ଫୁରସତ |

ମୋତି ଆଣିଦିଏ ପ୍ରେମରେ ସଫଳତା

ମୋତି ଆଣିଦିଏ ପ୍ରେମରେ ସଫଳତା

ଜ୍ୟୋତିଷଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ, ମୋତି ବିଧିବିଧାନ ପୂର୍ବକ ଧାରଣ କଲେ ସୌଭାଗ୍ୟ ବୃଦ୍ଧି ହୋଇଥାଏ। ପ୍ରେମରେ ସଫଳତା ଦେବା ସହିତ ମନ ପସନ୍ଦର ଜୀବନ ସାଥୀ ପାଇବାରେ ମୋତି ଗ୍ରହଣ କରିଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା । ମୋତି ଶାମୁକା ଗର୍ଭରେ ନିର୍ମିତ ହୋଇଥାଏ। ଏହା ହେଉଛି ଚନ୍ଦ୍ରଗ୍ରହଙ୍କ ପ୍ରତିନିଧିତ୍ୱ ରତ୍ନ। ଏହାକୁ ରିଙ୍ଗ୍‌ ଫିଙ୍ଗରରେ ପରିଧାନ କଲେ ସୁଫଳ ମିଳିଥାଏ। ଏହାକୁ ସୋମବାର ଓଁ ସୋଂ ସୋମାୟେ ନମଃ ମନ୍ତ୍ରରେ ପୂଜା କରି ଡ଼ାହାଣ ହାତରେ ପିନ୍ଧିବା ଦ୍ୱାରା ଚନ୍ଦ୍ରଗ୍ରହଙ୍କ ପ୍ରତିକୂଳ ପ୍ରଭାବ ହ୍ରାସ ପାଇବା ସହିତ ଅନୁକୂଳ ସ୍ଥିତି ଉପତ୍ନ୍ନ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ତେବେ ଉପଯୁକ୍ତ ଲଗ୍ନ ଆଧାରରେ ମୋତି ଧାରଣ କଲେ ଧନ ବୃଦ୍ଧି ପାଇବା ସହିତ ମାନ ସମ୍ମାନ ପ୍ରାପ୍ତି ହୋଇଥାଏ ବୋଲି ଜ୍ୟୋତିଷଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ମାତ୍ର ମୋତି ଲଗ୍ନ ଉପଯୋଗୀ ହେଉ ନ ଥିଲେ ଏହାକୁ ଧାରଣ କଲେ ଆର୍ଥିକ ସମସ୍ୟା ଦେଖାଯିବା ସହିତ ଋଣ ବୃଦ୍ଧି ହୋଇଥାଏ।

All Right Reserved By

ଫୁରସତ |

ସନ୍ଧ୍ୟା ସମୟରେ ମନା...

ସନ୍ଧ୍ୟା ସମୟରେ ମନା...

ସନ୍ଧ୍ୟା ସମୟରେ ଶାରୀରିକ ସମ୍ପର୍କ ସ୍ଥାପନ ନ କରିବାକୁ ଅନେକ ମନା କରିଥାନ୍ତି। ତେବେ ଏନେଇ ଅଷ୍ଟ୍ରେଲିଆ ସିଡ୍‌ନୀ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଏହାଦ୍ୱାରା ଶରୀର ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ।

ମୁଖମଣ୍ଡଳରେ ଆଣନ୍ତୁ ଚମକ...

ମୁଖମଣ୍ଡଳରେ ଆଣନ୍ତୁ ଚମକ...

ସ୍ବାସ୍ଥ୍ୟ ସମ୍ବନ୍ଧିତ ଛୋଟ ଛୋଟ ସମସ୍ୟା ପାଇଁ ଆମେ ଡାକ୍ତରଙ୍କ ସହିତ ପରାମର୍ଶ କରିଥାଉ । କିନ୍ତୁ ଏମିତି ପ୍ରାକୃତିକ ଉପଚାର ରହିଛି ଯାହାର ସଠିକ୍‌ ଉପଯୋଗ କରି ଆମେ ସୁଫଳ ପାଇପାରିବା । ତୈଳାକ୍ତ ତ୍ୱଚା ପାଇଁ ମୁହଁରେ ବ୍ରଣ ହେବା ଏକ ସାଧାରଣ ସମସ୍ୟା ।

କେଉଁ ରାଶି ଲୋକେ ମିଛ କହିବାରେ ମାହିର୍‌

କେଉଁ ରାଶି ଲୋକେ ମିଛ କହିବାରେ ମାହିର୍‌

ଅନେକ ଲୋକ କୌଣସି କଥାକୁ ଲୁଚାଇବା ପାଇଁ ମିଛ କହିଥାନ୍ତି। ପରେ ଗୋଟିଏ ମିଛକୁ ଲୁଚାଇବା ଲାଗି କହିବାକୁ ପଡ଼ିଥାଏ ଅନେକ ମିଛ। ତେବେ ଜ୍ୟୋତିଷ ଶାସ୍ତ୍ରରେ କେଉଁ ରାଶିର ଲୋକେ ମିଛ କହିବାରେ ମାହିର୍‌ ତାହା ଉଲ୍ଲେଖ କରାଯାଇଛି। ବୃଷ ରାଶି ବ୍ୟକ୍ତି ନିଜର ଫାଇଦା ପାଇଁ ମିଛ କହିଥାନ୍ତି।

