ମନୋରଞ୍ଜନ |

କରନଙ୍କ କଥା ରଖିଲେନି ପ୍ରଭାସ

କରନଙ୍କ କଥା ରଖିଲେନି ପ୍ରଭାସ
ବମ୍ବେ: ‘ବାହୁବଳୀ-୨’ର ସଫଳତା ପରେ ସାଉଥ୍‌ ସୁପରଷ୍ଟାର ପ୍ରଭାସ ଏବେ ଖୁବ୍‌ ବ୍ୟସ୍ତ। ବାହୁବଳୀ ପରେ ପ୍ରଭାସଙ୍କୁ ମିଳିଥିଲା ବଲିଉଡ ଅଫର। ବଲିଉଡର ନାମୀ ଫିଲ୍ମ ନିର୍ମାତା କରନ ଜୋହର ଚାହିଁଥିଲେ ତାଙ୍କ ପ୍ରୋଜେକ୍ଟରେ ପ୍ରଭାସ କାମ କରନ୍ତୁ। ହେଲେ ପ୍ରଭାସଙ୍କ ହାଇ ଡିମାଣ୍ଡ ଯୋଗୁ କରନ ପ୍ରଭାସଙ୍କୁ ବଲିଉଡରେ ଡେବ୍ୟୁ କରିପାରି ନ ଥିଲେ। ପ୍ରଭାସଙ୍କ ଡିମାଣ୍ଡ ଥିଲା ୨୦ କୋଟି, ଯାହାକୁ ଦେବାକୁ ଟିକେ ପଛଘୁଞ୍ଚା ଦେଇଥିଲେ କରନ୍‌। ଏଥର ପୁଣିଥରେ କରନ୍‌ ତାଙ୍କର ଅପ୍‌କମିଙ୍ଗ ପ୍ରୋଜେକ୍ଟ ପାଇଁ ପ୍ରଭାସଙ୍କ ଉପରେ ନଜର ପକାଇଥିଲେ। ହେଲେ ଏଥର ବି ଫେଲ୍‌ ମାରିଲେ ବଲିଉଡର ଏହି ନାମୀ ନିର୍ଦ୍ଦେଶକ। ପ୍ରଭାସ ଏବେ ତାଙ୍କର ଅପ୍‌କମିଙ୍ଗ ଆକ୍ସନ୍‌ ଥ୍ରିଲର ଫିଲ୍ମ ‘ସାହୋ’ ପାଇଁ ବିଜି ଥିବାରୁ ସମୟ ବାହାର କରିପାରି ନାହାନ୍ତି। ୩ଶହ କୋଟି ଟଙ୍କାର ଏହି ଫିଲ୍ମ ପାଇଁ ମନପ୍ରାଣ ଦେଇ କାମ କରୁଛନ୍ତି ପ୍ରଭାସ। ତେଣୁ ଏହା ମଧ୍ୟରେ ସେ ଅନ୍ୟ କୌଣସି ପ୍ରୋଜେକ୍ଟରେ ହାତ ମାରିବାକୁ ଚାହୁଁ ନାହାଁନ୍ତି। ଫଳରେ ବଲିଉଡ ନିର୍ମାତା ତଥା ନିର୍ଦ୍ଦେଶକ କରନ ଜୋହରଙ୍କୁ ନିରାସ ହେବାକୁ ପଡିଛି।
All Right Reserved By

