ଜାତୀୟ |

ଏନ୍‌ଜିଟି ଆଦେଶକୁ ରଦ୍ଦ କଲେ ସୁପ୍ରିମ୍‌କୋର୍ଟ: ଅମରନାଥରେ ବନ୍ଦ ହେବନି ହର ହର ମହାଦେବ ଧ୍ୱନୀ

ଏନ୍‌ଜିଟି ଆଦେଶକୁ ରଦ୍ଦ କଲେ ସୁପ୍ରିମ୍‌କୋର୍ଟ: ଅମରନାଥରେ ବନ୍ଦ ହେବନି ହର ହର ମହାଦେବ ଧ୍ୱନୀ
ନୂଆଦିଲ୍ଲୀ, ୧୬।୪ : ଅମରନାଥରେ ଜୟଧ୍ୱନୀକୁ ନେଇ ଜାତୀୟ ସବୁଜ ପ୍ରାଧିକରଣ(ଏନ୍‌ଜିଟି)ପକ୍ଷରୁ ଦିଆଯାଇଥିବା ଆଦେଶକୁ ସୋମବାର ସୁପ୍ରିମ୍‌କୋର୍ଟ ରଦ୍ଦ କରିଛନ୍ତି। ଅମରନାଥକୁ ସାଇଲେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା କରିବା ପାଇଁ ଏନ୍‌ଜିଟି ଆଦେଶ ଦେଇଥିଲେ। ମହାଶିବଲିଙ୍ଗ ଉପରେ ନକାରାତ୍ମକ ପ୍ରଭାବ ପଡୁଥିବାରୁ ଏନ୍‌ଜିଟି ଏଭଳି ନିଷ୍ପତ୍ତି ନେଇଥିଲେ। ଏଠାରେ କୋଳାହଳ ଯୋଗୁ ଭୂସ୍ଖଳନର ଆଶଙ୍କା ରହିଥିବା ଏନ୍‌ଜିଟି ଦର୍ଶାଇଥିଲେ। ତେବେ ଏହାକୁ ଶୀର୍ଷ ଅଦାଲତ ଖାରଜ କରିଛନ୍ତି।
All Right Reserved By

ଜାତୀୟ |

ସ୍ମୃତି ଇରାନୀଙ୍କ ବିବାଦିତ ବୟାନ: ‘ନାପକିନ୍‌ ସହ ଯଦି ବନ୍ଧୁଙ୍କ ଘରକୁ ଯାଉନାହାନ୍ତି, ତେବେ ମନ୍ଦିର କେମିତି ଯିବେ’

ସ୍ମୃତି ଇରାନୀଙ୍କ ବିବାଦିତ ବୟାନ: ‘ନାପକିନ୍‌ ସହ ଯଦି ବନ୍ଧୁଙ୍କ ଘରକୁ ଯାଉନାହାନ୍ତି, ତେବେ ମନ୍ଦିର କେମିତି ଯିବେ’

ନୂଆଦିଲ୍ଲୀ, ୨୩।୧୦: ସାବରିମାଳା ମନ୍ଦିରରେ ସବୁବର୍ଗର ମହିଳା ପ୍ରବେଶ କରିପାରିବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ବି ଏହାକୁ ନେଇ ବିବାଦ ଥମୁନି। ବିଭିନ୍ନ ଧର୍ମାନୁଷ୍ଠାନ ପକ୍ଷରୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରାଯାଉଛି। 

ଦଳ ଗଢିଲେ ଶିବପାଲ ଯାଦବ

ଦଳ ଗଢିଲେ ଶିବପାଲ ଯାଦବ

ଲକ୍ଷ୍ନୌ, ୨୩।୧୦: ସମାଜବାଦୀ ପାର୍ଟି ନେତା ଶିବପାଲ ଯାଦବ ନୂଆ ରାଜନୈତିକ ଦଳ ପଞ୍ଜୀକୃତ କରିଛନ୍ତି। ନୂଆ ଦଳର ନାଁ ରହିଛି ‘ପ୍ରଗତିଶୀଳ ସମାଜବାଦୀ ପାର୍ଟି ଲୋହିଆ’। 

