ମନୋରଞ୍ଜନ |

‘୧୦୨ ନଟ୍‌ ଆଉଟ୍‌’ର ଟ୍ରେଲର ରିଲିଜ

‘୧୦୨ ନଟ୍‌ ଆଉଟ୍‌’ର ଟ୍ରେଲର ରିଲିଜ
ବମ୍ବେ: ବି’ ଟାଉନ୍‌ର ‘ଲମ୍ବୁ ଜୀ’ ଏବଂ ‘ଟିଙ୍କୁ ଜୀ’ ଅର୍ଥାତ୍‌ ଅମିତାଭ ବଚ୍ଚନ ଏବଂ ରିଷି କପୁର ଅଭିନୀତ ଚଳଚ୍ଚିତ୍ର ‘୧୦୨ ନଟ୍‌ ଆଉଟ୍‌’ର ଟ୍ରେଲର ବୁଧବାର ରିଲିଜ ହୋଇଛି। ଏହାକୁ ନିର୍ମାଣ କରିଛନ୍ତି ‘ଓ ମାଇଁ ଗଡ’ ଭଳି ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ମାତା ଉମେଶ ଶୁକ୍ଳା। ଏହି ଚଳଚ୍ଚିତ୍ରର ବିଷୟବସ୍ତୁ ଜଣେ ବୟସ୍କ ବାପା ଏବଂ ତାଙ୍କ ବୟସ୍କ ପୁଅଙ୍କ ଜୀବନ କାହାଣୀ ଉପରେ ଗତିଶୀଳ ହୋଇଛି। ଏଥିରେ ବାପା ଭୂମିକା ନିଭାଉଥିବା ଅମିତାଭଙ୍କ ବୟସ ୧୦୦ ଟପିଥିଲେ ମଧ୍ୟ ସେ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଅତ୍ୟନ୍ତ ଖୁସିରେ ଏବଂ ଯୁବକଙ୍କ ଭଳି ବିଚାର ନେଇ ଉପଭୋଗ କରୁଛନ୍ତି। ଅପରପକ୍ଷରେ ପୁଅ ଭୂମିକାରେ ଥିବା ରିଷିଙ୍କୁ ୭୫ ବର୍ଷ ହୋଇଥିଲେ ମଧ୍ୟ ସେ ତାଙ୍କଠାରୁ ଯଥେଷ୍ଟ ବୟସ୍କଙ୍କ ଭଳି ଜିଉଥିବା ଚିତ୍ରଣ କରାଯାଇଛି। ଜୀବନକୁ ଉପଭୋଗ କରିବାର କଳା ଶିଖାଉଥିବା ଏହି ଚଳଚ୍ଚିତ୍ର ମାଧ୍ୟମରେ ‘ଲମ୍ବୁ ଜୀ’ ଏବଂ ‘ଟିଙ୍କୁ ଜୀ’ଙ୍କ ଯୋଡ଼ି ଦୀର୍ଘ ୨୭ ବର୍ଷ ପରେ ପରଦାକୁ ପ୍ରତ୍ୟାବର୍ତ୍ତନ କରିଛି। ଏହା ମେ’ ୪ରେ ପରଦାକୁ ଆସିବାର ଯୋଜନା ରହିଛି।
All Right Reserved By

ମନୋରଞ୍ଜନ |

ଅକ୍ଷୟ କୁମାର କାନାଡାର ନାଗରିକ: ଲଢି ପାରିବେନି ନିର୍ବାଚନ!

ଅକ୍ଷୟ କୁମାର କାନାଡାର ନାଗରିକ: ଲଢି ପାରିବେନି ନିର୍ବାଚନ!

ନୂଆଦିଲ୍ଲୀ,୨୨।୪: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ଏବେ ଲୋକ ସଭା ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଚାଲିଛି। ହେବେ ସୋସିଆଲ ମିଡିଆରେ ଏବେ ଆଉ ଏକ ଚର୍ଚ୍ଚା ଯୋର ଧରିଛି। 

ମଲାଇକାଙ୍କ ପୁଅ ଅରହାନ ଜାହ୍ନବୀଙ୍କ ମେଲ୍‌ ଭର୍ସନ

ମଲାଇକାଙ୍କ ପୁଅ ଅରହାନ ଜାହ୍ନବୀଙ୍କ ମେଲ୍‌ ଭର୍ସନ

ମୁମ୍ବାଇ: ମଲାଇକା ଆରୋରା ଏବେ ତାଙ୍କ ରିଲେସନଶିପକୁ ନେଇ ଅଛନ୍ତି ଚର୍ଚ୍ଚାରେ। ହେଲେ ନିକଟରେ ସେ ତାଙ୍କ ପୁଅ ଅରହାନଙ୍କ ସହ ଲଞ୍ଚ ଡେଟରେ ଯାଇଥିବା ବେଳେ ସ୍ପଟ ହୋଇଛନ୍ତି। 

