍ଷାକର୍ମୀ ମାଓବାଦୀ ମୁହାଁମୁହିଁ

ସୁରକ୍ଷାକର୍ମୀ ମାଓବାଦୀ ମୁହାଁମୁହିଁ

ରାୟପୁର,୧୨।୧୧: ଛତିଶଗଡ଼ ବିଜାପୁରର ପାମେଦ ଅଞ୍ଚଳରେ ସୋମବାର ଚାଲିଥିବା ଏନ୍‌କାଉଣ୍ଟରେ ଆଉ ୩ ଜଣ କମାଣ୍ଡୋ ବାଟାଲିୟନ ଫର୍‌ ରିଜୋଲ୍ୟୁଟ ଆକ୍ସନ୍‌(କୋବ୍ରା) ସୁରକ୍ଷାକର୍ମୀ ଆହତ ହୋଇଥିବା ସୂଚନା ମିଳିଛି।

୨୪ ଘଣ୍ଟାରେ ଭୟଙ୍କର ରୂପ ନେବ ‘ଗାଜା’

୨୪ ଘଣ୍ଟାରେ ଭୟଙ୍କର ରୂପ ନେବ ‘ଗାଜା’

ଚେନ୍ନାଇ,୧୨।୧୧: ଘୂର୍ଣ୍ଣିଝଡ ‘ଗାଜା’କୁ ନେଇ କେନ୍ଦ୍ର ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସଜୀବୀଙ୍କୁ ବାରଣ କରାଯାଇଥିବା ବେଳେ ସମୁଦ୍ର ମଧ୍ୟରେ ଥିବା ମତ୍ସଜୀବୀଙ୍କୁ ଫେରିଆସିବାକୁ କୁହାଯାଇଛି।

ଐଶ୍ୱର୍ଯ୍ୟା ବି ଯିବେ ମଥୁରା-ବୃନ୍ଦାବନ

ଐଶ୍ୱର୍ଯ୍ୟା ବି ଯିବେ ମଥୁରା-ବୃନ୍ଦାବନ

ବୃନ୍ଦାବନ,୧୨।୧୧: ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କଠାରୁ ଅଲଗା ହେବାର ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଏଠି ମଣିଷ ହେଉଛି ପ୍ରଦୂଷଣର ଶିକାର କୁକୁର ପାଉଛନ୍ତି ବିଶୁଦ୍ଧ ବାୟୁ

ଏଠି ମଣିଷ ହେଉଛି ପ୍ରଦୂଷଣର ଶିକାର କୁକୁର ପାଉଛନ୍ତି ବିଶୁଦ୍ଧ ବାୟୁ

ନୂଆଦିଲ୍ଲୀ,୧୨।୧୧: ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ମାତ୍ରା ଏବେ ସାଂଘାତିକ ସ୍ତରରେ ପହଞ୍ଚିଛି। ଏଠାରେ ନିଃଶ୍ୱାସ ନେବା କଷ୍ଟକର ହୋଇପଡିଛି। ବେଳକୁ ବେଳ ଏହା ସମସ୍ତଙ୍କୁ ଚିନ୍ତାରେ ପକାଇଥିବା ବେଳେ ଏବେ କିନ୍ତୁ ଏଠାରେ ଥିବା କୁକୁରମାନେ ବିଶୁଦ୍ଧ ବାୟୁ ପାଉଛନ୍ତି। 

ମୋଦିଙ୍କ ଛତିଶଗଡ଼ ଗସ୍ତ: ପ୍ରଥମେ ମତଦାନ ପରେ ଜଳପାନ

ମୋଦିଙ୍କ ଛତିଶଗଡ଼ ଗସ୍ତ: ପ୍ରଥମେ ମତଦାନ ପରେ ଜଳପାନ

ବିଳାଶପୁର,୧୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଛତିଶଗଡ଼ ଗସ୍ତ କରିଛନ୍ତି। ବିଳାସପୁରରେ ଏକ ଜନସଭାକୁ ଉଦ୍‌ବୋଧନ ଦେବା ସମୟରେ ସେ ଭୋଟଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଯାଇ କହିଛନ୍ତି ବିରୋଧି ଏପର୍ଯ୍ୟନ୍ତ ଭାଜପା ସହ ଲଢିବାର ବାଟ ପାଇ ନାହିଁ।

