ମନୋରଞ୍ଜନ |

ଆସିଲା ‘ହୋପ୍‌ ଔର ହମ୍‌’ର ପୋଷ୍ଟର

ଆସିଲା ‘ହୋପ୍‌ ଔର ହମ୍‌’ର ପୋଷ୍ଟର
ବମ୍ବେ,୧୬।୪: ନାସିରୁଦ୍ଦିନ ଶାହାଙ୍କ ଆଗାମୀ ଫିଲ୍ମ ‘ହୋପ୍‌ ଔର ହମ୍‌’ର ପୋଷ୍ଟର ରିଲିଜ୍‌ ହୋଇଛି। ଫିଲ୍ମର ନାଁ ଭଳି ପୋଷ୍ଟର ମଧ୍ୟ ହୋପ୍‌ଫୁଲ୍‌ ହୋଇଥିବା ଆଲୋଚନା ହେଉଛି। ଫିଲ୍ମ ସମୀକ୍ଷକ ତରନ ଆଦର୍ଶ ତାଙ୍କ ଟୁଇଟର୍‌ ପେଜ୍‌ରେ ଏହି ପୋଷ୍ଟରକୁ ଶେୟାର କରିଛନ୍ତି। ଫିଲ୍ମର ମୁଖ୍ୟ ଭୁମିକାରେ ନାସିରୁଦ୍ଦିନ ଶାହା ରହିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ସୋନାଲି କୁଲକର୍ଣ୍ଣି, ଅମିର ବାସିର ପ୍ରମୁଖ। ସୁଦିପ ବନ୍ଦୋପାଧ୍ୟାୟଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ସମୀରା ବନ୍ଦୋପାଧ୍ୟାୟ। ମେ ୧୧ରେ ଏହା ରିଲିଜ୍‌ ହେବାର ଯୋଜନା ରହିଛି।
All Right Reserved By

ମନୋରଞ୍ଜନ |

ବିବାହର ୩୮ ବର୍ଷ ପରେ ଏମିତି ହେବାର ଥିଲା: ନିତୁ ସିଂ

ବିବାହର ୩୮ ବର୍ଷ ପରେ ଏମିତି ହେବାର ଥିଲା: ନିତୁ ସିଂ

ମୁମ୍ବାଇ.୧୭।୧: ବଲିଉଡ୍‌ର ବିଗତ ଦିନର ନାୟିକା ନିତୁ ସିଂ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଆଉ ଏଥିରେ ସେ ଯେଉଁ ବାର୍ତ୍ତା ଲେଖିଛନ୍ତି ତାହା ଖୁବ୍‌ ହୃଦୟସ୍ପର୍ଶୀ। 

ସଲମାନଙ୍କ କଥାରୁ ଜାଣିଲି ସେ କାହିଁକି ଲୋକପ୍ରିୟ

ସଲମାନଙ୍କ କଥାରୁ ଜାଣିଲି ସେ କାହିଁକି ଲୋକପ୍ରିୟ

ବଲିଉଡ୍‌ର ଭାଇଜାନ ତଥା ସଲମାନ ଖାନଙ୍କ ପ୍ରଶଂସକ ଭାବେ ତାଙ୍କୁ ଭେଟିବାକୁ ପିଲାଟିବେଳୁ ଇଚ୍ଛା ଥିଲା। ଏପରିକି ସଲମାନଙ୍କ ଅଭିନୀତ ଚଳଚ୍ଚିତ୍ରର ଗୀତ ଗାଇ ଗାଇ ହିଁ ସଙ୍ଗୀତ ଦୁନିଆରେ ପାଦ ଥାପିଥିଲି। 

ବାଜି ମାରିଲା ସଞ୍ଜୁ

ବାଜି ମାରିଲା ସଞ୍ଜୁ

ସଞ୍ଜୁ ଚରିତ୍ର ବିଷୟରେ ଆଲୋଚନା ହେଲେ କେବଳ ଜଣେ ଅଭିନେତା ଆଖି ସାମ୍‌ନାକୁ ଆସିଥାଆନ୍ତି। ସେ ହେଲେ ବାବୁସାନ୍‌। ତାଙ୍କ ଅଭିନୀତ ବେଶ୍‌ କେତୋଟି ଫିଲ୍ମରେ ଏଭଳି  ରୋଲ୍‌ ଦର୍ଶକଙ୍କୁ ପ୍ରଭାବିତ କରିଥିବାର ନଜିର ରହିଛି। 

ଦୁଇ ହାତରେ ଲେଖିପାରନ୍ତି  ବିଗ୍‌ ବି

ଦୁଇ ହାତରେ ଲେଖିପାରନ୍ତି ବିଗ୍‌ ବି

ବିଗ୍‌ ବି ଓରଫ ଅମିତାଭ ବଚ୍ଚନ-କେବଳ ନାମ ହିଁ ଯଥେଷ୍ଟ। ବଲିଉଡ୍‌ର ଏହି ମିଲେନିୟମ ଷ୍ଟାର ଅନେକଙ୍କ ଅଭିନୟ ଜୀବନର ଆଦର୍ଶ ପାଲଟି ସାରିଛନ୍ତି। 

