ମେଟ୍ରୋ |

ଶ୍ରୀଜଗନ୍ନାଥ ସେନାର ସମୂହ ଦୀପଦାନ

ଶ୍ରୀଜଗନ୍ନାଥ ସେନାର ସମୂହ ଦୀପଦାନ
ପୁରୀ ଅଫିସ, ୨୭।୩: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରର ସୁରକ୍ଷା ପାଇଁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ମଙ୍ଗଳବାର ସିଂହଦ୍ୱାର ସମ୍ମୁଖରେ ସମୂହ ଦୀପଦାନ ଓ ପ୍ରାର୍ଥନା କରାଯାଇଛି। ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ କର୍ମୀମାନେ ରତ୍ନ ଭଣ୍ଡାରର ସୁରକ୍ଷା ଲାଗି ସ୍ଲୋଗାନ ଦେବା ସହ ଏକ ବଡ ଦୀପ ଜାଳି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
All Right Reserved By

ମେଟ୍ରୋ |

ରାସ୍ତା ମରାମତି ଦାବିରେ ରାସ୍ତା ଅବରୋଧ

ରାସ୍ତା ମରାମତି ଦାବିରେ ରାସ୍ତା ଅବରୋଧ

ବାଲିଅନ୍ତା, ୧୯।୨(ଡି.ଏନ୍‌.ଏ.): ହଂସପାଳ-ବନମାଳିପୁର ପୂର୍ତ୍ତ ବିଭାଗ ରାସ୍ତାର ବାଲିଅନ୍ତା ମହାତ୍ମା ସେତୁ ନିକଟରେ ଅଧାପନ୍ତରିଆ ଅବସ୍ଥାରେ ଥିବା ଆପ୍ରୋଚ୍‌ ରାସ୍ତାର ମରାମତି ଦାବିରେ ମଙ୍ଗଳବାର ସ୍ଥାନୀୟ ବାଲିଅନ୍ତା ୟୁଥ୍‌ କ୍ଲବ  ପକ୍ଷରୁ ରାସ୍ତା ଅବରୋଧ ସହ ଧାରଣା ଦିଆଯାଇଥିଲା। 

ରାଜଧାନୀରେ ବାଘ ଆତଙ୍କ: ବାଘ ଖୋଜା ଅଭିଯାନ ପାଇଁ  ରାସ୍ତା ସିଲ୍‌, ଲୋକେ  ହନ୍ତସନ୍ତ

ରାଜଧାନୀରେ ବାଘ ଆତଙ୍କ: ବାଘ ଖୋଜା ଅଭିଯାନ ପାଇଁ ରାସ୍ତା ସିଲ୍‌, ଲୋକେ ହନ୍ତସନ୍ତ

ଭୁବନେଶ୍ୱର, ୧୯।୨(ବ୍ୟୁରୋ): ଭୁବନେଶ୍ୱର ପଳାଶପଲ୍ଲୀ ଅଞ୍ଚଳରେ ଏକ କଲରାପତରିଆ ବାଘ ବୁଲୁଛି। ଏହାକୁ ନେଇ ସୋମବାର ରାତିରୁ ଆରମ୍ଭ ହୋଇଛି ଅପରେଶନ। ବନ ବିଭାଗ ସହିତ ସିଆଇଏସ୍‌ଏଫ୍‌ କର୍ମଚାରୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। 

ବଢ଼ିବ ତାତି

ବଢ଼ିବ ତାତି

ଭୁବନେଶ୍ୱର,୧୯।୨(ବ୍ୟୁରୋ):ବର୍ଷା ଯୋଗୁ ଗତ ଦୁଇଦିନ ହେବ ରାଜ୍ୟରେ ଥଣ୍ଡା ପାଗ ରହିଥିଲା ।

୨୦ରେ ଆସିବେ ଯୋଗୀ

୨୦ରେ ଆସିବେ ଯୋଗୀ

ଭୁବନେଶ୍ୱର, ୧୯।୨(ବ୍ୟୁରୋ):ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତା ୨୦ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବୁଧବାର ସକାଳ ୧୦ଟାରେ ଯୋଗୀ ରାୟପୁର ବିମାନବନ୍ଦରରେ ପହଞ୍ଚିବେ। 

କୋଣାର୍କ ସୂର୍ଯ୍ୟମନ୍ଦିର ଅସୁରକ୍ଷିତ:୬ ସ୍ଥାନରେ ମରାମତି ଆବଶ୍ୟକ

କୋଣାର୍କ ସୂର୍ଯ୍ୟମନ୍ଦିର ଅସୁରକ୍ଷିତ:୬ ସ୍ଥାନରେ ମରାମତି ଆବଶ୍ୟକ

କଟକ ଅଫିସ, ୧୯।୨:କୋଣାର୍କ ସୂର୍ଯ୍ୟମନ୍ଦିର ସୁରକ୍ଷିତ। ମନ୍ଦିର ପ୍ରତି ସେଭଳି କୌଣସି ବିପଦ ନାହିଁ। ଏହିଭଳି କଥା ଆରମ୍ଭରୁ କହି ଆସୁଥିବା ଭାରତୀୟ ପ୍ରନତ୍ତାତ୍ତି୍ବକ ସର୍ବେକ୍ଷଣ (ଏଏସ୍‌ଆଇ) ସଂସ୍ଥା ଶେଷରେ ମାନିଛି ଯେ ମନ୍ଦିର ପ୍ରତି ବିପଦ ରହିଛି। 

ଓକେସିଏଲ୍‌ ପକ୍ଷରୁ ବୁଟ୍‌ କ୍ୟାମ୍ପ

ଓକେସିଏଲ୍‌ ପକ୍ଷରୁ ବୁଟ୍‌ କ୍ୟାମ୍ପ

ଭୁବନେଶ୍ୱର,୧୯-୨: ଓଡ଼ିଶା ନଲେଜ କର୍ପୋରେଶନ ଲିମିଟେଡ (ଓକେସିଏଲ)ପକ୍ଷରୁ ବାର୍ଷିକ ବୁଟ୍‌ କ୍ୟାମ୍ପ-୨୦୧୯ ଅନୁଷ୍ଠିତ ହେଉଛି। 

୨୦ରେ ‘ମନ୍ତ୍ରମଗ୍ନା’ ଫେଷ୍ଟିଭାଲ:ଶାସ୍ତ୍ରୀୟ ନୃତ୍ୟର ଅନନ୍ୟ ମହୋତ୍ସବ

୨୦ରେ ‘ମନ୍ତ୍ରମଗ୍ନା’ ଫେଷ୍ଟିଭାଲ:ଶାସ୍ତ୍ରୀୟ ନୃତ୍ୟର ଅନନ୍ୟ ମହୋତ୍ସବ

ଭୁବନେଶ୍ୱର,୧୯।୨(ବ୍ୟୁରୋ)-ଦେଶର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ହଲ୍ଲୀଷକ’ ପକ୍ଷରୁ ଆସନ୍ତା ୨୦ ତାରିଖରେ ‘ମନ୍ତ୍ରମଗ୍ନା’ ଫେଷ୍ଟିଭାଲ ଓ ସମ୍ମାନ ପ୍ରଦାନ ଉତ୍ସବ ୨୦୧୯ ଅନୁଷ୍ଠିତ ହେବ। ରାଜ୍ୟ ଏବଂ ରାଜ୍ୟ ବାହାରର ନୃତ୍ୟଶିଳ୍ପୀମାନଙ୍କୁ ନେଇ ସ୍ଥାନୀୟ ଭଞ୍ଜ କଳାମଣ୍ଡପଠାରେ ଆୟୋଜନ ହେବାକୁ ଥିବା ଏହି ମହୋତ୍ସବ ଉଭୟ ଖ୍ୟାତନାମା କଳାକାର ଓ ଯୁବ କଳାକାରଙ୍କୁ ଏକ ଉତ୍କୃଷ୍ଟ ମଞ୍ଚ ପ୍ରଦାନ କରିବ। କାର୍ଯ୍ୟକ୍ରମ ଅବସରରେ ଦର୍ଶକ ଶାସ୍ତ୍ରୀୟ ନୃତ୍ୟ, ବିଶେଷକରି ଓଡ଼ିଶୀ ନୃତ୍ୟର ଶୁଦ୍ଧ ଓ ପାରମ୍ପରିକ ଶୈଳୀ ଦେଖିବାର ସୁଯୋଗ ପାଇବେ।

ଜୋନ୍‌ ସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ଉଦ୍‌ଘାଟିତ:୧୦୦ ଷ୍ଟଲ୍‌ରେ ରାଜ୍ୟ, ରାଜ୍ୟ ବାହାରର ଉଦ୍ୟୋଗୀ

