ବ୍ରହ୍ମପୁର

ବିଶ୍ୱନାଥ ଦାସଙ୍କ ଜୟନ୍ତୀ ପାଳିତ

ବିଶ୍ୱନାଥ ଦାସଙ୍କ ଜୟନ୍ତୀ ପାଳିତ

ବ୍ରହ୍ମପୁର ଅଫିସ,୮।୩: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାସଙ୍କ ଜୟନ୍ତୀ ଗୁରୁବାର ସକାଳେ ବ୍ରହ୍ମପୁର ପୌର ଅତିଥି ଭବନ ପରିସରରେ ପାଳିତ ହୋଇଯାଇଛି। ଏଥିରେ ବିଡିଏ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା, ଜିଲା ପରିଷଦ ସଭ୍ୟ ବୃନ୍ଦାବନ ଖଟେଇ, ସଂସ୍କାରବାଦୀ ସଙ୍ଗଠନର ସଭାପତି ତ୍ରିନାଥ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

All Right Reserved By

ବ୍ରହ୍ମପୁର

ଗଞ୍ଜାମ ସହରରେ ପୁଣି ଏଟିଏମ ଠକେଇ

ଗଞ୍ଜାମ ସହରରେ ପୁଣି ଏଟିଏମ ଠକେଇ

ଗଞ୍ଜାମ,୨୩ା୬(ଡି.ଏନ.ଏ.)- କିଛିଦିନର ନିରବତା ପରେ ଗଞ୍ଜାମ ସହରରେ ପୁଣି ଏଟିଏମ୍‌ ଠକେଇର ଶୀକାର ହୋଇଛନ୍ତି ଜଣେ ଗ୍ରାହକ। ଗତ ୨ଦିନ ତଳେ ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ କୈବର୍ତ୍ତ ସାହିର କୃଷ୍ଣଚନ୍ଦ୍ର ବେହେରା ଗଞ୍ଜାମ ଷ୍ଟେଟବ୍ୟାଙ୍କ ପରିସରରେ ଥିବା ଏଟିଏମରୁ ଟଙ୍କା ଟ୍ରାନ୍ସଫର କରିବା ପାଇଁ ଯାଇଥିଲେ।

ପୋଲସରାରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ

ପୋଲସରାରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ

ପୋଲସରା,୨୩ା୬(ଡି.ଏନ.ଏ.)- ପୋଲସରା ବ୍ଲକ ନିକଟସ୍ଥ ଲୁଣିଘାଟି ପଡ଼ିଆରେ ଶନିବାର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପୋଲସରା ଅଞ୍ଚଳର ସମସ୍ତ ସରପଞ୍ଚ, ସମିତିସଭ୍ୟ, ଜିଲା ପରିଷଦ ସଭ୍ୟ ଓ ଜନସାଧାରଣ ସିଧାସଳଖ ଅଞ୍ଚଳର ବିକାଶ

ମୋବାଇଲ ଫୋନ୍‌: ତାଗିଦ୍‌ ହେଲା କାଳ

ମୋବାଇଲ ଫୋନ୍‌: ତାଗିଦ୍‌ ହେଲା କାଳ

ଧରାକୋଟ,୨୩ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଧରାକୋଟ ଥାନା କୁଶପଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଅଧିକାଂଶ ସମୟ ମୋବାଇଲ ଫୋନ୍‌ ବ୍ୟବହାର କରିବା ଓ ସୋସିଆଲ ମିଡିଆରେ ବ୍ୟସ୍ତ ରହିବା ନେଇ ପୁଅଙ୍କୁ ବାପାଙ୍କ ତାଗିଦ୍‌ କାଳ ହୋଇଛି। ତାଗିଦ୍‌ ପରେ ପୁଅ ରଶି ଦେଇ ଆତ୍ମହତ୍ୟା କରିବା ଓ ପୁଅର ମୃତଦେହ ଦେଖି ବାପା

