ମନୋରଞ୍ଜନ |

ବିଗ୍‌ ବସ୍‌-୧୨ ପାଇଁ ଆରମ୍ଭ ହେଲା ଅଡିଶନ୍‌

ବିଗ୍‌ ବସ୍‌-୧୨ ପାଇଁ ଆରମ୍ଭ ହେଲା ଅଡିଶନ୍‌

ନୂଆଦିଲ୍ଲୀ,୧୬।୪: ଟେଲିଭିଜନ ଦୁନିଆର ସବୁଠାରୁ ଲୋକପ୍ରିୟ ରିୟାଲିଟି ଶୋ’ ବିଗ୍‌ ବସ୍‌-୧୨ର ଅଡିଶନ୍‌ ଆରମ୍ଭ ହୋଇଛି। ହେଲେ ଏଥର ଅଡିଶନ୍‌ରେ ସାମାନ୍ୟ ଟୁଇଷ୍ଟ କରାଯାଇଥିବା ଜଣାପଡିଛି। ଘରୋଇ ଚ୍ୟାନେଲ କଲର୍ସର ଟୁଇଟର୍‌ ପେଜ୍‌ରେ ଏହା ଉଲ୍ଲେଖ କରାଯାଇଛି। ଏହି ଶୋ’ ଶୀଘ୍ର ଆରମ୍ଭ ହେବା ସହ ଏଥର ଯୋଡିଦାର କଣ୍ଟେଷ୍ଟାଣ୍ଟଙ୍କୁ ନିଆଯିବ ବୋଲି ଚ୍ୟାନେଲ ପକ୍ଷରୁ କୁହାଯାଇଛି। ବିଗ୍‌ ବସ୍‌ ହାଉସ୍‌ରେ ଡବଲ୍‌ ଧମାଲ୍‌ ମଚାଇବା ପାଇଁ କଣ୍ଟେଷ୍ଟାଣ୍ଟମାନେ ସାଙ୍ଗରେ ସେମାନଙ୍କ ଯୋଡିଦାରଙ୍କୁ ଆଣିବାକୁ ଚ୍ୟାନେଲ ପକ୍ଷରୁ ଟୁଇଟ୍‌ କରି ଜଣାଇ ଦିଆଯାଇଛି। ଆସନ୍ତା ଅକ୍ଟୋବରରେ ଏହି ଶୋ’ ଆରମ୍ଭ ହେଉଥିବା ବେଳେ ସିଲେକ୍ସନର ଲମ୍ବା ପ୍ରକ୍ରିୟାକୁ ଦେଖି ଏବେଠାରୁ ଅଡିଶନ୍‌ ଆରମ୍ଭ କରାଯାଇଥିବା ସୂଚନା ମିଳିଛି।

All Right Reserved By

ମନୋରଞ୍ଜନ |

ଦେହଜୀବୀ ଭୂମିକାରେ ବଲିଉଡ୍‌ ଅଭିନେତ୍ରୀ

ଦେହଜୀବୀ ଭୂମିକାରେ ବଲିଉଡ୍‌ ଅଭିନେତ୍ରୀ

ମୁମ୍ବାଇ: ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ନିଜର ଅଭିନୟ ଦକ୍ଷତା ପ୍ରଦର୍ଶନ କରିବାକୁ ପ୍ରାୟ ଅଭିନେତ୍ରୀ ଆଶା ରଖିଥାନ୍ତି। ଏହି କ୍ରମରେ ବଲିଉଡ୍‌ର କେତେକ ନାମୀ ଅଭିନେତ୍ରୀ ଦେହଜୀବୀ ଭୂମିକାରେ ଅଭିନୟ କରି ନିଜର ଦକ୍ଷତା ପ୍ରତିପାଦିତ କରିବାକୁ ଚେଷ୍ଟା କରିଛନ୍ତି।

