ଜାତୀୟ |

୧,୧୧୦ ଟଙ୍କା ବଢ଼ିଲା ରୁପା

୧,୧୧୦ ଟଙ୍କା ବଢ଼ିଲା ରୁପା
ନୂଆଦିଲ୍ଲୀ,୧୩-୬(ପି.ଟି.):ଶିଳ୍ପ ୟୁନିଟ୍‌ ଏବଂ କଏନ୍‌ ନିର୍ମାତାଙ୍କ ମଧ୍ୟରେ ଉତ୍ସାହ ବଢ଼ିବା ଫଳରେ ମଙ୍ଗଳବାର ରୁପା ଦରରେ ବଡ ଧରଣର ବୃଦ୍ଧି ଘଟିଛି। କିଲୋଗ୍ରାମ ପିଛା ଏଥିରେ ୧,୧୧୦ ଟଙ୍କା ବୃଦ୍ଧି ଘଟିଛି। ଫଳରେ ଏହା ୪୧,୫୬୦ ଟଙ୍କା ଛୁଇଁଛି। ଅନ୍ୟପକ୍ଷରେ, କ୍ରମାଗତ ଦ୍ୱିତୀୟ ଦିନ କାରବାର ଦିବସ ପାଇଁ ସୁନା ଦରରେ ହ୍ରାସ ଘଟିଛି। ଅନ୍ତର୍ଜାତୀୟ ବଜାରରେ ଚାହିଦା କମିବା ସହ ଘରୋଇ ବଜାରରେ ବ୍ୟବସାୟୀଙ୍କ ମଧ୍ୟରେ ଉତ୍ସାହ ଦେଖା ନ ଦେବା ହେତୁ ୧୦ ଗ୍ରାମ ପିଛା ସୁନା ଦରରେ ୧୫୦ ଟଙ୍କା ହ୍ରାସ ଘଟିଛି। ଫଳରେ ଏହା ୩୧,୮୦୦ ଟଙ୍କାକୁ ଖସିଆସିଛି।
All Right Reserved By

ଜାତୀୟ |

ଭାଜପା ନିର୍ଲଜ ଲୋକଙ୍କ ଘର: ପ୍ରକାଶ ରାଜ

ଭାଜପା ନିର୍ଲଜ ଲୋକଙ୍କ ଘର: ପ୍ରକାଶ ରାଜ

ବେଙ୍ଗାଲୁର,୧୮।୧: ଅଭିନେତାରୁ ନେତା ବନିଥିବା ୫୩ ବର୍ଷୀୟ ପ୍ରକାଶ ରାଜ ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଭାଜପା ହେଉଛି ନିର୍ଲଜ ଲୋକଙ୍କ ଘର। ଏଥର ସେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ବେଙ୍ଗାଲୁର ସେଣ୍ଟ୍ରାଲରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ବୋଲି କହିଛନ୍ତି।

ଫେସ୍‌ବୁକକୁ ପଛରେ ପକାଇଲା ହ୍ବାଟସ୍‌ ଆପ୍‌

ଫେସ୍‌ବୁକକୁ ପଛରେ ପକାଇଲା ହ୍ବାଟସ୍‌ ଆପ୍‌

ନୂଆଦିଲ୍ଲୀ,୧୮।୧: ଭାରତର ବ୍ୟବହାର ହେଉଥିବା ଆପ୍‌ ମଧ୍ୟରେ ହ୍ବାଟସ୍‌ ଆପ୍‌ ଏକ ନମ୍ବରରେ ରହିଛି। ଫେସ୍‌ବୁକକୁ ପଛରେ ପକାଇ ଏହା ନମ୍ବର ଓ୍ବାନ ହୋଇଥିବା ଆନାଲିଟିକ୍‌ ଫର୍ମ ଆପ୍‌ ଆନ୍ନି ଏକ ରିପୋର୍ଟରେ ପ୍ରକଶ କରିଛି।

ଦେଶକୁ ଆବଶ୍ୟକ ନୂଆ ପ୍ରଧାନମନ୍ତ୍ରୀ: ଅଖିଳେଶ

ଦେଶକୁ ଆବଶ୍ୟକ ନୂଆ ପ୍ରଧାନମନ୍ତ୍ରୀ: ଅଖିଳେଶ

କୋଲକାତା,୧୮।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଏକ ବିରାଟ ରାଲିର ଆୟୋଜନ କରିଛନ୍ତି। ଏଥିପାଇଁ ସମାଜବାଦି ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଶୁକ୍ରବାର କୋଲକତାରେ ପହଞ୍ଚିଛନ୍ତି।

