ଜୀବନଚର୍ଯ୍ୟା |

ବାହାରେ ପ୍ରକାଶ କରନ୍ତୁନି ଏକଥା...

ବାହାରେ ପ୍ରକାଶ କରନ୍ତୁନି ଏକଥା...
ସାଧାରଣତଃ ମହିଳାମାନେ ନିଜ ସାଙ୍ଗସାଥୀ ମେଳରେ କଥାହେବା ବେଳେ ସ୍ବାମୀ ଓ ଶାଶୁଘର ବିଷୟରେ ବହୁ କଥା ପ୍ରକାଶ କରିଥାନ୍ତି । ମାତ୍ର ଏପରି କରିବା ଜଣେ ବୋହୂ ପାଇଁ ଠିକ୍‌ ନୁହେଁ । ସମ୍ପର୍କ ବିଶ୍ୱାସ ଓ ଭଲପାଇବାକୁ ନେଇ ଗଢ଼ି ଉଠିଥାଏ । ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ବିଶ୍ୱାସ ଓ ଭଲପାଇବା ରହିଲେ ପାରିବାରିକ ସମ୍ପର୍କ ହୋଇଥାଏ ମଧୁର । ସାମାନ୍ୟ କଳି ଝଗଡ଼ା ପରିବାର ମଧ୍ୟରେ ସୀମିତ ରହିବା ଜରୁରୀ। ବାହାରଲୋକଙ୍କୁ ଏଥିରେ ସାମିଲ କରିବା ଅନୁଚିତ। ବାହାର ଲୋକ ସହ ପରିବାର କଥା ସେୟାର କରିବା ଦ୍ୱାରା ପରିବାରର ଦୋଷ ଦୁର୍ବଳତା ପଦାରେ ପଡିଯାଏ। କେତେକ କଥା ଅଛି ଯାହାକୁ ବାହାରେ ପ୍ରକାଶ କରିବା କେବେବି ଶୁଭଙ୍କର ନୁହେଁ। ସେଗୁଡ଼ିକ ହେଉଛି ଘରର ଆୟ-ବ୍ୟୟ, ଶାଶୁ ଶ୍ୱଶୁରଙ୍କ ସହ ସମ୍ପର୍କ, ସ୍ତ୍ରୀ-ସ୍ବାମୀଙ୍କ ନିଜର ବ୍ୟକ୍ତିଗତ ବିଷୟ ଇତ୍ୟାଦି।
All Right Reserved By

ଜୀବନଚର୍ଯ୍ୟା |

କ୍ଷୀର ସହ ଖାଆନ୍ତୁନି ଲୁଣ

କ୍ଷୀର ସହ ଖାଆନ୍ତୁନି ଲୁଣ

କ୍ଷୀର ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। କାରଣ ଏଥିରେ ରହିଛି କ୍ୟାଲସିୟମ, ଭିଟାମିନ୍‌ ଡି ଓ ଫସ୍‌ଫରସ୍‌ ଯାହା ଶରୀର ପାଇଁ ଆବଶ୍ୟକ ହୋଇଥାଏ। ହେଲେ ଏହି କ୍ଷୀର ସହ କିଛି ଜିନିଷ ମିଶାଇ ଖାଇଲେ ଏହାର କୁପ୍ରଭାବ ଶରୀର ଉପରେ ପଡିଥାଏ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ କହିଛନ୍ତି। 

ବାର୍ଦ୍ଧକ୍ୟ ଠାରୁ  ଦୂରେଇ ରହିବାକୁ ଚାହୁଁଛନ୍ତି, ସକାଳେ ପିଅନ୍ତୁ ଅଧାକପ୍‌ ସପୁରୀ ରସ

ବାର୍ଦ୍ଧକ୍ୟ ଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି, ସକାଳେ ପିଅନ୍ତୁ ଅଧାକପ୍‌ ସପୁରୀ ରସ

ସପୁରୀ କେବଳ ସୁସ୍ବାଦୁ ନୁହେଁ ଏହା ଔଷଧୀୟ ଗୁଣରେ ମଧ୍ୟ ଭରପୁର। ସପୁରୀରେ ଭିଟାମିନ ବି-୧, ବି-୨, ବି-୩, ବି-୫, ଭିଟାମିନ-ସି ପ୍ରଚୁର ପରିମାଣରେ ଅଛି। 

