ରାଜ୍ୟ |

ବନ୍ଦନାଙ୍କ ମିଶ୍ରଣକୁ ନେଇ ବିଜେଡି-ଭାଜପା ଛକପଞ୍ଝା

ବନ୍ଦନାଙ୍କ ମିଶ୍ରଣକୁ ନେଇ ବିଜେଡି-ଭାଜପା ଛକପଞ୍ଝା
ଭୁବନେଶ୍ୱର, ୮।୩(ବ୍ୟୁରୋ): ବିଶ୍ୱ ମହିଳା ଦିବସ ଅବସରରେ ଗୁରୁବାର ପୂର୍ବାହ୍ନରେ ପୂର୍ବତନ ଭାଜପା ଓବିସି ମହିଳା ମୋର୍ଚ୍ଚା ସଦସ୍ୟା ବନ୍ଦନା ଦାସ ବିଜେଡିରେ ଯୋଗ ଦେଇଛନ୍ତି। ଶତାଧିକ ମହିଳାଙ୍କ ସମେତ ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ତାଙ୍କ ଯୋଗଦାନ ଦଳକୁ ସୁଦୃଢ କରିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି। ମାତ୍ର ବନ୍ଦନା ଭାଜପା ସଦସ୍ୟା ନୁହନ୍ତି, ସେ କେବେ ବି ଓବିସି ମୋର୍ଚ୍ଚାର ସଭାନେତ୍ରୀ ନ ଥିଲେ, କିନ୍ତୁ ଆଜି କିଛି ଗଣମାଧ୍ୟମ ବନ୍ଦନାଙ୍କୁ ଭାଜପା ଓବିସି ମୋର୍ଚ୍ଚା ସଭାନେତ୍ରୀ କହି ମିଥ୍ୟା ଖବର ପରିବେଷଣ କରିଛନ୍ତି, ଯାହାକି ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ। ଅନ୍ୟପଟେ ଏହାର ସତ୍ୟାସତ୍ୟ ସମ୍ପର୍କରେ ନ ଜାଣି ଭୁଲ ଖବର ପରିବେଷଣ ନ କରିବାକୁ ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ସଞ୍ଜୟ ସାହୁ ସମସ୍ତ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି।
All Right Reserved By

ରାଜ୍ୟ |

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନବରଙ୍ଗପୁର,୨୫।୩(ବି.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ଥାନା ଅନ୍ତର୍ଗତ ଚିଲକପଦର ପଞ୍ଜାୟତ ଛଟାଗୁଡ଼ା ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁ ପୋଖରୀ ନିକଟରେ ଥିବା ଜାମୁ କୋଳି ଗଛରେ ପ୍ରେମୀଯୁଗଳ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି।

ପ୍ରକାଶ ପାଇଲା ଭାଜପାର ପ୍ରାର୍ଥୀ ତାଲିକା: ୨ ଲୋକସଭା, ୯ ବିଧାନସଭା

ପ୍ରକାଶ ପାଇଲା ଭାଜପାର ପ୍ରାର୍ଥୀ ତାଲିକା: ୨ ଲୋକସଭା, ୯ ବିଧାନସଭା

ଭୁବନେଶ୍ୱର, ୨୫।୩(ବ୍ୟୁରୋ): ସୋମବାର ପ୍ରକାଶ ପାଇଲା ଭାଜପାର ପ୍ରାର୍ଥୀ ତାଲିକା। ୨ଟି ଲୋକସଭା ଏବଂ ୯ଟି ବିଧାନସଭା ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। 


ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଡକାୟତ ଅନୀଲ ଆହତ

ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଡକାୟତ ଅନୀଲ ଆହତ

ରାଉରକେଲା ଅଫିସ,୨୫ା୩ : ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ରୁଟକୁପିଢ଼ି-ଚିକଟଚଣ୍ଡୀ ଫରେଷ୍ଟ ରୋଡ୍‌ରେ ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଡକାୟତ ଅନୀଲ ତିର୍କୀ ଆହତ ହୋଇଛନ୍ତି। ତାଙ୍କ ଆଣ୍ଠୁରେ ଗୁଳି ବାଜିଥିବାବେଳେ ତାଙ୍କୁ ଆଇଜିଏଚ୍‌୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୁଣି ଭାଜପାକୁ ଫେରିଲେ ଖାରବେଳ