ମନୋରଞ୍ଜନ |

ଐଶ୍ୱର୍ଯ୍ୟା- ଅଭିଷେକଙ୍କ ଯୋଡ଼ି ଏହିସବୁ ଫିଲ୍ମରେ ହିଟ୍‌ ହୋଇଥିଲା

ଐଶ୍ୱର୍ଯ୍ୟା- ଅଭିଷେକଙ୍କ ଯୋଡ଼ି ଏହିସବୁ ଫିଲ୍ମରେ ହିଟ୍‌ ହୋଇଥିଲା

ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବଚ୍ଚନଙ୍କୁ ବିଗ୍‌ ଟାଉନର ବେଷ୍ଟ ଯୋଡ଼ି କୁହାଯାଏ। ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଯୋଡ଼ି ରିଲ୍‌ରେ ଦର୍ଶକଙ୍କ ଯେତିକି ପସନ୍ଦ ଆସିଥାଏ ରିୟଲରେ ମଧ୍ୟ ତା’ଠୁ ବେଶୀ ପସନ୍ଦ ଆସିଥାଏ। ଅଭି ପରିବାରର ଆଦର୍ଶ। 

ଶୁଟିଂ ସେଟ୍‌ରେ ବିକି କୌଶଲ ଆହତ: ମୁହଁରେ ପଡ଼ିଛି ୧୩ ଷ୍ଟିଚ୍‌

ଶୁଟିଂ ସେଟ୍‌ରେ ବିକି କୌଶଲ ଆହତ: ମୁହଁରେ ପଡ଼ିଛି ୧୩ ଷ୍ଟିଚ୍‌

ମୁମ୍ବାଇ,୨୦।୪: ସଞ୍ଜୁ ଓ ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍‌ ଭଳି ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିବା ଅଭିନେତା ବିକି କୌଶଲ ଏବେ ସଫଳତାର ପାହାଚ ଚଢ଼ିବାରେ ଲାଗିଛନ୍ତି। 

ବଲିଉଡ୍‌ର ଟାଟୁ ଗର୍ଲ: କିଏ ପ୍ରେମିକଙ୍କ ପାଇଁ ତ କିଏ ଭଗବାନଙ୍କ ନାମରେ କରିଛନ୍ତି; ଦେଖନ୍ତୁ ଫଟୋ

ବଲିଉଡ୍‌ର ଟାଟୁ ଗର୍ଲ: କିଏ ପ୍ରେମିକଙ୍କ ପାଇଁ ତ କିଏ ଭଗବାନଙ୍କ ନାମରେ କରିଛନ୍ତି; ଦେଖନ୍ତୁ ଫଟୋ

ବଲିଉଡ୍‌ ଅଭିନେତ୍ରୀମାନଙ୍କ ମଧ୍ୟରେ ଟାଟୁ କରିବାକୁ ନେଇ କ୍ରେଜ୍‌ ରହି ଆସିଛି। ସେ ଦୀପିକା ପାଦୁକୋନ୍‌ ହୁଅନ୍ତୁ ଅଥବା ଅନ୍ୟ ଅଭିନେତ୍ରୀ, ଶରୀରର ବିଭିନ୍ନ ଅଙ୍ଗରେ ଟାଟୁ କରି ଚର୍ଚ୍ଚାକୁ ଆସିଛନ୍ତି। 

ନିର୍ଦ୍ଦେଶକ ରାମଗୋପାଳ ବର୍ମାଙ୍କ ବିରୋଧରେ ମାମଲା ରୁଜୁ

ନିର୍ଦ୍ଦେଶକ ରାମଗୋପାଳ ବର୍ମାଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ,୨୦।୪: ନିଜ ବୟାନକୁ ନେଇ ସବୁବେଳେ ବିବାଦରେ ରହୁଥିବା ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଏବେ ପୁଣି ଥରେ ବିବାଦରେ ଫଶିଯାଇଛନ୍ତି। ଚଳିତ ଥର କୌଣସି ବୟାନକୁ ନେଇ ନୁହଁ ବରଂ ଏକ ଫେକ ଫଟୋକୁ ନିଜ ସୋସିଆଲ ଆକାଣ୍ଟରେ ଶେୟାର କରି।

