ଜାତୀୟ | ରାୟଗଡା

ସୁକମାରେ ମାଓବାଦୀ ଆକ୍ରମଣ: ୮ ସିଆର୍‌ପିଏଫ୍‌ ଯବାନ ଶହୀଦ

 ସୁକମାରେ ମାଓବାଦୀ ଆକ୍ରମଣ: ୮ ସିଆର୍‌ପିଏଫ୍‌ ଯବାନ ଶହୀଦ
ରାଏପୁର/ମାଲକାନଗିରି, ୧୩।୩(ଡି.ଏନ୍‌.ଏ.) : ଛତିଶଗଡ଼ ସୁକମା ଜିଲାରେ ମାଓବାଦୀଙ୍କ ଆକ୍ରମଣରେ ୮ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଛନ୍ତି। ମଙ୍ଗଳବାର ସିଆର୍‌ପିଏଫ୍‌ ୨୧୨ ବାଟାଲିଅନ୍‌ ଯବାନମାନେ କିଷ୍ଟାରାମ୍‌ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରଖିଥିବା ସମୟରେ ଶକ୍ତିଶାଳୀ ଆଇଇଡି ବିସ୍ଫୋରଣରେ ଏହା ଘଟିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ୬ ଜଣ ଯବାନ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟ ଜନକ ରହିଛି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ବିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଗତବର୍ଷ ଏପ୍ରିଲ୍‌ରେ ସୁକମା ଜିଲାର ବୁର୍କାପାଲ ଅଞ୍ଚଳରେ ମାଓବାଦୀଙ୍କ ଆକ୍ରମଣରେ ୨୫ଜଣ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଥିବାବେଳେ ୬ ଜଣ ଆହତ ହୋଇଥିଲେ।
All Right Reserved By

ଜାତୀୟ | ରାୟଗଡା

ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କବାଦୀ ଗିରଫ

ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କବାଦୀ ଗିରଫ

ଶ୍ରୀନଗର,୯।୧୨: ଜମ୍ମୁ-କଶ୍ମୀରର କିସ୍ତଓ୍ବାର ପୋଲିସ ରବିବାର ଜଣେ ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କବାଦୀଙ୍କୁ ଗିରଫ କରିଛି। ରିଆଜ ଅହମ୍ମଦ ନାମକ ଏହି ଆତଙ୍କବାଦୀ ହେଉଛି ଜଣେ ହାର୍ଡକୋର୍‌ ଆତଙ୍କବାଦୀ। 

ପତିଙ୍କଠାରୁ ଅଲଗା ହେବେ ଜୟପୁର ରାଜକୁମାରୀ

ପତିଙ୍କଠାରୁ ଅଲଗା ହେବେ ଜୟପୁର ରାଜକୁମାରୀ

ଜୟପୁର,୯।୧୨: ଜୟପୁରର ରାଜକୁମାରୀ ଦିୟା କୁମାରୀ ପତି ନରେନ୍ଦ୍ର ସିଂଙ୍କଠାରୁ ଦୀର୍ଘ ୨୧ ବର୍ଷ ପରେ ଅଲଗା ହେବାକୁ ଚିନ୍ତା କରିଛନ୍ତି। ଏଥିପାଇଁ ସେ ଜୟପୁରର ଏକ କୋର୍ଟରେ ଆବେଦନ କରିଛନ୍ତି। 

ପିଲାଙ୍କୁ ଚୁପ୍‌ କରାଇବାକୁ ପାଟିରେ ସେଲୋ ଟେପ୍‌ ଲଗାଇଲେ ଶିକ୍ଷୟିତ୍ରୀ

ପିଲାଙ୍କୁ ଚୁପ୍‌ କରାଇବାକୁ ପାଟିରେ ସେଲୋ ଟେପ୍‌ ଲଗାଇଲେ ଶିକ୍ଷୟିତ୍ରୀ

ଗୁରୁଗାଁଓ,୯।୧୨: ହରିୟାଣାରେ ଥିବା ନାରାୟଣ-ଇ-ଟେକ୍ନୋ ସ୍କୁଲରେ ପାଠପଢୁଥିବା ୨ଜଣ କୋମଳମତି ଶିଶୁଙ୍କୁ ଚୁପ୍‌ କରାଇବା ଲାଗି ଜଣେ ଶିକ୍ଷୟିତ୍ରୀ ତାଙ୍କ ପାଟିରେ ସେଲୋ ଟେପ୍‌ ଲଗାଇ ଦେବା ଘଟଣା ସାମ୍ନାକୁ ଆସିଛି।

