ଜୀବନଚର୍ଯ୍ୟା |

ହୃଦ୍‌ଘାତ ଆଶଙ୍କା ବଢ଼ାଏ ମାଇଗ୍ରେନ୍‌

ହୃଦ୍‌ଘାତ ଆଶଙ୍କା ବଢ଼ାଏ ମାଇଗ୍ରେନ୍‌
ମାଇଗ୍ରେନ୍‌ ବା ମୁଣ୍ଡବ୍ୟଥା ଯୋଗୁ ହୃଦ୍‌ଘାତ ହେବାର ଆଶଙ୍କା ରହିଥାଏ। ଏ ସମ୍ପର୍କରେ କାନାଡ଼ାର ଓ୍ବାଟରଲୁ ବିଶ୍ୱବିଦ୍ୟାଳୟର ଗବେଷକ ସେମାନଙ୍କ ଗବେଷଣା ରିପୋର୍ଟରେ ସୂଚିତ କରିଛନ୍ତି। ଯଦି କୌଣସି କାରଣରୁ ବାରମ୍ବାର ମୁଣ୍ଡବ୍ୟଥା ହେଉଥାଏ, ତେବେ ଏହାର ଚିକିତ୍ସା ନେଇ ଆଦୌ ହେଳା କରିବା ଉଚିତ୍‌ ନୁହେଁ। ଖୁବ୍‌ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ମାଇଗ୍ରେନ୍‌ ଏକ ଏଭଳି ରୋଗ ଯାହା ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟ ସମସ୍ୟାକୁ ଅଧିକ ଜଟିଳ କରିଦେଇପାରେ। ଗବେଷଣା ରିପୋର୍ଟ ଅନୁସାରେ ବାରମ୍ବାର ମାଇଗ୍ରେନ୍‌ ସମସ୍ୟା ଦେଖାଦେଲେ ହୃଦ୍‌ଘାତ ଆଶଙ୍କା ଶତପ୍ରତିଶତ ବଢ଼ିଯାଇଥାଏ। ରିପୋର୍ଟରେ ଦର୍ଶାଯାଇଛି ଯେ, ମାଇଗ୍ରେନ୍‌ ଏକ ହୃଦୟ ସମ୍ବନ୍ଧିତ ରୋଗ। ବିଶେଷକରି ମାଇଗ୍ରେନ୍‌ରେ ପଡୁଥିବା ମହିଳାମାନେ ହୃଦ୍‌ରୋଗରେ ଅଧିକ ଆକ୍ରାନ୍ତ ହେଉଥିବାବେଳେ ପୁରୁଷଙ୍କ ସଂଖ୍ୟା କମ୍‌ ରହିଥାଏ ବୋଲି ଗବେଷକ ସୂଚିତ କରିଛନ୍ତି।
All Right Reserved By

ଜୀବନଚର୍ଯ୍ୟା |

ମେଦବହୁଳତା କମାଇବାକୁ ଚାହୁଁଛନ୍ତି, ଆପଣେଇ ପାରିବେ ଏଭଳି ସହଜ ଉପାୟ...

ମେଦବହୁଳତା କମାଇବାକୁ ଚାହୁଁଛନ୍ତି, ଆପଣେଇ ପାରିବେ ଏଭଳି ସହଜ ଉପାୟ...

ଦିନରେ ଶୋଇଲେ ମେଦବହୁଳତା କମ୍‌ ହୋଇଥାଏ। ଏନେଇ ହାବାର୍ଡ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ହୋଇଛି। 

ଖାଦ୍ୟ ରୁଚି: ପନିର ୬୫

ଖାଦ୍ୟ ରୁଚି: ପନିର ୬୫

ଆବଶ୍ୟକ ସାମଗ୍ରୀ: ୨୦୦ ଗ୍ରାମ୍‌ ପନିର୍‌, ମଇଦା ୨.୫ ବଡ ଚାମଚ, କର୍ନ ଫ୍ଲୋର୍‌ ୩ ବଡ ଚାମଚ, ଚାଉଳ ଗୁଣ୍ଡ ଏକ ବଡ ଚାମଚ, ଅଦା ରସୁଣ ପେଷ୍ଟ ୩ ବଡ ଚାମଚ, ଚାଟ୍‌ ମସଲା ଅଧା ବଡ ଚାମଚ, ଲାଲ୍‌ ଲଙ୍କା ପାଉଡର୍‌ ଏକ ଚାମଚ, ଧନିଆ ପାଉଡର୍‌ ଏକ ଚାମଚ, ତେଲ, ଛୋଟ ଛୋଟ କଟା ହୋଇଥିବା ଗୋଟିଏ ପିଆଜ, ଭୁର୍ସୁଙ୍ଗ ପତ୍ର ଦୁଇ ପାଖୁଡା, ଦହି ଦେଢ ଚାମଚ, ପାଣି, ଲୁଣ ସ୍ବାଦାନୁସାରେ।

ମେହେନ୍ଦୀ ଲାଗିବ ଆକର୍ଷଣୀୟ

ମେହେନ୍ଦୀ ଲାଗିବ ଆକର୍ଷଣୀୟ

କୌଣସି  ପୂଜାପର୍ବ ହେଉ ଅବା ବିବାହ ଆଦି ବିଶେଷ ଅବସରରେ  ଭଳିକି ଭଳି ପୋଷାକ ଏବଂ ମେକ୍‌ଅପ୍‌ ସହ ମହିଳାମାନଙ୍କ ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିଥାଏ ମେହେନ୍ଦୀ। ଯଦି ଆପଣ ବି ନିଜ ହାତକୁ ମେହେନ୍ଦୀରେ ସଜାଇବାକୁ ଚାହୁଛନ୍ତି ତେବେ ଜାଣି ରଖନ୍ତୁ ବର୍ତ୍ତମାନ ଅଧିକ ଲୋକପ୍ରିୟ ଥିବା କେତେକ ଲାଟେଷ୍ଟ ତଥା ସହଜ ମେହେନ୍ଦୀ ଡିଜାଇନ୍‌ ସମ୍ପର୍କରେ...

ସ୍ବାସ୍ଥ୍ୟୋପକାରୀ ଅଦା

ସ୍ବାସ୍ଥ୍ୟୋପକାରୀ ଅଦା

ଅଦା କେବଳ ଏକ ମସଲା ଭାବେ ତରକାରୀର ସ୍ବାଦ ବଢ଼ାଇ ନ ଥାଏ ବରଂ ଏଥିରେ ଭରି ରହିଥିବା ପ୍ରଚୁର ପରିମାଣର ପୋଷକତତ୍ତ୍ୱ ଯାହା କି ଶରୀରକୁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରୁ ଦୂରେଇ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ...

ଗର୍ଭାବସ୍ଥାରେ  ମଧୁମେହ

ଗର୍ଭାବସ୍ଥାରେ ମଧୁମେହ

ଗର୍ଭାବସ୍ଥାରେ ମଧୁମେହ ରୋଗ ବିପଜ୍ଜନକ। ତେଣୁ ଏହି ସମୟରେ ନିୟମିତ ଚିକିତ୍ସା ଏବଂ କେତେକ ଜରୁରୀ ପଦକ୍ଷେପ ଉଭୟ ମା’ ଏବଂ ଶିଶୁକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ନଭେମ୍ବର ୧୪ ତାରିଖ ବିଶ୍ୱ ମଧୁମେହ ଦିବସ ଉପଲକ୍ଷେ ଏହାକୁ ନେଇ ବିଶେଷ ଉପସ୍ଥାପନା...

ଡେଙ୍ଗୁରୁ ଦୂରେଇ  ରହିବା ପାଇଁ ସପ୍ତାହରେ ଥରେ ପିଅନ୍ତୁ ଛେଳି କ୍ଷୀର

ଡେଙ୍ଗୁରୁ ଦୂରେଇ ରହିବା ପାଇଁ ସପ୍ତାହରେ ଥରେ ପିଅନ୍ତୁ ଛେଳି କ୍ଷୀର

ଛେଳି କ୍ଷୀର ଅନେକ ପୋଷକ ତତ୍ତ୍ୱର ଭରପୁର। ସପ୍ତାହରେ ଥରେ ଛେଳି କ୍ଷୀର ପିଇଲେ ଡେଙ୍ଗୁରୋଗର ହେବାର ଆଶଙ୍କା ନ ଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। 

ଜାଣନ୍ତୁ ଖଜୁରି ଖାଇଲେ କ’ଣ ମିଳିଥାଏ ଲାଭ

ଜାଣନ୍ତୁ ଖଜୁରି ଖାଇଲେ କ’ଣ ମିଳିଥାଏ ଲାଭ

ଥଣ୍ଡା ଦିନେ ଖଜୁରି ଖାଇବା ଅଧିକ ଲାଭ ଦାୟକ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ଶ୍ୱାସ ସହିତ ହୃଦ୍‌ଘାତ ରୋଗୀଙ୍କ ପାଇଁ ଅଧୀକ ଫଳପ୍ରଦ ହୋଇଥାଏ। ଭିନ୍ନଭିନ୍ନ  ୩୦ ପ୍ରକାର କିସମର ଖଜୁରି ମିଳିଥାଏ। ତେବେ କିଛି ଲୋକ ଏହାକୁ  ଚୋବାଇ ଖାଇବାକୁ ପସନ୍ଦ କରୁଥିବା ବେଳେ କିଛିଲୋକ ଏହାକୁ  କ୍ଷୀରରେ ସେକ୍‌ ପ୍ରସ୍ତୁତି କରି ପିଇବାକୁ ପସନ୍ଦ କରିଥାନ୍ତି।

