ଯାଜପୁର ଅଫିସ,୭ା୮- ଯାଜପୁର ଜିଲା ଚଣ୍ଡୀଖୋ"> ଅଜଣା ଗାଡି ଧକ୍କାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଯାଜପୁର ଅଫିସ,୭ା୮- ଯାଜପୁର ଜିଲା ଚଣ୍ଡୀଖୋ" /> ଯାଜପୁର ଅଫିସ,୭ା୮- ଯାଜପୁର ଜିଲା ଚଣ୍ଡୀଖୋ" />
ଉପକୂଳ ଓଡିଶା

ଅଜଣା ଗାଡି ଧକ୍କାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ

ଅଜଣା ଗାଡି ଧକ୍କାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ

ଯାଜପୁର ଅଫିସ,୭ା୮- ଯାଜପୁର ଜିଲା ଚଣ୍ଡୀଖୋଲ-ଡୁବୁରୀ ୫୩ନଂ. ଜାତୀୟ ରାଜପଥର ବାବା ଭୈରବାନନ୍ଦ କଲେଜ ନିକଟରେ ଏକ ଅଜଣା ଗାଡି ଧକ୍କାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିନାହିଁ।

All Right Reserved By

ଉପକୂଳ ଓଡିଶା

ଅନ୍ତର୍ଜାତୀୟ ଯୋଗ ଦିବସ

ଡେରାବିଶ,(ସ୍ବ.ପ୍ର.)/ରାଜନଗର(ଡି.ଏEଡ଼୍‌ଐ,,.0୦ ଡେରାବିଶ ବ୍ଲକ ଦାନପୁର ପଞ୍ଚାୟତ ଦୋହଳୀସ୍ଥିତ ବନମାଳୀ ବ୍ରହ୍ମଚାରୀ ଆଦର୍ଶ ଉଚ୍ଚ ବିଦ୍ୟାଳୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି।

ଆଶାକର୍ମୀଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର

ଡେରାବିଶ, ୨୧।୬ (ସ୍ବ.ପ୍ର.) ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ହରିଅଙ୍କ ସେକ୍ଟରର ଆଶାକର୍ମୀମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ୫ ଦିନିଆ ଶିବିର ଚାନ୍ଦୋଳ ପ୍ରାଥମି ସ୍ବାସ୍ଥ୍ୟକେନ୍ଦ୍ର ସଭାଗୃହରେ ବୁଧବାରଠାରୁ ଆରମ୍ଭ ହୋଇଛି।

ଋଚିକବାସିନୀ ରଜ ମହୋତ୍ସବ ଉଦ୍‌ଯାପିତ

ଋଚିକବାସିନୀ ରଜ ମହୋତ୍ସବ ଉଦ୍‌ଯାପିତ

ବାଙ୍କୀ, ୨୧ା୬ (ବି.ପ୍ର)-ଓଡିଆ ସଂସ୍କୃତି ଓ ଜାଗରଣ ମଞ୍ଚ ଆନୁକୂଲ୍ୟରେ ଚାଲିଥିବା ଋଚିକ ବାସିନୀ ରଜ ମହୋତ୍ସବ ବୁଧବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି ା

ସୁସ୍ଥ ରାଷ୍ଟ୍ର ଗଠନରେ ଯୋଗ ଶିକ୍ଷାର ଗୁରୁ ଦାୟିତ୍ୱ ରହିଛି

ସୁସ୍ଥ ରାଷ୍ଟ୍ର ଗଠନରେ ଯୋଗ ଶିକ୍ଷାର ଗୁରୁ ଦାୟିତ୍ୱ ରହିଛି

ବାଙ୍କୀ, ୨୧ା୬ (ସ୍ବ.ପ୍ର.)- ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ବାଙ୍କୀର ବିଭିନ୍ନ ସ୍ଥାନରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାଙ୍କୀ କଲେଜ ପରିସରରେ ଆୟୋଜିତ କାଯର୍ର୍‌ୟକ୍ରମରେ ବାଙ୍କୀ କଲେଜ, ବ୍ରହ୍ମପୁରା ରଘୁନାଥ ଦେବତା ବିଦ୍ୟାପୀଠ, ଡମପଡା ପ୍ରିତମ କୁମାରୀ ବିଦ୍ୟାମନ୍ଦିର, ବିକେ ବିଦ୍ୟାପୀଠ, ସରକାରୀ ବାଳିକା ହାଇସ୍କୁଲର ୧୮୨ଜଣ କ୍ୟାଡେଟ୍‌ ଅଂଶ ଗ୍ରହଣ କରିଥିଲେ ।

ରାମେଶ୍ୱର ମନ୍ଦିରରେ ସଫେଇ କାର୍ଯ୍ୟକ୍ରମ

ରାମେଶ୍ୱର ମନ୍ଦିରରେ ସଫେଇ କାର୍ଯ୍ୟକ୍ରମ

ବାଙ୍କୀ,୨୧ା୬ (ସ୍ବ.ପ୍ର.) ବାଙ୍କୀ ବ୍ଲକ ଅନ୍ତର୍ଗତ କେନ୍ଦୁପଲ୍ଲୀ ପଞ୍ଚାୟତସ୍ଥିତ ପତନୀ ଗ୍ରାମର ପ୍ରସିଦ୍ଧ ଶୈବପୀଠ ରାମେଶ୍ୱର ମନ୍ଦିର ପରିସରରେ ଏକ ସଫେଇ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି ।