ଅବସରପ୍ରାପ୍ତ ଆଇପିଏସ୍‌ଙ୍କ ଝିଅ କଲେ ଆତ୍ମହତ୍ୟା

ଅବସରପ୍ରାପ୍ତ ଆଇପିଏସ୍‌ଙ୍କ ଝିଅ କଲେ ଆତ୍ମହତ୍ୟା

ପାଟନା,୯।୧୨: ବିହାରର ଜଣେ ଅବସରପ୍ରାପ୍ତ ଆଇପିଏସ୍‌ ଅଫିସରଙ୍କ ଝିଅ ଆତ୍ମହତ୍ୟା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରବିବାର ସକାଳେ ସେ ୧୨ ମହଲା ଆପାର୍ଟମେଣ୍ଟରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। 

ସୋନିଆଙ୍କୁ ଭେଟିଲେ ଷ୍ଟାଲିନ୍‌, କାନିମୋଝି

ସୋନିଆଙ୍କୁ ଭେଟିଲେ ଷ୍ଟାଲିନ୍‌, କାନିମୋଝି

ନୂଆଦିଲ୍ଲୀ,୯।୧୨: ଡିଏମ୍‌କେ ଅଧ୍ୟକ୍ଷ ଏମ୍‌କେ ଷ୍ଟାଲିନ ଓ ଏମ୍‌ପି କାନିମୋଝି ରବିବାର କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଓ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି।

ଜେଲ୍‌ରେ କଏଦୀଙ୍କୁ ଏବେ ମିଳିବ ଚାଓମିନ୍‌-ବର୍ଗର

ଜେଲ୍‌ରେ କଏଦୀଙ୍କୁ ଏବେ ମିଳିବ ଚାଓମିନ୍‌-ବର୍ଗର

ଅମ୍ବାଲା,୯।୧୨: ଏବେ ଜେଲ୍‌ରେ କଏଦୀଙ୍କୁ ମିଳିବ ଚାଓମିନ୍‌ ଓ ବର୍ଗର । ହରିୟାଣା ସରକାର ରାଜ୍ୟରେ ଥିବା ୧୯ଟି ଜିଲାରେ ଥିବା ଜେଲ୍‌ରେ ଏହି ସୁବିଧା କଏଦୀଙ୍କୁ ମିଳିବ । 

ଚେକ୍‌ ବାଉନ୍ସ ମାମଲା: ମନ୍ତ୍ରୀ ସୁରେନ୍ଦ୍ର ପଓଟ୍ବାଙ୍କ ନାମରେ ଓ୍ବାରେଣ୍ଟ ଜାରି

ଚେକ୍‌ ବାଉନ୍ସ ମାମଲା: ମନ୍ତ୍ରୀ ସୁରେନ୍ଦ୍ର ପଓଟ୍ବାଙ୍କ ନାମରେ ଓ୍ବାରେଣ୍ଟ ଜାରି

ଭୋପାଳ,୯।୧୨: ଭୋଟ ଗଣନା ପୂର୍ବରୁ ଭାଜପାକୁ ଲାଗିଛି ଝଟକା। ମଧ୍ୟପ୍ରଦେଶ ମୁଖ୍ୟମମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ସରକାରରେ ଥିବା ମନ୍ତ୍ରୀ ସୁରେନ୍ଦ୍ର ପଟଓ୍ବାଙ୍କ ବିରୋଧରେ ଚେକ୍‌ ବାଉନ୍ସ୍‌ ମାମଲାରେ ଜାରି ହୋଇଛି ଓ୍ବାରେଣ୍ଟ୍‌। 

