

ମେଟ୍ରୋ |

ରାସ୍ତା ମଝିରେ ବିଦ୍ୟୁତ୍ ଖୁଣ୍ଟ: ବଢୁଛି ଦୁର୍ଘଟଣା
ଖୋର୍ଦ୍ଧା ଅଫିସ,୧୭।୨: ଖୋର୍ଦ୍ଧା ଷ୍ଟେଟବ୍ୟାଙ୍କ ଛକରୁ ଚଣ୍ଡିଚୂଆ ରାସ୍ତାକୁ ସଂଯୋଗ ରାସ୍ତା ଗତ କିଛି ଦିନ ତଳେ ପୁନରୁଦ୍ଧାର ହୋଇଛି।

ଶ୍ରୀମନ୍ଦିରରେ ଶୃଙ୍ଖଳା ପାଇଁ ବୈଠକ
ପୁରୀ ଅଫିସ୍, ୨୭।୨: ଶ୍ରୀମନ୍ଦିରରେ ସୃଷ୍ଟି ହେଉଥିବା ଅବ୍ୟବସ୍ଥା ଏବଂ ବିଶୃଙ୍ଖଳାର ସମାଧାନ ପାଇଁ ଗୋବର୍ଦ୍ଧନ ମଠରେ ରବିବାର ଆରମ୍ଭ ହୋଇଛି ଶୃଙ୍ଖଳା ବୈଠକ।

ସମଗ୍ର ରାଜ୍ୟରେ ନିଷେଧ ହେବ ପଲିଥିନ:ତୁରନ୍ତ ଆକ୍ସନ ଟେକେନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୧୭।୨(ବ୍ୟୁରୋ):ପଲିଥିନ ଓ ପ୍ଲାଷ୍ଟିକ ତିଆରି ସାମଗ୍ରୀ ପରିବେଶ ଉପରେ ଗଭୀର ପ୍ରତିକୂଳ ପ୍ରଭାବ ପକାଉଛି। ଏହାର ଭୟାବହତା ବେଳକୁ ବେଳ ଅସମ୍ଭାଳ ହେବାରେ ଲାଗଛି।

ଶହୀଦଙ୍କ ପରିବାରକୁ ଦିନକର ଦରମା ଦେବ ଆଇପିଏସ୍ ଅଫିସର ସଂଘ
କଟକ ଅଫିସ, ୧୭।୨:ପୁୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସିଆର୍ପିଏଫ୍ ଯବାନମାନଙ୍କ ପରିବାରକୁ ସହଯୋଗର ହାତ ବଢାଇଛି ଓଡ଼ିଶା ଆଇପିଏସ୍ ଅଫିସର ସଂଘ।

ଓଡ଼ିଶା ମାଟିରେ ଦୁଇ ଶହୀଦଙ୍କୁ ସମ୍ମାନ
ଭୁବନେଶ୍ୱର,୧୭।୨ (ବ୍ୟୁରୋ): ଜମ୍ମୁ ଓ କଶ୍ମୀରର ପୁଲ୍ଓ୍ବାମାଠାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଜଗତସିଂହପୁର ଜିଲା ନାଉଗଁାର ପ୍ରସନ୍ନ କୁମାର ସାହୁ (୪୬) ଓ କଟକ ଜିଲା ନିଆଳି ବ୍ଲକ ରତନପୁର ପଞ୍ଚାୟତ ଗଜାବର ଗଁାର ମନୋଜ ବେହେରା(୩୬)ଙ୍କୁ ଶେଷ ସମ୍ମାନ ଜଣାଇଛି ଓଡ଼ିଶା ମାଟି। ଶନିବାର ଅପରାହ୍ନ ପ୍ରାୟ ୩ଟାରେ ସେମାନଙ୍କ ପାର୍ଥିବ ଶରୀର ଦିଲ୍ଲୀରୁ ସ୍ବତନ୍ତ୍ର ବିମାନ ଯୋଗେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚତ୍ଥିଲା।

ଭିତ୍ତିଭୂମି ନ ଥାଇ ଦେୟମୁକ୍ତ ଚିକିତ୍ସା ବ୍ୟବସ୍ଥା:ମାଗଣାରୁ ହିନସ୍ତା
କଟକ ଅଫିସ, ୧୭।୨:ମାଗଣାରୁ ହିନସ୍ତା। ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଶ୍ରୀରାମଚନ୍ଦ୍ର ଭଞ୍ଜ(ଏସ୍ସିବି) ମେଡିକାଲ କଲେଜ ଓ ହସ୍ପିଟାଲରେ। ଏଠାରେ ରାଜ୍ୟ ସରକାର ସମସ୍ତ ପରୀକ୍ଷାନିରୀକ୍ଷା ଓ ଚିକିତ୍ସାକୁ ମାଗଣା କରିଛନ୍ତି।

