ମେଟ୍ରୋ |

ଉତ୍କଳ ବିଶ୍ୱବିଦ୍ୟାଳୟ: ବ୍ୟାକ୍‌ ପେପର ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର, ୧୩ା୬(ବ୍ୟୁରୋ)- ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ୨୭୨ ଡିଗ୍ରୀ କଲେଜର ଯୁକ୍ତ ୩ ଶେଷ ବର୍ଷ ବ୍ୟାକ୍‌ ପେପର ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। କଳାରେ ପାସ୍‌ହାର ୭୭.୮୩% ଥିବାବେଳେ ବିଜ୍ଞାନରେ ୮୪% ଏବଂ ବାଣିଜ୍ୟରେ ୭୯% ରହିଛି। କଳା ବିଭାଗର ଅନର୍ସରେ ୮୩୨୧ ଛାତ୍ରୀଛାତ୍ରଙ୍କର କେତେକ ବିଷୟରେ ବ୍ୟାକ୍‌ ଲାଗିଥିଲା। ସେମାନଙ୍କ ମଧ୍ୟରୁ ୬୯୭୦ ଛାତ୍ରୀଛାତ୍ର ଚଳିତ ବର୍ଷ ବ୍ୟାକ୍‌ କ୍ଲିୟର କରିଛନ୍ତି। ପାସ୍‌ରେ ୯୫୪୪ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୬୯୩୫ ଜଣ କ୍ଲିୟର କରିଛନ୍ତି। କଳାରେ କଣାସ ଦୟା ବିହାର ଡିଗ୍ରୀ କଲେଜର ଛାତ୍ରୀ ନିହାରିକା ମହାପାତ୍ର ସର୍ବଧିକ ୯୦.୭୫% ମାର୍କ ରଖିଛନ୍ତି। ସେହିପରି ବିଜ୍ଞାନ ଅନର୍ସରେ ୩୩୩୧ ଛାତ୍ରୀଛାତ୍ରଙ୍କ ବ୍ୟାକ୍‌ ଲାଗିଥିବାବେଳେ ୨୯୩୧ ଛାତ୍ରୀଛାତ୍ର ବ୍ୟାକ୍‌ କ୍ଲିୟର କରିଛନ୍ତି। ପାସ୍‌ରେ ୩୮୯୪ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୩୧୧୨ କ୍ଳିୟର କରିଛନ୍ତି। ବିଜ୍ଞାନରେ ପାଟକୁରା ଲୋକନାଥ ମହାବିଦ୍ୟାଳୟର ଛାତ୍ରୀ ରିତୁଶ୍ରୀ ସାମନ୍ତରାୟ ସର୍ବାଧିକ ୯୩.୬୩% ମାର୍କ ରଖିଥିବାବେଳେ ଦ୍ୱିତୀୟ ସ୍ଥାନରେ କଟକ ଷ୍ଟୁଆର୍ଟ ସାଇନ୍ସ କଲେଜ ଛାତ୍ରୀ ତନ୍ଦ୍ରା ଶତପଥୀ ୯୧.୮୮% ଏବଂ ମାର୍ଶାଘାଇ କଲେଜ, ମାର୍ଶାଘାଇର ଛାତ୍ର ଗୌତମ କୁମାର ଜେନା ୯୧.୭୫% ମାର୍କ ରଖି ତୃତୀୟ ସ୍ଥାନରେ ରହିଛନ୍ତି। ବାଣିଜ୍ୟ ଅନର୍ସରେ ୧୫୪୦ ଛାତ୍ରୀଛାତ୍ର ବ୍ୟାକ୍‌ ପରୀକ୍ଷା ଦେଇଥିବାବେଳେ ୧୩୦୦ ଜଣ କ୍ଲିୟର କରିଛନ୍ତି। ପାସ୍‌ରେ ୨୬୧୪ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୯୭୬ ଜଣ ବ୍ୟାକ୍‌ କ୍ଲିୟର କରିଛନ୍ତି। ଡିଏଭି ସ୍କୁଲ ଅଫ୍‌ ବିଜନେଶ ମ୍ୟାନେଜମେଣ୍ଟ କଲେଜର ଛାତ୍ର ସିଦ୍ଧାର୍ଥ ଶଙ୍କର ପଣ୍ଡା ସର୍ବାଧିକ ୮୦.୮୦% ମାର୍କ ରଖିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ପ୍ରଦୀପ କୁମାର ବେହେରାଙ୍କଠାରୁ ଏହି ସୂଚନା ମିଳିଛି।
All Right Reserved By

