ଅନ୍ତର୍ଜାତୀୟ |

ମହିଳା କ୍ରିକେଟର କଲେ ସମଲିଙ୍ଗୀ ବିବାହ

ମହିଳା କ୍ରିକେଟର କଲେ ସମଲିଙ୍ଗୀ ବିବାହ
ଜୋହାନ୍ସ୍‌ବର୍ଗ,୧୦।୭: ଦକ୍ଷିଣ ଆଫ୍ରିକାର ଦୁଇ ମହିଳା କ୍ରିକେଟର ସମଲିଙ୍ଗୀ ବିବାହ କରିଛନ୍ତି। ଦଳର କ୍ୟାପଟେନ ଡେନ୍‌ ବୈନ୍‌ ନିକେର୍କ ଦଳର ଅନ୍ୟତମ ସଦସ୍ୟା ମୈରୀଜାନେ କାପେଙ୍କୁ ବିବାହ କରିଛନ୍ତି। ଦୁଇଜଣଙ୍କ ମଧ୍ୟରେ ଦୀର୍ଘଦିନ ଧରି ସମଲିଙ୍ଗୀ ସମ୍ପର୍କ ଥିବା ସେମାନେ ସୂଚିତ କରିଛନ୍ତି। ଏହି ବିବାହ ଉତ୍ସବରେ ଦଳର ଅନ୍ୟ ସଦସ୍ୟା ଯୋଗଦେଇଥିଲେ। ସମସ୍ତଙ୍କ ଉପସ୍ଥିତିରେ ଏହି ସମଲିଙ୍ଗୀ ବିବାହ ସମ୍ପନ୍ନ ହୋଇଥିଲା। ଏହାର ଫଟୋ ଓ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ କରାଯାଇଛି। ଇତି ମଧ୍ୟରେ ଏହାକୁ ମିଳିଛି ଶହ ଶହ ଲାଇକ୍‌।
All Right Reserved By

ଅନ୍ତର୍ଜାତୀୟ |

ମାଲି ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ମାଲି ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ବାମାକୋ,୨୦ା୪ (ଏଏଫ୍‌ପି): ମାଲିରେ ହିଂସା ଦମନ କରିବାରେ ବିଫଳତା ପାଇଁ ପ୍ରଧାନମନ୍ତ୍ରୀ ସୁମିଲୁ ବୁବେୟି ମାଇଗା ନିଜ ମନ୍ତ୍ରିମଣ୍ଡଳ ସହ ଇସ୍ତଫା ପ୍ରଦାନ କରିଛନ୍ତି। 

ବିଶ୍ୱର ସବୁଠାରୁ ଛୋଟ ଶିଶୁ ୭ମାସ ପରେ ଓଜନ ୩ କିଲୋ

ବିଶ୍ୱର ସବୁଠାରୁ ଛୋଟ ଶିଶୁ ୭ମାସ ପରେ ଓଜନ ୩ କିଲୋ

ଟୋକିଓ,୧୯।୪: ବିଶ୍ୱର ସବୁଠାରୁ ଛୋଟ ଶିଶୁପୁତ୍ର ଗତବର୍ଷ ଅକ୍ଟୋବରରେ ଜାପାନରେ ଜନ୍ମଗ୍ରହଣ କରିଥିଲେ। ସେବେଠାରୁ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲୁଥିଲା। 

ଲିବିୟାରେ ସଂଘର୍ଷ ଜାରି: ଭାରତୀୟଙ୍କ ପାଇଁ ଜାରି ହେଲା ହେଲ୍‌ପ ଲାଇନ୍‌

ଲିବିୟାରେ ସଂଘର୍ଷ ଜାରି: ଭାରତୀୟଙ୍କ ପାଇଁ ଜାରି ହେଲା ହେଲ୍‌ପ ଲାଇନ୍‌

ତ୍ରିପୋଲି,୧୯।୪: ଲିବିୟାର ରାଜଧାନୀ ତ୍ରିପୋଲିକୁ ଦଖଲ କରିବାକୁ ଲିବିୟା ସେନା ଓ ବାଗି ଜେନରାଲ ହଫ୍‌ଦାରର ଲିବିୟା ନ୍ୟାଶନାଲ ଆର୍ମି ମଧ୍ୟରେ ସଂଘର୍ଷ ଜାରି ରହିଛି। 

