ରାଜ୍ୟ | ବ୍ରହ୍ମପୁର

ଡକାୟତି ଯୋଜନା ପଣ୍ଡ: ୩ ଗିରଫ, ୫ ବୋମା ଜବତ

ଡକାୟତି ଯୋଜନା ପଣ୍ଡ: ୩ ଗିରଫ, ୫ ବୋମା ଜବତ
ଶେରଗଡ଼,୧୧।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମସ୍ଥିତ ଗରୁଡ଼େଶ୍ୱର ଶିବ ମନ୍ଦିରଠାରେ ରବିବାର ବିଳମ୍ବିତ ରାତିରେ ଶେରଗଡ଼ ପୋଲିସ ଏକ ଡକାୟତ ଗ୍ୟାଙ୍ଗ ଉପରେ ଚଢ଼ାଉ କରିଛି। ଚଢ଼ାଉ ସମୟରେ ୩ ଜଣଙ୍କୁ ଗିରଫ କରାଯିବା ସହ ବୋମା ଏବଂ ମାରଣାସ୍ତ୍ର ଜବତ ହୋଇଛି। କିଛି ଧନୀ ବ୍ୟକ୍ତିଙ୍କ ଘରେ ସେମାନେ ଡକାୟତି କରିବାକୁ ଯୋଜନା କରୁଥିଲେ। ଗିରଫମାନଙ୍କୁ ସୋମବାର କୋର୍ଟଚାଲାଣ କରାଯାଇଛି। ସୂଚନାନୁଯାୟୀ, ଅଭିଯୁକ୍ତମାନେ ଡକାୟତି ଯୋଜନା କରୁଥିବା ସମୟରେ ପୋଲିସ୍‌ର ପାଟ୍ରୋଲିଂ ଟିମ୍‌ ହାବୁଡ଼ରେ ପଡ଼ିଥିଲେ। ପୋଲିସ ସେମାନଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୫ଟି ବୋମା, ୨ଟି କାତି, ସାଇକେଲ ଚେନ୍‌, ଟର୍ଚ୍ଚ ଆଦି ଜବତ କରିଥିଲା। ଅଭିଯୁକ୍ତଙ୍କ ନାମରେ ଏକାଧିକ ମାମଲା ଥିବା ଥାନାଧିକାରୀ ବିଶ୍ୱରଞ୍ଜନ ନାୟକ ସୂଚନା ଦେଇଛନ୍ତି।
All Right Reserved By

ରାଜ୍ୟ | ବ୍ରହ୍ମପୁର

ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର୍‌ : ରାସ୍ତା ପାର୍ଶ୍ୱରେ କଟାଯାଉଛି ମାଂସ

ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର୍‌ : ରାସ୍ତା ପାର୍ଶ୍ୱରେ କଟାଯାଉଛି ମାଂସ

ରାୟଗଡା ଅଫିସ୍‌, ୨୩।୧୦- ରାୟଗଡା ସହରର ବିଭିନ୍ନ ଅଞ୍ଚଳରେ  ରାସ୍ତାପାର୍ଶ୍ୱରେ  ମାଂସ କଟା ଯାଇ ବିକ୍ରି କରାଯାଉଛି ା ଦୀର୍ଘବର୍ଷ ଧରି ବ୍ୟବସାୟୀମାନେ ଏଭଳି ବ୍ୟବସାୟ କରି ଆସୁଛନ୍ତି ା