ଶ୍ରୀଲଙ୍କା ଆକ୍ରମଣରେ ଅଳ୍ପକେ ବର୍ତ୍ତିଲେ ଏହି ଭାରତୀୟ ଅଭିନେତ୍ରୀ

ଶ୍ରୀଲଙ୍କା ଆକ୍ରମଣରେ ଅଳ୍ପକେ ବର୍ତ୍ତିଲେ ଏହି ଭାରତୀୟ ଅଭିନେତ୍ରୀ

କଲମ୍ବୋ,୨୨।୪: ଇଷ୍ଟର ଉତ୍ସବ ସମୟରେ ରବିବାର ଶ୍ରୀଲଙ୍କାର ସିଲସିଲେବାରରେ ସିରିଏଲ ବିସ୍ଫୋରଣ ହୋଇଛି। ରାଜଧାନୀ କଲମ୍ବୋ ସହ ଉପକୂଳୀୟ ସହର ନେଗେମ୍ବୋ ଓ ବାଟିକଲା ସମେତ ୮ଟି ସ୍ଥାନରେ ହୋଇଥିବା ବିସ୍ଫୋରଣରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି। 

ମାଧୁରୀଙ୍କ ଆଖପାଖରେ ବୁଲୁଥିଲେ ସଞ୍ଜୟ, କାନରେ କହୁଥିଲେ ଏହି କଥା

ମାଧୁରୀଙ୍କ ଆଖପାଖରେ ବୁଲୁଥିଲେ ସଞ୍ଜୟ, କାନରେ କହୁଥିଲେ ଏହି କଥା

ମାଧୁରୀ ଏବଂ ସଞ୍ଜୟ ଦତ୍ତଙ୍କ ଯୋଡ଼ି ୯୦ ଦଶକରେ ସିଲ୍‌ଭର ସ୍କ୍ରିନ୍‌ରେ ସୁପରହିଟ୍‌ ହୋଇଥିଲା। ଫିଲ୍ମରେ କାମ କରିବା ସମୟରେ ଦୁଇଜଣଙ୍କ ପ୍ରେମସମ୍ପର୍କ ମଧ୍ୟ ଦର୍ଶକଙ୍କ ସାମ୍ନାକୁ ଆସିଥିଲା।

ଋଷି କପୁରଙ୍କ ସ୍ବାସ୍ଥ୍ୟରେ ସୁଧାର: ଶୀଘ୍ର ଶୁଟିଂ ସେଟ୍‌କୁ ଫେରିବେ

ଋଷି କପୁରଙ୍କ ସ୍ବାସ୍ଥ୍ୟରେ ସୁଧାର: ଶୀଘ୍ର ଶୁଟିଂ ସେଟ୍‌କୁ ଫେରିବେ

ମୁମ୍ବାଇ,୨୧।୪: ବଲିଉଡ୍‌ ଅଭିନେତା ଋଷି କପୁର କିଛି ଦିନ ଧରି ଆମେରିକାରେ ଚିକିତ୍ସିତ ହେଉଛନ୍ତି। ତେବେ ଥାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିଛି।

କାହିଁକି ବିବାହ କରୁ ନାହାଁନ୍ତି ସଲମାନ: ସାମ୍ନାକୁ ଆସିଲା ନୂଆ କାରଣ

କାହିଁକି ବିବାହ କରୁ ନାହାଁନ୍ତି ସଲମାନ: ସାମ୍ନାକୁ ଆସିଲା ନୂଆ କାରଣ

ମୁମ୍ବାଇ: ବଲିଉଡ୍‌ ଭାଇଜନ୍‌ ସଲମାନ ଖାଁ ୫୩ ବର୍ଷରେ ପଦାର୍ପଣ କଲେଣି। କିନ୍ତୁ ଆଜି ପର୍ଯ୍ୟନ୍ତ ସେ ବିବାହ କରି ନାହାଁନ୍ତି। ସେ କେବେ ବିବାହ କରିବେ ତାକୁ ନେଇ ବହୁବାର ପ୍ରଶ୍ନ ଉଠିଥିଲେ ବି ସଲମାନ ଭିନ୍ନ ଭିନ୍ନ କାରଣ ଦର୍ଶାଇଛନ୍ତି।

ଟାଇଗରଙ୍କ ନୂଆ ଯୋଜନା

ଟାଇଗରଙ୍କ ନୂଆ ଯୋଜନା

ଷ୍ଟାର କିଡ୍‌ ଟାଇଗର ଶ୍ରଫ ଏକ ନୂଆ ଯୋଜନାରେ ବ୍ୟସ୍ତ ଅଛନ୍ତି। ୟା ଭିତରେ ବେଶ୍‌ କେତୋଟି ହିଟ୍‌ ସିନେମାରେ ଅଭିନୟ କରି ସେ ଦର୍ଶକଙ୍କ ମନ ଜିଣିବାରେ ସକ୍ଷମ ହୋଇଛନ୍ତି। 