ପାକିସ୍ତାନକୁ ଝଟକା: ଏଲ୍‌ଓସିରେ ଅବାଧ କାରବାରକୁ ବନ୍ଦ କଲା ଭାରତ

ପାକିସ୍ତାନକୁ ଝଟକା: ଏଲ୍‌ଓସିରେ ଅବାଧ କାରବାରକୁ ବନ୍ଦ କଲା ଭାରତ

ଶ୍ରୀନଗର,୧୯।୪: ପୁଲଓ୍ବାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଲାଗିରହିଛି। ଏନେଇ ଭାରତ ପାକିସ୍ତାନ ବିରୋଧରେ ବହୁ ପଦକ୍ଷେପ ମଧ୍ୟ ନେଇଛି। 

ଯୌନ ଉତ୍ପୀଡନ ବିରୋଧରେ ଅଭିଯୋଗ କରିବାରୁ ଯୁବତୀଙ୍କୁ ଜିଅନ୍ତା ଜାଳିଦେଲେ

ଯୌନ ଉତ୍ପୀଡନ ବିରୋଧରେ ଅଭିଯୋଗ କରିବାରୁ ଯୁବତୀଙ୍କୁ ଜିଅନ୍ତା ଜାଳିଦେଲେ

ଢାକା, ୧୯।୪: ଯୌନ ଉତ୍ପୀଡନ ବିରୋଧରେ ଅଭିଯୋଗ କରିବାରୁ ଯୁବତୀଙ୍କୁ ଜିଅନ୍ତା ଜାଳିଦେଲେ। ବାଂଲାଦେଶ ଢାକାରେ ଘଟିଛି ଏଭଳି ଅମାନବୀୟ ଘଟଣା। 

ଦୁର୍ଘଟଣାରେ ୨୯ ପର୍ଯ୍ୟଟକ ମୃତ

ଦୁର୍ଘଟଣାରେ ୨୯ ପର୍ଯ୍ୟଟକ ମୃତ

ଲିସବନ୍‌,୧୯ା୪(ଏଏଫ୍‌ପି):ପର୍ତ୍ତୁଗୀଜ  ଦ୍ୱୀପ ମାଦିରାରେ ବସ୍‌ ଦୁର୍ଘଟଣାରେ ୨୯ ଜର୍ମାନ୍‌ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। 

ରୋବୋକୁ ପ୍ରେମ କରୁଛନ୍ତି ୨୯ ବର୍ଷ ବୟସ୍କ ଯୁବକ: ଖୁବ୍‌ଶୀଘ୍ର କରିବେ ବିବାହ

ରୋବୋକୁ ପ୍ରେମ କରୁଛନ୍ତି ୨୯ ବର୍ଷ ବୟସ୍କ ଯୁବକ: ଖୁବ୍‌ଶୀଘ୍ର କରିବେ ବିବାହ

ଓ୍ବାଶିଂଟନ,୧୮।୪: ମଣିଷ ରୋବୋ ମଧ୍ୟରେ ପ୍ରେମ। ଏହା ସାଧାରଣତଃ ଫିଲ୍ମରେ ଦେଖିବାକୁ ମିଳିଥାଏ। ତେବେ ଆମେରିକାରେ ଜଣେ ୨୯ ବର୍ଷ ବୟସ୍କ ଯୁବକ ଟ୍ରୋଲ୍‌ ନାମକ ଏକ ରୋବୋ ପ୍ରେମରେ ପଡ଼ିଛନ୍ତି।