ବିବାହ ପୂର୍ବରୁ ସାଥୀଙ୍କୁ ଏପରି ନିଅନ୍ତୁ ପରଖି

ବିବାହ ପୂର୍ବରୁ ସାଥୀଙ୍କୁ ଏପରି ନିଅନ୍ତୁ ପରଖି

ବିବାହ ଯୁବତୀ ଯୁବକଙ୍କ ପାଇଁ ଜୀବନର ଏକ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ। ତେଣୁ ବିବାହ ପୂର୍ବରୁ ଜାତକ ମିଳାଇବା ଯେତିକି ଜରୁରୀ ବିଭିନ୍ନ ମେଡିକାଲ ଟେଷ୍ଟ କରାଇନେବା ମଧ୍ୟ ସେତିକି ଜରୁରୀ ।

ପେଟ କମାଇବା ଲାଗି ସକାଳେ କରନ୍ତୁ ଏହି ଓ୍ବାର୍କଆଉଟ

ପେଟ କମାଇବା ଲାଗି ସକାଳେ କରନ୍ତୁ ଏହି ଓ୍ବାର୍କଆଉଟ

ଆଜିକାଲି ମେଦବହୁଳତା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଅତ୍ୟାଧୁନିକ ଜୀବନଶୈଳୀ ଏବଂ ଅନିୟମିତ ତଥା ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟଗ୍ରହଣ ଏହାର ମୁଖ୍ୟ କାରଣ ବୋଲି ଗବେଷଣାରୁ ଜଣାପଡ଼ିଛି। ଏଥିଲାଗି ମଣିଷ ରୋଗଗ୍ରସ୍ତ ହେବା ସହ ଶରୀରର ଆକାରରେ ପରିବର୍ତ୍ତନ ହେଉଛି। 

ମେଦବହୁଳତାକୁ ଦୁରେଇ ରହିବା ପାଇଁ ସକାଳେ କରନ୍ତୁ ୧୦ ମିନିଟ ଧ୍ୟାନ

ମେଦବହୁଳତାକୁ ଦୁରେଇ ରହିବା ପାଇଁ ସକାଳେ କରନ୍ତୁ ୧୦ ମିନିଟ ଧ୍ୟାନ

ଧ୍ୟାନ ଦ୍ୱାରା ମେଦବହୁଳତା ଦୂର ହୁଏ। ପ୍ରତିଦିନ ଅଭ୍ୟାସ କରି ୧୦ ମିନିଟ ଧ୍ୟାନ କଲେ ମିଳିଥାଏ ସୁଫଳ। 

ପ୍ରାଥମିକ ଉପଚାର

ପ୍ରାଥମିକ ଉପଚାର

କାର୍ଯ୍ୟବ୍ୟସ୍ତତା ମଧ୍ୟରେ ନିଜ ସ୍ବାସ୍ଥ୍ୟ ପ୍ରତି ଅବହେଳା କରିବା ଏବଂ ଶାରୀରିକ ଯନ୍ତ୍ରଣା ଅଧିକ ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ ମନଇଚ୍ଛା ପେନ୍‌କିଲର୍‌ ଖାଇନେବାର ଅଭ୍ୟାସ ପ୍ରାୟ ଅଧିକାଂଶ ମହିଳାଙ୍କର ରହିଛି ।

ବର୍ଷାରେ ଶିଶୁର ଯତ୍ନ

ବର୍ଷାରେ ଶିଶୁର ଯତ୍ନ

ବର୍ଷାଦିନେ ପାଣି, ସନ୍ତସନ୍ତିଆ ଥଣ୍ଡା ପାଗ ସାଧାରଣତଃ କାହାରିକୁ ଭଲ ଲାଗି ନ ଥାଏ। ତେବେ ଏସବୁର ସବୁଠୁ ଅଧିକ ନକାରାତ୍ମକ ପ୍ରଭାବ ପଡିଥାଏ ଶିଶୁଙ୍କ ଉପରେ । ବିଶେଷକରି ସେମାନଙ୍କ ତ୍ୱଚା ଏଥିରେ ବେଶି ପ୍ରଭାବିତ ହୋଇଥାଏ। ତେଣୁ ଏଦିନେ ଶିଶୁଙ୍କ ତ୍ୱଚାର କିପରି ଯତ୍ନ ନେବେ ଜାଣି ରଖନ୍ତୁ ଟିପ୍ସ...

