ବାଣିଜ୍ୟ |

ଅର୍ଥ ମନ୍ତ୍ରଣାଳୟ ଅଧିକାରୀଙ୍କୁ ତଦନ୍ତ ପରିସରକୁ ଅଣାଯାଉ: ସୁବ୍ରମଣ୍ୟନ ସ୍ବାମୀ

ଅର୍ଥ ମନ୍ତ୍ରଣାଳୟ ଅଧିକାରୀଙ୍କୁ ତଦନ୍ତ ପରିସରକୁ ଅଣାଯାଉ: ସୁବ୍ରମଣ୍ୟନ ସ୍ବାମୀ


ନୂଆଦିଲ୍ଲୀ,୮-୩(ପି.ଟି.)
ପିଏନବି ମାମଲାରେ ନୀରବ ମୋଦି ଏବଂ ତାଙ୍କ ସମ୍ପର୍କୀୟ ମାମୁଁଙ୍କଠାରୁ ଅର୍ଥମନ୍ତ୍ରଣାଳୟ କେତେକ ଅଧିକାରୀ ସୁନା ଗହଣା ଉପହାର ଗ୍ରହଣ କରିଥିବା ଅଭିଯୋଗ ଆସିଛି। ଏହି ଅଧିକାରୀଙ୍କୁ ତଦନ୍ତ ପରିସର ଭୁକ୍ତ କରାଯିବା ଆବଶ୍ୟକ ବୋଲି ଭାଜପା ଏମପି ସୁବ୍ରମଣ୍ୟନ ସ୍ବାମୀ କହିଛନ୍ତି। କୌଣସି ଅଧିକାରୀଙ୍କ ନାମ ନ ନେବା ସହ ଅଧିକାରୀ ଜଣଙ୍କ ଦିଲ୍ଲୀର ଏନଏମଡିସି, ମୋତିବାଗ ଅଞ୍ଚଳରେ ରହୁଥିବା ସ୍ବାମୀ ଅଭିଯୋଗ ଆଣିଛନ୍ତି। ସେହିଭଳି ଏହି ମାମଲାରେ ଅଧିକ ପରିମାଣର ଅର୍ଥ ଜଡିତ ହୋଇ ନ ଥାରେ ବୋଲି ଅର୍ଥନୈତିକ ବ୍ୟାପାର ସଚିବ ସୁଭାଷ ଗର୍ଗ କହିଛନ୍ତି।

All Right Reserved By

ବାଣିଜ୍ୟ |

ବହିଷ୍କୃତ ହାଇ-ପ୍ରୋଫାଇଲ୍‌ ସିଇଓ

ବହିଷ୍କୃତ ହାଇ-ପ୍ରୋଫାଇଲ୍‌ ସିଇଓ

ବିଶ୍ୱର ଅନ୍ୟତମ ଅଗ୍ରଣୀ ଚିପ୍‌ ନିର୍ମାତା ଇଣ୍ଟେଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ବ୍ରିଆନ୍‌ କ୍ରାଜାନିକ୍‌ ନିଜ ପଦରୁ ଇସ୍ତଫା ଦେଇଛନ୍ତି। କମ୍ପାନୀର ନିୟମ ଉଲ୍ଲଂଘନ କରି କ୍ରାଜାନିକ୍‌ କମ୍ପାନୀର ଜଣେ କର୍ମଚାରୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିବାରୁ ତାଙ୍କୁ ପଦରୁ ଓହରିବାକୁ ପଡିଛି।

ନିବେଶ ଅନୁକୂଳ ହେବ ପିସିପିଆଇଆର୍‌ ନୀତି

ନିବେଶ ଅନୁକୂଳ ହେବ ପିସିପିଆଇଆର୍‌ ନୀତି

ଭୁବନେଶ୍ୱର,୨୩। ୬(ବ୍ୟୁରୋ): ବିଶ୍ୱ କେମିକାଲ ବଜାରକୁ ଘରୋଇ ବଜାରର ଅଂଶ ୨୦୨୦ ସୁଦ୍ଧା ୫%କୁ ବୃଦ୍ଧି ଲାଗି ଯୋଜନା ରହିଛି।

ନୀରବଙ୍କ ବିରୋଧରେ ଜାରି ହେବ ରେଡ୍‌ କର୍ନର ନୋଟିସ୍‌

ନୀରବଙ୍କ ବିରୋଧରେ ଜାରି ହେବ ରେଡ୍‌ କର୍ନର ନୋଟିସ୍‌

ନୂଆଦିଲ୍ଲୀ, ୨୩-୬(ପି.ଟି.) ନୀରବ ମୋଦିଙ୍କ ବିରୋଧରେ ଇଣ୍ଟରପୋଲ୍‌ ଖୁବ୍‌ ଶୀଘ୍ର ରେଡ୍‌ କର୍ନର ନୋଟିସ୍‌ ଜାରି କରିପାରେ।

