

ଜାତୀୟ |

ବସ୍ଟି ବୁଲେଟ୍ ପ୍ରୁଫ୍ ନ ଥିବାରୁ ଗଲା ୪୦ ଯବାନଙ୍କ ଜୀବନ
ଶ୍ରୀନଗର,୧୬।୨: ପୁଲଓ୍ବାମା ଆକ୍ରମଣ ଘଟଣାରେ କଡା ଆଭିମୁଖ୍ୟ ଗ୍ରହଣ କରିଛି ଭାରତ। ଆତଙ୍କବାଦୀଙ୍କୁ ଦେଶରୁ ନିପାତ ପାଇଁ ଆରମ୍ଭ ହୋଇଛି ତଦନ୍ତ ପ୍ରକ୍ରିୟା।

କାନ୍ଦି କାନ୍ଦି ଶହୀଦ୍ ପିତାଙ୍କୁ ମୁଖାଗ୍ନି ଦେଲେ ଦୁଇ କୁନି ଝିଅ
କନୌଜ୍/ଡେରାଡୁନ୍, ୧୬।୨: ଜମ୍ମୁକାଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଶହୀଦ୍ ହୋଇଛନ୍ତି ୪୦ଜଣ ସିଆର୍ଏଲଫ୍ ଯବାନ୍।

ମହଙ୍ଗା ପଡିଲା ପାକିସ୍ତାନ ପ୍ରେମ: କପିଲ୍ ଶର୍ମା କମେଡି ଶୋ’ରୁ ସିଦ୍ଧୁ ଆଉଟ୍
ନୂଆଦିଲ୍ଲୀ, ୧୬।୨: ଜମ୍ମୁକଶ୍ମୀରର ପୁଲୱାମାଠାରେ ୪୦ ଜଣ ସିଆରପିଏଫ ଯବାନ ଶହୀଦ ହେବା ଭଳି ସମ୍ବେଦନଶୀଳ ଘଟଣାକୁ ନେଇ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ମନ୍ତବ୍ୟ ତାଙ୍କୁ ମହଙ୍ଗା ପଡିଛି।

ଆତଙ୍କବାଦ ନିପାତ ପାଇଁ ସରକାରଙ୍କ ସହ ହାତ ମିଳାଇଲେ ବିରୋଧୀ
ନୂଆଦିଲ୍ଲୀ, ୧୬।୨: ଜମ୍ମୁକାଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସରକାରଙ୍କ ସହ ହାତ ମିଳାଇଛନ୍ତି ବିରୋଧୀ।

ଶହୀଦଙ୍କ ପିଲାମାନଙ୍କ ଶିକ୍ଷା, ନିଯୁକ୍ତି ଦାୟିତ୍ୱ ନେଲା ରିଲାଏନ୍ସ
ମୁମ୍ବାଇ,୧୬।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସମସ୍ତ ସିଆର୍ପିଏଫ୍ ଯବାନଙ୍କ ପିଲାମାନଙ୍କ ପାଠପଢ଼ା ଓ ନିଯୁକ୍ତି ଦାୟିତ୍ୱ ରିଲାଏନ୍ସ ଫାଉଣ୍ଡେଶନ ବହନ କରିବ ବୋଲି ଶନିବାର ଘୋଷଣା କରିଛି।

ଏହି ବ୍ୟକ୍ତିଙ୍କ ଇସାରାରେ ହୋଇଥିଲା ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ
ନୂଆଦିଲ୍ଲୀ, ୧୬।୨: ଜମ୍ମୁକାଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନ ନିଜକୁ ଦାୟୀ କରିଛି।

ମୋଦିଙ୍କ ଚେତାବନୀ: ବେକାର ଯିବନି ଯବାନଙ୍କ ବଳିଦାନ
ଯଭତମାଲ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମହାରାଷ୍ଟ୍ର ଗସ୍ତ କରିଛନ୍ତି। ସେଠାରେ ସେ ବିଭିନ୍ନ ବିକାଶମୂଳକ ପରିଯୋଜନାର ଶୁଭାରମ୍ଭ କରିଛନ୍ତି।

ବର ମୂର୍ଚ୍ଛା ଯିବାରୁ ମଣ୍ଡପରୁ ଫେରି ଆସିଲେ କନ୍ୟା
ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶ ଲକ୍ଷ୍ନୌର ଏକ ଗାଁରେ ଗୁରୁବାର ରାତିରେ ଘଟିଛି ଅକ ଅଜବ ଘଟଣା। ବେଦୀ ଉପରେ ବର ମୂର୍ଚ୍ଛା ଯିବାରୁ ବିବାହ କରିବାକୁ ମନା କରି ଏକେଲା ଘରକୁ ଫେରିଛନ୍ତି କନ୍ୟା।

ଉଦ୍ଘାଟନର ଗୋଟିଏ ଦିନ ପରେ ଖରାପ ହେଲା ‘ବନ୍ଦେ ଭାରତ’ ଏକ୍ସପ୍ରେସ ଟ୍ରେନ୍
ନୂଆଦିଲ୍ଲୀ,୧୬।୨: ଭାରତରେ ଆରମ୍ଭ କରାଯାଇଥିବା ସେମି ହାଇସ୍ପିଡ ଟ୍ରେନ୍ ‘ବନ୍ଦେ ଭାରତ’ ଏକ୍ସପ୍ରେସକୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିଥିଲେ।

ପୁଲଓ୍ବାମା ଆକ୍ରମଣକୁ ନିନ୍ଦା କଲେ ୪୮ ଦେଶ: ଭାରତକୁ ବଢାଇଲେ ସହଯୋଗର ହାତ
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି ପାଖାପାଖି ୪୮ ଦେଶ।

ବୀର ଯବାନଙ୍କୁ ଅନ୍ତିମ ବିଦାୟ
ନୂଆଦିଲ୍ଲୀ,୧୬।୨: ପୁଲଓ୍ବାମାରେ ଶହୀଦ ହୋଇଥିବା ଯବାନଙ୍କର ମରଶରୀର ଶନିବାର ସେମାନଙ୍କ ପୈତୃକ ଗ୍ରାମରେ ପହଞ୍ଚିବା ଆରମ୍ଭ ହୋଇଛି। ପୂର୍ବରୁ ଅପେକ୍ଷା ରଖିଥିବା ପରିବାର ସଦସ୍ୟ ବନ୍ଧୁ ପରିଜନ ତଥା ଗ୍ରାମବାସୀଙ୍କ ଆଖି ଲୁହରେ ସତେକି ପ୍ରତିଫଳିତ ହେଉଛି ଏହି ବୀର ଯବାନଙ୍କ ଅମର ଗାଥା।

ରାହୁଲଙ୍କ ଭାଇରାଲ ଫଟୋରେ କେତେ ରହିଛି ସତ୍ୟତା
ନୂଆଦିଲ୍ଲୀ,୧୬।୨: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ରାହୁଲ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟ୍ରର ମାଇଣ୍ଡ ଆଦିଲ ଅହମ୍ମଦ ଦରଙ୍କ ନିକଟରେ ନଜର ଆସୁଛନ୍ତି।