ରାଜ୍ୟ |

ମିଛ ପ୍ରତିଶ୍ରୁତି ଦେଇ ବିଭ୍ରାନ୍ତ କରିଛନ୍ତି ରାଜ୍ୟ ସରକାର: ଭାଜପା

ମିଛ ପ୍ରତିଶ୍ରୁତି ଦେଇ ବିଭ୍ରାନ୍ତ କରିଛନ୍ତି ରାଜ୍ୟ ସରକାର: ଭାଜପା

ଭୁବନେଶ୍ୱର, ୧୩।୩(ବ୍ୟୁରୋ): ରାଜ୍ୟ ସରକାର ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକ ତଥା ଶିକ୍ଷା ସହାୟକମାନଙ୍କୁ ସୋମବାର ପୁଣିଥରେ ମିଛ ପ୍ରତିଶ୍ରୁତି ଦେଇ ବିଭ୍ରାନ୍ତ କରିଛନ୍ତି। ଏହା ଅତି ଦୁର୍ଭାଗ୍ୟଜନକ ବୋଲି ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ପୃଥିରାଜ ହରିଚନ୍ଦନ ମଙ୍ଗଳବାର ଅଭିଯୋଗ କରିଛନ୍ତି। ଦଳୀୟ ନେତାଙ୍କ ସହାୟତାରେ ପ୍ରାୟୋଜିତ ଭାବେ ଆନ୍ଦୋଳନ କରାଯାଉଛି। ଏଥିସହ ସମସ୍ତଙ୍କୁ ଶିକ୍ଷା ପ୍ରଦାନ କରିବା ପ୍ରସଙ୍ଗରେ ସରକାର ସମ୍ପୂର୍ଣ୍ଣ ବିଫଳ। ରାଜ୍ୟରେ ଥିବା ସ୍କୁଲଗୁଡିକରେ ଉପଯୁକ୍ତ ପାଠପଢ଼ାର ବାତାବରଣ ଅଭାବ, ଶ୍ରେଣୀ ଗୃହ ଏବଂ ଶିକ୍ଷକମାନଙ୍କର ଅଭାବ ଦେଖାଦେବା ସରକାରଙ୍କ ବିଫଳତାକୁ ପଦାରେ ପକାଇଛି ବୋଲି ହରିଚନ୍ଦନ କହିଛନ୍ତି। ତେବେ ଶିକ୍ଷାବ୍ୟବସ୍ଥାକୁ କିପରି ସଜଡାଯିବ ସେନେଇ ସରକାର ଚିନ୍ତା କରିବା ଆବଶ୍ୟକ। ଏଥିସହ ଖାଲି ପଡିଥିବା ୪୦ହଜାରରୁ ଅଧିକ ଶିକ୍ଷକ ପଦବୀ ପୂରଣ କରିବା ଦିଗରେ ସରକାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ସେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି।

All Right Reserved By

ରାଜ୍ୟ |

ରବି ଧାନ ସଂଗ୍ରହ ମାନ୍ଦା

ରବି ଧାନ ସଂଗ୍ରହ ମାନ୍ଦା

ବୀରମହାରାଜପୁର, ୨୨ା୬(ଡି.ଏନ.ଏ) ମିଲର୍ସଙ୍କ ବେଖାତିର ମନୋଭାବ ସାଙ୍ଗକୁ ପ୍ରଶାସନିକ ଉଦାସୀନତା ଯୋଗୁଁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡରେ ରବି ଧାନ ସଂଗ୍ରହ ଚରମ ଅବ୍ୟବସ୍ଥା ଦେଇ ଗତି କରୁଛି ।

ବେଲପାହାଡ ପୌର ପରିଷଦ: ପରିମଳ ବ୍ୟବସ୍ଥା ବାଟବଣା

ବେଲପାହାଡ ପୌର ପରିଷଦ: ପରିମଳ ବ୍ୟବସ୍ଥା ବାଟବଣା

ବେଲପାହାଡ଼,୨୨ା୬(ଡ଼ି.ଏନ୍‌.ଏ.) ପୌର କର୍ତ୍ତୃପକ୍ଷଙ୍କ ଠିକାଦାର ପ୍ରୀତି ଯୋଗୁ ଝାରସୁଗୁଡ଼ା ଜିଲା ବେଲପାହାଡ଼ ପୌରପରିଷଦର ପରିମଳ ବ୍ୟବସ୍ଥା ବାଟବଣା ହୋଇଯାଇଛି ା ଏବେ ପରିଷଦର ସଫେଇ କାମ କାର୍ଯ୍ୟାଦେଶ ଅନୁଯାୟୀ ଚାଲୁନାହିଁ।