‘କଲଙ୍କ’ରେ ଭୂମିକାକୁ ନେଇ ଖୁସି

‘କଲଙ୍କ’ରେ ଭୂମିକାକୁ ନେଇ ଖୁସି

ମୁମ୍ବାଇ,୨୦ା୪(ଆଇଏଏନ୍‌ଏସ୍‌): ଅଭିଷେକ୍‌ ବର୍ମନଙ୍କ ଚଳଚ୍ଚିତ୍ର ‘କଲଙ୍କ’ରେ ନିଜର ଭୂମିକାକୁ ନେଇ ଅଭିନେତ୍ରୀ ସୋନାକ୍ଷୀ  ସିହ୍ନା ସନ୍ତୋଷ ବ୍ୟକ୍ତ କରିଛନ୍ତି।

ଇମ୍ରାନ୍‌ ହାସ୍‌ମିଙ୍କ ସହ ଫିଲ୍ମ କରି ରାତାରାତି ହିଟ୍‌ ହୋଇଥିଲେ ରୟାଲ ଫ୍ୟାମିଲିର ଏହି ଲଳନା

ଇମ୍ରାନ୍‌ ହାସ୍‌ମିଙ୍କ ସହ ଫିଲ୍ମ କରି ରାତାରାତି ହିଟ୍‌ ହୋଇଥିଲେ ରୟାଲ ଫ୍ୟାମିଲିର ଏହି ଲଳନା

ମୁମ୍ବାଇ: ବଲିଉଡ୍‌ର କିସିଙ୍ଗ ବୟ ଇମ୍ରାନ୍‌ ହାସ୍‌ମିଙ୍କ ସହ ଅଭିନୟ କରି ରାତା ରାତି ହିଟ୍‌ ହୋଇଥିଲେ ‘ଜନ୍ନତ’ର ନାୟିକା ସୋନାଲ ଚୌହାନ। ଅବଶ୍ୟ ଏବେ ସେ ଲାଇମ୍‌ ଲାଇଟରୁ ବହୁ ଦୂରରେ।

ଭାରତର ୫ମ ପୋଷ୍ଟର ରିଲିଜ୍‌

ଭାରତର ୫ମ ପୋଷ୍ଟର ରିଲିଜ୍‌

ମୁମ୍ବାଇ,୧୯।୪: ଅଲୀ ଅବ୍ବାସ ଜଫରଙ୍କ ଆଗାମୀ ଫିଲ୍ମ ଓ ସଲମାନଙ୍କ ବହୁ ପ୍ରତିକ୍ଷିତ  ଫିଲ୍ମ ଭାରତର ୫ମ ପୋଷ୍ଟର ରିଲିଜ୍‌ ହୋଇଛି। ପୂର୍ବରୁ ଏହି ଫିଲ୍ମର ୪ଟି ପୋଷ୍ଟର ରିଲିଜ ହୋଇସାରିଛି। 

ଅଭିଶେକଙ୍କ ସହ ଫିଲ୍ମ ରିଜେକ୍ଟ କଲେ ଐଶ୍‌

ଅଭିଶେକଙ୍କ ସହ ଫିଲ୍ମ ରିଜେକ୍ଟ କଲେ ଐଶ୍‌

ଐଶ୍ୱରା ରାୟ ବଚ୍ଚନଙ୍କ ଆଗାମୀ ସିନେମା କ’ଣ ତାହା କାହାକୁ ଜଣା ନାହିଁ। ନିକଟରେ ମଣିରତ୍ନମଙ୍କ ପ୍ରୋଜେକ୍ଟରେ ସେ ଶ୍ୱଶୁର ଅମିତାଭ ବଚ୍ଚନଙ୍କ ସହ ଅଭିନୟ କରିବେ ବୋଲି ଶୁଣିବାକୁ ମିଳୁଥିଲା।