ବିବାହ ପାଇଁ ଜିଦ୍‌ କରିବାରୁ କଲେଜ ଛାତ୍ରୀଙ୍କୁ ହତ୍ୟା

ବିବାହ ପାଇଁ ଜିଦ୍‌ କରିବାରୁ କଲେଜ ଛାତ୍ରୀଙ୍କୁ ହତ୍ୟା

ପାତ୍ରପୁର,୨୩ା୧୦(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଜରଡା ଥାନା ଖାରିଆଗୁଡା ପଞ୍ଚାୟତ ଅଧୀନ ଏସ.ନୂଆଗଁାସ୍ଥିତ ଅଜା ଘରେ ରହି ପାଠ ପଢୁଥିବା ଜଣେ ଛାତ୍ରୀଙ୍କୁ ତାଙ୍କ ପ୍ରେମିକ ହତ୍ୟା କରିଛନ୍ତି। ଶନିବାର ହତ୍ୟାକାଣ୍ଡ ଘଟିଥିଲେ ମଧ୍ୟ ସୋମବାର ହତ୍ୟାକାରୀ ଜରଡା ଥାନାରେ ଆତ୍ମସମର୍ପଣ କରି ସବୁକଥା କହିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ କୂଅରୁ ମୃତଦେହ ଜବତ କରିବା ସହ ନଂ.୧୭୪/୧୮ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ଅଭିଯୋଗ ଶୁଣାଣି

ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ଅଭିଯୋଗ ଶୁଣାଣି

ବ୍ରହ୍ମପୁର ଅଫିସ୍‌,୨୩ା୧୦-ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ସୋମବାର ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର, ଉପଜିଲାପାଳ ଦିଗନ୍ତ ରାଉତରାୟ ଏବଂ ବିଏମ୍‌ସି କମିଶନର୍‌ ଚକ୍ରବର୍ତ୍ତୀ ସିଂ ରାଠୋର୍‌ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। 

ଛତ୍ରପୁର-ତାରାତାରିଣୀ ରାସ୍ତା ଅବରୋଧ କଲେ ଲୋକେ

ଛତ୍ରପୁର-ତାରାତାରିଣୀ ରାସ୍ତା ଅବରୋଧ କଲେ ଲୋକେ

ଛତ୍ରପୁର/ ଗଞ୍ଜାମ, ୨୩ା୧୦ (ଡି.ଏନ.ଏ)-ଗଞ୍ଜାମ ବ୍ଲକ କରପଡା ପଞ୍ଚାୟତ ବିରିପୁର ଗାଁରେ ଲୋକଙ୍କୁ ରବିବାର ବିଳମ୍ବିତ ରାତିରେ ଭୟଭୀତ କରିବା ସହ  ମାରଣାସ୍ତ୍ର ଧରି କେତେଜଣ ବଟି ମାଗିଥିବା ଅଭିଯୋଗ ହୋଇଛି ା 

ତ୍ୱରିତ ପଦକ୍ଷେପରୁ ଟଳିଗଲା ମହାମାରୀ

ତ୍ୱରିତ ପଦକ୍ଷେପରୁ ଟଳିଗଲା ମହାମାରୀ

ବ୍ରହ୍ମପୁର ଅଫିସ,୨୩ା୧୦-ବାତ୍ୟା ତିତ୍‌ଲି ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲା ପ୍ରଭାବିତ ହୋଇଥିଲା। ଅଧିକାଂଶ ବ୍ଲକର ବିଭିନ୍ନ ଗ୍ରାମ ଜଳମଗ୍ନ ହୋଇଥିଲା। ଏପରିକି ଘରେ ମଧ୍ୟ ପାଣି ପଶି ଯାଇଥିଲା। 

ଜିଲା ଯୋଗାଣ ନିରୀକ୍ଷକଙ୍କୁ ଦୁର୍ବ୍ୟବହାର

ଜିଲା ଯୋଗାଣ ନିରୀକ୍ଷକଙ୍କୁ ଦୁର୍ବ୍ୟବହାର

ଭଦ୍ରକ ଅଫିସ,୨୩।୧୦-ଭଦ୍ରକ ଜିଲା ଯୋଗାଣ ନିଗମ କାର୍ଯ୍ୟାଳୟ ପରିସରରେ କାର୍ଯ୍ୟରତ ଯୋଗାଣ ନିରୀକ୍ଷକ ବାବୁଲାଲ ବାରିକଙ୍କୁ ସୋମବାର ଦୁର୍ବ୍ୟବହାର ସହ ଧମକ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି। 

ଚିକିତ୍ସା ଅବହେଳାରୁ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ

ଚିକିତ୍ସା ଅବହେଳାରୁ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ

ବାରିପଦା ଅଫିସ,୨୩।୧୦- ବାରିପଦା ସ୍ଥିତ ପଣ୍ଡି ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ସୋମବାର  ଚିକିତ୍ସା ଅବହେଳରୁ ଜଣେ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। 

