ମନୋରଞ୍ଜନ |

ବ୍ରାଭୋଙ୍କ ପ୍ରିୟ ଅଭିନେତ୍ରୀ ଦୀପିକା: ରୋମାନ୍ସ କରିବାକୁ ଇଚ୍ଛୁକ

ବ୍ରାଭୋଙ୍କ ପ୍ରିୟ ଅଭିନେତ୍ରୀ ଦୀପିକା: ରୋମାନ୍ସ କରିବାକୁ ଇଚ୍ଛୁକ
ବମ୍ବେ: ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର ଡ୍ବେନ୍‌ ବ୍ରାଭୋ ଆଜିକାଲି ଚର୍ଚ୍ଚାରେ ରହିବାକୁ ବେଶ ପସନ୍ଦ କରୁଛନ୍ତି। ଚେନ୍ନାଇ ସୁପର କିଙ୍ଗ୍‌ସ ଖେଳୁଥିବା ପ୍ରତିଟି ମ୍ୟାଚରେ ବ୍ରାଭୋଙ୍କ ତଥାକଥିତ ପ୍ରେମିକା ମଡେଲ ନତାଶା ସୁରୀ ଉପସ୍ଥିତ ଥିବାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ବ୍ରାଭୋ ନିଜର କିଛି ସିକ୍ରେଟ କହିଛନ୍ତି। ଏକ ଟକ୍‌ ଶୋ’ରେ ହରଭଜନ ସିଂହ ବ୍ରାଭୋଙ୍କୁ ତାଙ୍କର ପ୍ରିୟ ଅଭିନେତ୍ରୀ ସମ୍ପର୍କରେ ପଚାରିଥିଲେ। ଏହାର ଉତ୍ତରରେ ଦୀପିକା ତାଙ୍କର ପ୍ରିୟ ଅଭିନେତ୍ରୀ ବୋଲି ବ୍ରାଭୋ କହିବା ସହ ତାଙ୍କ ସହ କିଛି ସମୟ ରୋମାନ୍ସ କରିବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି। ଦୀପିକାଙ୍କ ପରି ବ୍ରାଭୋ ଶାହରୁଖଙ୍କୁ ଅଭିନେତା ଭାବେ ପସନ୍ଦ କରୁଥିବା ମଧ୍ୟ କହିଥିଲେ।
All Right Reserved By

ମନୋରଞ୍ଜନ |

ରାକ୍ଷୀଙ୍କ ଉପରେ ୧୦ କୋଟିର ମାନହାନି ମକଦ୍ଦମା କଲେ ତନୁଶ୍ରୀ

ରାକ୍ଷୀଙ୍କ ଉପରେ ୧୦ କୋଟିର ମାନହାନି ମକଦ୍ଦମା କଲେ ତନୁଶ୍ରୀ

ମୁମ୍ବାଇ: ଏବେ #ମି ଟୂ କୁ ନେଇ ସରଗରମ ଥିବା ବଲିଉଡ ପୁଣି ଥରେ ଆସିଛି ଚର୍ଚ୍ଚାକୁ। ଏହି କ୍ୟାମ୍ପେନରେ ସର୍ବ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତ। ପରଦାରେ କେହି ତାଙ୍କୁ ଏତେଟା ନଜର କରି ନ ଥିଲେ ବି ସେ ନାନା ପାଟେକରଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଲଗାଇବା ପରେ ହୋଇଗଲେ ଖୁବ୍‌ ଚର୍ଚ୍ଚିତ।

୭ ନମ୍ବର ପ୍ରେମିକଙ୍କୁ ବିବାହ କରୁଛନ୍ତି ଦୀପିକା

୭ ନମ୍ବର ପ୍ରେମିକଙ୍କୁ ବିବାହ କରୁଛନ୍ତି ଦୀପିକା

ମୁମ୍ବାଇ: ବଲିଉଡରେ ଏବେ ଦୀପବୀରଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। କିଛିଦିନ ଚୁପ୍‌ ରହିବା ପରେ ରବିବାର ଏମାନେ ବିବାହର ତାରିଖ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। 

ନିମନ୍ତ୍ରଣପତ୍ରରେ ଦୀପିକାଙ୍କ ନାଁ ଭୁଲ: ସୋସିଆଲ ମିଡିଆରେ ଟ୍ରୋଲ୍‌

ନିମନ୍ତ୍ରଣପତ୍ରରେ ଦୀପିକାଙ୍କ ନାଁ ଭୁଲ: ସୋସିଆଲ ମିଡିଆରେ ଟ୍ରୋଲ୍‌

ମୁମ୍ବାଇ: ବଲିଉଡ୍‌ର ଲଭ୍‌ ବାର୍ଡ ଦୀପିକା ପାଦୁକୋନ ଓ ରଣବୀର କପୁରଙ୍କ ବିବାହକୁ ନେଇ କିଛିଦିନ ହେବ ଚର୍ଚ୍ଚା ଜୋର ଧରିଛି। ରବିବାର ଏମାନେ ଫ୍ୟାନମାନଙ୍କୁ ସର୍‌ପ୍ରାଇଜ୍‌ ଦେବା ପାଇଁ ବିବାହ ତାରିଖ ଘୋଷଣା କରିଥିଲେ।