ଶାଢ଼ି ପିନ୍ଧିବାକୁ ପସନ୍ଦ କରନ୍ତି ଏହି ପୁରୁଷ

ଶାଢ଼ି ପିନ୍ଧିବାକୁ ପସନ୍ଦ କରନ୍ତି ଏହି ପୁରୁଷ

ପୁରୁଷମାନେ ଶାଢ଼ି ପିନ୍ଧିଲେ ସମାଜ ତାଙ୍କୁ ଭିନ୍ନ ଦୃଷ୍ଟିରେ ଦେଖିଥାଏ। ହେଲେ ରାଜଧାନୀ ଦିଲ୍ଲୀରେ ରହୁଥିବା ହିମାଂଶୁ ବର୍ମା ନାମକ ବ୍ୟକ୍ତି ୧୨ ବର୍ଷ ହେବ ଶାଢ଼ି ପିନ୍ଧୁଛନ୍ତି।

ସଫଳତାର ସୂତ୍ର ସକାରାତ୍ମକ ଭାବନା

ସଫଳତାର ସୂତ୍ର ସକାରାତ୍ମକ ଭାବନା

ସକାରାତ୍ମକ ଭାବନା ମଣିଷକୁ ମାନସିକ ସ୍ତରରେ ସୁଦୃଢ କରିଥାଏ । ଯାହାକି ସଫଳତା ମାର୍ଗରେ ଅଗ୍ରସର ହେବାର ସବୁଠୁ ବଡ଼ ଚାବିକାଠି...

ବଗିଚା ପାଇଁ କିଛି ଜରୁରୀ ଟିପ୍ସ

ବଗିଚା ପାଇଁ କିଛି ଜରୁରୀ ଟିପ୍ସ

ସୁନ୍ଦର ବଗିଚାଟିଏ ଘରକୁ ଏକ ସକାରାତ୍ମକ ଉର୍ଜା ପ୍ରଦାନ କରିଥାଏ। ତେବେ କିଛି ଜରୁରୀ ବାସ୍ତୁ ଟିପ୍ସ ଅନୁସରଣ କରି ଆପଣ ଏକ ସୁନ୍ଦର ବଗିଚା ପ୍ରସ୍ତୁତ କରିପାରିବେ, ଯାହାର ସୁପ୍ରଭାବ ଘର ଉପରେ ମଧ୍ୟ ପଡିଥାଏ।

ସାଥୀ: ଟିକେ ଛାଇ ଟିକେ ଖରା, ସିଆଣୀ ପ୍ରେମିକା ନ ଦିଏ ଧରା

ସାଥୀ: ଟିକେ ଛାଇ ଟିକେ ଖରା, ସିଆଣୀ ପ୍ରେମିକା ନ ଦିଏ ଧରା

ପ୍ରଶ୍ନ-ମୋ ପ୍ରେମିକା କେବଳ ଫୋନ୍‌ରେ କହୁଛି-ଆମେ ଦେଖାହେବା। ହେଲେ ଆଦୌ ଆସୁନି। ସେ ମୋ ସହ କାହିଁକି ଏମିତି ଲୁଚକାଳି ଖେଳ ଖେଳୁଛି ଜାଣିପାରୁନାହିଁ।

ମୁକ୍ତାକାଶ ହୋଟେଲ

ମୁକ୍ତାକାଶ ହୋଟେଲ

ଗ୍ରାହକଙ୍କୁ ଖାଇବା ଏବଂ ରହିବାର ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ରହିଛି ଅନେକ ହୋଟେଲ। ତେବେ ପୃଥିବୀରେ ଅଛି ଏଭଳି କିଛି ହୋଟେଲ, ଯାହାର ନିର୍ମାଣଶୈଳୀ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଖାସ୍‌ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ କିଛି ସଂସ୍ଥା ଏଭଳି ପନ୍ଥା ଆପଣେଇଥାନ୍ତି। ତେବେ ସ୍ବିଜରଲାଣ୍ଡର ଆଲ୍‌ପସ୍‌ ପର୍ବତରେ ରହିଛି ଏଭଳି ଏକ ହୋଟେଲ, ଯାହାର ନା ଛାତ ଅଛି ନା କାନ୍ଥ।