ବାରିପଦାରେ ରାଜ୍ୟସ୍ତରୀୟ ବଡି ବିଲ୍ଡିଂ ପ୍ରତିଯୋଗିତା

ବାରିପଦାରେ ରାଜ୍ୟସ୍ତରୀୟ ବଡି ବିଲ୍ଡିଂ ପ୍ରତିଯୋଗିତା

ବାରିପଦା ଅଫିସ,୨୩।୧୦- ମୟୂରଭଞ୍ଜ ଜିଲା ବାରିପଦା ଠାରେ କଲ୍ଚରାଲ ଆସୋସିଏଶନ ଓ ସାଇ ଫିଟନେସ ଜିମ୍‌ର ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ବଡି ବିଲ୍ଡିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। 

‘ଲୋକଙ୍କୁ ବୋକା ବନାଉଛନ୍ତି ରାଜ୍ୟ ସରକାର’

‘ଲୋକଙ୍କୁ ବୋକା ବନାଉଛନ୍ତି ରାଜ୍ୟ ସରକାର’

ବସ୍ତା, ୨୩।୧୦(ସ୍ବ.ପ୍ର.)-ବାଲେଶ୍ୱର ଜିଲା ରେମୁଣାରେ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ଆଳରେ ଚାଷୀଙ୍କଠାରୁ ଶହ ଶହ ଏକର ଜମି ହାତେଇ ନିଆଯାଉଛି। 

ଚାଷ ଜମିକୁ ଖସିପଡିଲା ଯାତ୍ରୀବାହୀ ବସ୍‌ ,୩ ଆହତ

ଚାଷ ଜମିକୁ ଖସିପଡିଲା ଯାତ୍ରୀବାହୀ ବସ୍‌ ,୩ ଆହତ

ଜଳେଶ୍ୱର, ୨୩ା୧୦(ଡି.ଏନ.ଏ.)-ସୋମବାର ଭୋର ସମୟରେ ଭୁବନେଶ୍ୱରରୁ ରାଇବଣିଆ ଥାନା ଓଲମାରା ଗ୍ରାମକୁ ଆସୁଥିବା କ୍ଷୀରଚୋରା ନାମକ ଯାତ୍ରୀବାହୀ ବସ୍‌ (ନଂ.ଓଆର୍‌୦୧ପି-୨୩୮୨) କବାଟଘାଟି ଛକଠାରେ ଭାରସାମ୍ୟ ହରାଇ ଚାଷ ଜମିକୁ ଖସିପଡିଥିଲା।

ପୁରୀ ହିଂସା ଘଟଣା, ପୁଣି ୬ କୋର୍ଟ ଚାଲାଣ

ପୁରୀ ହିଂସା ଘଟଣା, ପୁଣି ୬ କୋର୍ଟ ଚାଲାଣ

ପୁରୀ ଅଫିସ, ୨୨ା୧୦: ଶ୍ରୀମନ୍ଦିରରେ ଧାଡ଼ିଦର୍ଶନକୁ ନେଇ ହୋଇଥିବା ହିଂସାରେ ଗିରଫଦାରି ସଂଖ୍ୟା ୯୨ରେ ପହଞ୍ଚତ୍ଛି। ପୂର୍ବରୁ ପୋଲିସ ୮୬ ଜଣଙ୍କୁ ଗିରଫ କରିଥିବା ବେଳେ ସୋମବାର ଆଉ ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। 

ନକଲି ମାଓବାଦୀ ସାଜି ଜେଲଗଲେ ଯୁବକ

ନକଲି ମାଓବାଦୀ ସାଜି ଜେଲଗଲେ ଯୁବକ

ବେଲପଡା, ୨୨ା୧୦(ଡି.ଏନ.ଏ.): ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀଙ୍କୁ ଟଙ୍କା ମାଗିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ବଲାଙ୍ଗୀର ଜିଲା ବେଲପଡା ଥାନା ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି।