ଜାତୀୟ |

ଛତିଶଗଡ଼: ଦୁଇ ମାଓବାଦୀଙ୍କ ଆତ୍ମସମର୍ପଣ

ଛତିଶଗଡ଼: ଦୁଇ ମାଓବାଦୀଙ୍କ ଆତ୍ମସମର୍ପଣ

ଦନ୍ତଓ୍ବୋଡା,୧୨।୪: ଛତିଶଗଡ ଦନ୍ତଓ୍ବୋଡା ଜିଲା ପୋଲିସ ନିକଟରେ ଗୁରୁବାର ଦୁଇଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ବିଳାସପୁରର ସୁନ୍ଦର ଓ ମଞ୍ଜୁଳା। ଉଭୟ ୧୫ ବର୍ଷ ଧରି ବିଭିନ୍ନ ମାଓବାଦୀ କାର୍ଯ୍ୟକଳାପରେ ସକ୍ରିୟ ଭାବେ ଯୋଗଦାନ କରିଥିଲେ। ଏପରିକି ବିସ୍ଫୋରଣ, ଅପହରଣ ତଥା ଏନ୍‌କାଉଣ୍ଟର ଆଦିରେ ସେମାନେ ସାମିଲ ଥିବା ପୋଲିସ ଆଗରେ ସ୍ବୀକାର କରିଥିବା ଦାନ୍ତଓ୍ବୋଡା ଏସ୍‌ପି କମଳଲୋଚନ କଶ୍ୟପ ପ୍ରକାଶ କରିଛନ୍ତି।

All Right Reserved By

ଜାତୀୟ |

 ଭାଇରାଲ ହେଲା ଆଶୀର୍ବାଦ

ଭାଇରାଲ ହେଲା ଆଶୀର୍ବାଦ

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀର ଜନକପୁରୀରେ ଷ୍ଟେଶନ ହାଉସ୍‌ ଅଫିସର(ଏସ୍‌ଏଚ୍‌ଓ)ଭାବେ କାର୍ଯ୍ୟରତ ଜଣେ ପୋଲିସ କର୍ମଚାରୀ ଆତ୍ମଘୋଷିତା ମା’ ନମିତା ଆଚାର୍ଯ୍ୟଙ୍କ ଆଶୀର୍ବାଦ ନେବାର ଫଟୋ ଭାଇରାଲ ହେବା ପରେ ଏସ୍‌ଏଚ୍‌ଓଙ୍କୁ ସୋମବାର ବଦଳି ନିର୍ଦ୍ଦେଶ ଦିଆଯାଇଛି।

ରାଫେଲ ଯୁଦ୍ଧ: କଂଗ୍ରେସ-ଭାଜପା ମୁହାଁମୁହିଁ

ରାଫେଲ ଯୁଦ୍ଧ: କଂଗ୍ରେସ-ଭାଜପା ମୁହାଁମୁହିଁ

ନୂଆଦିଲ୍ଲୀ,୨୩।୭: ରାଫେଲ ଯୁଦ୍ଧ ବିମାନ ଡିଲ୍‌ ନେଇ କଂଗ୍ରେସ-ଭାଜପା ମୁହାଁମୁହିଁ ହୋଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀଥାରମଣଙ୍କ ସହିତ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ବାକ୍‌ ଯୁଦ୍ଧ ପରେ ଏବେ ଏହା ଗୁରୁତର ରୂପ ନେଇଛି।

ଛାତ ଭୁଶୁଡି ଦମ୍ପତି ମୃତ

ଛାତ ଭୁଶୁଡି ଦମ୍ପତି ମୃତ

ଦ୍ୱାରକା.୨୩।୭: ନୂଆଦିଲ୍ଲୀ ଦ୍ୱାରକାରେ ସୋମବାର ସକାଳେ ଛାତ ଭୁଶୁଡି ଏକ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସୁନିଲ(୪୦) ଓ ତାଙ୍କ ସ୍ତ୍ରୀ ରଚନା(୪୦) ଛାତ ତଳେ ରହିଯିବାରୁ ସେମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