ଜୋନ୍‌ ସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ଉଦ୍‌ଘାଟିତ:୧୦୦ ଷ୍ଟଲ୍‌ରେ ରାଜ୍ୟ, ରାଜ୍ୟ ବାହାରର ଉଦ୍ୟୋଗୀ

ଭୁବନେଶ୍ୱର,୧୯।୨(ବ୍ୟୁରୋ)-ମହୁଚାଷର ଉନ୍ନତି ଓ ଚାଷୀଙ୍କୁ ପ୍ରଶିକ୍ଷଣ ପାଇଁ ରାଜ୍ୟ ସରକାର ୩.୨୯ କୋଟି ଟଙ୍କା ଅନୁଦାନ ରାଶି ପ୍ରଦାନ କରିଛନ୍ତି। ଏହି ଅନୁଦାନ ଅର୍ଥରେ ଓଡ଼ିଶା ଖଦି ବୋର୍ଡ ୧୩ ଜିଲାର ୧୩୬୨ଜଣ ଚାଷୀଙ୍କୁ ମହୁଚାଷ ସମ୍ବନ୍ଧରେ ତାଲିମ ଦେଇ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିପାରିଛି।

ପର୍ଯ୍ୟଟକଙ୍କ ଗାଇଡ୍‌ ହେବେ ‘ମୋ ବସ୍‌’ କର୍ମଚାରୀ

ପର୍ଯ୍ୟଟକଙ୍କ ଗାଇଡ୍‌ ହେବେ ‘ମୋ ବସ୍‌’ କର୍ମଚାରୀ

ଭୁବନେଶ୍ୱର,୧୯।୨(ବ୍ୟୁରୋ)-ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ‘ମୋ ବସ୍‌’ରେ ଯାତ୍ରା କରୁଥିବା ଯାତ୍ରୀ ଏବଂ ପର୍ଯ୍ୟଟକ କିଭଳି ଉତ୍କୃଷ୍ଟ ସେବା ପାଇପାରିବେ, ସେ ଦିଗରେ ପଦକ୍ଷେପ ନେଇଛି କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ୍‌)।

ମାଟ୍ରିକ୍‌ ପରୀକ୍ଷା ପାଇଁ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି:ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ମାଟ୍ରିକ୍‌ ପରୀକ୍ଷା ପାଇଁ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି:ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୯।୨(ବ୍ୟୁରୋ)-ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍‌ ପରୀକ୍ଷା। ଚଳିତବର୍ଷ ପ୍ରଶ୍ନପତ୍ର ପରୀକ୍ଷା ଦିନ ସକାଳ ୬ଟାରୁ ୮ଟା ୩୦ ମଧ୍ୟରେ ସମ୍ପୃକ୍ତ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ପହଞ୍ଚାଇ ଦିଆଯିବ। 

୧୯ରୁ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବ: ଯୋଗଦେବେ ୩୦ ରାଜ୍ୟର ୩ ହଜାର କଳାକାର

୧୯ରୁ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବ: ଯୋଗଦେବେ ୩୦ ରାଜ୍ୟର ୩ ହଜାର କଳାକାର

ଭୁବନେଶ୍ୱର,୧୯।୨(ବ୍ୟୁରୋ)-ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ୯ମ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବ ଆସନ୍ତା ୧୯ରୁ ୨୧ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ରାଜଧାନୀରେ ବାଘ ଆତଙ୍କ:  ସିସିଟିଭିରେ କଏଦ୍‌ ହେଲା ବାଘର ଗତିବିଧି

ରାଜଧାନୀରେ ବାଘ ଆତଙ୍କ: ସିସିଟିଭିରେ କଏଦ୍‌ ହେଲା ବାଘର ଗତିବିଧି

ଭୁବନେଶ୍ୱର,୧୯।୨(ବ୍ୟୁରୋ):ରାଜଧାନୀରେ ବାଘ ଆତଙ୍କ। ଭୁବନେଶ୍ୱର ପଳାଶପଲ୍ଲୀ ଅଞ୍ଚଳରେ ଏକ କଲରାପତରିଆ ବାଘ ବୁଲୁଥିବା ସୂଚନା ମିଳିଛି। ସିସିଟିଭି କ୍ୟାମେରାରେ ବାଘର ଗତିବିଧି କଏଦ୍‌ ହୋଇଛି।