ସମବାୟ ଆପଣଙ୍କ ଦ୍ୱାରଦେଶରେ କାର୍ଯ୍ୟକ୍ରମରେ କୃଷକ ସମାବେଶ

ସମବାୟ ଆପଣଙ୍କ ଦ୍ୱାରଦେଶରେ କାର୍ଯ୍ୟକ୍ରମରେ କୃଷକ ସମାବେଶ

ବୁଗୁଡ଼ା,୨୩।୬(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ଗୋଡ଼ିଆବୋରଦା ପଞ୍ଚାୟତ କାର୍ଯ୍ୟାଳୟରେ ମୋଟାବାଡ଼ି ଓ ଖୋଳଖାଳି ସେବା ସମବାୟ ସମିତିର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ସମବାୟ ଆପଣଙ୍କ ଦ୍ୱାରଦେଶରେ କାର୍ଯ୍ୟକ୍ରମରେ କୃଷକ ସମାବେଶ ଅନୁଷ୍ଠିତ ହୋଇଥିଲା। ଉକ୍ତ ସମାବେଶରେ ଗୌଡ଼ିଆବୋରଦା ପଞ୍ଚାୟତର ପୂର୍ବତନ ସରପଞ୍ଚ ବୁଲୁ ପ୍ରଧାନ ସଭାପତିତ୍ୱ କରିଥିଲେ।

ପାୱାର ଟିଲରରେ ଗୋଡ଼ ପଶି ଯୁବକ ଗୁରୁତର

ବୁଗୁଡ଼ା,୨୩ା୬(ଡି.ଏନ.ଏ.)- ବୁଗୁଡ଼ା ଥାନା ରାମଣ୍ଡା ଗ୍ରାମରେ ପ୍ରଦୀପ ନାହାକ (୩୦) ନାମକ ଜଣେ ଯୁବକ ଶନିବାର ସକାଳ ପ୍ରାୟ ୯ଟାରେ ପାୱାରଟିଲରରେ ଜମି ଚାଷ କରୁଥିଲେ। ଅସାବଧାନତା ଯୋଗୁ ତାଙ୍କ ବାମଗୋଡଟି ପାୱାରଟିଲରରେ ପଶିଯାଇଥିଲା। ସେଠାରେ ସେ ଗୁରୁତର ହୋଇ ପଡିଯାଇଥିଲେ। ପରେ ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ବୁଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ପ୍ରଦୀପଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିବା ଜଣାପଡ଼ିଛି।

ରାମଚଣ୍ଡୀ, ଶିତଳା ଠାକୁରାଣୀଙ୍କ ଯାତ୍ରାକୁ ନେଇ ଶେରଗଡ଼ ଉତ୍ସବ ମୁଖର

ରାମଚଣ୍ଡୀ, ଶିତଳା ଠାକୁରାଣୀଙ୍କ ଯାତ୍ରାକୁ ନେଇ ଶେରଗଡ଼ ଉତ୍ସବ ମୁଖର

ଶେରଗଡ଼,୨୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ଗ୍ରାମର ପ୍ରସିଦ୍ଧ ରାମଚଣ୍ଡୀ ଓ ଶୀତଳା ଠାକୁରାଣୀଙ୍କ ଯାତ୍ରା ଶୁକ୍ରବାର ମଧ୍ୟରାତ୍ରିରୁ ଆରମ୍ଭ ହୋଇଛି। ଏହି ଅବସରରେ ଠାକୁରାଣୀଙ୍କ ଆଜ୍ଞାମାଳକୁ ପୂଜାର୍ଚ୍ଚନା କରାଯାଇଥିଲା।

ରାସ୍ତା ନିର୍ମାଣ ଦାବି: ଗ୍ରାମବାସୀଙ୍କ ପକ୍ଷରୁ ସାରଙ୍ଗଗଡ଼ ଉଦୟଗିରି ରାସ୍ତା ଅବରୋଧ

ରାସ୍ତା ନିର୍ମାଣ ଦାବି: ଗ୍ରାମବାସୀଙ୍କ ପକ୍ଷରୁ ସାରଙ୍ଗଗଡ଼ ଉଦୟଗିରି ରାସ୍ତା ଅବରୋଧ

ରାଇକିଆ, ଜି.ଉଦୟଗିରି, ୨୩।୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ର ମଣ୍ଡାକିଆ ଓ ପେଟାପାଙ୍ଗା ପଞ୍ଚାୟତର ୧୨ଟି ଗ୍ରାମର ଲୋକେ ପକ୍କା ରାସ୍ତା ର୍ନିମାଣ ପାଇଁ ଶନିବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ମାଡ଼

ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ମାଡ଼

ଦିଗପହଣ୍ଡିି,୨୩ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ମାଡ଼ ମାରିବା ଘଟଣାରେ ପୋଲିସ ଶନିବାର ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ପଦ୍ମନାଭପୁର ଗ୍ରାମର ଶିବାନନ୍ଦ ଦାସ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଦିଗପହଣ୍ଡି ସବ୍‌ଜେଲକୁ ପଠାଯାଇଛି।

ଗିରଫ ଜୁଆଡ଼ିଙ୍କୁ କୋର୍ଟ ଚାଲାଣ

ଗିରଫ ଜୁଆଡ଼ିଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି, ଚିକିଟି୨୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ପୋଲିସ ଶନିବାର ଗିରଫ ୭ ଜୁଆଡ଼ିଙ୍କୁ ପାତ୍ରପୁର କୋର୍ଟକୁ ଚାଲାଣ କରିଛି।

ମଙ୍ଗରାଜପୁର ଗ୍ରାମରେ ଅଗ୍ନିକାଣ୍ଡ, ଜଳିଗଲା ୪ ବଖରା

ମଙ୍ଗରାଜପୁର ଗ୍ରାମରେ ଅଗ୍ନିକାଣ୍ଡ, ଜଳିଗଲା ୪ ବଖରା

ଦିଗପହଣ୍ଡି,୨୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ମଙ୍ଗରାଜପୁର ଗ୍ରାମରେ ଶନିବାର ସକାଳ ୭ଟାରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ଏମ୍‌.ସୁରୀ ଏବଂ ଏମ୍‌.ମାଲେସୁଙ୍କର ୪ ବଖରା ପୋଡ଼ି ପାଉଁଶ ହୋଇଯାଇଛି।

ଅପହରଣ କରିନେଇ ଗାୟଗଣ୍ଡା ବସ୍‌ଷ୍ଟାଣ୍ଡରେ ଛାଡ଼ିଲେ, ନାବାଳକ ଉଦ୍ଧାର

ଅପହରଣ କରିନେଇ ଗାୟଗଣ୍ଡା ବସ୍‌ଷ୍ଟାଣ୍ଡରେ ଛାଡ଼ିଲେ, ନାବାଳକ ଉଦ୍ଧାର

ଭଞ୍ଜନଗର,୨୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅନ୍ତର୍ଗତ କରସିଙ୍ଗି ଗୁଡ଼ିସାହିରୁ ଶୁକ୍ରବାର ସନ୍ଧ୍ୟାରେ ଦୁର୍ବୃତ୍ତମାନେ ଜଣେ ସାଢ଼େ ୩ବର୍ଷର ନାବାଳକଙ୍କୁ ଅପହରଣ କରି ନେଇଥିଲେ। ଏହାପରେ ନାବାଳକଙ୍କୁ ତାରସିଂ ଥାନା ଅନ୍ତର୍ଗତ ଗାୟଗଣ୍ଡା ବସ୍‌ଷ୍ଟାଣ୍ଡରେ ଛାଡ଼ି ଦେଇଥିଲେ।

 ଭିଜିଲାନ୍ସ ଜାଲରେ ଦକ୍ଷିଣ ଘୁମୁସର ଡିଏଫ୍‌ଓ

ଭିଜିଲାନ୍ସ ଜାଲରେ ଦକ୍ଷିଣ ଘୁମୁସର ଡିଏଫ୍‌ଓ

ଭଞ୍ଜନଗର,୨୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ(ଡିଏଫ୍‌ଓ)ଙ୍କ ବାସଭବନରେ ଶନିବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଡିଏଫ୍‌ଓ ବିଜୟ କେତନ ଆଚାର୍ଯ୍ୟଙ୍କ ବାସଭବନରେ ଭୋର୍‌ରୁ ବ୍ରହ୍ମପୁର ଭିଜିଲାନ୍ସ ଚଢ଼ାଉ କରିଛି।

Model This Week

ପ୍ରଭାତ