ସ୍ଲିମ୍‌ ଟ୍ରିମ୍‌  ମିଶନ

ସ୍ଲିମ୍‌ ଟ୍ରିମ୍‌ ମିଶନ

ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ଏବେ ନିଜର ସ୍ଲିମ୍‌ ଟ୍ରିମ୍‌ ମିଶନକୁ ନେଇ ବ୍ୟସ୍ତ ଅଛନ୍ତି। କଥା କ’ଣ କି, ନିକଟରେ ସେ ଏକ ଫିଲ୍ମ ଲାଗି ସାଇନ୍‌ କରିଛନ୍ତି। ସେଥିରେ ନିଜ ଭୂମିକା ପାଇଁ ତାଙ୍କୁ ଓଜନ କମାଇବା ସହ ଆଉ ଟିକେ ପତଳା ହେବାକୁ ପଡ଼ିବ। 

ପୁଅର ଫିଲ୍ମ ଦେଖି ଜୋର୍‌ରେ କାନ୍ଦି ଉଠିଥିଲେ ଜାଭେଦ୍‌ ଅଖତର୍‌

ପୁଅର ଫିଲ୍ମ ଦେଖି ଜୋର୍‌ରେ କାନ୍ଦି ଉଠିଥିଲେ ଜାଭେଦ୍‌ ଅଖତର୍‌

ମୁମ୍ବାଇ,୧୭।୧: ଗୀତିକାର ଜାଭେଦ୍‌ ଅଖତର୍‌ ଗୁରୁବାର ୭୪ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୪୫ ଜାନୁୟାରୀ ୧୭ରେ ଗ୍ବାଲିୟରଠାରେ ଜନ୍ମଗ୍ରହଣ କରିଥିଲେ। ଜୀବନର ପ୍ରାଥମିକ ପର୍ଯ୍ୟାୟରେ ଜାଭେଦ୍‌ଙ୍କୁ ଅନେକ ସଂଘର୍ଷର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ସୋନାକ୍ଷୀଙ୍କ ନାଁରେ ଠକେଇ ଅଭିଯୋଗ: ପଠାଗଲା ନୋଟିସ୍‌

ସୋନାକ୍ଷୀଙ୍କ ନାଁରେ ଠକେଇ ଅଭିଯୋଗ: ପଠାଗଲା ନୋଟିସ୍‌

ନୂଆଦିଲ୍ଲୀ, ୧୬।୧: ବଲିଉଡର ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କ ନାଁରେ ଠକେଇ ଅଭିଯୋଗ ହୋଇଛି। ମଙ୍ଗଳବାର ପୋଲିସ ସୋନାକ୍ଷୀଙ୍କ ସହ ଏହି ମାମଲାରେ ଜଡିତ ୪ଜଣଙ୍କୁ ନୋଟିସ୍‌ ପଠାଇଛି। 

ଅଭିନେତା ପ୍ରଭାସଙ୍କ ସହ ସମ୍ପର୍କକୁ ନେଇ ଗୁଜବ: ଟିଡିପି ବିରୋଧରେ ଅଭିଯୋଗ ଆଣିଲେ ଓ୍ବାଇଏସ୍‌ ଶର୍ମିଲା

ଅଭିନେତା ପ୍ରଭାସଙ୍କ ସହ ସମ୍ପର୍କକୁ ନେଇ ଗୁଜବ: ଟିଡିପି ବିରୋଧରେ ଅଭିଯୋଗ ଆଣିଲେ ଓ୍ବାଇଏସ୍‌ ଶର୍ମିଲା

ହାଇଦ୍ରାବାଦ: ଅଭିନେତା ପ୍ରଭାସଙ୍କ ସହିତ ସମ୍ପର୍କ ରଖିଥିବାର ଏକ ଗୁଜବ ପ୍ରଚାର ନେଇ ଆନ୍ଧ୍ରପ୍ରଦେଶ ବିରୋଧୀ ଦଳ ନେତା ଓ୍ବାଇଏସ୍‌ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ଓ୍ବାଇଏସ୍‌ ଶର୍ମିଲା ହାଇଦ୍ରାବାଦ ପୋଲିସ କମିଶନର ନିକଟରେ ଅଭିଯୋଗ ଦାଏର କରିଛନ୍ତି। ଗୁଜବ ପ୍ରଚାର କରୁଥିବା କେତେକ ନିର୍ଦ୍ଦିଷ୍ଟ ଓ୍ବେବସାଇଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ନିବେଦନ କରିଛନ୍ତି।