ପ୍ରଥମେ ନା, ତା’ପରେ ହଁ କଲେ ଜାହ୍ନବୀ

ପ୍ରଥମେ ନା, ତା’ପରେ ହଁ କଲେ ଜାହ୍ନବୀ

କଥାରେ ଅଛି ଆରେ ଢାମଣା ବୁଲି ବୁଲି ପୁଣି ସେଇ ଅଗଣା। ଦେଖୁନାହାନ୍ତି, ଡବଲ ରୋଲ୍‌ ପରି ଚାନ୍ସକୁ ଜାହ୍ନବୀ  ପ୍ରଥମେ ହାତଛଡା କରିଥିଲେ। ହେଲେ ପ୍ରଯୋଜକ କୋଉ ଛାଡିବାର।

ଅଜୟ ଦେବଗନଙ୍କ ସହ ଅଭିନୟ କରିବା ଲାଗି ଓଜନ କମାଇଲେ ରକୁଲ୍‌

ଅଜୟ ଦେବଗନଙ୍କ ସହ ଅଭିନୟ କରିବା ଲାଗି ଓଜନ କମାଇଲେ ରକୁଲ୍‌

ସତରେ,ଗୋଟିଏ କଥା କହିବା ଏବଂ ତାହାକୁ କାମରେ ପରିଣତ କରିବା ସହଜ କଥା ନୁହେଁ। ହାତରେ ଅଳ୍ପ ଦିନ, ପୁଣି ତା’ ଭିତରେ ୧୦ କିଗ୍ରା ଓଜନ କମାଇବାକୁ ପଡିବ।

ସିନେମା 'କ୍ରିଷ୍ଣା:  ଷ୍ଟୋରି ଅଫ ଏ ଡ୍ୟାନ୍ସର': ସତ କାହାଣୀକୁ ନେଇ ପର୍ଯ୍ୟବଶିତ

ସିନେମା 'କ୍ରିଷ୍ଣା: ଷ୍ଟୋରି ଅଫ ଏ ଡ୍ୟାନ୍ସର': ସତ କାହାଣୀକୁ ନେଇ ପର୍ଯ୍ୟବଶିତ

ଏକ ସତ ଘଟଣାକୁ ଆଧାର କରି ନିର୍ମିତ ହୋଇଛି ଓଡ଼ିଆ ସିନେମା ‘କ୍ରିଷ୍ଣା : ଷ୍ଟୋରି ଅଫ ଏ ଡ୍ୟାନ୍ସର’। କାହାଣୀ ଅନୁସାରେ ନାୟକ କ୍ରିଷ୍ଣା ଜଣେ ଗରିବ ଘର ପିଲା। ଛୋଟ ବେଳୁ ଡ୍ୟାନ୍ସ ପ୍ରତି ପ୍ରବଳ ଆଗ୍ରହ। 

ରଣବିରଙ୍କ ପ୍ରେମରେ ପାଗେଳି ହେଲେଣି ଆଲିଆ

ରଣବିରଙ୍କ ପ୍ରେମରେ ପାଗେଳି ହେଲେଣି ଆଲିଆ

ରଣବୀର-ଆଲିୟା ଯୋଡ଼ିକୁ ନେଇ ଏବେ ସବୁଠି ଚର୍ଚ୍ଚା। ପବ୍ଲିକ୍‌ ପ୍ଲେସ୍‌ ହେଉ କି ଆଓ୍ବାର୍ଡ ଫଙ୍କଶନ, ଦୁହେଁ ଦୁହିଙ୍କୁ କେତେ ଭଲପାଉଛନ୍ତି ତାହା ଦେଖିଲେ ଜଣାପଡ଼ିଯାଉଛି। 

ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କ ଫଟୋ ଶେୟାର କରି ଏମିତି କହିଲେ ଅଭିଷେକ

ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କ ଫଟୋ ଶେୟାର କରି ଏମିତି କହିଲେ ଅଭିଷେକ

ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବଚ୍ଚନ ଝିଅ ଆରାଧ୍ୟାଙ୍କ ସହ ମାଳଦ୍ୱୀପରେ ଛୁଟି ମନାଉଛନ୍ତି। ଶନିବାର ଅଭି-ଐଶ୍‌ଙ୍କ ବିବାହବାର୍ଷିକୀ ଥିଲା। ତେଣୁ ଏହିଦିନ ଦୁହେଁ ଦୁହିଁଙ୍କୁ ସ୍ପେଶାଲ ଉଇସ୍‌ କରିଛନ୍ତି। ଅଭି ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri