ଅନଗୁଳ-ଢେଙ୍କାନାଳ

ଅବକାରୀ ଚଢାଉ, ୫ ଗିରଫ

ବଇଣ୍ଡା, ୭।୩(ଡି.ଏନ.ଏ.)- ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ବୁଧବାର ଠାକୁରଗଡ଼ ଓ ହଣ୍ଡପା ଥାନା ଇଲାକାରେ ଚଢାଉ କରାଯାଇ ୪୩ ଲିଟର ଦେଶୀ ମଦ ଜବତ କରାଯାଇଛି। ଏହାସହ ଏଥିରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଠାକୁରଗଡ଼ ଥାନା ସାନହୁଲା ଗ୍ରାମର ବ୍ରହ୍ମ ବେହେରା, ଘୋଡାବନ୍ଧୁଣୀ ଗ୍ରାମର ସଂସାର ପ୍ରଧାନ, ଶଙ୍କର ପ୍ରଧାନ, ହଣ୍ଡପା ଥାନା ଶରଧାମୁଣ୍ଡା ଗ୍ରାମର ପ୍ରଦୀପ ଗଡ଼ନାୟକ ଓ ବଡ଼ହୁଲା ଗ୍ରାମର ଯୋଗେଶ୍ୱର ବେହେରା। ସେମାନେ ବେଆଇନ ଭାବେ ମଦ ବିକ୍ରି କରୁଥିବା ଖବରପାଇ ଆଠମଲ୍ଲିକ ଅବକାରୀ ନୀରିକ୍ଷକ ସ୍ନେହଲତା ନାୟକ, ଉପନୀରିକ୍ଷକ ପ୍ରଫୁଲ୍ଲ କୁମାର ପତି, ସହକାରୀ ଉପନୀରିକ୍ଷକ ରମାକାନ୍ତ ଚାନ୍ଦ, ଅରୁଣ କୁମାର ଚାଉଳିଆ, ମନୋଜ କୁମାର ବେହେରା, ହରିହର ପରିଡା ପ୍ରମୁଖ ଚଢାଉ କରିଥିଲେ।
All Right Reserved By

ଅନଗୁଳ-ଢେଙ୍କାନାଳ

 ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ଫାଟକରେ ତାଲା

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ଫାଟକରେ ତାଲା

ଛେଣ୍ଡିପଦା,୧୦।୧୨(ଡି.ଏନ.ଏ.)-ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ବଅଁରପାଳ ବ୍ଲକ ଅନ୍ତର୍ଗତ ବଡକେରେଜାଙ୍ଗ ପଞ୍ଚାୟତ ଅଧିନ ସାକୋସିହା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି କରାଯାଉ ନ ଥିବାରୁ ଦୀର୍ଘ ଦିନ ଧରି ଶିକ୍ଷାଦାନ ବାଧାପ୍ରାପ୍ତ ହେବା ସହ ଅଚଳାବସ୍ଥା ସୃଷ୍ଟି ହୋଇଛି। 

ବ୍ୟାଙ୍କ ଡକାୟତି ଘଟଣା: ମାଷ୍ଟରମାଇଣ୍ଡ ମାଧବ ରବି ଦାସଙ୍କୁ ରିମାଣ୍ଡରେ ନେଲା ପୋଲିସ

ବ୍ୟାଙ୍କ ଡକାୟତି ଘଟଣା: ମାଷ୍ଟରମାଇଣ୍ଡ ମାଧବ ରବି ଦାସଙ୍କୁ ରିମାଣ୍ଡରେ ନେଲା ପୋଲିସ

ଅନୁଗୋଳ ଅଫିସ୍‌, ୧୦।୧୨: ଅନୁଗୋଳ ସ୍ଥିତ ଆନ୍ଧ୍ର ଓ ଇଣ୍ଡିଆନ ବ୍ୟାଙ୍କ ଡକାୟତି ଘଟଣାରେ ମାଷ୍ଟରମାଇଣ୍ଡ ମାଧବ ରବି ଦାସଙ୍କୁ ଅନୁଗୋଳ ପୋଲିସ ରିମାଣ୍ଡରେ ଆଣି ପହଞ୍ଚିଛି। ଡାକ୍ତରି ମାଇନା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଛି।

ଦନ୍ତାହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ: ଭାଲୁମୁଣ୍ଡା ଛକରେ ରାସ୍ତା ରୋକୋ

ଦନ୍ତାହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ: ଭାଲୁମୁଣ୍ଡା ଛକରେ ରାସ୍ତା ରୋକୋ

ପରଜଙ୍ଗ,୧୦।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ  ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ  କନ୍ଦରସିଂହା ପଞ୍ଚାୟତ ଖଳିବାହଳ ସାହିର ଜଣେ ମହିଳାଙ୍କ ଦନ୍ତାହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। 