ରମଣ ସିଂଙ୍କ ବିରୋଧରେ ଲଢିବେ ବାଜପେୟୀଙ୍କ ଝିଆରୀ

ରମଣ ସିଂଙ୍କ ବିରୋଧରେ ଲଢିବେ ବାଜପେୟୀଙ୍କ ଝିଆରୀ

ରାୟପୁର, ୨୩।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଝିଆରୀ ଛତିଶଗଡର ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ବିରୋଧରେ ନିର୍ବାଚନ ଲଢିବେ।

ଜୀବନ ଯୁଦ୍ଧରେ ହାରିଗଲେ ବିଚାରପତିଙ୍କ ପୁଅ: ହେଲେ ୩ ଜଣଙ୍କୁ ଦେଲେ ନୂଆ ଜୀବନ

ଜୀବନ ଯୁଦ୍ଧରେ ହାରିଗଲେ ବିଚାରପତିଙ୍କ ପୁଅ: ହେଲେ ୩ ଜଣଙ୍କୁ ଦେଲେ ନୂଆ ଜୀବନ

ହରିୟାଣା,୨୩।୧୦: ବହୁଚର୍ଚ୍ଚିତ ଗୁରୁଗାଓଁ ବିଚାରପତିଙ୍କ ପୁଅ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ଦୀର୍ଘ ୧୦ ଦିନର ସଂଗ୍ରାମ ପରେ ସେ ଶୋଇ ଯାଇଛନ୍ତି ଚିର ନିଦ୍ରାରେ। 

ଭାଇରାଲ ହେଲା କଂଗ୍ରେସ ବିଧାୟକଙ୍କ ପ୍ରଚାର ଭିଡିଓ: ‘ଦଳ ଯାଇଛି ତେଲ ପାଇଁ ଆପଣ ମୋର ସମ୍ମାନ ରଖନ୍ତୁ’

ଭାଇରାଲ ହେଲା କଂଗ୍ରେସ ବିଧାୟକଙ୍କ ପ୍ରଚାର ଭିଡିଓ: ‘ଦଳ ଯାଇଛି ତେଲ ପାଇଁ ଆପଣ ମୋର ସମ୍ମାନ ରଖନ୍ତୁ’

ଇନ୍ଦୋର,୨୩।୧୦: ମଧ୍ୟ ପ୍ରଦେଶ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ସମସ୍ତ ଦଳର ପ୍ରାର୍ଥୀ ପ୍ରଚାର କାମରେ ଲାଗି ପଡିଛନ୍ତି। ତେବେ କଂଗ୍ରେସର ଜଣେ ବିଧାୟକଙ୍କ ପ୍ରଚାର ଢଙ୍ଗକୁ ଦେଖି ଏବେ ଚର୍ଚ୍ଚା ଜୋର ଧରିଛି।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୮ ମୃତ, ୮ ଆହତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୮ ମୃତ, ୮ ଆହତ

ବିଶାଖାପଟନମ,୨୩।୧୦: ଜାତୀୟ ରାଜପଥ ୨୧୬ରେ ସୋମବାର ବିଳମ୍ବିତ ରାତିରେ ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ଅତିକମ୍‌ରେ ୮ଜଣଙ୍କ ମୃତ୍ୟୁ ହେବା ସହ ୮ ଆହତ ହୋଇଥିବା ଜଣାପଡିଛି।

ମହାରାଷ୍ଟ୍ରର ୧୮୦ଟି ତହସିଲ ମରୁଡି ପ୍ରଭାବିତ

ମହାରାଷ୍ଟ୍ରର ୧୮୦ଟି ତହସିଲ ମରୁଡି ପ୍ରଭାବିତ

ମୁମ୍ବାଇ,୨୩।୧୦: ମହାରାଷ୍ଟ୍ରରେ ଚାଷୀ ଆତ୍ମହତ୍ୟା ଜାରି ରହିଥିବାବେଳେ ସରକାର ଏନେଇ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। 

