ଅନ୍ତର୍ଜାତୀୟ |

ସିରିଆ ସମସ୍ୟା: ନିରପେକ୍ଷ ରହିବ ତୁର୍କୀ

ସିରିଆ ସମସ୍ୟା: ନିରପେକ୍ଷ ରହିବ ତୁର୍କୀ
ଆଙ୍କରା, ୧୬।୪ : ସିରିଆ ସମସ୍ୟାରେ ତୁର୍କୀ ନିରପେକ୍ଷ ରହିବ। ପୂର୍ବରୁ ଆକଳନ କରାଯାଉଥିଲା ତୁର୍କୀ ଏହି ମାମଲାରେ ଆମେରିକାକୁ ସମର୍ଥନ କରିବ। ମାତ୍ର ପ୍ରଧାନମନ୍ତ୍ରୀ ବେକିର୍‌ ବୋଜ୍‌ଦାଗ୍‌ ଏନେଇ ସୋମବାର ତୁର୍କୀର ମତ ସ୍ଫଷ୍ଟ କରିଛନ୍ତି। ସିରିଆରେ ଆମେରିକା ନିଜର ଶକ୍ତି ପ୍ରଦର୍ଶନ କରିଥିବାବେଳେ ରୁଷିଆ ଯୁଦ୍ଧ ଜାହାଜଗୁଡ଼ିକ ସିରିଆ ମୁହାଁ ହୋଇଛନ୍ତି। ଏହା ତୃତୀୟ ବିଶ୍ୱଯୁଦ୍ଧର ପଦଧ୍ୱନୀ ବୋଲି ସମୀକ୍ଷକ ସୂଚିତ କରିବା ଆରମ୍ଭ କଲେଣି। ଏହାକୁ ଦୃଷ୍ଟିରେ ରଖି ଜାତିସଂଘ ପକ୍ଷରୁ ବିଶ୍ୱଶାନ୍ତି ଉପରେ ଗୁରୁତ୍ୱାରୋପ କରାଯାଇଛି।
All Right Reserved By

ଅନ୍ତର୍ଜାତୀୟ |

ବିୟର କମ୍ପାନୀ ବିଜ୍ଞାପନରେ ହିନ୍ଦୁ ଦେବାଦେବୀଙ୍କ ଫଟୋ: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ  ଦାବୀ

ବିୟର କମ୍ପାନୀ ବିଜ୍ଞାପନରେ ହିନ୍ଦୁ ଦେବାଦେବୀଙ୍କ ଫଟୋ: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବୀ

ନୂଆଦିଲ୍ଲୀ/ବ୍ରିସ୍‌ବେନ୍‌,୧୭।୧: ଅଷ୍ଟ୍ରେଲିଆର ଏକ ବିୟର କମ୍ପାନୀ ଏହାର ବିଜ୍ଞାପନରେ ହିନ୍ଦୁ ଦେବାଦେବୀଙ୍କ ଫଟୋ  ବ୍ୟବହାର କରିଛି। ଏହାଦ୍ୱାରା ଏଠାରେ ଥିବା ହିନ୍ଦୁଙ୍କୁ ମାନସିକସ୍ତରରେ ଆଘାତ ଲାଗିଛି। 

ଚାକିରି ହରାଇଲେ ୧୨୩ ରୋବର୍ଟ

ଚାକିରି ହରାଇଲେ ୧୨୩ ରୋବର୍ଟ

ଟୋକିଓ,୧୭।୧: ଜାପାନର ହେନ ନା ବିଶ୍ୱର ପ୍ରଥମ ହୋଟେଲ ଯେଉଁଠି ଲୋକଙ୍କ ସୁବିଧା ପାଇଁ ପ୍ରାୟ ୨୪୩ଟି ରୋବର୍ଟ ରଖା ଯାଇଥିଲା। ସେଥିପାଇଁ ଏହି ହୋଟେଲର ନା ଗିନିଜ ଓ୍ବାଲର୍ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଥିଲା।

ହ୍ବାଇଟ୍‌ ହାଉସ୍‌ ଆକ୍ରମଣ ଯୋଜନା କରୁଥିବା ଯୁବକ ଗିରଫ

ହ୍ବାଇଟ୍‌ ହାଉସ୍‌ ଆକ୍ରମଣ ଯୋଜନା କରୁଥିବା ଯୁବକ ଗିରଫ

ଓ୍ବାଶିଂଟନ,୧୭।୧: ଆମେରିକାର ଜର୍ଜିଆ ନିବାସୀ ଜଣେ ଯୁବକ ହ୍ବାଇଟ୍‌ ହାଉସ୍‌ ଓ ଓ୍ବାଶିଂଟନର ଅନ୍ୟ କେତେକ ସ୍ଥାନରେ ଆକ୍ରମଣ ଯୋଜନା କରୁଥିବା ସନ୍ଦେହ କରି ଗିରଫ କରାଯାଇଛି।

ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଇସ୍ତଫା ନେଇ ଗୁଜବ: ବଣ୍ଟାଗଲା ନକଲି ଖବର କାଗଜ

ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଇସ୍ତଫା ନେଇ ଗୁଜବ: ବଣ୍ଟାଗଲା ନକଲି ଖବର କାଗଜ

ନୂଆଦିଲ୍ଲୀ/ଓ୍ବାଶିଂଟନ, ୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଇସ୍ତଫା ଦେଇଥିବା ନେଇ ଗୁଜବ ସୃଷ୍ଟି ହୋଇଛି। ଏନେଇ ଓ୍ବାଶିଂଟନ ପୋଷ୍ଟର ନକଲି ଖବର କାଗଜ ହ୍ବାଇଟ୍‌ ହାଉସ୍‌ ବାହାରେ ବଣ୍ଟା ହୋଇଛି।

ଆତଙ୍କବାଦୀ ଆକ୍ରମଣ: ୧୫ ନିହତ

ଆତଙ୍କବାଦୀ ଆକ୍ରମଣ: ୧୫ ନିହତ

ନାଇରୋବି,୧୭।୧(ଏଏଫ୍‌ପି): କେନିଆ ରାଜଧାନୀ ନାଇରୋବିରେ ଥିବା ଏକ ହୋଟେଲ୍‌ କମ୍ପ୍ଲେକ୍ସ ଉପରେ ଇସ୍‌ଲାମିକ ଆତଙ୍କବାଦୀ ଆକ୍ରମଣ କରିବାରୁ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଆମେରିକୀୟ ଥିବା ଜଣାପଡିଛି। 

ଆମେରିକାରୁ ୧୮ ବିଲିୟନ ଡଲାରର ପ୍ରତିରକ୍ଷା ସାମଗ୍ରୀ କିଣିବ ଭାରତ

ଆମେରିକାରୁ ୧୮ ବିଲିୟନ ଡଲାରର ପ୍ରତିରକ୍ଷା ସାମଗ୍ରୀ କିଣିବ ଭାରତ

ଓ୍ବାଶିଂଟନ,୧୭।୧:ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧିପାଉଛି। ଭାରତ ସେଠାରୁ ୧୮ ବିଲିୟନ ଡଲାର ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ ସହିତ ବାର୍ଷିକ ୫ ବିଲିୟନ ଡଲାର ମୂଲ୍ୟର ତୈଳ ଓ ଗ୍ୟାସ୍‌ କ୍ରୟ କରିବ ବୋଲି ଭାରତର ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଶ୍ରିଙ୍ଗଲା କହିଛନ୍ତିି। 

ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ପଦ; ଇଭାଙ୍କାଙ୍କ ପସନ୍ଦ ଇନ୍ଦ୍ରା ନୁୟୀ

ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ପଦ; ଇଭାଙ୍କାଙ୍କ ପସନ୍ଦ ଇନ୍ଦ୍ରା ନୁୟୀ

ଓ୍ବାଶିଂଟନ,୧୭-୧: ପେପ୍ସିକୋର ପୂର୍ବତନ ସିଇଓ ଇନ୍ଦ୍ରା ନୁୟୀଙ୍କୁ ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ପଦ ଲାଗି ସୁପାରିସ କରିବାକୁ ଆମେରିକା ଭାବୁଛି। ସ୍ଥାନୀୟ ସମ୍ବାଦପତ୍ର ‘ ଦ ନିୟୁର୍କ ଟାଇମ୍ସ’ ରିପୋର୍ଟ ଅନୁଯାୟୀ, ୬୩ ବର୍ଷୀୟା ପ୍ରବାସୀ ଭାରତୀୟ ନୁୟୀଙ୍କୁ ବିଶ୍ୱ ବ୍ୟାଙ୍କର ଶୀର୍ଷ ପଦରେ ଅଧିଷ୍ଠିତ କରିବାକୁ ଚାହୁଁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଝିଅ ଇଭାଙ୍କା ଟ୍ରମ୍ପ।