ପୁଣି ଭାଜପାକୁ ଫେରିଲେ ଖାରବେଳ

ଭୁବନେଶ୍ୱର, ୨୫।୩(ବ୍ୟୁରୋ): ଉତ୍କଳ ଭାରତ ସଭାପତି ଖାରବେଳ ସ୍ବାଇଁ ପୁଣି ଭାଜପାକୁ ଫେରିଛନ୍ତି। 

ଆଜି ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ବତନ୍ତ୍ର ଉପାଧି ପ୍ରଦାନ ଉତ୍ସବ

ଆଜି ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ବତନ୍ତ୍ର ଉପାଧି ପ୍ରଦାନ ଉତ୍ସବ

ଭୁବନେଶ୍ୱର,୨୫।୩(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୋମବାର ଏକ ସ୍ବତନ୍ତ୍ର ଉପାଧି ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ।

ଐତିହ୍ୟ ଓ ସଂଗ୍ରହାଳୟ ପଦଯାତ୍ରା: ବିଭିନ୍ନ ବିଷୟରେ ଅବଗତ ହେଉଛନ୍ତି ପର୍ଯ୍ୟଟକ

ଐତିହ୍ୟ ଓ ସଂଗ୍ରହାଳୟ ପଦଯାତ୍ରା: ବିଭିନ୍ନ ବିଷୟରେ ଅବଗତ ହେଉଛନ୍ତି ପର୍ଯ୍ୟଟକ

ଭୁବନେଶ୍ୱର,୨୫।୩(ବ୍ୟୁରୋ): ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ଯୁଗଳବନ୍ଦୀ ସାଙ୍ଗକୁ ଐତିହ୍ୟ କୀର୍ତ୍ତିରାଜିର ଅନେକ ଅଜଣା କଥା। ଓଡ଼ିଶାର କିମ୍ବଦନ୍ତୀ ଓ ଇତିହାସ। ରାଜ୍ୟର ଉତ୍କୃଷ୍ଟ ହସ୍ତଶିଳ୍ପ ଓ ହସ୍ତତନ୍ତର ଝଲକ ସାଙ୍ଗକୁ କିଛି ଅକୁହା କଥା। 

ଆହୁରି ୩ ଦିନ ଗ୍ରୀଷ୍ମ ପ୍ରବାହ

ଆହୁରି ୩ ଦିନ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର,୨୫।୩(ବ୍ୟୁରୋ): ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି। ରବିବାର ଅଧିକାଂଶ ସ୍ଥାନରେ ପାରଦ ୩୫ ଡିଗ୍ରୀ ଉପରେ ରହିଥିଲା। 

‘ପୁଲ୍‌ଓ୍ବାମା ଶହୀଦ ସ୍ମୃତି ପାର୍କ’ ଉଦ୍‌ଘାଟିତ

‘ପୁଲ୍‌ଓ୍ବାମା ଶହୀଦ ସ୍ମୃତି ପାର୍କ’ ଉଦ୍‌ଘାଟିତ

ଭୁବନେଶ୍ୱର,୨୫।୩(ବ୍ୟୁରୋ): ବାଇକିଂ କମ୍ୟୁନିଟି ଅଫ୍‌ ଇଣ୍ଡିଆ(ବିସିଆଇ), ଭୁବନେଶ୍ୱର ପକ୍ଷରୁ ରବିବାର ଔଷଧ ନିରୋଧ ଓ ପୁଲଓ୍ବାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଏକ ବାଇକ୍‌ ରାଲି ଆୟୋଜିତ ହୋଇଯାଇଛି।

