ରାଜ୍ୟ |

ନୂଆପଡ଼ା ଏନ୍‌ଏସି ନିର୍ବାଚନ ଉପରେ ହାଇକୋର୍ଟଙ୍କ ରହିତାଦେଶ

ନୂଆପଡ଼ା ଏନ୍‌ଏସି ନିର୍ବାଚନ ଉପରେ ହାଇକୋର୍ଟଙ୍କ ରହିତାଦେଶ
କଟକ ଅଫିସ, ୮।୩: ନୂଆପଡ଼ା ଏନ୍‌ଏସି ନିର୍ବାଚନ ଉପରେ ଗୁରୁବାର ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ଶୁକ୍ରବାର ନିର୍ବାଚନ ପ୍ରକ୍ରିୟା ନିମନ୍ତେ ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥାନ୍ତା। ମାତ୍ର ଜିଲାପାଳଙ୍କ ପକ୍ଷରୁ ପ୍ରକାଶିତ ସଂରକ୍ଷଣ ସମ୍ପର୍କିତ ବିଜ୍ଞପ୍ତିରେ ତ୍ରୁଟି ରହିଥିବା ଅଭିଯୋଗ କରି ଜଣେ ଭୋଟର ମହେଶ ନିଆଲ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ହାଇକୋର୍ଟଙ୍କ ଏହି ଅନ୍ତରୀଣ ରହିତାଦେଶ ଫଳରେ ନୂଆପଡ଼ା ଏନ୍‌ଏସିରେ ନିର୍ବାଚନ ହେବା ନେଇ ପ୍ରତିବନ୍ଧକ ଦେଖାଦେଇଛି।
All Right Reserved By

ରାଜ୍ୟ |

ସବୁଜ ବାହିନୀର ଅଭିନବ ପ୍ରଚେଷ୍ଟା: କଣ୍ଟା ଯନ୍ତ୍ରଣାରୁ ବୃକ୍ଷଙ୍କୁ ମୁକ୍ତି

ସବୁଜ ବାହିନୀର ଅଭିନବ ପ୍ରଚେଷ୍ଟା: କଣ୍ଟା ଯନ୍ତ୍ରଣାରୁ ବୃକ୍ଷଙ୍କୁ ମୁକ୍ତି

ବ୍ରହ୍ମପୁର ଅଫିସ,୨୩।୯: ବିଜ୍ଞାପନ ଫଳକ ଲଗାଇବା ହେଉ ଅବା ଅନ୍ୟାନ୍ୟ ବ୍ୟବହାର ହେଉ, ବୃକ୍ଷରେ ଲୁହା କଣ୍ଟା ମରାଯାଇଥାଏ। ଫଳରେ ବୃକ୍ଷରେ କ୍ଷତ ହୋଇଯାଏ ଏବଂ ବୃକ୍ଷ କ୍ରମଶଃ ଦୁର୍ବଳ ହୋଇଯାଏ। ଏପରିକି ବୃକ୍ଷର ଆୟୁଷ ମଧ୍ୟ କମିଯାଏ। ସମୟ ପୂର୍ବରୁ ଭାଙ୍ଗି ଯାଇଥାଏ। ବୃକ୍ଷକୁ କଣ୍ଟା ଯନ୍ତ୍ରଣାରୁ ମୁକ୍ତି ପାଇଁ ପଦକ୍ଷେପ ଆରମ୍ଭ ହୋଇଛି। 

ବକୁଳବନରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ଜୋରଦାର

ବକୁଳବନରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ଜୋରଦାର

ସାକ୍ଷୀଗୋପାଳ, ୨୩।୯(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ବକୁଳବନରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ବ ବିଦ୍ୟାଳୟ। ଖୁବ୍‌ଶୀଘ୍ର ଏହି ଐତିହାସିକ ଶିଳାନ୍ୟାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ବୋଲି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ କହିଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଜିଲାର ମନ୍ତ୍ରୀ, ବିଧାୟକ ସହିତ ଅଧିକାରୀମାନେ ସ୍ଥିତି ଅନୁଧ୍ୟାନ କରିବାପରେ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି।