ଜାହ୍ନବୀଙ୍କ ନିକଟରେ ଶ୍ରୀଦେବୀଙ୍କ ଭଳି ଚାର୍ମ ନାହିଁ: ଆଶୁତୋଷ

ଜାହ୍ନବୀଙ୍କ ନିକଟରେ ଶ୍ରୀଦେବୀଙ୍କ ଭଳି ଚାର୍ମ ନାହିଁ: ଆଶୁତୋଷ

ମୁମ୍ବାଇ: ଜାହ୍ନବୀ କପୁରଙ୍କ ଡେବ୍ୟୁ ଫିଲ୍ମ ‘ଧଡକ୍‌’ ଶୁକ୍ରବାର ଫ୍ରାଇଡେ ରିଲିଜରେ ସାମିଲ ହୋଇଛି। ଏହି ଫିଲ୍ମକୁ ଦେଖିବା ପରେ ଆସୁଛି ଅନେକ ମତ ଓ ମନ୍ତବ୍ୟ। ହେଲେ ବଲିଉଡ କଳାକାର ଆଶୁତୋଷ ରାଣା ଦେଇଥିବା ଏକ ମନ୍ତବ୍ୟ କେତେଜଣଙ୍କର ଭ୍ରୂକୁଞ୍ଚନ ସୃଷ୍ଟି କରିଛି।

ବଲିଉଡ୍‌ରେ ଲୋପାମୁଦ୍ରାଙ୍କ ପଦାର୍ପଣ

ବଲିଉଡ୍‌ରେ ଲୋପାମୁଦ୍ରାଙ୍କ ପଦାର୍ପଣ

ମୁମ୍ବାଇ:ବଲିଉଡ୍‌ରେ ପଦାର୍ପଣ କରିବାକୁ ଯାଉଛନ୍ତି ଗର୍ଜିୟସ୍‌ ମିସ୍‌ ୟୁନାଇଟେଡ୍‌ କଣ୍ଟିନେଣ୍ଟ ୨୦୧୬ ସେକେଣ୍ଡ ରନର୍ସଅପ୍‌ ଲୋପାମୁଦ୍ରା ରାଉତ୍‌। ହେମନ୍ତ ହେଗ୍‌ଡ଼େଙ୍କ ସସ୍ପେନ୍ସ ଥ୍ରିଲର୍‌ ‘ବ୍ଲଡ୍‌ ଷ୍ଟୋରି’ରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି ଲୋପାମୁଦ୍ରା।

ଜାହ୍ନବୀଙ୍କ ଅଭିନୟ ଦେଖି ସ୍ତବ୍ଧ ହେଲେ ଅର୍ଜୁନ

ଜାହ୍ନବୀଙ୍କ ଅଭିନୟ ଦେଖି ସ୍ତବ୍ଧ ହେଲେ ଅର୍ଜୁନ

ମୁମ୍ବାଇ: ଫ୍ରାଇଡେ ରିଲିଜରେ ଏଥର ଫ୍ଲୋରକୁ ଆସିଛି ଜାହ୍ନବୀ କପୁରଙ୍କ ଡେବ୍ୟୁ ଫିଲ୍ମ ‘ଧଡକ୍‌’। ଏହି ରୋମାଣ୍ଟିକ ମୁଭି ୟଙ୍ଗ ଅଡିଅନ୍ସଙ୍କୁ ବେଶ୍‌ ପସନ୍ଦ ଆସିଥିବା ବେଳେ ଦୁଇ ନୂଆ କଳାକାରଙ୍କ ଅଭିନୟକୁ ମିଳିଛି ଅନେକ ପ୍ରଶଂସା।

ଶମ୍ମି କପୁରଙ୍କ ଗୀତର ରିମେକ୍‌ କରିବେ ଅନିଲ

ଶମ୍ମି କପୁରଙ୍କ ଗୀତର ରିମେକ୍‌ କରିବେ ଅନିଲ

ମୁମ୍ବାଇ: ଅନିଲ କପୁର ଓ ରାଜକୁମାର ରାଓଙ୍କ ଫିଲ୍ମ ‘ଫନ୍ନେ ଖାଁ’ ୩ ଆସନ୍ତା ଅଗଷ୍ଟରେ ରିଲିଜ୍‌ ହେବାର ଯୋଜନା ରହିଛି। ଏବେ ପର୍ଯ୍ୟନ୍ତ ଫିଲ୍ମର ଯେଉଁ ଗୀତ ରିଲିଜ୍‌ ହୋଇଛି ତାକୁ ଦେଖି ଦର୍ଶକେ ଭଲ ରେସ୍‌ପନ୍ସ ଦେଇଛନ୍ତି।