ସାବାସ୍‌ ଜେସିକା! ହାତ ନାହିଁ, ଗୋଡରେ ବିମାନ ଚଳାଉଛନ୍ତି

ସାବାସ୍‌ ଜେସିକା! ହାତ ନାହିଁ, ଗୋଡରେ ବିମାନ ଚଳାଉଛନ୍ତି

ମହିଳାମାନେ ଆଜି ପୁରୁଷଙ୍କର ସମକକ୍ଷ ହୋଇପାରିଛନ୍ତି। ବିମାନ ଚଳାଇବା, କ୍ରିକେଟ ଖେଳିବାଠାରୁ ଆରମ୍ଭ କରି ଏଭରେଷ୍ଟ ଚଢ଼ିବା ଯାଏ ସବୁ କାମ କରିପାରୁଛନ୍ତି।

ଗୋବି ମରୁଭୂମିରେ ମଙ୍ଗଳ ଗ୍ରହ ମଡେଲ: ଅନୁଧ୍ୟାନ କରିହେବ ଲାଲ୍‌ ଗ୍ରହରେ କିପରି ହେବ ଜୀବନ

ଗୋବି ମରୁଭୂମିରେ ମଙ୍ଗଳ ଗ୍ରହ ମଡେଲ: ଅନୁଧ୍ୟାନ କରିହେବ ଲାଲ୍‌ ଗ୍ରହରେ କିପରି ହେବ ଜୀବନ

ବେଜିଂ,୧୮।୪: ଚାଇନାର ଜିଚ୍ନାଙ୍ଗ୍‌ ସହରଠାରୁ ୪୦ କିଲୋମିଟର ଦୂରରେ ଥିବା ଗୋବି ମରୁଭୂମିରେ ମଙ୍ଗଳ ଗ୍ରହର ଏକ ମଡେଲ ନିର୍ମାଣ କରାଯାଇଛି। ଏହାର ନାମକରଣ ମାର୍ସ ବେସ୍‌-୧ ଭାବେ କରାଯାଇଛି। 

ମତଦାନ କେନ୍ଦ୍ରରେ ସ୍ପାଇଡର୍‌ମ୍ୟାନ

ମତଦାନ କେନ୍ଦ୍ରରେ ସ୍ପାଇଡର୍‌ମ୍ୟାନ

ଜାକର୍ତ୍ତା, ୧୮।୪: ଇଣ୍ଡୋନେସିଆରେ ରାଷ୍ଟ୍ରପତି ଓ ସଂସଦୀୟ ପ୍ରତିନିଧି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। 

ଏଠି ଏଭିଏମ୍‌ ନୁହେଁ ବାଲଟ୍‌ ପେପରରେ ହେବ ମତଦାନ

ଏଠି ଏଭିଏମ୍‌ ନୁହେଁ ବାଲଟ୍‌ ପେପରରେ ହେବ ମତଦାନ

ଜାକର୍ତ୍ତା,୧୮।୪: ଭାରତରେ ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଚାଲିଥିବା ବେଳେ ଏଠାରେ ଇଭିଏମ୍‌କୁ ନେଇ ବିବାଦ ସରୁନି। ବିରୋଧି ଇଭିଏମକୁ ଭାଜପାର ମେଶିନ୍‌ କହୁଥିବା ବେଳେ ଏହାକୁ ନେଇ ତୁତୁ ମେମେ ଲାଗି ରହିଛି।

ଥରିଲା ତାଇଓ୍ବାନ

ଥରିଲା ତାଇଓ୍ବାନ

ତାଇପେ,୧୮।୪: ଉତ୍ତର ପଶ୍ଚିମ ତାଇଓ୍ବାନରେ ଏକ ବଡ ଭୂକମ୍ପ ହୋଇଥିବା ସୂଚନା ମିଳିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି ୬.୪। 


Model This Week

କ୍ରିଷ୍ଣା
Why Dharitri