 ଯୁବପିଢ଼ିଙ୍କ ଠାରେ ବଢୁଛି ସେଲ୍ଫ ଫଟୋ ପ୍ରିଣ୍ଟ୍‌ ବ୍ୟାକ୍‌ କଭର କ୍ରେଜ୍‌

ଯୁବପିଢ଼ିଙ୍କ ଠାରେ ବଢୁଛି ସେଲ୍ଫ ଫଟୋ ପ୍ରିଣ୍ଟ୍‌ ବ୍ୟାକ୍‌ କଭର କ୍ରେଜ୍‌

ମୋବାଇଲ୍‌ ପ୍ରେମୀମାନଙ୍କ ନିମନ୍ତେ ବଜାରକୁ ଆସିଥିବା ନୂଆ ଟ୍ରେଣ୍ଡ୍‌ ମୋବାଇଲ କଭର ପ୍ରିଣ୍ଟ ଏବେ ବହୁଳ ଭାବେ ଦେଖିବାକୁ ମିଳିଲାଣି । ତେବେ ଏମିତିରେ ଏହାର ଲୁକ୍‌କୁ ଆହୁରି ଆଇ କ୍ୟାଚି କରିବା ଲାଗି ବର୍ତ୍ତମାନ ଯୁବପିଢ଼ିଙ୍କ ଠାରେ ବଢୁଛି ସେଲ୍ଫ ଫଟୋ ପ୍ରିଣ୍ଟ ବ୍ୟାକ୍‌ କଭରର କ୍ରେଜ୍‌...

ମୁଣ୍ଡରେ ଆଣ୍ଟିନା

ମୁଣ୍ଡରେ ଆଣ୍ଟିନା

ଆଣ୍ଟିନା ତ ସମସ୍ତେ ଦେଖିଥିବେ। ହେଲେ କେବେ କାହା ମୁଣ୍ଡରେ ଆଣ୍ଟିନା ଲାଗିଥିବା ଦେଖି ନ ଥିବେ। ଏ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଏହା ସତ। ନ୍ୟୁୟର୍କ ସିଟିରେ ରହୁଥିବା ସାଇବର୍ଗ ଆର୍ଟିଷ୍ଟ ‘ନିଲ୍‌ ହାର୍ବିସନ୍‌’ ନିଜ ମୁଣ୍ଡରେ ଆଣ୍ଟିନା ଲଗାଇଛନ୍ତି। ସେ ହେଉଛନ୍ତି ପୃଥିବୀର ପ୍ରଥମ ବ୍ୟକ୍ତି, ଯେକି ନିଜ ଖପୁରିକୁ କଣା କରାଇ ଆଣ୍ଟିନା ଲଗାଇଛନ୍ତି।

ନିଜ ଶରୀରକୁ କଲେ କାନ୍‌ଭାସ୍‌

ନିଜ ଶରୀରକୁ କଲେ କାନ୍‌ଭାସ୍‌

ବଡି ପେଣ୍ଟିଂ ଏକ ସୁନ୍ଦର କଳା। ଅନେକେ ଏହା ବିଷୟରେ ଜାଣିଥିବେ ଓ ଏହିଭଳି କଳାକୁ ଦେଖିଥିବେ ମଧ୍ୟ। ତେବେ ଅଷ୍ଟ୍ରେଲିଆ, ବ୍ରିସ୍‌ବେନ୍‌ର ଜର୍ଜିନା ର଼୍ୟାଲାଣ୍ଡ କରୁଥିବା ବଡି ପେଣ୍ଟିଂର କଥା ସବୁଠୁ ନିଆରା। ଏକାଧାରରେ ଜଣେ ମେକ୍‌ଅପ୍‌ ଆର୍ଟିଷ୍ଟ ଓ ବିଉଟି ବ୍ଲଗର୍‌ ଥିବା ଜର୍ଜିନା ଏହି ଆର୍ଟ କରିବା ପାଇଁ କୌଣସି ମଡେଲଙ୍କ ସାହାଯ୍ୟ ନିଅନ୍ତି ନାହିଁ।

ସ୍ନାନବେଦୀରେ ଗଣପତି ବେଶ

ସ୍ନାନବେଦୀରେ ଗଣପତି ବେଶ

ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କର ସ୍ନାନ ଉତ୍ସବକୁ ଶ୍ରୀଦାରୁବ୍ରହ୍ମଙ୍କର ଆଦ୍ୟଲୀଳା ବୋଲି କୁହାଯାଏ। ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବା ପରେ ପ୍ରଥମ ମଙ୍ଗଳମୟ ମୁହୂର୍ତ୍ତର ଏହି ସ୍ନାନଲୀଳା କରାଇଥିଲେ ମହାରାଜା ଇନ୍ଦ୍ରଦ୍ୟୁମ୍ନ। ସେତେବେଳେ ସ୍ନାନମଣ୍ଡପ ନ ଥିବାରୁ ଏକ କାଠର ମଞ୍ଚ ନିର୍ମାଣ କରାଯାଇ ତାହା ଉପରେ ସ୍ନାନବିଧି ସମାପନ ହୋଇଥିବା କଥିତ ଅଛି।

Model This Week

ଆହାନା