ନଭେମ୍ବରରେ ପଡ଼ିବ ହାତଗଣ୍ଠି

ନଭେମ୍ବରରେ ପଡ଼ିବ ହାତଗଣ୍ଠି

ଖୁବ୍‌ଶୀଘ୍ର ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଏବଂ ରଣବୀର ସିଂଙ୍କ ହାତଗଣ୍ଠି ପଡ଼ିବ। ନଭେମ୍ବରରେ ଦୁହେଁ ବିବାହ କରିବାକୁ ଯାଉଥିବା ରବିବାର ଘୋଷଣା କରିଛନ୍ତି।

ରିଲ୍‌ରୁ ରିଅଲ୍‌ ଯୋଡ଼ି ହେବେ ରଣବିର-ଦୀପିକା

ରିଲ୍‌ରୁ ରିଅଲ୍‌ ଯୋଡ଼ି ହେବେ ରଣବିର-ଦୀପିକା

ବମ୍ବେ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ରିଲ ଲାଇଫ୍‌ ଯୋଡ଼ି ହେବେ ରିଅଲ୍‌ ଲାଇଫ୍‌ ଯୋଡ଼ି। ବାଜା ବାଜିବ। ବାଣ ଫୁଟିବ। ମିଛମିଛିକା ନୁହେଁ ବରଂ ସତସତିକା ବିବାହ ହେବ। ସାମିଲ ହେବେ ବଲିଉଡର ନାମିଦାମୀ ତାରକା, କ୍ରିଡ଼ାବ୍ୟକ୍ତିତ୍ୱ, ରାଜନେତା ଏବଂ ଶିଳ୍ପପତି। ଏହି ବିବାହ ପାଇଁ ବେଶି ସମୟ ମଧ୍ୟ ଆଉ ନାହିଁ। ଚଳିତ ବର୍ଷ ନଭେମ୍ବର ୧୪ ଓ ୧୫ ତାରିଖରେ ହେବାକୁ ଯାଉଛି ବି-ଟାଉନ୍‌ର ଚର୍ଚ୍ଚିତ ଯୋଡ଼ି ଦୀପିକା ପାଦୁକୋନ ଓ ରଣବିର ସିଂହଙ୍କ ବାହାଘର। 

ଅର୍ଜ୍ଜୁନଙ୍କୁ ଜୀବନସାଥୀ କରିବେ କି ପରିଣିତି

ଅର୍ଜ୍ଜୁନଙ୍କୁ ଜୀବନସାଥୀ କରିବେ କି ପରିଣିତି

ମୁମ୍ବାଇ: ବଲିଉଡ ନାୟକ ଅର୍ଜ୍ଜୁନ କପୁର ଓ ନାୟିକା ପରିଣିତି ଚୋପ୍ରାଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନିକଟରେ ଏମାନଙ୍କ ଯୋଡିକୁ ନେଇ ନିର୍ମାଣ କରାଯାଇଥିବା ଫିଲ୍ମ ‘ନମସ୍ତେ ଇଂଲଣ୍ଡ’ ଦର୍ଶକଙ୍କ ମନକୁ ଛୁଇଁ  ନଥିବା ବେଳେ ଏବେ କିନ୍ତୁ ଏମାନଙ୍କ ଅଫ୍‌ ସ୍କ୍ରିନ୍‌ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ହେଉଛି। 

ନିଜ ଯାଦୁରେ ମଲାଇକାଙ୍କୁ ଚକିତ କଲେ ଭୁବନେଶ୍ୱରର ବିଷ୍ଣୁ

ନିଜ ଯାଦୁରେ ମଲାଇକାଙ୍କୁ ଚକିତ କଲେ ଭୁବନେଶ୍ୱରର ବିଷ୍ଣୁ

ବମ୍ବେ: କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ଟେଲିଭିଜନ ଜଗତର ଲୋକପ୍ରିୟ ଶୋ’ ‘ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ’ ଶନିବାରଠାରୁ ଆରମ୍ଭ ହୋଇଛି। ବିଶେଷକରି ଦେଶର ବିଭିନ୍ନ ପ୍ରାନ୍ତରୁ କିଛି ନିଆରା କଳା ଶିଖିଥିବା ବ୍ୟକ୍ତିବିଶେଷମାନଙ୍କୁ ନେଇ ଏହି ଶୋ’ ଆଗକୁ ଯିବ। ସଙ୍ଗୀତ, ନୃତ୍ୟ, ମ୍ୟାଜିକ୍‌ ବା ଯାଦୁ ଆଦି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଅଜଣା ବ୍ୟକ୍ତିତ୍ୱମାନଙ୍କୁ ଲୋକଲୋଚନକୁ ଆଣିବା ଏହାର ଲକ୍ଷ୍ୟ। ତେବେ ଏହାର ପ୍ରଥମ ଏପିସୋଡ୍‌ରେ କମାଲ କରିଛନ୍ତି ଜଣେ ଓଡ଼ିଆ।