ନୋଟ୍‌ବୁକ୍‌ରେ ସ୍କେଚ ତିଆରି କରି ଆତ୍ମହତ୍ୟା କଲେ ନାବାଳକ

ନୋଟ୍‌ବୁକ୍‌ରେ ସ୍କେଚ ତିଆରି କରି ଆତ୍ମହତ୍ୟା କଲେ ନାବାଳକ

ମୁମ୍ବାଇ,୧୮।୧: ମୁମ୍ବାଇର ଜଣେ ୧୩ ବର୍ଷର ବାଳକ ନିଜ ନୋଟ୍‌ବୁକ୍‌ରେ ଫାଶୀ ଲଗାଇବାର ସ୍କେଚ ତିଆରି କରିବା ପରେ ଫ୍ୟାନରେ ଝୁଲିପଡି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ବାଳକ ଜଣକ ନୋଟ୍‌ବୁକ୍‌ରେ ଫ୍ୟାନର ଚିତ୍ର ସହ ଫାଶୀ ଲଗାଇବାର ସମୟ ମଧ୍ୟ ଲେଖିଛନ୍ତି।

ରିଲିଜ୍‌ ହେଲା ଟୋଟାଲ୍‌ ଧମାଲର ପ୍ରଥମ ପୋଷ୍ଟର

ରିଲିଜ୍‌ ହେଲା ଟୋଟାଲ୍‌ ଧମାଲର ପ୍ରଥମ ପୋଷ୍ଟର

ମୁମ୍ବାଇ,୧୮।୧: ବଲିଉଡ୍‌ ଫିଲ୍ମ ଧମାଲ ସିରିଜ୍‌ର ତୃତୀୟ ଫିଲ୍ମ ‘ଟୋଟାଲ ଧମାଲ’ର ପ୍ରଥମ ପୋଷ୍ଟର ଶୁକ୍ରବାର ରିଲିଜ୍‌ ହୋଇଛି। ଏହି ପୋଷ୍ଟରରେ ଅଜୟ ଦେବଗନ, ମାଧୁରୀ ଦୀକ୍ଷିତ, ଅନିଲ କପୁର, ରିତେଶ ଦେଶମୁଖ, ଜାଭେଜ ଜାଫ୍ରି, ସଞ୍ଜୟ ମିଶ୍ରା, ଆର୍ସାଦ ଓ୍ବାର୍ସିଙ୍କ ସହ ଆଉ କିଛି କଳାକାର ନଜର ଆସିଛନ୍ତି।

ବଦଳିବ ମୁଗଲସରାଇ ତହସିଲର ନାଁ

ବଦଳିବ ମୁଗଲସରାଇ ତହସିଲର ନାଁ

ଲକ୍ଷ୍ନୌ,୧୮।୧: ଉତ୍ତର ପ୍ରଦେଶର ମୁଗଲସରାଇ ତହସିଲର ନାଁ ପରିବର୍ତ୍ତନ କରାଯିବ। ଏହାକୁ ନେଇ ବିଲ୍‌ ପାସ୍‌ ହୋଇସାରିଛି। ମୁଗଲସରାଇ ତହସିଲ ପରିବର୍ତ୍ତନ ହୋଇ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ତହସିଲ କରାଯିବ।

ଘରୋଇ ସ୍କୁଲକୁ ଅଧିକ ପସନ୍ଦ କରୁଛନ୍ତି ଅଭିଭାବକ: ମଣିପୁର ଆଗରେ; ଓଡ଼ିଶାରେ ଖେଳ ପଡ଼ିଆ ଅଭାବ

ଘରୋଇ ସ୍କୁଲକୁ ଅଧିକ ପସନ୍ଦ କରୁଛନ୍ତି ଅଭିଭାବକ: ମଣିପୁର ଆଗରେ; ଓଡ଼ିଶାରେ ଖେଳ ପଡ଼ିଆ ଅଭାବ

ନୂଆଦିଲ୍ଲୀ,୧୮।୧: ଦେଶରେ ଘରୋଇ ସ୍କୁଲରେ ପିଲାଙ୍କୁ ପଢ଼ାଇବା ପାଇଁ ଅଭିଭାବକମାନେ ଅଧିକ ପସନ୍ଦ କରୁଛନ୍ତି। ଏନେଇ ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। 

