ଜୀବନଚର୍ଯ୍ୟା |

ପ୍ରତିଦିନ ଗାଧୋଇବା ସମସ୍ୟା ସୃଷ୍ଟି କରିପାରେ

ପ୍ରତିଦିନ ଗାଧୋଇବା ସମସ୍ୟା ସୃଷ୍ଟି କରିପାରେ
ପ୍ରତିଦିନ ଗାଧୋଇବା ଏକ ଭଲ ଅଭ୍ୟାସ ଏବଂ ଏଥିଯୋଗୁ ଶରୀର ପରିଷ୍କାର ରହିଥାଏ ଏବଂ ଆମକୁ ଫ୍ରେଶ୍‌ ଲାଗିଥାଏ। ଏହା ଦ୍ୱାରା ଶରୀରର ଉପରିଭାଗରେ ଥିବା ବ୍ୟାକ୍ଟେରିଆଗୁଡିକ ନଷ୍ଟ ହୋଇଯାଇଥାଆନ୍ତି। ହେଲେ ପ୍ରତିଦିନ ଗାଧୋଇଲେ, ଶରୀର ପାଇଁ କେତେକ ସମସ୍ୟା ସୃଷ୍ଟି କରିପାରେ ବୋଲି ନିକଟରେ ମତବ୍ୟକ୍ତ କରିଛନ୍ତି ଇଂଲଣ୍ଡ ୟୁନିଭର୍ସିଟିସ୍ଥିତ ଜେନେଟିକ୍‌ ସେଣ୍ଟରର ବିଶେଷଜ୍ଞମାନେ। ଏକ ସର୍ଭେରୁ ସେମାନେ ଏଭଳି ଆଶ୍ଚର୍ଯ୍ୟଜନକ ତଥ୍ୟ ଜାଣିବାକୁ ପାଇଛନ୍ତି ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ନିୟମିତ ଗାଧୋଇବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ ହେବାର ଆଶଙ୍କା ରହିଛି। ଏହି ସର୍ଭେ ସମୟରେ ସେମାନେ ନିୟମିତ ଗାଧୋଉଥିବା କିଛି ବ୍ୟକ୍ତିଙ୍କର ଶାରୀରିକ ପରୀକ୍ଷା କରାଇଥିଲେ। ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କର ଶରୀରରେ ବହୁଳ ପରିମାଣରେ ବ୍ୟାକ୍ଟେରିଆ ଦେଖିବାକୁ ମିଳିଥିଲା। ଏଭଳି ତଥ୍ୟ ସିନା ସେମାନେ ରିପୋର୍ଟରେ ଉଲ୍ଲେଖ କରିଛନ୍ତି, ହେଲେ ଜଣେ ବ୍ୟକ୍ତି ସପ୍ତାହରେ ଅତିକମ୍‌ରେ କେତେ ଦିନ ସ୍ନାନ କରିବା ଦରକାର ତାହା ଉଲ୍ଲେଖ କରିନାହାନ୍ତି।
All Right Reserved By

ଜୀବନଚର୍ଯ୍ୟା |

ହାର୍ଟ ଆର୍ଟାକ୍‌ଠାରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ କପେ କଫି...

ହାର୍ଟ ଆର୍ଟାକ୍‌ଠାରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ କପେ କଫି...

କଫିରେ ଥାଏ ଅନେକ ପୋଷକ ତତ୍ତ୍ୱ। ଏହା ହାର୍ଟ ଆଟାକ୍‌ ଦୂର କରିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।

ଆଣ୍ଡ୍‌ ନେଲ୍‌ ଏକ୍ସଟେନ୍‌ଶନ

ଆଣ୍ଡ୍‌ ନେଲ୍‌ ଏକ୍ସଟେନ୍‌ଶନ

ନଖର ସୌନ୍ଦର୍ଯ୍ୟ ପାଇଁ ବର୍ତ୍ତମାନ ନେଲ୍‌ ଆର୍ଟର ବହୁଳ ଡିମାଣ୍ଡ ରହିଛି। ଏଥିପାଇଁ ସାଧାରଣତଃ ଲମ୍ବାନଖ ରଖିବାକୁ ପଡ଼ିଥାଏ। କିନ୍ତୁ ବିଭିନ୍ନ କାରଣ ଯୋଗୁ ସମସ୍ତେ ଲମ୍ବାନଖ ରଖିପାରନ୍ତି ନାହିଁ। 

ମେଦବହୁଳତା କମାଇବା ପାଇଁ ସକାଳେ ପିଅନ୍ତୁ ଗ୍ଲାସେ ଫଳ ରସ...