ରାସ୍ତା ତଳକୁ ଓଲଟିଲା ଟୁରିଷ୍ଟ୍‌ ବସ୍‌: ୧୫ରୁ  ଅଧିକ  ଆହତ

ରାସ୍ତା ତଳକୁ ଓଲଟିଲା ଟୁରିଷ୍ଟ୍‌ ବସ୍‌: ୧୫ରୁ ଅଧିକ ଆହତ

ପରଜଙ୍ଗ,୧୦।୧୨(ଡି.ଏନ୍‌.ଏ,): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ଖଇରାମୁଣ୍ଡା ଛକଠାରେ ସୋମବାର ଭୋର ୪ଟାରେ  ଏକ ଦୁର୍ଘଟଣା ଘଟିଛି।

ଟ୍ରେନରୁ ଖସି ପୂର୍ବତନ ବିଧାୟକଙ୍କ ପରଲୋକ

ଟ୍ରେନରୁ ଖସି ପୂର୍ବତନ ବିଧାୟକଙ୍କ ପରଲୋକ

ବଇଣ୍ଡା, ୧୦।୧୨(ଡିଏନଏ): ଅନୁଗୋଳ ଜିଲା ଆଠମଲିକ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ସୋମବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କ ୮୦ ବର୍ଷ ହୋଇଥିଲା।

୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ: ଅଧିକ ଗଛ କାଟିଥିଲେ କାର୍ଯ୍ୟାନୁଷ୍ଠାନ

ଢେଙ୍କାନାଳ ଅଫିସ, ୧୦।୧୨: ଢେଙ୍କାନାଳ ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ବେଳେ ଆବଶ୍ୟକତା ନ ଥାଇ ଶତାଧିକ ପୁରୁଣା ଗଛ କାଟି ଦିଆଯାଇଛି। ଏହାର ପ୍ରତିକୂଳ ପ୍ରଭାବ ପଡୁଛି ପରିବେଶ ଉପରେ। ଏପରି ସଙ୍ଗିନ ଅଭିଯୋଗ ଆସିବା ପରେ ଉଦ୍‌ବେଗ ବ୍ୟକ୍ତ କରିଛି ଜଙ୍ଗଲ ଏବଂ ପରିବେଶ ବିଭାଗ। ଏ ନେଇ ବିଭାଗର ସ୍ବତନ୍ତ୍ର ସଚିବ ପିସିସିଏଫ୍‌ଙ୍କୁ ପତ୍ର ଲେଖି ଜଣାଇଛନ୍ତି। 

ପିଏସ୍‌ଆର ସିନେମା ହଲ୍‌ ଉଦ୍‌ଘାଟିତ

ପିଏସ୍‌ଆର ସିନେମା ହଲ୍‌ ଉଦ୍‌ଘାଟିତ

ଢେଙ୍କାନାଳ ଅଫିସ, ୧୦ା୧୨: ଢେଙ୍କାନାଳ ସହର ଦକ୍ଷିଣକାଳୀ ରୋଡ୍‌ରେ ରବିବାର ପୂର୍ବାହ୍ନରେ ଉଦ୍‌ଘାଟିତ ହୋଇଛି ପିଏସ୍‌ଆର୍‌ ସିନେମା ହଲ୍‌। ଏସ୍‌ପି ସନ୍ତୋଷ କୁମାର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଲୋକାର୍ପିତ କରିଥିଲେ। 

ହାତୀ ଦୌରାତ୍ମ୍ୟରୁ ସୁରକ୍ଷା ନେଇ ସଚେତନତା: ଲଙ୍କାଗୁଣ୍ଡ, ଫିନାଇଲ ବ୍ୟବହାର ତାଲିମ

ହାତୀ ଦୌରାତ୍ମ୍ୟରୁ ସୁରକ୍ଷା ନେଇ ସଚେତନତା: ଲଙ୍କାଗୁଣ୍ଡ, ଫିନାଇଲ ବ୍ୟବହାର ତାଲିମ

ଢେଙ୍କାନାଳ ଅଫିସ, ୧୦।୧୨: ଢେଙ୍କାନାଳ ଜିଲାରେ ହାତୀ-ମଣିଷ ସଂଘର୍ଷ ଚରମ ସୀମାରେ ପହଞ୍ଚତ୍ଛି। ଏହାକୁ ରୋକିବାକୁ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ସଚେତନତା। ଏହି ଅବସରରେ ଓଡ଼ାପଡ଼ା ବ୍ଲକର ବଉଳପୁରପାଟଣା, ଗଁଦିଆ ବ୍ଲକ ଆତିଣ୍ଡା ଗ୍ରାମରେ ଦୁଇଦିନିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ବ୍ରାହ୍ମଣୀରୁ ପାଣି ଯୋଗାଣକୁ ଅଞ୍ଚଳବାସୀଙ୍କ ବିରୋଧ: ପାଇପ ଲାଇନ କାମ ବନ୍ଦ କଲେ