କେନ୍ଦ୍ରମନ୍ତ୍ରୀ ରାମଦାସ ଅଠଓ୍ବାଲେଙ୍କୁ ଚାପୁଡା ମାରିଲେ ଯୁବକ: ଭିଡିଓ ଭାଇରାଲ

କେନ୍ଦ୍ରମନ୍ତ୍ରୀ ରାମଦାସ ଅଠଓ୍ବାଲେଙ୍କୁ ଚାପୁଡା ମାରିଲେ ଯୁବକ: ଭିଡିଓ ଭାଇରାଲ

ମୁମ୍ବାଇ,୯।୧୨: କେନ୍ଦ୍ରମନ୍ତ୍ରୀ ତଥା ରିପବ୍ଲିକାନ ପାର୍ଟି ଅଫ୍‌ ଇଣ୍ଡିଆର ମୁଖ୍ୟ ରାମଦାସ ଅଠଓ୍ବାଲେଙ୍କୁ ଜଣେ ଯୁବକ ଏକ ଶକ୍ତ ଚାପୁଡା ମାରିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ମୁମ୍ବାଇର ସଟେଠାଣେ ଅମ୍ବରନାଥ ନଗରପାଳିକା ଅଞ୍ଚଳରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅଠଓ୍ବାଲେ ସେଠାରେ ପହଞ୍ଚିଥିଲେ।

ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ କଂଗ୍ରେସ ଦୁଇଫାଳ

ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ କଂଗ୍ରେସ ଦୁଇଫାଳ

ଜୟପୁର, ୯।୧୨: ରାଜସ୍ଥାନ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ କଂଗ୍ରେସ ଦୁଇଫାଳ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ସଚିନ ପାଇଲଟ ଓ ଅଶୋକ ଗେହଲଟଙ୍କ ମଧ୍ୟରେ ମତାନ୍ତର ଦେଖାଦେଇଛି।

ରାଜନୀତିକୁ ଆସିବାକୁ ଚାହୁଁ ନ ଥିଲେ ସୋନିଆ

ରାଜନୀତିକୁ ଆସିବାକୁ ଚାହୁଁ ନ ଥିଲେ ସୋନିଆ

ନୂଆଦିଲ୍ଲୀ,୯।୧୨: କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରବିବାର ୭୨ ବର୍ଷରେ ପଦାର୍ପଣ କରିଛନ୍ତି। 

୪ଟି ଅନ୍ତର୍ଜାତୀୟ ବିମାନ ବନ୍ଦର ଥିବା ପ୍ରଥମ ରାଜ୍ୟ ପାଲଟିଲା କେରଳ

୪ଟି ଅନ୍ତର୍ଜାତୀୟ ବିମାନ ବନ୍ଦର ଥିବା ପ୍ରଥମ ରାଜ୍ୟ ପାଲଟିଲା କେରଳ

କାନପୁର,୯।୧୨: କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ ଓ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ରବିବାର କାନପୁର ଅନ୍ତର୍ଜାତୀୟ ବିମାନ ବନ୍ଦରର ଉଦ୍‌ଘାଟନ କରିଛନ୍ତି। ଏହାପରେ କେରଳର ମୋଟ ଅନ୍ତର୍ଜାତୀୟ ବିମାନ ବନ୍ଦର ସଂଖ୍ୟା ୪ରେ ପହଞ୍ଚିଛି। 

୧୪ ବର୍ଷ ବୟସ୍କ ନାବାଳକ ଆତଙ୍କବାଦୀ ନିହତ

୧୪ ବର୍ଷ ବୟସ୍କ ନାବାଳକ ଆତଙ୍କବାଦୀ ନିହତ

ଶ୍ରୀନଗର,୯।୧୨: ଜମ୍ମୁ-କଶ୍ମୀର ଶ୍ରୀନଗର ମଜଗୁଣ୍ଡରେ ହୋଇଥିବା ସର୍ଚ୍ଚ ଅପରେଶନ୍‌ରେ ୧୪ ବର୍ଷ ବୟସ୍କ ନାବାଳକ ଆତଙ୍କବାଦୀ ମୁଦାସୀରଙ୍କ ମୃତ୍ୟୁ ଘଟିଛି।