ମେଦବହୁଳତା କମାଇବା ପାଇଁ ସକାଳେ ପିଅନ୍ତୁ ଗ୍ଲାସେ ଫଳ ରସ...

ଫଳ ରସରେ ଥାଏ ଅନେକ ପୋଷକ ତତ୍ତ୍ୱ। ଏହା ମେଦବହୁଳତା ଦୂର କରିଥାଏ ବୋଲି ଆୟୁର୍ବେଦରେ ଉଲ୍ଳେଖ ରହିଛି। 

ମେଦବହୁଳତା କମାଇବାକୁ ଚାହୁଁଛନ୍ତି, ଆପଣେଇ ପାରିବେ ଏଭଳି ସହଜ ଉପାୟ...

ମେଦବହୁଳତା କମାଇବାକୁ ଚାହୁଁଛନ୍ତି, ଆପଣେଇ ପାରିବେ ଏଭଳି ସହଜ ଉପାୟ...

ଦିନରେ ଶୋଇଲେ ମେଦବହୁଳତା କମ୍‌ ହୋଇଥାଏ। ଏନେଇ ହାବାର୍ଡ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ହୋଇଛି। 

ଖାଦ୍ୟ ରୁଚି: ପନିର ୬୫

ଖାଦ୍ୟ ରୁଚି: ପନିର ୬୫

ଆବଶ୍ୟକ ସାମଗ୍ରୀ: ୨୦୦ ଗ୍ରାମ୍‌ ପନିର୍‌, ମଇଦା ୨.୫ ବଡ ଚାମଚ, କର୍ନ ଫ୍ଲୋର୍‌ ୩ ବଡ ଚାମଚ, ଚାଉଳ ଗୁଣ୍ଡ ଏକ ବଡ ଚାମଚ, ଅଦା ରସୁଣ ପେଷ୍ଟ ୩ ବଡ ଚାମଚ, ଚାଟ୍‌ ମସଲା ଅଧା ବଡ ଚାମଚ, ଲାଲ୍‌ ଲଙ୍କା ପାଉଡର୍‌ ଏକ ଚାମଚ, ଧନିଆ ପାଉଡର୍‌ ଏକ ଚାମଚ, ତେଲ, ଛୋଟ ଛୋଟ କଟା ହୋଇଥିବା ଗୋଟିଏ ପିଆଜ, ଭୁର୍ସୁଙ୍ଗ ପତ୍ର ଦୁଇ ପାଖୁଡା, ଦହି ଦେଢ ଚାମଚ, ପାଣି, ଲୁଣ ସ୍ବାଦାନୁସାରେ।

ମେହେନ୍ଦୀ ଲାଗିବ ଆକର୍ଷଣୀୟ

ମେହେନ୍ଦୀ ଲାଗିବ ଆକର୍ଷଣୀୟ

କୌଣସି  ପୂଜାପର୍ବ ହେଉ ଅବା ବିବାହ ଆଦି ବିଶେଷ ଅବସରରେ  ଭଳିକି ଭଳି ପୋଷାକ ଏବଂ ମେକ୍‌ଅପ୍‌ ସହ ମହିଳାମାନଙ୍କ ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିଥାଏ ମେହେନ୍ଦୀ। ଯଦି ଆପଣ ବି ନିଜ ହାତକୁ ମେହେନ୍ଦୀରେ ସଜାଇବାକୁ ଚାହୁଛନ୍ତି ତେବେ ଜାଣି ରଖନ୍ତୁ ବର୍ତ୍ତମାନ ଅଧିକ ଲୋକପ୍ରିୟ ଥିବା କେତେକ ଲାଟେଷ୍ଟ ତଥା ସହଜ ମେହେନ୍ଦୀ ଡିଜାଇନ୍‌ ସମ୍ପର୍କରେ...

ସ୍ବାସ୍ଥ୍ୟୋପକାରୀ ଅଦା

ସ୍ବାସ୍ଥ୍ୟୋପକାରୀ ଅଦା

ଅଦା କେବଳ ଏକ ମସଲା ଭାବେ ତରକାରୀର ସ୍ବାଦ ବଢ଼ାଇ ନ ଥାଏ ବରଂ ଏଥିରେ ଭରି ରହିଥିବା ପ୍ରଚୁର ପରିମାଣର ପୋଷକତତ୍ତ୍ୱ ଯାହା କି ଶରୀରକୁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରୁ ଦୂରେଇ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ...