୨୧୪ ଏକଲବ୍ୟ ସ୍କୁଲରେ ପଢ଼ୁଛନ୍ତି ୬୫ ହଜାରରୁ ଅଧିକ ଛାତ୍ରୀଛାତ୍ର

୨୧୪ ଏକଲବ୍ୟ ସ୍କୁଲରେ ପଢ଼ୁଛନ୍ତି ୬୫ ହଜାରରୁ ଅଧିକ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୨୩।୭: ସମ୍ପ୍ରତି ଦେଶରେ ୨୧୪ ଏକଲବ୍ୟ ମଡ଼େଲ ସ୍କୁଲ କାର୍ଯ୍ୟ କରୁଛି। ଏହି ସ୍କୁଲ ଗୁଡ଼ିକରେ ୬୫ ହଜାରରୁ ଅଧିକ ଛାତ୍ରୀଛାତ୍ର ପାଠ ପଢୁଛନ୍ତି।

ମୁଣ୍ଡକୁ ଥଣ୍ଡା ରଖିବ ହେଲମେଟ୍‌

ମୁଣ୍ଡକୁ ଥଣ୍ଡା ରଖିବ ହେଲମେଟ୍‌

ନୋଏଡ଼ା,୨୩।୭: ହେଲମେଟ୍‌ ମୁଣ୍ଡକୁ ସୁରକ୍ଷା ଦେଇଥାଏ। ତେବେ ଖରାଦିନେ ଏହାକୁ ପିନ୍ଧିଲେ ମୁଣ୍ଡରୁ ଅତ୍ୟଧିକ ଝାଳ ବୋହିଥାଏ। ଏହାକୁ ଦୃଷ୍ଟିରେ ରଖି ଆମିଟି ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଆଡଭାନ୍ସଡ୍‌ ରିସର୍ଚ୍ଚ ଆଣ୍ଡ ଷ୍ଟଡିଜ୍‌ର ପ୍ରଫେସର ଭି.କେ. ଜୈନ ନିର୍ମାଣ କରିଛନ୍ତି ମୁଣ୍ଡକୁ ଥଣ୍ଡା ରଖୁଥିବା ଏକ ହେଲମେଟ୍‌।

ପୁଣି ବିବାଦରେ ଥରୁର

ପୁଣି ବିବାଦରେ ଥରୁର

ନୂଆଦିଲ୍ଲୀ,୨୩।୭: କଂଗ୍ରେସ ନେତା ଶଶୀ ଥରୁର ପୁଣି ଥରେ ବିବାଦ ଘେରକୁ ଆସି ଯାଇଛନ୍ତି। ତାଙ୍କର ‘ହିନ୍ଦୁ-ପାକିସ୍ତାନ’ ଟିପ୍ପଣୀ ଥମି ନ ଥିବା ବେଳେ ଏବେ ସେ ପୁଣି କହିଛନ୍ତି, ‘ଦେଶର ଅଧିକାଂଶ ସ୍ଥାନରେ ମୁସଲମାନଙ୍କ ଅପେକ୍ଷା ଗାଈ ଅଧିକ ସୁରକ୍ଷିତ’।

ଭାଟିଆ ପରିବାରର ପୋଷା କୁକୁରର ମୃତ୍ୟୁ

ଭାଟିଆ ପରିବାରର ପୋଷା କୁକୁରର ମୃତ୍ୟୁ

ନୂଆଦିଲ୍ଲୀ,୨୩।୭: ପାଖାପାଖି ମାସେ ତଳେ ବୁରାଡିରେ ଗୋଟିଏ ପରିବାରର ୧୧ ଜଣଙ୍କ ମୃତ୍ୟୁ ସାରା ଦେଶରେ ଆଲୋଚନାର ବିଷୟ ପାଲଟିଥିଲା। ଘରର ପ୍ରାୟ ସମସ୍ତ ସଦସ୍ୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିବା ବେଳେ ଉକ୍ତ ପରିବାରର ପୋଷା କୁକୁର ଟମି ଯେଉଁ ଗ୍ରୀଲ୍‌ରେ ବନ୍ଧା ହୁଏ ସେହିଠାରେ ହିଁ ବନ୍ଧା ହୋଇଥିଲା।