ସୌନ୍ଦର୍ଯ୍ୟ ଓ ପୁଦିନା ପତ୍ର

ସୌନ୍ଦର୍ଯ୍ୟ ଓ ପୁଦିନା ପତ୍ର

ପୁଦିନା କେବଳ ଖାଦ୍ୟର ସ୍ବାଦ ବଢାଇ ନ ଥାଏ ବରଂ ଏଥିରେ ଭରି ରହିଥିବା ଉପାଦାନ ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ବି ବରଦାନ ସଦୃଶ...

କେମିତି କରିବେ ଜଗିଂ

କେମିତି କରିବେ ଜଗିଂ

ଆଜିକାଲି ଲୋକେ ଫିଟ୍‌ ରହିବା ପାଇଁ ତଥା ମେଦବହୁଳତାରୁ ରକ୍ଷା ପାଇବାକୁ  ଜଗିଂ କରୁଥିବା ଦେଖାଯାଉଛି। ହେଲେ ଠିକ୍‌ ଉପାୟରେ ଜଗିଂ ନ କରିବା ଫଳରେ ଅନେକ ସମସ୍ୟା ଦେଖାଦେଇଥାଏ। ତେଣୁ ଜଗିଂ କରିବାର ସରଳ ଉପାୟ ବିଷୟରେ ଜାଣି ରଖିବା ନିହାତି ଆବଶ୍ୟକ।

ତିଆରି ହେବ ପ୍ଲାଷ୍ଟିକ୍‌ ଗଁ।

ତିଆରି ହେବ ପ୍ଲାଷ୍ଟିକ୍‌ ଗଁ।

ଆଗାମୀ ଦିନରେ ଘର ତିଆରି ପାଇଁ ଆଉ ଇଟାର ବ୍ୟବହାର ହେବ ନାହିଁ। ପ୍ଲାଷ୍ଟିକରେ ନିର୍ମାଣ କରାଯିବ ଘର। ଘରେ ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକ ବୋତଲରେ ଏପରି ହାଲକା ଘର  ତିଆରି କରିବା ପାଇଁ ପାନାମାରେ  ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। 

କାହିଁକି ଫୁଲରେ ସଜାଯାଏ ଘର ଏହି ରାତିରେ...

କାହିଁକି ଫୁଲରେ ସଜାଯାଏ ଘର ଏହି ରାତିରେ...

ବାହାଘର ନେଇ ଉଭୟ ଯୁବତୀଯୁବକଙ୍କ ମନରେ ରହିଥାଏ ଅନେକ ସ୍ବପ୍ନ। ଏହା ଉଭୟଙ୍କ ପାଇଁ ଏକ ନୂତନ ଅଭିଜ୍ଞତା ଆଣିଥାଏ। ବାହାଘରର ଚାରି ଦିନ ପରେ ଚତୁର୍ଥୀ ରାତି ପାଳିତ ହୋଇଥାଏ। 

ଡିଜେଲ ଇଞ୍ଜିନ୍‌ ଧୂଆଁ ଓ ଆଜ୍‌ମା

ଡିଜେଲ ଇଞ୍ଜିନ୍‌ ଧୂଆଁ ଓ ଆଜ୍‌ମା

ଡିଜେଲ ଇଞ୍ଜିନ୍‌ ଧୂଆଁ ଯୋଗୁ ପରିବେଶ ପ୍ରଦୂଷିତ ହୋଇଥାଏ। ଏଭଳି ଧୂଆଁ ସଂସ୍ପର୍ଶରେ ବାରମ୍ବାର ଆସିଲେ ତାହା ଆଜ୍‌ମା ସମସ୍ୟାକୁ ଡାକି ଆଣିଥାଏ। କେବଳ ସେତିକି ନୁହେଁ, ଏହାର ଖରାପ ପ୍ରଭାବ ଫୁସ୍‌ଫୁସ୍‌ ଉପରେ ପଡ଼ିଥାଏ।