ବିମାନରେ ହେବ ଦୁଗ୍ଧ ପରିବହନ: ଲିଟର ପିଛା ଦାମ୍‌ ୧୨୦ଟଙ୍କା

ବିମାନରେ ହେବ ଦୁଗ୍ଧ ପରିବହନ: ଲିଟର ପିଛା ଦାମ୍‌ ୧୨୦ଟଙ୍କା

ନୂଆଦିଲ୍ଲୀ,୧୮।୧: ଏବେ ରାଜଧାନିବାସୀ ପାଇବେ ପ୍ରମିୟମ୍‌ ମିଲ୍କ। ପୁଣେର ଡାଏରି ଫାର୍ମରୁ ସିଧାସଳଖ ବିମାନ ଯୋଗେ ଏହି ଦୁଗ୍ଧ ପହଞ୍ଚିବ ଦିଲ୍ଲୀରେ। ଏହାର ଦାମ ରଖାଯାଇଛି ଲିଟର ପିଛା ୧୨୦ ଟଙ୍କା। 

ଅର୍ଥ ସାଜୁଛି ବାଧକ: ବିବାହ ନ କରି ୪୦ ବର୍ଷ ଧରି ଲିଭ୍‌ ଇନ୍‌ରେ ରହୁଛନ୍ତି ଜନଜାତି ସମ୍ପ୍ରଦାୟ

ଅର୍ଥ ସାଜୁଛି ବାଧକ: ବିବାହ ନ କରି ୪୦ ବର୍ଷ ଧରି ଲିଭ୍‌ ଇନ୍‌ରେ ରହୁଛନ୍ତି ଜନଜାତି ସମ୍ପ୍ରଦାୟ

ରାଞ୍ଚି,୧୮।୧: ଝାଡଖଣ୍ଡରେ ପାଖରେ  ଟଙ୍କା ନ ଥିବାରୁ ଅନେକ ଜନଜାତି ସମ୍ପ୍ରଦାୟର ଲୋକେ ଏକାଠି ଲିଭ୍‌ ଇନ୍‌ରେ ରହୁଥିଲେ ମଧ୍ୟ ବିବାହ କରି ପାରୁ ନାହାଁନ୍ତି। 

ହିମାଚଳପ୍ରଦେଶ କଂଗ୍ରେସ ଅଧ୍ୟକ୍ଷପଦ ନେଇ କର୍ମୀ ହେଲେ ହାତାହାତି

ହିମାଚଳପ୍ରଦେଶ କଂଗ୍ରେସ ଅଧ୍ୟକ୍ଷପଦ ନେଇ କର୍ମୀ ହେଲେ ହାତାହାତି

ଶିମଲା,୧୮।୧: ଲୋକସଭା ନିର୍ବାଚନ ଆଉ କିଛି ମାସଥିବାବେଳେ ହିମାଚଳପ୍ରଦେଶରେ କଂଗ୍ରେସରେ ଥିବା କନ୍ଦଳ ପଦାକୁ ଆସିଛି। ଏଠାରେ ଅଧ୍ୟକ୍ଷ ପଦକୁ ନେଇ କର୍ମୀ ହୋଇଛନ୍ତି ହାତାହାତି।

ଝିଅ ନାମରେ ସମ୍ପତ୍ତି କଲେ ପିତା: ଖାପ୍‌ ପଞ୍ଚାୟତ ଜାରି କଲା ବାସନ୍ଦ ଦଣ୍ଡାଦେଶ

ଝିଅ ନାମରେ ସମ୍ପତ୍ତି କଲେ ପିତା: ଖାପ୍‌ ପଞ୍ଚାୟତ ଜାରି କଲା ବାସନ୍ଦ ଦଣ୍ଡାଦେଶ

ଯୋଧପୁର,୧୮।୧: ସମାଜରେ ପ୍ରଚଳିତ ପୁରୁଣା ପରମ୍ପରାକୁ ଖାପ୍‌ ପଞ୍ଚାୟତ ଧରି ରଖିବାକୁ କରୁଛି ଉଦ୍ୟମ। ଏହାର ସଦସ୍ୟ ତମ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନରେ।

ବିବାହ ବେଦୀରେ କନ୍ୟାଙ୍କୁ ଗୁଳି କଲେ ଅଜଣା ବ୍ୟକ୍ତି: ପୋଲିସର ତନାଘନା

ବିବାହ ବେଦୀରେ କନ୍ୟାଙ୍କୁ ଗୁଳି କଲେ ଅଜଣା ବ୍ୟକ୍ତି: ପୋଲିସର ତନାଘନା

ନୂଆଦିଲ୍ଲୀ, ୧୮।୧: ବିବାହ ବେଦୀରେ କନ୍ୟାଙ୍କୁ ଜଣେ ଅଜଣା ବ୍ୟକ୍ତି ଗୁଳି କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆଦିଲ୍ଲୀର ଶକାରପୁର ଅଞ୍ଚଳରେ। କନ୍ୟା ବର ଜୟମାଳା ଆଦାନପ୍ରଦାନ କରୁଥିବାବେଳେ ଏହା ଘଟିଥିବା କୁହାଯାଉଛି।