କଲରାପତରିଆ ବାଘ ଚମଡ଼ା ଜବତ ଘଟଣା:  ଆଉ ୩ ଗିରଫ

କଲରାପତରିଆ ବାଘ ଚମଡ଼ା ଜବତ ଘଟଣା: ଆଉ ୩ ଗିରଫ

ଭୁବନେଶ୍ୱର,୨୫।୩(ବ୍ୟୁରୋ): ସମ୍ବଲପୁର ଜିଲା କୁଚିଣ୍ଡାରୁ କଲରାପତରିଆ ବାଘ ଚମଡ଼ା ଜବତ ଘଟଣାରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ(ଏସ୍‌ଟିଏଫ୍‌) ରବିବାର ଆଉ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। 

କଣିଆ-ଥାଇଳୋ ରାସ୍ତାରେ ଗୁଳିକାଣ୍ଡ : ଅଭିଯୁକ୍ତଙ୍କୁ ଗିରଫ ନ କଲେ ଥାନା ଘେରାଉ

କଣିଆ-ଥାଇଳୋ ରାସ୍ତାରେ ଗୁଳିକାଣ୍ଡ : ଅଭିଯୁକ୍ତଙ୍କୁ ଗିରଫ ନ କଲେ ଥାନା ଘେରାଉ

ବାଲିକୁଦା,୨୫ା୩(ସ୍ବ.ପ୍ର.): ବାଲିକୁଦା ଥାନା କଣିଆ-ଥାଇଳୋ ରାସ୍ତାରେ ୫ଦିନ ତଳେ ହୋଇଥିବା ଗୁଳିମାଡ଼ ଘଟଣାରେ ପୋଲିସ ଅଦ୍ୟାବଧି ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ। 

ପିଡିଏର ଜାଗା ବିକ୍ରିକୁ ନେଇ ତୀବ୍ର ଉତ୍ତେଜନା : ନିର୍ମାଣ ବନ୍ଦ କଲେ ତହସିଲଦାର

ପିଡିଏର ଜାଗା ବିକ୍ରିକୁ ନେଇ ତୀବ୍ର ଉତ୍ତେଜନା : ନିର୍ମାଣ ବନ୍ଦ କଲେ ତହସିଲଦାର

କୁଜଙ୍ଗ,୨୫ା୩(ସ୍ବ.ପ୍ର.): କୁଜଙ୍ଗ ତହସିଲ କାର୍ଯ୍ୟାଳୟ ସମ୍ମୁଖ ଏକ ସରକାରୀ ଜାଗାକୁ ପିଡିଏ(ପାରାଦୀପ ଡେଭଲପ୍‌ମେଣ୍ଟ ଅଥରିଟି) ପକ୍ଷରୁ ବେଆଇନ ଭାବରେ ଜଣେ ବ୍ୟବସାୟୀଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। 

ଭୋଜିବେଳେ ଆକ୍ରମଣ, ପୋଲିସ ଗାଡ଼ି ଭଙ୍ଗାରୁଜା ଘଟଣା:  ଆଉ ଜଣେ ଅଭିଯୁକ୍ତ ଗିରଫ

ଭୋଜିବେଳେ ଆକ୍ରମଣ, ପୋଲିସ ଗାଡ଼ି ଭଙ୍ଗାରୁଜା ଘଟଣା: ଆଉ ଜଣେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୫ା୩ (ବ୍ୟୁରୋ): ହୋଲି ଖେଳକୁ ନେଇ ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡା ହାଉସିଂବୋର୍ଡ କଲୋନୀର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ।  ଗୋଟିଏ ଗୋଷ୍ଠୀର ଭୋଜି ଚାଲିଥିବାବେଳେ ଅନ୍ୟ ଏକ ଗୋଷ୍ଠୀର ସଂଘବଦ୍ଧ ଆକ୍ରମଣରେ ୮ଜଣ ଆହତ ହୋଇଥିଲେ। 


Model This Week

ରଶ୍ମି
Why Dharitri