ସିଂହ ମୁହଁରୁ ମାଲିକଙ୍କୁ ବଞ୍ଚାଇଲା କୁକୁର

ସିଂହ ମୁହଁରୁ ମାଲିକଙ୍କୁ ବଞ୍ଚାଇଲା କୁକୁର

ଅମରେଲି,୨୩।୭: ଗୁଜରାଟ ଅମରେଲିର ଅମ୍ବାଡିରେ ଗତ ଶନିବାର ଘଟିଥିବା ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭବେଶ ହମିର ଭରଓ୍ବାଡ ଗାଁ ନିକଟରେ ମେଣ୍ଢା ଚରାଉଥିବା ସମୟରେ ହଠାତ୍‌ ମେଣ୍ଢାମାନଙ୍କୁ ୩ଟି ସିଂହ ଆକ୍ରମଣ କରିଥିଲେ।

ମୋଦିଙ୍କୁ ସମାଲୋଚନା କଲେ ଉଦ୍ଧବ

ମୋଦିଙ୍କୁ ସମାଲୋଚନା କଲେ ଉଦ୍ଧବ

ବମ୍ବେ,୨୩।୭: ଭାରତୀୟ ଜନତା ପାର୍ଟି ଏବଂ ଶିବସେନା ମଧ୍ୟରେ ଦୂରତା ବଢ଼ିବାରେ ଲାଗିଛି। ଶିବସେନା ପ୍ରମୁଖ ଉଦ୍ଧବ ଠାକ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରିଛନ୍ତି ସମାଲୋଚନା।

ସ୍ଥାପିତ ହେବ ଶ୍ରୀରାମଙ୍କ ୧୫୨ ମିଟର ଉଚ୍ଚ ମୂର୍ତ୍ତି: ଖର୍ଚ୍ଚ ହେବ ୩୩୦ କୋଟି

ସ୍ଥାପିତ ହେବ ଶ୍ରୀରାମଙ୍କ ୧୫୨ ମିଟର ଉଚ୍ଚ ମୂର୍ତ୍ତି: ଖର୍ଚ୍ଚ ହେବ ୩୩୦ କୋଟି

ଲକ୍ଷ୍ନୌ,୨୩।୭: ଉତ୍ତରପ୍ରଦେଶ ପ୍ରଭୁ ଶ୍ରୀରାମଙ୍କ ୧୫୨ ମିଟର ଉଚ୍ଚ ମୂର୍ତ୍ତି ସ୍ଥାପିତ ହେବ। ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଭ୍ରୂଣ ଧରି ଥାନାରେ ପୀଡ଼ିତା

ଭ୍ରୂଣ ଧରି ଥାନାରେ ପୀଡ଼ିତା

ଆମ୍‌ରୋହ,୨୩।୭: ପାଞ୍ଚ ମାସର ଭ୍ରୂଣ ହାତରେ ଧରି ବଳାତ୍କାର ମାମଲା ଦାଏର କରିବାକୁ ଥାନାରେ ପହଞ୍ଚିଲେ ଯୁବତୀ। ଉତ୍ତରପ୍ରଦେଶର ଆମ୍‌ରୋହ ଅଞ୍ଚଳରେ ରବିବାର ଦେଖିବାକୁ ମିଳିଛି ଏଭଳି ଏକ ଚାଞ୍ଚଲ୍ୟକର ଘଟଣା। ୬ମାସ ପୂର୍ବରୁ ତାଙ୍କୁ ବଳାତ୍କାର କରାଯାଇଥିବା ସେ ଅଭିଯୋଗ ଆଣିଛନ୍ତି।

ବିହାରରେ ବିରୋଧୀଙ୍କ ଇନ୍ଦ୍ରଧନୁ ମେଳି

ବିହାରରେ ବିରୋଧୀଙ୍କ ଇନ୍ଦ୍ରଧନୁ ମେଳି

ପାଟନା,୨୩।୭(ପି.ଟି.): ୨୦୧୯ ସାଧାରଣ ନିର୍ବାଚନରେ ଏନ୍‌ଡିଏର ଆସନ ବୁଝାମଣା ଉପରେ ସମସ୍ତଙ୍କ ନଜର ରହିଛି। ହେଲେ ଭାଜପାକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଏହାର ଆଢୁଆଳରେ ବିହାରରେ ଚାଲିଛି ମହାମେଣ୍ଟ ଗଠନର ଏକ ବଡ଼ ଉଦ୍ୟମ।

Watch Live Broadcast of Rath Yatra Puri, Odisha Here

Model This Week

ଚିଣ୍ଟୁ