ପ୍ରଶଂସକଙ୍କୁ ଚମକାଇ ଦେଲେ ବଲିଉଡ଼ ଗାୟକ ଲକି

ପ୍ରଶଂସକଙ୍କୁ ଚମକାଇ ଦେଲେ ବଲିଉଡ଼ ଗାୟକ ଲକି

ମୁମ୍ବାଇ: ଏବେ ବଲିଉଡ ଦୁନିଆରେ ସତେ ଯେମିତି କାହାର ନଜର ଲାଗିଗଲା ଭଳି ମନେ ହେଉଛି। ଦୀର୍ଘ ୩ ମାସ ହେବ ବିଦେଶରେ ରହି କ୍ୟାନସର ଭଳି ମାରାତ୍ମକ ରୋଗର ଚିକିତ୍ସା କରୁଛନ୍ତି ଅଭିନେତା ଇରଫାନ୍‌ ଖାନ୍‌।

ଚର୍ଚ୍ଚାରେ ଗୋଲ୍ଡ ଗର୍ଲ ମୌନୀ

ଚର୍ଚ୍ଚାରେ ଗୋଲ୍ଡ ଗର୍ଲ ମୌନୀ

ମୁମ୍ବାଇ: ବଙ୍ଗଳା ସୁନ୍ଦରୀ ମୌନୀ ରୟଙ୍କ ବଲିଉଡ୍‌ ଯାତ୍ରା ବେଶ୍‌ ଆକର୍ଷଣୀୟ। ଟେଲିଭିଜନ୍‌ ଦୁନିଆରୁ ଅଭିନୟ ଯାତ୍ରା ଆରମ୍ଭ କରିଥିବା ମୌନୀ ଏବେ ବି-ଟାଉନ୍‌ର ବହୁଚର୍ଚ୍ଚିତ ଅଭିନେତ୍ରୀ ପାଲଟିଛନ୍ତି।

ଫିଲ୍ମ ଫ୍ରାଇଡେ’: ପରଦାକୁ ଆସିବ ‘ଧଡକ୍‌’

ଫିଲ୍ମ ଫ୍ରାଇଡେ’: ପରଦାକୁ ଆସିବ ‘ଧଡକ୍‌’

ଭୁବନେଶ୍ୱର,୨୦।୭(ବ୍ୟୁରୋ)- ଗତ ସପ୍ତାହରେ ‘ସୁର୍‌ମା’ ରିଲିଜ ପରେ ଚଳିତ ସପ୍ତାହ ଫିଲ୍ମ ଫ୍ରାଇଡେ’ରେ ରିଲିଜ ହେବାକୁ ଯାଉଛି ହିନ୍ଦୀ ଫିଲ୍ମ ‘ଧଡକ୍‌’। ଏହାସହ ଏଥର ଦୁଇ ଦୁଇଟି ଆମେରିକାନ୍‌ ଫିଲ୍ମ ‘ହୋଟେଲ ଟ୍ରାନ୍ସିଲ୍‌ଭାନିଆ ୩: ଏ ମନ୍‌ଷ୍ଟର ଭ୍ୟାକେସନ୍‌’ ଏବଂ ‘ସ୍କାଏସ୍କ୍ରାପର୍‌’ ମଧ୍ୟ ପରଦାକୁ ଆସୁଛି।

ଡେବ୍ୟୁ ଫିଲ୍ମ ଜରିଆରେ ମାଆଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବେ ଜାହ୍ନବୀ