ଆନ୍ଦୋଳନରୁ ଓହରିଲା ଟ୍ରକ ମାଲିକ ସଂଘ

ଆନ୍ଦୋଳନରୁ ଓହରିଲା ଟ୍ରକ ମାଲିକ ସଂଘ

ନୂଆଦିଲ୍ଲୀ, ୨୩-୬(ପି.ଟି.) ସର୍ବଭାରତୀୟ ଟ୍ରକ ମାଲିକ ମହାସଂଘ (ଏସିଓଜିଓଏ) ଶୁକ୍ରବାର ସାମୟିକ ଭାବେ ଆନ୍ଦୋଳନରୁ ଓହରିଛି।

ଆଇସିଆଇସିଆଇ ବ୍ୟାଙ୍କ: ୩୧ ଏନ୍‌ପିଏ ଆକାଉଣ୍ଟ୍‌ ବିରୋଧରେ ଅଭିଯୋଗ

ଆଇସିଆଇସିଆଇ ବ୍ୟାଙ୍କ: ୩୧ ଏନ୍‌ପିଏ ଆକାଉଣ୍ଟ୍‌ ବିରୋଧରେ ଅଭିଯୋଗ

ନୂଆଦିଲ୍ଲୀ, ୨୩-୬(ପି.ଟି.) ଆଇସିଆଇସିଆଇ ବ୍ୟାଙ୍କ ପାଖକୁ ୩୧ଟି ଲୋନ୍‌ ଆକାଉଣ୍ଟ ଉପରେ ଅଭିଯୋଗ ଆସିଛି। ଏହାକୁ ନେଇ ବ୍ୟାଙ୍କ ପକ୍ଷରୁ ତଦନ୍ତ ହୋଇଥିବା ବେଳେ ଏହାର ଅନ୍ତରିଣ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି।

ଅକ୍ଟୋବର ୨ ଡେଡ୍‌ଲାଇନ୍‌:ନୂଆରୂପ ନେବ ରେଳଷ୍ଟେଶନ ସ୍ଥିତ ଶୌଚାଳୟ

ଅକ୍ଟୋବର ୨ ଡେଡ୍‌ଲାଇନ୍‌:ନୂଆରୂପ ନେବ ରେଳଷ୍ଟେଶନ ସ୍ଥିତ ଶୌଚାଳୟ

ନୂଆଦିଲ୍ଲୀ, ୨୩-୬(ପି.ଟି.) ୨୦୧୮ ଅକ୍ଟୋବର ୨ ସୁଦ୍ଧା ଦେଶର ସମସ୍ତ ରେଳ ଷ୍ଟେଶନରେ ଥିବା ଶୌଚାଳୟଗୁଡିକୁ ଉନ୍ନତ କରାଯିବ। ଏଥିପାଇଁ ରେଳ ବୋର୍ଡ ସମସ୍ତ ରେଳ ଜୋନ୍‌କୁ ଚିଠି ଲେଖିଛି। ଦିବ୍ୟାଙ୍ଗ, ପୁରୁଷ ଏବଂ ମହିଳା ସମସ୍ତଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ ବାଧ୍ୟତାମୂଳ ଭାବେ ରହିବ।

ଏଟିଏମ୍‌ରେ ହଟହଟା: ରଙ୍ଗ୍‌ ନମ୍ବରରୁ ହରାଇଲେ ୪୯ ହଜାର

ଏଟିଏମ୍‌ରେ ହଟହଟା: ରଙ୍ଗ୍‌ ନମ୍ବରରୁ ହରାଇଲେ ୪୯ ହଜାର

ନୂଆଦିଲ୍ଲୀ, ୨୩-୬(ପି.ଟି.) ସାମାନ୍ୟ ଅସାବଧାନତା ବା ଅନ୍ୟମନସ୍କ ପାଇଁ ଜଣେ ବ୍ୟାଙ୍କ ହିତାଧିକାରୀଙ୍କୁ ନିଜର ବର୍ଷକ ଯାକର କଷ୍ଟ ଅର୍ଜିତ ଅର୍ଥ ହରାଇବାକୁ ପଡିଛି।

