

ଅନ୍ତର୍ଜାତୀୟ |

ପୁଲଓ୍ବାମା ଆକ୍ରମଣକୁ ନିନ୍ଦା କଲେ ୪୮ ଦେଶ: ଭାରତକୁ ବଢାଇଲେ ସହଯୋଗର ହାତ
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି ପାଖାପାଖି ୪୮ ଦେଶ।

ପାକିସ୍ତାନ ଯାତ୍ରା ରଦ୍ଦ କଲେ ସୌଦି ଯୁବରାଜ
ରିୟାଦ,୧୬।୨: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତକୁ କେତେକ ଦେଶ ସହଯୋଗର ହାତ ବଢାଇଛନ୍ତି।

ଭାରତକୁ ସହଯୋଗର ହାତ ବଢାଇଲା ଇସ୍ରାଏଲ
ନୂଆଦିଲ୍ଲୀ/ଜେରୁଜେଲମ,୧୫।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ବିଭିନ୍ନ ଦେଶ ନିନ୍ଦା କରିଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେନଜାମିନ ନେତାନ୍ୟାହୁ ଏହି ଘଟଣାର ନିନ୍ଦା କରିବା ସହ ଇସ୍ରାଏଲ ଭାରତ ସହ ଅଛି ବୋଲି ସେ କହିଛନ୍ତି।

୨୭୬ ଶିଶୁଙ୍କୁ ବଳାତ୍କାର କରିଥିବା ଅପରାଧୀଙ୍କୁ ୬୦ ବର୍ଷ ଜେଲ୍
ଓ୍ବାଶିଂଟନ,୧୫।୨: କଲମ୍ବିଆରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ୨୭୬ ଜଣ ଶିଶୁଙ୍କୁ ବଳାତ୍କାର କରିଥିବା ଜଣେ ବ୍ୟକ୍ତିଙ୍କୁ ୬୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି।

ମହଙ୍ଗା ପଡିଲା ଘୁଷୁରିଙ୍କ ଦ୍ୱୀପରେ ମଡେଲଙ୍କ ଫଟୋଶୁଟ୍: ଭାଇରାଲ ଭିଡିଓକୁ ଦେଖିଲେ ୫ ମିଲିୟନ୍ ୟୁଜର
ନାଶାଉ,୧୫।୨: ବାହାମସରେ ଥିବା ପିଗ୍ ଆଇଜଲାଣ୍ଡ ବା ଘୁଷୁରି ଦ୍ୱୀପକୁ ଫଟୋ ଶୁଟ୍ କରିବାକୁ ବାହାରି ଥିଲେ ଫିଟ୍ନେଶ୍ ମଡେଲ ମିଖାଇଲ୍ ଲିଓ୍ବିନ। କିଛି ହଟ୍ ଫଟୋ ଉଠାଇ ସେ ତାଙ୍କ ଇନଷ୍ଟାଗ୍ରାମରେ ଅପଲୋଡ କରିବାକୁ ଇଚ୍ଛା ରଖିଥିଲେ।

ଆତଙ୍କବାଦ ବିରୋଧରେ ଯୁଦ୍ଧ ଘୋଷଣା: ସୁରକ୍ଷାକର୍ମୀଙ୍କୁ ପୂର୍ଣ୍ଣ ସ୍ବାଧୀନତା ଦେଲେ ମୋଦି; ପାକିସ୍ତାନର ଏମ୍ଏଫ୍ଏନ୍ ମାନ୍ୟତା ରଦ୍ଦ
ନୂଆଦିଲ୍ଲୀ/ଇସଲାମାବାଦ୍,୧୫।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଶୁକ୍ରବାର କ୍ୟାବିନେଟ୍ କମିଟି ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିଲା।

ପାକିସ୍ତାନରେ ଲୁଚି ବସିଛନ୍ତି ମୋଷ୍ଟ ଓ୍ବାଣ୍ଟେଡ୍ ୩ ଆତଙ୍କବାଦୀ
ନୂଆଦିଲ୍ଲୀ/ଇସଲାମାବାଦ୍, ୧୫।୨: ଭାରତରେ ଆତଙ୍କବାଦୀ କାଣ୍ଡ ଭିଆଇ ପାକିସ୍ତାନରେ ଲୁଚିବସିଛନ୍ତି ୩ ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ। ପୁଲଓ୍ବାମାରେ ଭାରତୀୟ ଯବାନଙ୍କ ଉପରେ ଆତ୍ମଘାତୀ ଆକ୍ରମଣ କରିଥିବା ଜୈଶ୍-ଇ-ମହମ୍ମଦ ମୁଖ୍ୟ ମସୁଦ୍ ଅଝହର ପାକିସ୍ତାନରେ ଖୋଲାରେ ବୁଲୁଛନ୍ତି।