ମେଟ୍ରୋ |

ରାସ୍ତା ପୁନରୁଦ୍ଧାର ପାଇଁ ଜିଲାପାଳଙ୍କୁ ଫେରାଦ

ରାସ୍ତା ପୁନରୁଦ୍ଧାର ପାଇଁ ଜିଲାପାଳଙ୍କୁ ଫେରାଦ

ଖୋର୍ଦ୍ଧା ଅଫିସ,୧୯।୯: ଖୋର୍ଦ୍ଧା ଜିଲା ତାପଙ୍ଗ ମନ୍ଦାରବସ୍ତ ରାସ୍ତାର ପୁନରୁଦ୍ଧାର ପାଇଁ ଅଞ୍ଚଳବାସୀ ବୁଧବାର ଜିଲାପାଳଙ୍କୁ ଭେଟିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ମରାମତି ଅଭାବରୁ ତାପଙ୍ଗ ମନ୍ଦାରବସ୍ତ ରାସ୍ତା ମରଣଯନ୍ତା ପାଲଟିଛି। ଫଳରେ ଯାତାୟାତରେ  ସମସ୍ୟା ସୃଷ୍ଟି ହେଉଛି।

ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତି ଚାରଣ

ଖୋର୍ଦ୍ଧା ଅଫିସ,୧୯।୯: ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ଦୋଳଗୋବିନ୍ଦ ପ୍ରଧାନଙ୍କ ବିୟୋଗ ନେଇ ଖୋର୍ଦ୍ଧା ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି। କଳିଙ୍ଗ ପାଇକ ସଙ୍ଗଠନ ଓ ତାପଙ୍ଗ ଦଳବେହେରା ସ୍ମୃତି ପରିଷଦ ପକ୍ଷରୁ ମିଳିତ ଉଦ୍ୟମରେ ଏକ ସ୍ମୃତିସଭା ମଙ୍ଗଳାନଗର ପରିସରରେ ଅନୁଷ୍ଠିତ ହୋଇଯାଇଛି।

ଏନ୍‌ଜିଓରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଘଟଣା: ତଦନ୍ତ ଆରମ୍ଭ

ଖୋର୍ଦ୍ଧା ଅଫିସ,୧୯।୯: ଖୋର୍ଦ୍ଧା ଜିଲାରେ ଥିବା ଏକ ଏନ୍‌ଜିଓରେ ନାବାଳିକାମାନଙ୍କୁ ଶାରୀରିକ ଓ ଯୌନ ନିର୍ଯାତନା ଦିଆଯାଉଥିବା ମଙ୍ଗଳବାର ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ବୁଧବାର ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। 

ଚିଲିକାରେ ବୈଜୟନ୍ତଙ୍କ ହେଲିକପ୍ଟର ଉଡ଼ାଣ ଘଟଣା: ୨୪ରେ  ହାଜର ହେବାକୁ  ନୋଟିସ

ଚିଲିକାରେ ବୈଜୟନ୍ତଙ୍କ ହେଲିକପ୍ଟର ଉଡ଼ାଣ ଘଟଣା: ୨୪ରେ ହାଜର ହେବାକୁ ନୋଟିସ

ପୁରୀ ଅଫିସ, ୧୯।୯: ଚିଲିକା ଉପରେ ପୂର୍ବତନ ଏମ୍‌ପି ବୈଜୟନ୍ତ ପଣ୍ଡା ହେଲିକପ୍ଟର ଉଡ଼ାଇବା ଘଟଣାରେ ଇମ୍ଫାର ବିମାନ ଚଳାଚଳ ବିଭାଗର ମ୍ୟାନେଜର ହିମାଂଶୁ ମହାପାତ୍ରଙ୍କ ସହିତ ଏକ ୫ ଜଣିଆ ଟିମ୍‌ ବୁଧବାର ପୁରୀ ସଦର ଥାନା ଆସି ଅରଖକୁଦା ଥାନା ଅଧିକାରୀଙ୍କଠାରେ ହାଜର ହୋଇଛନ୍ତି। ପୂର୍ବାହ୍ନ ୧୧ଟା ୧୦ମିନିଟ ଠାରୁ ୩ଟା ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ଧରି ପୋଲିସ ତାଙ୍କୁ ଜେରା କରିଥିଲା।