ଶିଶୁ ମନ୍ଦିରରେ ଯୋଗ ଶିବିର

ଶିଶୁ ମନ୍ଦିରରେ ଯୋଗ ଶିବିର

ମହାକାଳପଡ଼ା, ୨୧।୬ (ଡି.ଏନ୍‌.ଏ.)- ବିଶ୍ୱ ଯୋଗ ଦିବସ ଅବସରରେ ମହାକାଳପଡ଼ା ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି।

ସାମାନ୍ୟ ବର୍ଷାରେ ତାତିରୁ ତ୍ରାହି

କେନ୍ଦ୍ରାପଡା ଅଫିସ,୨୧।୬-ଗତ କିଛି ଦିନ ହେବ ପ୍ରଚଣ୍ଡ ଖରା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ଗୁରୁବାର ମଧ୍ୟାହ୍ନରେ କେନ୍ଦ୍ରାପଡା ସହରରେ ପ୍ରାୟ ଘଣ୍ଟାଏ ଧରି ବର୍ଷା ହୋଇଯାଇଛି ।

ଡାଙ୍ଗମାଳ -ଡାଳଖାଇ ତଟବନ୍ଧ ରାସ୍ତା ଶୋଚନୀୟ

କେନ୍ଦ୍ରାପଡା ଅଫିସ,୨୧।୬-କେନ୍ଦ୍ରାପଡା ଜଳସମ୍ପଦ ବିଭାଗ (ତଟବନ୍ଧ) ଅଧୀନ ରାଜନଗର ବ୍ଲକ ଡାଙ୍ଗମାଳ ଡାଳଖାଇ ଜଙ୍ଗଲ ପାଖ ରାସ୍ତା ନିର୍ମାଣର ୩ ମାସ ନ ପୂରୁଣୁ ୩ ଶହରୁ ଊର୍ଦ୍ଧ୍ୱ ଖାଲ ସୃଷ୍ଟି ହୋଇଛି ।

ଗରଦପୁର ଅଞ୍ଚଳରେ ବର୍ଷା, ଲୋକେ ଆଶ୍ୱସ୍ତ

ଗରଦପୁର ଅଞ୍ଚଳରେ ବର୍ଷା, ଲୋକେ ଆଶ୍ୱସ୍ତ

ପାଟକୁରା, ୨୧।୬(ଡି.ଏନ.ଏ.)-ଗରଦପୁର ବ୍ଲକ ଅଞ୍ଚଳରେ ଗୁରୁବାର ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିଛି ।

ସାପ କାମୁଡାରେ ଯୁବକ ମୃତ

ରାଜକନିକା,୨୧।୬(ଡିଏନ୍‌ଏ)-ରାଜକନିକା ଥାନା ଅନ୍ତର୍ଗତ କାଟଣା ବଣଅଁା ପଞ୍ଚାୟତ ଧାମରା ଗଁାର ଚୈତନ୍ୟ ସେଠୀଙ୍କ ୧୮ ବର୍ଷର ପୁଅ ବିଶ୍ୱରଞ୍ଜନଙ୍କ ବୁଧବାର ରାତିରେ ସର୍ପ ଦଂଶନରେ ମୃତ୍ୟୁ ଘଟିଛି ।

ଅଗ୍ନିକାଣ୍ଡ ବିପନ୍ନଙ୍କୁ ଭେଟିଲା କଂଗ୍ରେସ

ରାଜକନିକା,୨୧।୬(ଡିଏନ୍‌ଏ)-ରାଜକନିକା ବ୍ଲକ ଅନ୍ତର୍ଗତ ନଳପୋଖରୀ ଗ୍ରାମରେ ମଙ୍ଗଳବାର ବିଲମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୧୭ ବଖରା ଘର ଜଳି ଯାଇଥିଲା। ତେବେ ଏହି ଅଗ୍ନିକାଣ୍ଡରେ ବିପନ୍ନ ପରିବାରକୁ ରାଜକନିକା ବ୍ଲକ କଂଗ୍ରେସ ପକ୍ଷରୁ ଏକ ପ୍ରତିନିଧି ଦଳ ଗୁରୁବାର ଭେଟିଥିବା ଜଣାପଡିଛି ।

ରାସ୍ତା ପାର୍ଶ୍ୱରେ ପଡିଥିବା ମୁହଁବନ୍ଦ ଅଖାକୁ ନେଇ ସନ୍ଦେହ

ଯାଜପୁରରୋଡ,୨୧।୬(ନି.ପ୍ର.)-ଗୁରୁବାର ଯାଜପୁରରୋଡ ଥାନା ଅଧୀନ ରାଛିପୁର ଗ୍ରାମର ଦଳିତ ସାହି ନିକଟ ରାସ୍ତା କଡରେ ମୁହଁ ବନ୍ଧା ଯାଇଥିବା ଏକ ଅଖା ପଡିଛି ।

Model This Week

ପ୍ରଭାତ