ବିଶ୍ୱବ୍ୟାଙ୍କର ପରବର୍ତ୍ତୀ ମୁଖ୍ୟ ହୋଇପାରନ୍ତି ଇନ୍ଦ୍ରା ନୁୟୀ

ବିଶ୍ୱବ୍ୟାଙ୍କର ପରବର୍ତ୍ତୀ ମୁଖ୍ୟ ହୋଇପାରନ୍ତି ଇନ୍ଦ୍ରା ନୁୟୀ

ନ୍ୟୁୟର୍କ/ନୂଆଦିଲ୍ଲୀ, ୧୬।୧: ପେପ୍ସିକୋର ପୂର୍ବତନ ସିଇଓ ଇନ୍ଦ୍ରା ନୁୟୀ ବିଶ୍ୱବ୍ୟାଙ୍କ୍‌ର ପରବର୍ତ୍ତୀ ମୁଖ୍ୟ ହୋଇପାରନ୍ତି ବୋଲି ଜଣାପଡିଛି। ଏହି ପଦବୀ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ଫଙ୍କ ଝିଅ ଇଭାଙ୍କା ଟ୍ରମ୍ଫ ଇନ୍ଦ୍ରାଙ୍କ ନାମ

ସିଗାରେଟ୍‌ ନ ଟାଣିଲେ ମିଳିବ ୬ ଦିନ ଅଧିକ ଛୁଟି

ସିଗାରେଟ୍‌ ନ ଟାଣିଲେ ମିଳିବ ୬ ଦିନ ଅଧିକ ଛୁଟି

ଟୋକିଓ,୧୬।୧: ଜାପାନର ପିଲାଲା ଇଙ୍କ୍‌ ନାମକ ଏକ କମ୍ପାନୀ ଏହାର କର୍ମଚାରୀଙ୍କୁ  ଅଫିସ୍‌ରେ ସିଗାରେଟ୍‌ ନ ଟାଣିଲେ ବର୍ଷରେ ୬ ଦିନ ଅଧିକ ଛୁଟି ଦେବାକୁ ଘୋଷଣା କରିଛି। 

ଆଇଫୋନ୍‌-୪ ପାଇଁ କିଡ୍‌ନୀ ବିକିଲେ ଯୁବକ

ଆଇଫୋନ୍‌-୪ ପାଇଁ କିଡ୍‌ନୀ ବିକିଲେ ଯୁବକ

ବେଜିଂ,୧୬।୧: ଯୁବବର୍ଗଙ୍କ ମଧ୍ୟରେ ସମ୍ପ୍ରତି ମୋବାଇଲ୍‌ ମାନିଆ ବଢ଼ିବାରେ ଲାଗିଛି। ମୋବାଇଲ୍‌ ପାଇବା ପାଇଁ ସେମାନେ ଯେ କୌଣସି କାର୍ଯ୍ୟ କରିବାକୁ ମଧ୍ୟ ପଛାଉ ନାହାଁନ୍ତି। 

କେନିଆରେ ଆତଙ୍କବାଦୀ ଆକ୍ରମଣ: ୧୧ ମୃତ

କେନିଆରେ ଆତଙ୍କବାଦୀ ଆକ୍ରମଣ: ୧୧ ମୃତ

ନାଇରୋବି,୧୬।୧: କେନିଆରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଏକ ବିଳାସପୂର୍ଣ୍ଣ ହୋଟେଲରେ ଏଭଳି କାଣ୍ଡ ଭିଆଇଛନ୍ତି ଆତଙ୍କବାଦୀ। 

ପାକିସ୍ତାନ ନିର୍ମାଣ କରିବ ହିନ୍ଦୁଙ୍କ ପାଇଁ ଶ୍ମଶାନ ଘାଟ

ପାକିସ୍ତାନ ନିର୍ମାଣ କରିବ ହିନ୍ଦୁଙ୍କ ପାଇଁ ଶ୍ମଶାନ ଘାଟ

ପେଶାଓ୍ବର,୧୫।୧: ପାକିସ୍ତାନର ଖେବର ପଖତୁନଓ୍ବା ଅଞ୍ଚଳରେ ସେଠାକାର ସରକାର ହିନ୍ଦୁ ଓ ଶିଖ୍‌ ସମୁଦାୟଙ୍କ ପାଇଁ ଶ୍ମଶାନ ଘାଟ ଯୋଗାଇ ଦେବେ ବୋଲି ଜଣାପଡିଛି। ସେଠାରେ ହିନ୍ଦୁଙ୍କ ପାଇଁ ଶ୍ମଶାନ ଘାଟ ଓ ଶିଖ୍‌ଙ୍କ ପାଇଁ ଏକ କବର ସ୍ଥାନ ନିମାଣ କରିବାକୁ ସ୍ଥାନ ଚିହ୍ନଟ ସରିଛି।