ରାଜ୍ୟ ଲଳିତକଳା ଏକାଡେମୀର ସଭାପତି ହେଲେ ସୁଦର୍ଶନ ପଟ୍ଟନାୟକ

ରାଜ୍ୟ ଲଳିତକଳା ଏକାଡେମୀର ସଭାପତି ହେଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର, ୧୯।୯(ବ୍ୟୁରୋ): ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବୁଧବାର ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛନ୍ତି। ରାଜ୍ୟ ଲଳିତକଳା ଏକାଡେମୀର ସଭାପତିଭାବେ ସୁଦର୍ଶନ ପଟ୍ଟନାୟକଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। 

କଂଗ୍ରେସରେ ମିଶିଲେ ଜର୍ଜ ଓ ସୁଦର୍ଶନ

କଂଗ୍ରେସରେ ମିଶିଲେ ଜର୍ଜ ଓ ସୁଦର୍ଶନ

ଭୁବନେଶ୍ୱର, ୧୯।୯(ବ୍ୟୁରୋ): ସୁନ୍ଦରଗଡ଼ ବିଧାୟକ ଜର୍ଜ ତିର୍କୀ ଓ ସାମାଜିକ କର୍ମୀ ସୁଦର୍ଶନ ଦାସ ବୁଧବାର କଂଗ୍ରେସରେ ସାମିଲ ହୋଇଛନ୍ତି। ଦିଲ୍ଲୀସ୍ଥିତ ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ଓଡ଼ିଶା ପ୍ରଦେଶ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। 

ରାଜ୍ୟ ଲଳିତକଳା ଏକାଡେମୀର ସଭାପତି ହେଲେ ସୁଦର୍ଶନ ପଟ୍ଟନାୟକ

ରାଜ୍ୟ ଲଳିତକଳା ଏକାଡେମୀର ସଭାପତି ହେଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର, ୧୯।୯(ବ୍ୟୁରୋ): ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବୁଧବାର ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛନ୍ତି। ରାଜ୍ୟ ଲଳିତକଳା ଏକାଡେମୀର ସଭାପତିଭାବେ ସୁଦର୍ଶନ ପଟ୍ଟନାୟକଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। 

୨୩ରେ ଓଡ଼ିଆ ବିଶ୍ବବିଦ୍ୟାଳୟ ଶିଳାନ୍ୟାସ ଉତ୍ସବ: ପ୍ରସ୍ତୁତି ଆରମ୍ଭ

୨୩ରେ ଓଡ଼ିଆ ବିଶ୍ବବିଦ୍ୟାଳୟ ଶିଳାନ୍ୟାସ ଉତ୍ସବ: ପ୍ରସ୍ତୁତି ଆରମ୍ଭ

ସାକ୍ଷୀଗୋପାଳ, ୧୯।୯(ଡି.ଏନ୍‌.ଏ.): ଓଡ଼ିଆ ଭାଷା, ସାହିତ୍ୟ ଓ ସ୍ବାଧୀନତା ଆନ୍ଦୋଳନଠାରୁ ପରାଧୀନ ଭାରତରେ ଶିକ୍ଷା, ସଂସ୍କାର ଓ ସେବାର ଅନ୍ତୁଡିଶାଳ ପଞ୍ଚସଖାଙ୍କ ସତ୍ୟବାଦୀ ବନ ବିଦ୍ୟାଳୟ ନିକଟରେ ଐତିହାସିକ ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବ। 

ଚିଲିକାରେ ହେଲିକପ୍ଟର ଉଡ଼ାଣ ଘଟଣା: ହାଜର ହେଲେ ଇମ୍ଫାର ୫ଜଣିଆ ଟିମ୍‌, ଆସିଲେନି ବୈଜୟନ୍ତ ଓ ୨ ସହଯାତ୍ରୀ

ଚିଲିକାରେ ହେଲିକପ୍ଟର ଉଡ଼ାଣ ଘଟଣା: ହାଜର ହେଲେ ଇମ୍ଫାର ୫ଜଣିଆ ଟିମ୍‌, ଆସିଲେନି ବୈଜୟନ୍ତ ଓ ୨ ସହଯାତ୍ରୀ