ସ୍ବତନ୍ତ୍ର କୋର୍ଟଙ୍କ ଆଗରେ ଇଡିର ଆବେଦନ: ମାଲ୍ୟାଙ୍କ ସମ୍ପତ୍ତି ଜବତ ହେଉ

ସ୍ବତନ୍ତ୍ର କୋର୍ଟଙ୍କ ଆଗରେ ଇଡିର ଆବେଦନ: ମାଲ୍ୟାଙ୍କ ସମ୍ପତ୍ତି ଜବତ ହେଉ

ବମ୍ବେ/ନୂଆଦିଲ୍ଲୀ, ୨୩-୬(ପି.ଟି.) ପଳାତକ ଆର୍ଥିକ ଅପରାଧୀ ଅଧୀନିୟମ ଆଧାରରେ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ପଳାତକ ଘୋଷଣା କରାଯାଉ। ଏଥି ସହିତ ତାଙ୍କର ପ୍ରାୟ ୧୨୫୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଉ।

୨୪ ଡିଗ୍ରୀ ହେବ ଏସିର ସର୍ବନିମ୍ନ ତାପମାତ୍ରା

୨୪ ଡିଗ୍ରୀ ହେବ ଏସିର ସର୍ବନିମ୍ନ ତାପମାତ୍ରା

ନୂଆଦିଲ୍ଲୀ, ୨୩-୬(ପି.ଟି.) ଏୟାର କଣ୍ଡିସନର(ଏସି)ରେ ସର୍ବନିମ୍ନ ୨୪ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ତାପମାତ୍ରା ରଖାଯିବ। ଏହାଠାରୁ ଆଉ ତଳକୁ ହ୍ରାସ କରାଯାଇ ପାରିବ ନାହିଁ। ଏହି ବ୍ୟବସ୍ଥାକୁ ଏସି ନିର୍ମାତାମାନେ ବାଧ୍ୟତାମୂଳକ ଭାବେ ପାଳନ କରିବେ।

ବିଶ୍ୱ ବାଣିଜ୍ୟରେ ଅଂଶ ବଢାଇବ ଭାରତ

ବିଶ୍ୱ ବାଣିଜ୍ୟରେ ଅଂଶ ବଢାଇବ ଭାରତ

ନୂଆଦିଲ୍ଲୀ, ୨୩-୬(ପି.ଟି.) ଭାରତକୁ ଖୁବ୍‌ ଶୀଘ୍ର ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରାଯିବ। ସେହିପରି ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ୧୦% ହାରରେ ବୃଦ୍ଧି ପାଇବ। ଫଳରେ ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଭାରତର ଅଂଶ ଦ୍ୱିଗୁଣିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଏହି ସ୍ବପ୍ନକୁ ଶୁକ୍ରବାର ପୁଣି ଥରେ ଦୋହରାଇଛନ୍ତି।

ଓଡିଶା ପାଇଁ ନାବାର୍ଡର ଲକ୍ଷ୍ୟ: ଗ୍ରାମ୍ୟ ଭିତ୍ତିଭୂମି ବିକାଶକୁ ଦେବ ୨୫୦୦ କୋଟି

ଓଡିଶା ପାଇଁ ନାବାର୍ଡର ଲକ୍ଷ୍ୟ: ଗ୍ରାମ୍ୟ ଭିତ୍ତିଭୂମି ବିକାଶକୁ ଦେବ ୨୫୦୦ କୋଟି

ଭୁବନେଶ୍ୱର, ୨୩-୬(ପି.ଟି.) ଓଡ଼ିଶାର ଗ୍ରାମ୍ୟ ଭିତ୍ତିଭୂମି ବିକାଶ ପାଇଁ ୨୦୧୮-୧୯ ଆର୍ଥିକ ବର୍ଷରେ ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ(ନାବାର୍ଡ) ରାଜ୍ୟ ସରକାରଙ୍କୁ ୨୫୦୦ କୋଟି ଟଙ୍କା ଋଣ ସହାୟତା ପ୍ରଦାନ କରିବ।

ଏସ୍‌ବିଆଇର ନୂତନ ଏମ୍‌ଡି ଅର୍ଜିତ ବସୁ

ଏସ୍‌ବିଆଇର ନୂତନ ଏମ୍‌ଡି ଅର୍ଜିତ ବସୁ

ନୂଆଦିଲ୍ଲୀ, ୨୩-୬(ପି.ଟି.) ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ନୂତନ ମହାନିର୍ଦ୍ଦେଶକ(ଏମ୍‌ଡି) ଭାବେ ନିଯୁକ୍ତି ପାଇଛନ୍ତି ଅର୍ଜିତ ବସୁ।

Model This Week

ପ୍ରଭାତ