ଜଙ୍ଗଲର ଅଭାବ: ସିଂହ ପଶିଲା ଚାଷୀଙ୍କ ଘରେ

ଜଙ୍ଗଲର ଅଭାବ: ସିଂହ ପଶିଲା ଚାଷୀଙ୍କ ଘରେ

ଅହମ୍ମଦାବାଦ୍‌,୧୨।୧୧: ଜଙ୍ଗଲ ପରିସୀମା କମିବାରେ ଲାଗିଛି। ଫଳରେ ବନ୍ୟପ୍ରାଣୀଙ୍କୁ ନିଅଣ୍ଟ ହେଉଛି ଜଙ୍ଗଲ। ଅନେକ ସମୟରେ ସେମାନେ ଜଙ୍ଗଲ ନିକଟସ୍ଥ ଅଞ୍ଚଳରେ ପଶୁଛନ୍ତି।

ଶରଦ ଯାଦବଙ୍କୁ ଭେଟିଲେ ଉପେନ୍ଦ୍ର କୁଶଓ୍ବାହ

ଶରଦ ଯାଦବଙ୍କୁ ଭେଟିଲେ ଉପେନ୍ଦ୍ର କୁଶଓ୍ବାହ

ନୂଆଦିଲ୍ଲୀ,୧୨।୧୧: କେନ୍ଦ୍ରମନ୍ତ୍ରୀ ତଥା ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର ମୁଖ୍ୟ ଉପେନ୍ଦ୍ର କୁଶଓ୍ବାହା ସୋମବାର ସକାଳେ ଶରଦ ଯାଦବଙ୍କୁ ଭେଟିଛନ୍ତି। ତେବେ ବିହାର ରାଜନୀତିରେ ଅଦଳବଦଳ ପୂର୍ବରୁ ଉପେନ୍ଦ୍ରଙ୍କର ଏହି ସାକ୍ଷାତ୍‌କାର ଆଲୋଚନା ପରିସରକୁ ଆସିଛି। 

ସିବିଆଇ ବନାମ ସିବିଆଇ: ବନ୍ଦ ଲଫାପାରେ ୨ ରିପୋର୍ଟ ଦାଖଲ କଲେ ସିଭିସି

ସିବିଆଇ ବନାମ ସିବିଆଇ: ବନ୍ଦ ଲଫାପାରେ ୨ ରିପୋର୍ଟ ଦାଖଲ କଲେ ସିଭିସି

ନୂଆଦିଲ୍ଲୀ,୧୨।୧୧: ସିବିଆଇରେ ଜାରି ରହିଥିବା ଦୁର୍ନୀତି ଅରୋପ ପ୍ରତ୍ୟାରୋପ ଜାରି ରହିଛି। ଏସମ୍ପର୍କରେ ସୋମବାର ସିଭିସିଙ୍କ ପକ୍ଷରୁ ବନ୍ଦ ଲଫାପାରେ ୨ଟି ଯାଞ୍ଚ୍‌ ରିପୋର୍ଟ ସୁପ୍ରିମ୍‌ କୋର୍ଟରେ ଦାଖଲ କରାଯାଇଛି। 

ଆଗ୍ରା ନାମ ପରିବର୍ତ୍ତନ ଯୋଜନା: ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହେବା ନେଇ ଅଭିଯୋଗ କଲେ ବ୍ୟବସାୟୀ

ଆଗ୍ରା ନାମ ପରିବର୍ତ୍ତନ ଯୋଜନା: ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହେବା ନେଇ ଅଭିଯୋଗ କଲେ ବ୍ୟବସାୟୀ

ଲକ୍ଷ୍ନୌ,୧୨।୧୧: ଉତ୍ତରପ୍ରଦେଶର ଐତିହାସିକ ସହର ଆଗ୍ରାର ନାମ ପରିବର୍ତ୍ତନ ପାଇଁ ଭାଜପା ବିଧାୟକ  ଜଗନ ପ୍ରସାଦ ଗର୍ଗ ସୂଚନା ଦେଇଥିଲେ। ତେବେ ଏହାକୁ ସ୍ଥାନୀୟ ବ୍ୟବସାୟୀଙ୍କ ପକ୍ଷରୁ ବିରୋଧ କରାଯାଇଛି।