ବ୍ରାହ୍ମଣୀରୁ ପାଣି ଯୋଗାଣକୁ ଅଞ୍ଚଳବାସୀଙ୍କ ବିରୋଧ: ପାଇପ ଲାଇନ କାମ ବନ୍ଦ କଲେ

ଭୁବନ, ୧୦।୧୨(ଡି.ଏନ୍‌.ଏ.) ବ୍ରାହ୍ମଣୀ ନଦୀରୁ ଯାଜପୁର ଜିଲା ସୁକିନ୍ଦା ଶିଳ୍ପାଞ୍ଚଳକୁ ପାନୀୟ ଜଳ ଯୋଗାଣକୁ ନେଇ ସୃଷ୍ଟି ହୋଇଛି ତୀବ୍ର ବିରୋଧାଭାସ। ରବିବାର ଭୁବନ ଅଞ୍ଚଳର ଶତାଧିକ ଯୁବକ, ବୁଦ୍ଧିଜୀବୀ ଏକାଠି ହୋଇ ପାଇପ୍‌ ଲାଇନ କାମ ବନ୍ଦ କରିଥିଲେ।

ବ୍ୟାଙ୍କ ଡକାୟତିର ଚାଲିଛି ଖୋଳତାଡ଼: ମାଷ୍ଟରମାଇଣ୍ଡଙ୍କୁ ମାରାଥନ ଜେରା

ବ୍ୟାଙ୍କ ଡକାୟତିର ଚାଲିଛି ଖୋଳତାଡ଼: ମାଷ୍ଟରମାଇଣ୍ଡଙ୍କୁ ମାରାଥନ ଜେରା

ଅନୁଗୋଳ ଅଫିସ, ୧୦।୧୨- ଅନୁଗୋଳ ସ୍ଥିତ ଆନ୍ଧ୍ର ଓ ଇଣ୍ଡିଆନ ବ୍ୟାଙ୍କ ଡକାୟତି ଘଟଣାର ମାଷ୍ଟର ମାଇଣ୍ଡ ଥିବା ମାଧବ ରବି ଦାସଙ୍କୁ ଅନୁଗୋଳ ପୋଲିସ ଗୟାରୁ ରିମାଣ୍ଡରେ ଆଣି ଶନିବାର ବିଳମ୍ବିତ ରାତିରେ ଅନୁଗୋଳରେ ପହଞ୍ଚତ୍ବା ପରେ ମାରାଥନ ଜେରା ଆରମ୍ଭ କରିଛି। 

ଅନୁଗୋଳ ବଜାରରେ କେଟିଏମ୍‌ ୧୨୫

ଅନୁଗୋଳ ବଜାରରେ କେଟିଏମ୍‌ ୧୨୫

ଅନୁଗୋଳ ଅଫିସ, ୧୦।୧୨-ଅନୁଗୋଳ ବଜାରରେ କେଟିଏମ୍‌ର ନୂଆ ଗାଡି ଡିୟୁକ ୧୨୫ ଓ ଅଣ୍ଟିବ୍ରେକିଙ୍ଗ ସିଷ୍ଟମ(ଏବିଏସ୍‌) ପ୍ରବେଶ କରିଛି। ତେବେ ପ୍ରଥମ ଥର ପାଇଁ ବଜାରକୁ ଆସିଥିବା ଏହି ଗାଡ଼ିର ଚାହିଦା ରହିବ ବୋଲି କେଟିଏମ୍‌ ପକ୍ଷରୁ କୁହାଯାଇଛି। 

ବ୍ରାହ୍ମଣୀରୁ ପାଣି ଯୋଗାଣକୁ ବିରୋଧ: ପାଇପ ଲାଇନ କାମ ବନ୍ଦ କଲେ ଅଞ୍ଚଳବାସୀ

ବ୍ରାହ୍ମଣୀରୁ ପାଣି ଯୋଗାଣକୁ ବିରୋଧ: ପାଇପ ଲାଇନ କାମ ବନ୍ଦ କଲେ ଅଞ୍ଚଳବାସୀ

ଭୁବନ, ୯।୧୨(ଡି.ଏନ୍‌.ଏ.)-ବ୍ରାହ୍ମଣୀ ନଦୀରୁ ଯାଜପୁର ଜିଲା ସୁକିନ୍ଦା ଶିଳ୍ପାଞ୍ଚଳକୁ ପାନୀଳ ଜଳ ଯୋଗାଣକୁ ନେଇ ପୁଣି ଥରେ ସୃଷ୍ଟି ହୋଇଛି ତୀବ୍ର ବିରୋଧାଭାସ। ରବିବାର ଭୁବନ ଅଞ୍ଚଳର ଶତାଧିକ ଯୁବକ, ବୁଦ୍ଧିଜୀବୀ ଏକାଠି ହୋଇ ପାଇପ ଲାଇନ କାମ ବନ୍ଦ କରିଥିଲେ। ଅଞ୍ଚଳବାସୀଙ୍କ ବୃହତର ସ୍ବାର୍ଥ ଦୃଷ୍ଟିରୁ କୌଣସି ପରିସ୍ଥିତିରେ ବ୍ରାହ୍ମଣୀ ନଦୀରୁ ଟୋପାଏ ପାଣି ଛଡ଼ାଯିବନାହିଁ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।