ଭୁବନେଶ୍ୱରରୁ ରାୟପୁର ଉଡ଼ିଲା ବିମାନ : ସପ୍ତାହରେ ୬ ଦିନ ମିଳିବ ସେବା

ଭୁବନେଶ୍ୱରରୁ ରାୟପୁର ଉଡ଼ିଲା ବିମାନ : ସପ୍ତାହରେ ୬ ଦିନ ମିଳିବ ସେବା

ଭୁବନେଶ୍ୱର, ୨୨।୬(ବ୍ୟୁରୋ)- ବହୁଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ଏୟାର ଓଡ଼ିଶା ପକ୍ଷରୁ ଶୁକ୍ରବାର ଭୁବନେଶ୍ୱରରୁ ରାୟପୁରକୁ ବିଧିବଦ୍ଧ ଭାବେ ବିମାନ ସେବା ଆରମ୍ଭ ହୋଇଛି।

ଅବକାରୀ କାର୍ଯ୍ୟାଳୟ  ନିର୍ମାଣକୁ ବିରୋଧ : ଅଧିକାରୀଙ୍କୁ ତଡ଼ିଦେଲେ ଗ୍ରାମବାସୀ

ଅବକାରୀ କାର୍ଯ୍ୟାଳୟ ନିର୍ମାଣକୁ ବିରୋଧ : ଅଧିକାରୀଙ୍କୁ ତଡ଼ିଦେଲେ ଗ୍ରାମବାସୀ

ବଇଣ୍ଡା,୨୨।୬(ଡି.ଏନ.ଏ)- କିଶୋରନଗର ବ୍ଲକ ଜାମ୍ବୁନାଳୀ ନିକଟରେ ବଇଣ୍ଡାର ଅବକାରୀ କାର୍ଯ୍ୟାଳୟ ଗୃହନିର୍ମାଣକୁ ନେଇ ଶୁକ୍ରବାର ଜାମ୍ବୁନାଳୀ ଗ୍ରାମବାସୀଙ୍କ ପକ୍ଷରୁ ବିରୋଧ କରାଯାଇଛି।

ନାକିଚିରେ ଉଚ୍ଛେଦ ଆରମ୍ଭ

ନାକିଚିରେ ଉଚ୍ଛେଦ ଆରମ୍ଭ

ବଇଣ୍ଡା,୨୨।୬(ଡି.ଏନ.ଏ)- କଟକ-ସମ୍ବଲପୁର ୫୫ ନଂ. ଜାତୀୟ ରାଜପଥ ୪ ଲେନ୍‌ ବିଶିଷ୍ଟ ରାସ୍ତା ନିର୍ମାଣ ହେଉଛି। ଏଥିପାଇଁ କିଶୋରନଗର ବ୍ଲକ ନାକିଚି ଅଞ୍ଚଳରେ ଶୁକ୍ରବାର ରାଜପଥ ପାର୍ଶ୍ୱରେ ଥିବା ଘର ଗୁଡ଼ିକ ଉଚ୍ଛେଦ ପକ୍ରିୟା ଆରମ୍ଭ କରାଯାଇଛି।

ଚର୍ଚ୍ଚର ସାମୂହିକ ଜମିକୁ ବେଆଇନ ବିକ୍ରି

ଚର୍ଚ୍ଚର ସାମୂହିକ ଜମିକୁ ବେଆଇନ ବିକ୍ରି

ଫୁଲବାଣୀ ଅଫିସ, ୨୨ା୬-କନ୍ଧମାଳ ଜିଲା ଫୁଲବାଣୀସ୍ଥିତ ଏକ ଚର୍ଚ୍ଚର ମୂଲ୍ୟବାନ ସାମୂହିକ ଜମିକୁ ବେଆଇନ ଭାବେ ବିକ୍ରି କରି ଦିଆଯାଇଛି ା ଏ ନେଇ ପୋଲିସ ନିକଟରେ ଅଭିଯୋଗ କରାଯାଇଥିଲେ ହେଁ କୌଣସି ପଦକ୍ଷେପ ନିଆଯାଇନାହିଁ ା

ସ୍ଥାୟୀ ପଟ୍ଟା ଦାବି ତେଜିଲା : କ୍ରିୟାନୁଷ୍ଠାନ କମିଟିର ବିଶାଳ ସମାବେଶ

ସ୍ଥାୟୀ ପଟ୍ଟା ଦାବି ତେଜିଲା : କ୍ରିୟାନୁଷ୍ଠାନ କମିଟିର ବିଶାଳ ସମାବେଶ

ଫୁଲବାଣୀ ଅଫିସ, ୨୨ା୬-କନ୍ଧମାଳ ଜିଲା ଫୁଲବାଣୀରେ ସ୍ଥାୟୀ ଜମି ପଟ୍ଟା ପ୍ରଦାନ ଦାବି ପୁଣି ତେଜିିଛି । ବର୍ଷ ବର୍ଷ ଧରି ଚାଲିଥିବା ଜମି ଜମା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଗଠିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶୁକ୍ରବାର ଏକ ବିଶାଳ ସମାବେଶ କରାଯାଇଛି ।

ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ ଅଫିସ, ୨୨ା୬-ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଶୁକ୍ରବାର ଫୁଲବାଣୀ ପୋକ୍‌ସୋ କୋର୍ଟ ସ୍ବତନ୍ତ୍ର ବିଚାରପତି ସୁଶାନ୍ତ ପଟେଲ ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି।

ଅଧାରୁ କାମ ଛାଡି ଠିକାଦାର ଚମ୍ପଟ ବିଡିଓଙ୍କଠାରେ ଫେରାଦ ହେଲେ ଗ୍ରାମବାସୀ

ଅଧାରୁ କାମ ଛାଡି ଠିକାଦାର ଚମ୍ପଟ ବିଡିଓଙ୍କଠାରେ ଫେରାଦ ହେଲେ ଗ୍ରାମବାସୀ

ଜୁନାଗଡ,୨୨।୬(ଡି.ଏନ.ଏ.)- କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳମଲା ପଞ୍ଚାୟତ ମସିଗଁାରେ ନିର୍ମାଣାଧୀନ ବାଗଡିସର ପୋଲ କାମ ଅଧାପନ୍ତରିଆ କରି ଠିକାଦାର ଚମ୍ପଟ ମାରିଥିବା ଜଣାପଡିଛି।

ବୀରେନ୍ଦ୍ର, ଜୟଦ୍ରଥଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର,୨୨।୬(ବ୍ୟୁରୋ)- ୨୦୧୮ ମସିହା ପାଇଁ ଘୋଷଣା ହୋଇଛି କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ଓ ବାଲ୍‌ ସାହିତ୍ୟ ପୁରସ୍କାର। ଭାରତବର୍ଷର ମୋଟ ୨୨ଟି ଭାଷାରେ ଚଳିତବର୍ଷ ଏହି ସମ୍ମାନଜନକ ପୁରସ୍କାର ଦିଆଯିବାକୁ ଘୋଷଣା ହୋଇଥିବା ବେଳେ ଏଥର ଓଡ଼ିଶାରୁ ଦୁଇଜଣ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି।

ବହୁମୁଖୀ ବିକାଶ ଧାରାରେ ବନ ସହାୟକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ବହୁମୁଖୀ ବିକାଶ ଧାରାରେ ବନ ସହାୟକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଢେଙ୍କାନାଳ ଅଫିସ,୨୨।୬- ଢେଙ୍କାନାଳ କଳିଙ୍ଗ ଚକ୍ଷୁ ଚିକିତ୍ସାଳୟ ପରିସରରେ ଶୁକ୍ରବାର ଢେଙ୍କାନାଳ ଖଣ୍ଡିୟ ପରିଚାଳନା ଏକକ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ରୁ ୨୫ଟି ବନ ସୁରକ୍ଷା ସମିତିର ୫୦ଜଣ ଗ୍ରାମ୍ୟ ବନ ସହାୟକ ଓ ସହାୟିକାଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି।

ଗଞ୍ଜେଇ, ବ୍ରାଉନ୍‌ସୁଗାର ପେଣ୍ଠସ୍ଥଳୀ ବାଲେଶ୍ୱର ଚଢାଉ ଚାଲିଛି, ଖସିଯାଉଛନ୍ତି ଅସଲ ବେପାରୀ

ଗଞ୍ଜେଇ, ବ୍ରାଉନ୍‌ସୁଗାର ପେଣ୍ଠସ୍ଥଳୀ ବାଲେଶ୍ୱର ଚଢାଉ ଚାଲିଛି, ଖସିଯାଉଛନ୍ତି ଅସଲ ବେପାରୀ

ବାଲେଶ୍ୱର ଅଫିସ,୨୨।୬-ବ୍ରାଉନ୍‌ସୁଗାର ଓ ଗଞ୍ଜେଇ ଭଳି ନିଶାଦ୍ରବ୍ୟ ଚୋରା କାରବାରର ପେଣ୍ଠସ୍ଥଳୀ ପାଲଟିଛି ବାଲେଶ୍ୱର। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗଞ୍ଜେଇ, ବ୍ରାଉନ୍‌ସୁଗାର ଓ ମଦ ଜବତ କରାଯାଉଥିଲେ ମଧ୍ୟ ଏହାକୁ ରୋକାଯାଇ ପାରୁନାହିଁ।

Model This Week

ପ୍ରଭାତ