ସ୍ବାର୍ଥପର ଶାହରୁଖ, କରନ୍‌

ସ୍ବାର୍ଥପର ଶାହରୁଖ, କରନ୍‌

କିଙ୍ଗ୍‌ ଖାନ୍‌ ଶାହରୁଖ୍‌ ଏବଂ ବଲିଉଡ୍‌ ନିର୍ଦ୍ଦେଶକ କରନ ଜୋହର ବହୁତ ସ୍ବାର୍ଥପର। ଏପରି କହିଛନ୍ତି ‘ବଧାଇ ହୋ’ ଫେମ୍‌ ନୀନା ଗୁପ୍ତା। ପ୍ରକୃତ କଥାଟା ହେଲା ନୀନାଙ୍କ ଝିଅ ମସାବା ବଲିଉଡ୍‌ରେ କ୍ୟାରିୟର କରିବାକୁ ଚାହୁଁଛନ୍ତି। 

ଭାଜପା ସହ କୌଣସି ସମ୍ବନ୍ଧ ନାହିଁ, ୫ ଥର ଏମ୍‌ପି ହେବାର ଅଫର୍‌କୁ ମନା କରିସାରିଛି: ବିବେକ

ଭାଜପା ସହ କୌଣସି ସମ୍ବନ୍ଧ ନାହିଁ, ୫ ଥର ଏମ୍‌ପି ହେବାର ଅଫର୍‌କୁ ମନା କରିସାରିଛି: ବିବେକ

ବମ୍ବେ: ଚଳଚ୍ଚିତ୍ର ‘ପିଏମ୍‌ ନରେନ୍ଦ୍ର ମୋଦି’କୁ ନେଇ ଚର୍ଚ୍ଚାରେ ଅଭିନେତା ବିବେକ୍‌ ଓବରଏ। ଫିଲ୍ମଟି ମୋଦିଙ୍କ ବାୟୋପିକ୍‌ ହୋଇଥିବା ହେତୁ ଏହାକୁ ରିଲିଜ କରାଯାଉନାହିଁ।

ସର୍ବାଧିକ ଆୟକର ଦେଇ ଅକ୍ଷୟ ଓ ସଲମାନଙ୍କୁ ପଛରେ ପକାଇଲେ ଅମିତାଭ

ସର୍ବାଧିକ ଆୟକର ଦେଇ ଅକ୍ଷୟ ଓ ସଲମାନଙ୍କୁ ପଛରେ ପକାଇଲେ ଅମିତାଭ

ମୁମ୍ବାଇ,୧୯।୪:  ବିଗ୍‌ ବି ଅମିତାଭ ବଚ୍ଚନ ୨୦୧୮-୧୯ ଆର୍ଥିକ ବର୍ଷରେ ସିନେ ତାରକାଙ୍କ ମଧ୍ୟରେ ସର୍ବାଧିକ ଆୟକର ଭରିଥିବା ଜଣାପଡ଼ିଛି। ଚଳିତ ଆର୍ଥିକ ବର୍ଷରେ ଅମିତାଭ ବଚ୍ଚନ ୭୦ କୋଟି ଟଙ୍କା ଆୟକର ଦେଇଛନ୍ତି। 

ଛାଡ଼ପତ୍ରର ୨ ବର୍ଷ ପରେ ଏମିତି କହିଲେ ଅରବାଜ୍‌

ଛାଡ଼ପତ୍ରର ୨ ବର୍ଷ ପରେ ଏମିତି କହିଲେ ଅରବାଜ୍‌

୧୮ ବର୍ଷର ସାଂସାରିକ ଜୀବନ ବିତାଇବା ପରେ ମଲାଇକା ଆରୋରା ଏବଂ ଏବଂ ଅରବାଜ୍‌ ଖାନ୍‌ ଅଲଗା ହୋଇଗଲେ। ଏମାନଙ୍କ ଛାଡ଼ପତ୍ରକୁ ୨ ବର୍ଷ ପୂରିଛି। ଛାଡ଼ପତ୍ର ପରଠାରୁ ଏ ସମ୍ପର୍କରେ କେବେ ମୁହଁ ଖୋଲି ନ ଥିଲେ ଅରବାଜ। 


Model This Week

କ୍ରିଷ୍ଣା
Why Dharitri