ଅନୁଙ୍କ ଉପରେ #ମିଟୂ ପ୍ରହାର; ଇଣ୍ଡିଆନ୍‌ ଆଇଡଲ ଶୋ’ରୁ ବାହାର କଲା ସୋନି

ଅନୁଙ୍କ ଉପରେ #ମିଟୂ ପ୍ରହାର; ଇଣ୍ଡିଆନ୍‌ ଆଇଡଲ ଶୋ’ରୁ ବାହାର କଲା ସୋନି

ବମ୍ବେ: ବଲିଉଡରେ #ମିଟୂ କ୍ୟାମ୍ପେନ୍‌ ଏବେ ଶୀର୍ଷ ପର୍ଯ୍ୟାୟରେ। ଦିନକୁ ଦିନ ଏହାର ଜାଲରେ ଫସୁଛନ୍ତି ବଡ଼ ବଡ଼ ସେଲିବ୍ରିଟି। ଘଟଣା ସାମ୍ନାକୁ ଆସିବା ପରେ ସେମାନଙ୍କୁ କରୁଥିବା ପ୍ରୋଜେକ୍ଟରୁ ବାହାର କରିଦିଆଯାଉଛି। ଏହି କ୍ରମରେ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକଙ୍କ ଉପରେ #ମିଟୂ ପ୍ରହାର ପଡ଼ିଛି। 

ଅଭିନୟକୁ ଭଲ ପାଉଥିତ୍ବା ଅଭିନେତା

ଅଭିନୟକୁ ଭଲ ପାଉଥିତ୍ବା ଅଭିନେତା

ଯାତ୍ରାଜଗତର ଜଣେ ସଫଳ କଳାକାର ହେଉଛନ୍ତି ରାମ ନାୟକ। ତାଙ୍କ ସଫଳତା ପଛର ସବୁଠୁ ବଡ଼ କାରଣ ହେଉଛି, ସେ କେବଳ ଅଭିନୟକୁ ଭଲପାଆନ୍ତି।

ଯାତ୍ରା: ସୁଶାନ୍ତ କାବେରୀ - ଲଭ୍‌ ଷ୍ଟୋରି

ଯାତ୍ରା: ସୁଶାନ୍ତ କାବେରୀ - ଲଭ୍‌ ଷ୍ଟୋରି

ସୁଶାନ୍ତଙ୍କ ଘର ଅନୁଗୋଳ। ଅନ୍ୟମାନଙ୍କ ପରି ସେ ଥିଲେ ଜଣେ ସାଧାରଣ ଯାତ୍ରା ଦର୍ଶକ। ଅନୁଗୋଳକୁ ଯେତେ ଯାତ୍ରାପାର୍ଟି ଆସୁଥିଲା, ସେ ସବୁଠି ଯାତ୍ରା ଦେଖୁଥିଲେ।

ଗର୍ଭଧାରଣ ମହିଳାଙ୍କ ଜୀବନର ନୂଆ ପର୍ଯ୍ୟାୟ

ଗର୍ଭଧାରଣ ମହିଳାଙ୍କ ଜୀବନର ନୂଆ ପର୍ଯ୍ୟାୟ

ଗର୍ଭଧାରଣ ମହିଳାଙ୍କ ଜୀବନର ଏକ ନୂଆ ପର୍ଯ୍ୟାୟ। ଘନିଷ୍ଠ ବାନ୍ଧବୀ ମେଘାନ ମର୍କଲେ ଗର୍ଭଧାରଣ କରିଥିବା ବିଷୟ ଶୁଣିବା ପରେ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଖୁସି ପ୍ରକଟ କରିବା ସହିତ ଏହା କହିଛନ୍ତି। 

କେବଳ  ନୀରବତା

କେବଳ ନୀରବତା

ଏବେ ଆଲିୟା ଗୋଟିଏ କଥାକୁ ନେଇ ନୀରବ ରହିବାକୁ ଉଚିତ ମଣୁଛନ୍ତି। ଯେତେ ପଚାରିଲେ ମଧ୍ୟ ତାଙ୍କ ପାଟିରୁ ଏ ନେଇ ଗୋଟିଏ ଶବ୍ଦ ବାହାରୁ ନାହିଁ।