ସିଂହ ସହ ଖେଳି ପାରିବେ ପର୍ଯ୍ୟଟକ
ଜେରୁଜେଲମ,୧୪।୨: ଚିଡିଆଖାନାରେ ଥିବା ଜୀବଜନ୍ତୁଙ୍କୁ ସାଧାରଣତଃ ଦୂରରୁ ଦେଖିବାର ମଜା ମିଳିଥାଏ। ହେଲେ ଏବେ ଗାଜାର ଯୁଦ୍ଧଗ୍ରସ୍ତ ପାଲେଷ୍ଟାଇନରେ ଥିବା ଏକ ଚିଡିଆଘରେ ଥିବା ସିଂହ ସହ ପିଲାମାନେ ଖେଳିପାରିବେ ବୋଲି ଜଣାପଡିଛି।

୫୦ ବର୍ଷ ମଧ୍ୟରେ ଭାରତର ଜାତୀୟ ପଶୁ ଲୋପ ପାଇବା ଆଶଙ୍କା
ନୂଆଦିଲ୍ଲୀ/ମେଲବର୍ନ,୧୪।୨: ସୁନ୍ଦରବନରେ ଦେଖାଯାଉଥିବା ଭାରତର ଜାତୀୟ ପଶୁ ଉପରେ ଦେଖାଦେଇଛି ସଙ୍କଟ। ଆସନ୍ତା ୫୦ ବର୍ଷ ମଧ୍ୟରେ ଜଙ୍ଗଲ ରାଜା ପାଇଁ ଅଭାବ ପଡ଼ିବ ଜଙ୍ଗଲ।

ଜଳ ପାଇଁ ତୃତୀୟ ବିଶ୍ୱଯୁଦ୍ଧ: ୫ ନଦୀ ମଧ୍ୟରୁ ଭାରତରେ ୩
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୪।୨: ଆଗାମୀ ଶହେ ବର୍ଷ ମଧ୍ୟରେ ଜଳ ସଙ୍କଟ ଉତ୍କଟ ହେବାର ଆଶଙ୍କା ରହିଛି। ଏପରି ହେଲେ ଜଳ ପାଇଁ ତୃତୀୟ ବିଶ୍ୱଯୁଦ୍ଧ ହୋଇପାରେ ବୋଲି କେତେକ ବୁଦ୍ଧିଜୀବୀ ମତ ଦେଇଛନ୍ତି।

ଇରାନରେ ଆତ୍ମଘାତୀ ବିସ୍ଫୋରଣ: ୨୩ ମୃତ, ୧୭ ଆହତ
ତେହେରାନ,୧୪।୨: ଦକ୍ଷିଣ-ପୂର୍ବ ଇରାନରେ ହୋଇଥିବା ଏକ ଆତ୍ମଘାତୀ ବିସ୍ଫୋରଣରେ ଅତିକମ୍ରେ ୨୩ଜଣ କ୍ରାନ୍ତିକାରୀ ଯବାନଙ୍କ ମୃତ୍ୟୁ ହୋଇଥିବା କହିଛି ସ୍ଥାନୀୟ ଗଣମାଧ୍ୟମ।

୪ଟି ସନ୍ତାନ ହେଲେ ଦେବାକୁ ପଡିବନି ଟ୍ୟାକ୍ସ
ଭିଏନା, ୧୩।୨: ୪ଟି ସନ୍ତାନ ଜନ୍ମ କଲେ ମହିଳାଙ୍କୁ ଆଜୀବନ ଟ୍ୟାକ୍ସ ଦେବାକୁ ପଡିବନି। ଦେଶରେ ଜନସଂଖ୍ୟା ବଢାଇବା ପାଇଁ ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଅର୍ବନ ଏହି ଘୋଷଣା କରିଛନ୍ତି।