ଡେଙ୍ଗୁ ନେଲା ଜୀବନ

ଡେଙ୍ଗୁ ନେଲା ଜୀବନ

ଜଗତସିଂହପୁର ଅଫିସ୍‌, ୨୩।୯: ଜଗତସିଂହପୁର ଜିଲା କୁଜଙ୍ଗ ଅଞ୍ଚଳର ଜଣେ ଡେଙ୍ଗୁ ରୋଗୀ କଟକ ଏସସିବି ମେଡିକାଲରେ ଆଖି ବୁଜିଛନ୍ତି।

ନର୍ସିଂ ହୋମ୍‌ରୁ ଚୋରି

ନର୍ସିଂ ହୋମ୍‌ରୁ ଚୋରି

ବ୍ରହ୍ମପୁର ଅଫିସ୍‌,୨୩।୯-ବ୍ରହ୍ମପୁର ଗାନ୍ଧୀନଗର ଛକରେ ଥିବା ଏକ ନର୍ସିଂ ହୋମରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ରଙ୍ଗନାଥନ୍‌ ଅର୍ଥୋ ନର୍ସିଂ ହୋମ୍‌ କବାଟ ଭାଙ୍ଗି ପଶିଥିଲେ। 

କୋର୍ଟରେ ହାଜର ହେଲେ ୧୨ ଆନ୍ଦୋଳନକାରୀ

କୋର୍ଟରେ ହାଜର ହେଲେ ୧୨ ଆନ୍ଦୋଳନକାରୀ

ଛତ୍ରପୁର,୨୩।୯(ଡି.ଏନ.ଏ.)- ବିଭିନ୍ନ ଦାବି ନେଇ ଛତ୍ରପୁର ଉପକଣ୍ଠ ଭାରତୀୟ ବିରଳ ମୃତ୍ତିକା (ଆଇଆରଇ) ପ୍ଲାଣ୍ଟର କାର୍ଯ୍ୟ ବନ୍ଦ କରିବା ପ୍ରସଙ୍ଗରେ ୧୨ ଜଣ ଆନ୍ଦୋଳନକାରୀ ଶନିବାର ଛତ୍ରପୁର ସିନିୟର ଡିଭିଜନ୍‌ ସିଭିଲ କୋର୍ଟରେ ହାଜର ହୋଇଥିଲେ ।

ଜିଲା ଆଥ୍‌ଲେଟିକ ଆସୋସିଏଶନର ସାଧାରଣ ପରିଷଦ ବୈଠକ

ଜିଲା ଆଥ୍‌ଲେଟିକ ଆସୋସିଏଶନର ସାଧାରଣ ପରିଷଦ ବୈଠକ

ନୟାଗଡ଼ ଅଫିସ,୨୩ା୯-ନୟାଗଡ଼ ଆଥ୍‌ଲେଟିକ ଆସୋସିଏଶନର ସାଧାରଣ ପରିଷଦ ବୈଠକ ଶନିବାର ଜିଲାପାଳଙ୍କ ମିନି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡ. ଏନ୍‌ ତିରୁମାଲା ନାୟକ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପରିଷଦର ବିଭିନ୍ନ କାର୍ଯ୍ୟକଳାପ ଉପରେ ଆଲୋଚନା କରାଯାଇଥିଲା।

ରାସ୍ତା ଦେଉଛି ଦୁର୍ଦ୍ଦଶା

ରାସ୍ତା ଦେଉଛି ଦୁର୍ଦ୍ଦଶା

ନୟାଗଡ଼ ଅଫିସ,୨୩।୯-ନୟାଗଡ଼ ନିର୍ବାଚନ ମଣ୍ଡଳୀର ସମସ୍ତ ଗ୍ରାମକୁ ପକ୍କା ରାସ୍ତା ହୋଇଥିବା କୁହାଯାଉଛି। ହେଲେ ବାସ୍ତବରେ ଏହା ଯେ ସମ୍ପୂର୍ଣ୍ଣ ସତ୍ୟ ନୁହେଁ ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି  ନୟାଗଡ଼ ଜିଲା ଭାଟସାହି  ପଞ୍ଚାୟତରେ।  

ମାନବାଧିକାର କମିଟିର ଆଲୋଚନା ଚକ୍ର

ମାନବାଧିକାର କମିଟିର ଆଲୋଚନା ଚକ୍ର

କେନ୍ଦ୍ରାପଡା ଅଫିସ, ୨୩।୯ କେନ୍ଦ୍ରାପଡା ସହରର ଟାଉନହଲଠାରେ ଜାତୀୟ ମାନବାଧିକାର ଜିଲା କମିଟି ପକ୍ଷରୁ ମାନବ ଅଧିକାର ଓ ଆଇନ ସଚେତନତା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କମିଟି ଅଧ୍ୟକ୍ଷା ଦୀପ୍ତିମୟୀ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଲ

ଜିଲାସ୍ତରୀୟ ରାଜସ୍ବ କମିଟି ବୈଠକ

ଜିଲାସ୍ତରୀୟ ରାଜସ୍ବ କମିଟି ବୈଠକ

କେନ୍ଦ୍ରାପଡା ଅଫିସ,୨୩।୯ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଶନିବାର ଜିଲାସ୍ତରୀୟ ରାଜସ୍ବ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ା ଜିଲାପାଳ ଦାଶରଥି ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ  ଏହି ବୈଠକରେ ତହସିଲଦାରମାନେ ଯୋଗଦେଇ

ଛାତ୍ର କଂଗ୍ରେସର ପକ୍ଷରୁ ବିଧାୟକଙ୍କ ପୋଷ୍ଟର ପୋଡି

ଛାତ୍ର କଂଗ୍ରେସର ପକ୍ଷରୁ ବିଧାୟକଙ୍କ ପୋଷ୍ଟର ପୋଡି

କେନ୍ଦ୍ରାପଡା ଅଫିସ, ୨୩।୯ ମାର୍ଶାଘାଇ ଥାନା ବାଲଣା ଗ୍ରାମର ଅବିନାଶ ପାଇଟାଳ ଓରଫ ମୂଷାଙ୍କ ହାଜତ ମୃତ୍ୟୁ ଘଟଣାକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏନେଇ ଛାତ୍ର କଂଗ୍ରେସ କର୍ମୀମାନେ କେନ୍ଦ୍ରାପଡା ସହରର ବସଷ୍ଟାଣ୍ଡରେ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟରକୁ ପୋଡିଛନ୍ତି ।

ତହସିଲକୁ ପଲିଥିନ ପାଇଁ ଆସିଥିବାବେଳେ ମାଡ଼

ତହସିଲକୁ ପଲିଥିନ ପାଇଁ ଆସିଥିବାବେଳେ ମାଡ଼

ପଟ୍ଟାମୁଣ୍ଡାଇ,୨୩।୯(ସ୍ବ.ପ୍ର.) ପଟ୍ଟାମୁଣ୍ଡାଇ ତହସିଲ ଅଫିସକୁ ପଲିଥିନ ପାଇଁ ଆସିଥିବା ପୌରାଞ୍ଚଳ ଷଣ୍ଢପଲ୍ଳୀ ୧ ନଂ ଓ୍ବାର୍ଡର ପ୍ରଶାନ୍ତ ତ୍ରିପାଠୀ (୩୭)ଙ୍କୁ  ଶନିବାର କେତେକ କର୍ମଚାରୀ ମାଡ ମାରିଥିବା ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି।ଲଘୁଚାପ ବର୍ଷାରେ ଘର ଭାଙ୍ଗି ଯାଇଥିବା ନେଇ ପ୍ରଶାନ୍ତ  ତହସିଲଦାରଙ୍କ ନିକଟରେ  ଆବେଦନ କରିଥିଲେ ।

ଲଘୁଚାପଜନିତ ବର୍ଷା: ୧୦୦ରୁ ଊର୍ଦ୍ଧ୍ୱ ପରିବାର ଜଳବନ୍ଦୀ

ଲଘୁଚାପଜନିତ ବର୍ଷା: ୧୦୦ରୁ ଊର୍ଦ୍ଧ୍ୱ ପରିବାର ଜଳବନ୍ଦୀ

ମହାକାଳପଡା,୨୩।୯(ଡି.ଏନ୍‌.ଏ.) ଲଘୁଚାପ ପ୍ରଭାବରେ ଉପକୂଳ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ମହାକାଳପଡା ବ୍ଲକ ଜମ୍ବୁ ପଞ୍ଚାୟତ ଅନ୍ତର୍ଗତ ଜମ୍ମୁଗ୍ରାମସ୍ଥିତ ଦକ୍ଷିଣପଡାର ୯,୧୦,୧୧ ନଂ ଓ୍ବାର୍ଡର ବିଭିନ୍ନ ସ୍ଥାନରେ ବର୍ଷାଜଳ ଜମି ରହିଛି।