ଗର୍ଭାବସ୍ଥାରେ  ମଧୁମେହ

ଗର୍ଭାବସ୍ଥାରେ ମଧୁମେହ

ଗର୍ଭାବସ୍ଥାରେ ମଧୁମେହ ରୋଗ ବିପଜ୍ଜନକ। ତେଣୁ ଏହି ସମୟରେ ନିୟମିତ ଚିକିତ୍ସା ଏବଂ କେତେକ ଜରୁରୀ ପଦକ୍ଷେପ ଉଭୟ ମା’ ଏବଂ ଶିଶୁକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ନଭେମ୍ବର ୧୪ ତାରିଖ ବିଶ୍ୱ ମଧୁମେହ ଦିବସ ଉପଲକ୍ଷେ ଏହାକୁ ନେଇ ବିଶେଷ ଉପସ୍ଥାପନା...

ଡେଙ୍ଗୁରୁ ଦୂରେଇ  ରହିବା ପାଇଁ ସପ୍ତାହରେ ଥରେ ପିଅନ୍ତୁ ଛେଳି କ୍ଷୀର

ଡେଙ୍ଗୁରୁ ଦୂରେଇ ରହିବା ପାଇଁ ସପ୍ତାହରେ ଥରେ ପିଅନ୍ତୁ ଛେଳି କ୍ଷୀର

ଛେଳି କ୍ଷୀର ଅନେକ ପୋଷକ ତତ୍ତ୍ୱର ଭରପୁର। ସପ୍ତାହରେ ଥରେ ଛେଳି କ୍ଷୀର ପିଇଲେ ଡେଙ୍ଗୁରୋଗର ହେବାର ଆଶଙ୍କା ନ ଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। 

ଜାଣନ୍ତୁ ଖଜୁରି ଖାଇଲେ କ’ଣ ମିଳିଥାଏ ଲାଭ

ଜାଣନ୍ତୁ ଖଜୁରି ଖାଇଲେ କ’ଣ ମିଳିଥାଏ ଲାଭ

ଥଣ୍ଡା ଦିନେ ଖଜୁରି ଖାଇବା ଅଧିକ ଲାଭ ଦାୟକ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ଶ୍ୱାସ ସହିତ ହୃଦ୍‌ଘାତ ରୋଗୀଙ୍କ ପାଇଁ ଅଧୀକ ଫଳପ୍ରଦ ହୋଇଥାଏ। ଭିନ୍ନଭିନ୍ନ  ୩୦ ପ୍ରକାର କିସମର ଖଜୁରି ମିଳିଥାଏ। ତେବେ କିଛି ଲୋକ ଏହାକୁ  ଚୋବାଇ ଖାଇବାକୁ ପସନ୍ଦ କରୁଥିବା ବେଳେ କିଛିଲୋକ ଏହାକୁ  କ୍ଷୀରରେ ସେକ୍‌ ପ୍ରସ୍ତୁତି କରି ପିଇବାକୁ ପସନ୍ଦ କରିଥାନ୍ତି।

ରେଟିନାଲ ସେଲ୍‌କୁ ଠାବ କରିବ ନୂଆ ଡିଭାଇସ୍‌

ରେଟିନାଲ ସେଲ୍‌କୁ ଠାବ କରିବ ନୂଆ ଡିଭାଇସ୍‌

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଦିନକୁଦିନ ନୂଆ ଜିନିଷ ଉଦ୍ଭାବନ ଚାଲୁ ରହିଛି। ନିକଟରେ ୟୁଟା ଷ୍ଟେଟ୍‌ ୟୁନିଭର୍ସିଟିର ଚକ୍ଷୁ ବିଶେଷଜ୍ଞମାନେ ଏକ ନୂଆ ଡିଭାଇସ୍‌ ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛନ୍ତି। 

ସ୍ମାର୍ଟ ରୋବୋ

ସ୍ମାର୍ଟ ରୋବୋ

ରୋବୋର ବ୍ୟବହାର ଦିନକୁ ଦିନ ବଢ଼ିଚାଲିିଛି। ବିଭିନ୍ନ କ୍ଷେତ୍ରରେ ଏହାର ଉପଯୋଗ କରାଯାଇ ସୁଫଳ ମିଳିସାରିଛି। ଆଜିକାଲି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ରୋବୋ ସହାୟତାରେ ଅପରେଶନ ପରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦିତ ହୋଇପାରୁଛି।