ରେଟିନାଲ ସେଲ୍‌କୁ ଠାବ କରିବ ନୂଆ ଡିଭାଇସ୍‌

ରେଟିନାଲ ସେଲ୍‌କୁ ଠାବ କରିବ ନୂଆ ଡିଭାଇସ୍‌

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଦିନକୁଦିନ ନୂଆ ଜିନିଷ ଉଦ୍ଭାବନ ଚାଲୁ ରହିଛି। ନିକଟରେ ୟୁଟା ଷ୍ଟେଟ୍‌ ୟୁନିଭର୍ସିଟିର ଚକ୍ଷୁ ବିଶେଷଜ୍ଞମାନେ ଏକ ନୂଆ ଡିଭାଇସ୍‌ ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛନ୍ତି। 

ସ୍ମାର୍ଟ ରୋବୋ

ସ୍ମାର୍ଟ ରୋବୋ

ରୋବୋର ବ୍ୟବହାର ଦିନକୁ ଦିନ ବଢ଼ିଚାଲିିଛି। ବିଭିନ୍ନ କ୍ଷେତ୍ରରେ ଏହାର ଉପଯୋଗ କରାଯାଇ ସୁଫଳ ମିଳିସାରିଛି। ଆଜିକାଲି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ରୋବୋ ସହାୟତାରେ ଅପରେଶନ ପରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦିତ ହୋଇପାରୁଛି। 

ସକାରାତ୍ମକ ଚିନ୍ତାଧାରା ବଢ଼ାଏ ସଙ୍ଗୀତ

ସକାରାତ୍ମକ ଚିନ୍ତାଧାରା ବଢ଼ାଏ ସଙ୍ଗୀତ

ଭାରାକ୍ରାନ୍ତ ମନକୁ ଅନେକାଂଶରେ ହାଲୁକା କରିଥାଏ ସଙ୍ଗୀତ। ତେଣୁ ଅବସର ସମୟରେ ଅନେକେ ମନପସନ୍ଦର ସଙ୍ଗୀତ ଶୁଣିବାକୁ ପସନ୍ଦ କରିଥାଆନ୍ତି। ଏଭଳି ଅଭ୍ୟାସ ଜଣେ ବ୍ୟକ୍ତିର ସକାରାତ୍ମକ ଚିନ୍ତାଧାରା ଉପରେ ସୁପ୍ରଭାବ ପକାଇଥାଏ।

ପ୍ରକୃତିର ସବୁଠାରୁ ଶକ୍ତବଳ

ପ୍ରକୃତିର ସବୁଠାରୁ ଶକ୍ତବଳ

ପ୍ରକୃତିରେ ଚାରି ପ୍ରକାର ବଳ ଅନୁଭୂତ ହୁଏ ା ସେଗୁଡିକ ହେଉଛି - ମାଧ୍ୟାକର୍ଷଣ ବଳ, ବିଦ୍ୟୁତ୍‌-ଚୁମ୍ବକୀୟ ବଳ, କ୍ଷୀଣ-ବଳ ଓ ନିଉକ୍ଲିୟ ବଳ ା ସବୁଠାରୁ ଦୁର୍ବଳ ବଳ ହେଉଛି ମାଧ୍ୟାକର୍ଷଣ ବଳ ଏବଂ ସବୁଠାରୁ ଶକ୍ତିଶାଳୀ ବଳ ହେଉଛି ନିଉକ୍ଲିୟ ବଳ ା ପଦାର୍ଥର ନିଉକ୍ଲିୟସ୍‌ ଭିତରେ କାର୍ଯ୍ୟ କରୁଥିବା ବଳ ହେଉଛି ନିଉକ୍ଲିୟ ବଳ ା ପ୍ରତ୍ୟେକ ପଦାର୍ଥ କ୍ଷୁଦ୍ର କ୍ଷୁଦ୍ର କଣିକାକୁ ନେଇ ଗଠିତ ...

ମହୁ ଖାଆନ୍ତୁ ହାର୍ଟ ଆଟାକରୁ ଦୂରେଇ ରୁହନ୍ତୁ

ମହୁ ଖାଆନ୍ତୁ ହାର୍ଟ ଆଟାକରୁ ଦୂରେଇ ରୁହନ୍ତୁ

ମହୁରେ ଅନେକ ପୋଷକ ତତ୍ତ୍ୱ ରହିଥାଏ। ନିୟମିତ ଚାମୁଚେ ମହୁ ଖାଇଲେ କୋଲେଷ୍ଟରଲସ୍ତର ନିୟନ୍ତ୍ରିତ ହୋଇଥାଏ। ଫଳରେ ହାର୍ଟ ଆଟାକ୍‌ ସମସ୍ୟା ଦୂର ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।