ଆର୍ମି କ୍ୟାମ୍ପ୍‌ରେ ବିସ୍ଫୋରଣ

ଆର୍ମି କ୍ୟାମ୍ପ୍‌ରେ ବିସ୍ଫୋରଣ

ଶ୍ରୀନଗର, ୨୩।୧୦: ଜମ୍ମୁ-କଶ୍ମୀର ପୁଞ୍ଚ ଜିଲା ମୋତି ମାହାଲଠାରେ ଥିବା ୯୩ ବ୍ରିଗେଡ୍‌ ଆର୍ମି କ୍ୟାମ୍ପ୍‌ରେ ମଙ୍ଗଳବାର ଏକ ବିସ୍ଫୋରଣ ଘଟିଛି। 

ସୁନ୍ଦେରବାନି ସେକ୍ଟର ଆତଙ୍କବାଦୀ ଆକ୍ରମଣ: ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ଭାରତର ସମନ ଜାରି

ସୁନ୍ଦେରବାନି ସେକ୍ଟର ଆତଙ୍କବାଦୀ ଆକ୍ରମଣ: ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ଭାରତର ସମନ ଜାରି

ନୂଆଦିଲ୍ଲୀ/ଇସଲାମାବାଦ୍‌,୨୩।୧୦: ଜମ୍ମୁ-କଶ୍ମୀର ସୁନ୍ଦେରବାନି ସେକ୍ଟରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ସମନ ଜାରି କରିଛି ଭାରତ।

 ସାବରିମାଳାରେ ମହିଳାଙ୍କ ପ୍ରବେଶ: ପୁନର୍ବିଚାର ନଭେମ୍ବର ୧୩ରେ

ସାବରିମାଳାରେ ମହିଳାଙ୍କ ପ୍ରବେଶ: ପୁନର୍ବିଚାର ନଭେମ୍ବର ୧୩ରେ

ନୂଆଦିଲ୍ଲୀ,୨୩।୧୦: ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ପୁନର୍ବିଚାର ନଭେମ୍ବର ୧୩ରେ ହେବ ବୋଲି ସୁପ୍ରିମ୍‌କୋର୍ଟ ମଙ୍ଗଳବାର ସୂଚନା ଦେଇଛନ୍ତି। 

ଅମୃତସର ଟ୍ରେନ୍‌ ଦୁର୍ଘଟଣା: କ୍ୟାଣ୍ଡେଲ ଶୋଭାଯାତ୍ରାରେ ହସିଲେ ସିଦ୍ଧୁ ,ଫଟୋ ଭାଇରାଲ

ଅମୃତସର ଟ୍ରେନ୍‌ ଦୁର୍ଘଟଣା: କ୍ୟାଣ୍ଡେଲ ଶୋଭାଯାତ୍ରାରେ ହସିଲେ ସିଦ୍ଧୁ ,ଫଟୋ ଭାଇରାଲ

ଅମୃତସର,୨୩।୧୦: ପଞ୍ଜାବ ଅମୃତସରରେ ବିଜୟା ଦଶମୀରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣାରେ ୬୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶହେରୁ ଉର୍ଦ୍ଧ୍ୱ ଆହତ ହୋଇଥିଲେ।

ମୁମ୍ବାଇ ବିମାନ ବନ୍ଦର ୬ ଘଣ୍ଟା ପାଇଁ ବନ୍ଦ

ମୁମ୍ବାଇ ବିମାନ ବନ୍ଦର ୬ ଘଣ୍ଟା ପାଇଁ ବନ୍ଦ

ମୁମ୍ବାଇ,୨୩।୧୦: ମୁମ୍ବାଇ ବିମାନ ବନ୍ଦରର ରନଓ୍ବେ ମରାମତି ପାଇଁ ମଙ୍ଗଳବାର ପୂର୍ବାହ୍ନ ୧୧ଟାଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଏସମ୍ପର୍କରେ ଯାତ୍ରୀମାନଙ୍କୁ ପୂର୍ବରୁ ଅବଗତ କରାଯାଇଛି।