ପୁରୀ ଅଫିସ, ୧୯।୯: ଚିଲିକା ଉପରେ ପୂର୍ବତନ ଏମ୍‌ପି ବୈଜୟନ୍ତ ପଣ୍ଡା ହେଲିକପ୍ଟର ଉଡ଼ାଇବା ଘଟଣାରେ ଇମ୍ଫାର ଏକ ୫ ଜଣିଆ ଟିମ୍‌ ବୁଧବାର ପୁରୀ ସଦର ଥାନାକୁ ଆସି ଅରଖକୁଦା ସାମୁଦ୍ରୀକ ଥାନା ଅଧିକାରୀଙ୍କ ନିକଟରେ ହାଜର ହୋଇଛନ୍ତି। ହେଲିକପ୍ଟର ଉଡ଼ାଣ  ସମ୍ପର୍କରେ ସେମାନେ ସବିଶେଷ ତଥ୍ୟ ରଖିଥିବା ଜଣାପଡ଼ିଛି।

ସାତଲହଡ଼ି ମଠରେ ଅତିବଡ଼ୀଙ୍କ ଜୟନ୍ତୀ ସମାରୋହ: ଭାଗବତ ହିଁ ମାନବିକତାର ମୂଳମନ୍ତ୍ର

ସାତଲହଡ଼ି ମଠରେ ଅତିବଡ଼ୀଙ୍କ ଜୟନ୍ତୀ ସମାରୋହ: ଭାଗବତ ହିଁ ମାନବିକତାର ମୂଳମନ୍ତ୍ର

ପୁରୀ ଅଫିସ, ୧୯ା୯: ଭଗବତକାର ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ସମାରୋହ ଉପଲକ୍ଷେ ମଙ୍ଗଳବାର ସାତଲହଡ଼ି ମଠରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହାକୁ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ହରିହର ମିଶ୍ର ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ଅଧିବେଶନରେ ଅତିଥି ଭାବେ ଯୋଗଦେଇ ପ୍ରଫେସର ପ୍ୟାରୀମୋହନ ପଟ୍ଟନାୟକ କହିଲେ, ଭାଗବତ ହିଁ ମାନବିକତାର ମୂଳମନ୍ତ୍ର।

ପ୍ଲାଷ୍ଟିକ ନିଷେଧ ଲାଗି ସଚେତନତା ଶୋଭାଯାତ୍ରା

ପ୍ଲାଷ୍ଟିକ ନିଷେଧ ଲାଗି ସଚେତନତା ଶୋଭାଯାତ୍ରା

ପୁରୀ ଅଫିସ, ୧୯ା୯: ଅକ୍ଟୋବର ୨ରୁ ରାଜ୍ୟ ସରକାର ପ୍ଲାଷ୍ଟିକ ବ୍ୟବହାରକୁ ନିଷିଦ୍ଧ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ଲାଷ୍ଟିକ ଓ ପଲିଥିନର ବିକ୍ରୟ ଓ ବ୍ୟବହାର ବନ୍ଦ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।

ଚିଲିକାରେ ହେଲିକପ୍ଟର ଉଡ଼ାଣ ଘଟଣା: ବୈଜୟନ୍ତଙ୍କ ସମେତ ୩ ଜଣଙ୍କୁ ନୋଟିସ

ଚିଲିକାରେ ହେଲିକପ୍ଟର ଉଡ଼ାଣ ଘଟଣା: ବୈଜୟନ୍ତଙ୍କ ସମେତ ୩ ଜଣଙ୍କୁ ନୋଟିସ

ପୁରୀ ଅଫିସ, ୧୯ା୯: ଚିଲିକା ଉପରେ ହେଲିକପ୍ଟର ଉଡ଼ାଣ କରି ହରଡ଼ଘଣାରେ ପଡିଛନ୍ତି ପୂର୍ବତନ ଏମ୍‌ପି ବୈଜୟନ୍ତ ପଣ୍ଡା। ଉକ୍ତ ହେଲିକପ୍ଟରରେ ବୈଜୟନ୍ତ ପାଇଲଟ ଥିବାବେଳେ ତାଙ୍କ ସହ ଅଭିଜିତ ଆୟର ମିତ୍ର ଏବଂ ଆରତୀ ଟିକୋ ରହିଥିଲେ। ବୁଧବାର ମଧ୍ୟାହ୍ନ ୧୨ଟା ବେଳେ କେସ୍‌ର ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ପୁରୀ ପୋଲିସ ଉକ୍ତ ୩ ଜଣଙ୍କୁ ନୋଟିସ ଜାରି କରିଛି।