ଆଲିଆ-ଜ୍ୟାକିଲିନାଙ୍କ  ସହିତ ଥିଲା ସିଦ୍ଧାର୍ଥଙ୍କର ନିବିଡ଼ ପ୍ରେମ ସମ୍ପର୍କ

ଆଲିଆ-ଜ୍ୟାକିଲିନାଙ୍କ ସହିତ ଥିଲା ସିଦ୍ଧାର୍ଥଙ୍କର ନିବିଡ଼ ପ୍ରେମ ସମ୍ପର୍କ

ମୁମ୍ବାଇ,୧୬।୧: ବଲିଉଡ୍‌ ଷ୍ଟାର ସିଦ୍ଧାର୍ଥ ମାଲହୋତ୍ରା ବୁଧବାର ୩୪ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୫ ଜାନୁୟାରୀ ୧୬ରେ ଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ସେ ୧୮ ବର୍ଷ ବୟସରେ ମଡେଲିଂ ଦୁନିଆରେ ପାଦ ଥାପିଥିଲେ।

ବିଜୁ ପଟ୍ଟନାୟକଙ୍କ ଉପରେ ତିଆରି ହେବ ଫିଲ୍ମ ‘ବିଜୁ ବାବୁ’: ମୁଖ୍ୟ ଭୂମିକାରେ ଆସିବେ ଅନୁଭବ

ବିଜୁ ପଟ୍ଟନାୟକଙ୍କ ଉପରେ ତିଆରି ହେବ ଫିଲ୍ମ ‘ବିଜୁ ବାବୁ’: ମୁଖ୍ୟ ଭୂମିକାରେ ଆସିବେ ଅନୁଭବ

କଟକ ଅଫିସ,୧୬।୧- ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ବରପୁତ୍ର ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୀବନୀକୁ ନେଇ ନିର୍ମାଣ ହେବ ଓଡ଼ିଆ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ରର ନାମ ରଖାଯାଇଛି ‘ବିଜୁ ବାବୁ’। କଟକସ୍ଥିତ ଆନନ୍ଦ ଭବନ ସମ୍ମୁଖ ଖ୍ରୀଷ୍ଟିଆନ ପଡ଼ିଆରେ ମଙ୍ଗଳବାର ଅପରାହ୍ନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ନିର୍ମାଣ ନେଇ ଘୋଷଣା କରାଯାଇଛି।

ସୁଶାନ୍ତଙ୍କ ପରେ ଏବେ ବିକିଙ୍କ ପ୍ରେମରେ ଅଙ୍କିତା

ସୁଶାନ୍ତଙ୍କ ପରେ ଏବେ ବିକିଙ୍କ ପ୍ରେମରେ ଅଙ୍କିତା

ବମ୍ବେ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସହ ବ୍ରେକ୍‌ଅପ୍‌ ପରେ ଏବେ ବ୍ୟବସାୟୀ ବିକି ଜୈନଙ୍କ ପ୍ରେମରେ ଅଙ୍କିତା ଲୋଖଣ୍ଡେ। କିଛି ଦିନ ଉଭୟଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳୁଥିଲା। ଏଣୁ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଥାଇପାରେ ବୋଲି ଚର୍ଚ୍ଚା ହୋଇ ଆସୁଥିଲା।

ନାୟିକା କିପରି କରନ୍ତି ସିନେମାରେ ବୋଲ୍ଡ ଦୃଶ୍ୟ, ଜାଣନ୍ତୁ...

ନାୟିକା କିପରି କରନ୍ତି ସିନେମାରେ ବୋଲ୍ଡ ଦୃଶ୍ୟ, ଜାଣନ୍ତୁ...

ଫିଲ୍ମ ଇଣ୍ଡଷ୍ଟ୍ରିରେ ବୋଲ୍ଡ ଦୃଶ୍ୟ ଏକ ସାଧାରଣ କଥା। ବଲିଉଡ୍‌ର ଅଧିକାଂଶ ସିନେମାରେ ଏପରି ଦୃଶ୍ୟ ଦେଖିବାକୁ ମିଳୁଛି। ମାତ୍ର ଏପରି ଦୃଶ୍ୟକୁ ଜଣେ ଅଭିନେତ୍ରୀ କିପରି ସମସ୍ତଙ୍କ ସମ୍ମୁଖରେ ଶୁଟିଂ କରୁଥିବେ ତାହା ପ୍ରାୟ ସମସ୍ତଙ୍କ ମନରେ ପ୍ରଶ୍ନ ଆସିଥାଏ। ଫିଲ୍ମ ଶୁଟିଂ ସମୟରେ ସେଟ୍‌ରେ ଅଧିକାଂଶ ଲୋକ ଥିବେ। ତେବେ ଏପରି ଦୃଶ୍ୟ ଦେବା କୌଣସି ଅଭିନେତ୍ରୀଙ୍କ ପାଇଁ ସାମାନ୍ୟ କଥା ନୁହେଁ।