ଡେବ୍ୟୁ ଫିଲ୍ମ ଜରିଆରେ ମାଆଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବେ ଜାହ୍ନବୀ

ମୁମ୍ବାଇ: ଏଥର ଫ୍ରାଇଡେ ରିଲିଜରେ ସାମିଲ ହେଉଛି ଜାହ୍ନବୀ କପୁରଙ୍କ ଡେବ୍ୟୁ ଫିଲ୍ମ ‘ଧଡକ୍‌’। ଏଥିରେ ସେ ତାଙ୍କ ଅଭିନେତ୍ରୀ ମାଆଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବେ ବୋଲି ଜଣାପଡିଛି।

ମଲ୍‌ରେ ବିନା ଦ୍ୱିଧାରେ ବୁଲିଲେ ସଲମାନ, ଚିହ୍ନି ପାରିଲେନି କେହି

ମଲ୍‌ରେ ବିନା ଦ୍ୱିଧାରେ ବୁଲିଲେ ସଲମାନ, ଚିହ୍ନି ପାରିଲେନି କେହି

ବମ୍ବେ: ବଲିଉଡର କିଙ୍ଗ ଖାନଙ୍କର ଦେଶ ତଥା ଦେଶ ବାହାରେ ଅନେକ ପ୍ରଶଂସକ। ଏଥିପାଇଁ ତାଙ୍କୁ ସବୁବେଳେ ନିଜର ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ। ସଲମାନ ଯେଉଁଠିକୁ ବି ଯାଆନ୍ତି ପ୍ରଶଂସକଙ୍କ ଭିଡ଼ ଜମା ହୋଇଯାଏ। ମାତ୍ର ଏହାର ଓଲଟା କିଛି ଦେଖିବାକୁ ମିଳିଛି ସୁଦୂର ଦୁବାଇରେ। ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ସଲମାନ ଏକ ମଲ୍‌ରେ ବିନା ଦ୍ୱିଧାରେ ତଥା ବେଶ୍‌ ଆରାମରେ ବୁଲୁଥିବା ଦେଖାଯାଉଛି।

କେବେ ଭୁଲି ନାହାନ୍ତି ଦୀପିକା

କେବେ ଭୁଲି ନାହାନ୍ତି ଦୀପିକା

ଦୀପିକା ପାଦୁକୋନ-ବର୍ତ୍ତମାନ ବଲିଉଡ୍‌ର ଅନ୍ୟତମ ବ୍ୟସ୍ତ ଅଭିନେତ୍ରୀ। ଶୁଟିଂ ସେଟ୍‌ରେ ସେ ଯେପରି ପଙ୍କ୍‌ଚୁଆଲ ଠିକ୍‌ ସେହିପରି ବ୍ୟକ୍ତିଗତ ଜୀବନରେ କେତେକ କଥାକୁ ସେ ବେଶ୍‌ ଗମ୍ଭୀରତାର ସହ ନେଇଥାଆନ୍ତି। କୌଣସି କାରଣରୁ ନିଜ ଦୈନନ୍ଦିନ ଜୀବନଶୈଳୀ ପ୍ରଭାବିତ ହେଉ ତାହା ସେ ଚାହାନ୍ତି ନାହିଁ।

ଜାହ୍ନବୀଙ୍କ ଇଚ୍ଛା

ଜାହ୍ନବୀଙ୍କ ଇଚ୍ଛା

ନବାଗତା ଜାହ୍ନବୀ କପୁର ଆଦୌ ତରତର ହେବେ ନାହିଁ। ଦେଖି ଚାହିଁ ଇଣ୍ଡଷ୍ଟ୍ରିରେ ପାଦ ପକାଇବେ। ଯେହେତୁ ଏବେ କ୍ୟାରିୟର ଆରମ୍ଭ ହେଉଛି, ତେଣୁ ସବୁଦିଗକୁ ଦୃଷ୍ଟି ଦେବାକୁ ପଡିବ ବୋଲି କହିଛନ୍ତି ଜାହ୍ନବୀ। ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ କହିଲେ,

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