ଶହୀଦ ମନୋଜଙ୍କୁ ଅଶ୍ରୁଳ ବିଦାୟ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ
ନିଆଳି,୧୭ା୨(ଡି.ଏନ୍.ଏ.): ଜମ୍ମୁ-କଶ୍ମୀର ପୁଲୱାମ୍ରେ ଆତଙ୍କବାଦୀ ଆକ୍ରମଣରେ ନିଆଳି ବ୍ଲକ ରତନପୁର ପଞ୍ଚାୟତ ଗଜାବର ଗ୍ରାମର ମନୋଜ ବେହେରା (୩୨) ଶହୀଦ ହୋଇଥିଲେ। ଶନିବାର ସନ୍ଧ୍ୟାରେ ତାଙ୍କ ପାର୍ଥିବ ଶରୀର ଗଁାରେ ପହଞ୍ଚତ୍ବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ଆସୁଛନ୍ତି ଆମିକସ୍ କ୍ୟୁରି: ପୁଣି ମେଳି ହେଲେ ସେବାୟତ
ପୁରୀ ଅଫିସ,୧୭ା୨: କିଛି ମାସର ନୀରବତା ପରେ ପୁଣି ସେବକମାନେ ତତ୍ପର ହୋଇଉଠିଛନ୍ତି। ନିଜ ବଂଶାନୁକ୍ରମିକ ସେବା ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ମେଳି ବାନ୍ଧିଛନ୍ତି। ଆସନ୍ତା ୨୨ ତାରିଖରେ ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ନିଯୁକ୍ତ ନୂଆ ଆମିକସ୍ କ୍ୟୁରି ରଞ୍ଜିତ କୁମାର ପୁରୀ ଗସ୍ତରେ ଆସୁଛନ୍ତି।

ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କଲେ ଦଇତାପତି ନିଯୋଗ ନୂତନ କର୍ମକର୍ତ୍ତା: ସ୍ନାନ ପୂର୍ଣ୍ଣିମା, ରଥଯାତ୍ରା ପାଇଁ ନିମନ୍ତ୍ରଣ କଲେ
ପୁରୀ ଅଫିସ,୧୭ା୨: ଦଇତାପତି ନିଯୋଗର ନୂତନ କର୍ମକର୍ତ୍ତା ଶନିବାର ସନ୍ଧ୍ୟାରେ ଗୋବର୍ଦ୍ଧନ ପୀଠାଧୀଶ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ସାକ୍ଷାତ କରିଛନ୍ତି। ଶ୍ରୀମନ୍ଦିରରେ ସଂସ୍କାର ଏବଂ ଶୃଙ୍ଖଳା ସମ୍ପର୍କରେ ଶଙ୍କରାଚାର୍ଯ୍ୟ ଏବଂ କର୍ମକର୍ତ୍ତାଙ୍କ ମଧ୍ୟରେ ପ୍ରାୟ ଅଧଘଣ୍ଟା ଧରି ଆଲୋଚନା ହୋଇଥିଲା।

ବାଲୁକା କଳାରେ ଭୋଟ ସଚେତନତା: ଉଦ୍ଘାଟନ କଲେ ଇସି
ପୁରୀ ଅଫିସ,୧୭ା୨: ସାଧାରଣ ନିର୍ବାଚନକୁ ସ୍ବଚ୍ଛ ଏବଂ ଅବାଧ କରିବା ଲାଗି ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ନିର୍ବାଚନ କମିଶନ। ନୂଆ ଭୋଟର ଯେପରି ମତଦାନରୁ ଦୂରେଇ ନ ଯିବେ ତାହା ଉପରେ ଅଧିକ ଫୋକସ ଦିଆଯାଉଛି।

ଗୋବର୍ଦ୍ଧନ ମଠରେ ଶ୍ରୀମନ୍ଦିର ସୁଧାର ବୈଠକ ଆଜି
ପୁରୀ ଅଫିସ,୧୭ା୨: ଶ୍ରୀମନ୍ଦିର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିଛି ବିଶୃଙ୍ଖଳା। ବିଭିନ୍ନ ସମୟରେ ଅପ୍ରୀତିକର ପରିସ୍ଥିତିକୁ ନେଇ ବିତର୍କକୁ ଆସୁଛି ଶ୍ରୀମନ୍ଦିର। ସେବକ ହୁଅନ୍ତୁ ଅବା ଭକ୍ତ କିମ୍ବା ପ୍ରଶାସନିକ ଅଧିକାରୀ ଏମାନଙ୍କ ପାଇଁ ବେଳେ ବେଳେ ବଦ୍ନାମ ହେଉଛି ବଡ଼ ଦେଉଳ।

ଜଟଣୀରେ ନାବାଳିକା ବଳାକତ୍ାର, ହତ୍ୟା ମାମଲା: ସନ୍ଦେହ ଘେରରେ ପୋଲିସର ତଦନ୍ତ
ଭୁବନେଶ୍ୱର,୧୭ା୨(ବ୍ୟୁରୋ)/ ଜଟଣୀ(ଡି.ଏନ୍.ଏ.) - ପୂର୍ବରୁ ଯାହା ସନ୍ଦେହ କରାଯାଉଥିଲା ତାହାହିଁ ହେଲା। ବଳାତ୍କାର ଘଟଣାକୁ ଚାପି ଦିଆଯିବା ପରେ ଏବେ ମାମଲାରୁ ହତ୍ୟା ଦଫାକୁ ମଧ୍ୟ ହଟାଇ ଦିଆଗଲା।