ମେଟ୍ରୋ |

ପହଞ୍ଚିଲା ୫ମ ପର୍ଯ୍ୟାୟ ରଥକାଠ

ପହଞ୍ଚିଲା ୫ମ ପର୍ଯ୍ୟାୟ ରଥକାଠ
ପୁରୀ ଅଫିସ,୭।୩: ଜୁଲାଇ ୧୪ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା। ଏଥିନିମନ୍ତେ ୩ ରଥ ନିର୍ମାଣ ପାଇଁ ନୟାଗଡ଼ ବନମଣ୍ଡଳରୁ ବୁଧବାର ୫ମ ପର୍ଯ୍ୟାୟ ରଥକାଠ ଆସି ପୁରୀରେ ପହଞ୍ଚିଛି। ଏଥିରେ ୪୦ ଫୁଟିଆ ଅସନ ୭ ଖଣ୍ଡ ଏବଂ ୪୦ ଫୁଟିଆ ଧଉରା ୧୩ ଖଣ୍ଡ କାଠ ରହିଛି। ଏହି କାଠ ଅଖ, ଦଣ୍ଡା ଓ ଗୟଳ ପାଇଁ ବ୍ୟବହାର କରାଯିବ ବୋଲି ମେକାପ କହିଛନ୍ତି।
All Right Reserved By

ମେଟ୍ରୋ |

୪ କଲରାପତରିଆ ଚମଡ଼ା ଜବତ ଗିରଫ: ଆଉ ୩ ଅଭିଯୁକ୍ତ ଗିରଫ

୪ କଲରାପତରିଆ ଚମଡ଼ା ଜବତ ଗିରଫ: ଆଉ ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ସମ୍ବଲପୁର ଜିଲା କୁଚିଣ୍ଡାରୁ ୪ କଲରାପତରିଆ ବାଘ ଚମଡ଼ା ଘଟଣାରେ ରବିବାର ଅନ୍ୟ ୩ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ନରେନ୍ଦ୍ର ପିଙ୍ଗ, ମାନ୍‌ଫୁଲ ପ୍ରଧାନ, ଅକ୍ଷୟ ଭୋଇ। ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ କୁଚିଣ୍ଡା ଏସ୍‌ଡିଜେଏମ୍‌ କୋଟ୍‌କୁ ଚାଲାଣ କରାଯାଇଛି।

ରାସ୍ତା ପାର୍ଶ୍ୱରୁ ଯୁବକଙ୍କ ମୃତଦେହ ଉଦ୍ଧାର

ରାସ୍ତା ପାର୍ଶ୍ୱରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବାଲିଅନ୍ତା,୨୪ା୩(ଡି.ଏନ୍‌.ଏ): ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅଧୀନ ତ୍ରିନାଥ ବଜାର ନିକଟସ୍ଥ ବିଶ୍ୱଶାନ୍ତି ସରୋବର ସମ୍ମୁଖ ରାସ୍ତା ପାର୍ଶ୍ୱରୁ ରବିବାର ପୂର୍ବାହ୍ନରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଭାଜପାକୁ ଝଟକା: ରାଜ୍ୟ ଉପସଭାପତି ରାଜକିଶୋର ଦାସ ଛାଡ଼ିଲେ ଦଳ

ଭାଜପାକୁ ଝଟକା: ରାଜ୍ୟ ଉପସଭାପତି ରାଜକିଶୋର ଦାସ ଛାଡ଼ିଲେ ଦଳ

ଭୁବନେଶ୍ୱର/ବାରିପଦା ଅଫିସ୍‌, ୨୪।୩(ବ୍ୟୁରୋ): ଲୋକସଭା ନିର୍ବାଚନ ପୂର୍ବରୁ ଭାଜପାକୁ ଝଟକା ଲାଗିଛି। ରାଜ୍ୟ ଉପସଭାପତି ରାଜକିଶୋର ଦାସ ଦଳ ଛାଡ଼ିଛନ୍ତି।

ବିଜେଡିକୁ ଫେରିଲେ ଦୁର୍ଯ୍ୟୋଧନ ମାଝି

ବିଜେଡିକୁ ଫେରିଲେ ଦୁର୍ଯ୍ୟୋଧନ ମାଝି

ଭୁବନେଶ୍ୱର, ଖରିଆର, ୨୪ା୩(ବ୍ୟୁରୋ):ନୂଆପଡ଼ା ଜିଲା ଖରିଆର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝି ଶନିବାର ବିଜେଡିରେ ଯୋଗଦେଇଛନ୍ତି।

ବିଜେଡିର ତାରକା ପ୍ରଚାରକଙ୍କ ତାଲିକା ଜାରି

ବିଜେଡିର ତାରକା ପ୍ରଚାରକଙ୍କ ତାଲିକା ଜାରି

ଭୁବନେଶ୍ୱର,୨୪ା୩(ବ୍ୟୁରୋ):ବିଜେଡି ପକ୍ଷରୁ ବିଧାନସଭା ଓ ସାଧାରଣ ନିର୍ବାଚନ ପ୍ରଚାର ପାଇଁ ଶନିବାର ତାରକା ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇଛି। 

ବିଜୟଙ୍କୁ ମନାଇବା ପାଇଁ ଭାଜପାର ପ୍ରୟାସ ଜାରି

ବିଜୟଙ୍କୁ ମନାଇବା ପାଇଁ ଭାଜପାର ପ୍ରୟାସ ଜାରି

ଭୁବନେଶ୍ୱର,୨୪ା୩(ବ୍ୟୁରୋ):ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ମନାଇବା ପାଇଁ ଭାଜପା ତା’ର ସମସ୍ତ ଉଦ୍ୟମ ଜାରି ରଖିଛି। ଏହି କ୍ରମରେ ଭାଜପା ବିଧାୟକ ଦଳ ନେତା କେ.ଭି. ସିଂଦେଓ ଏବଂ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଶନିବାର ବିଜୟଙ୍କୁ ସାକ୍ଷାତ କରିଛନ୍ତି।

ଚାପରେ ବିଜେଡି, ଝୁଲିଲା ତାଲିକା:ଖୁବ୍‌ଶୀଘ୍ର ପ୍ରାର୍ଥୀ ଘୋଷଣା: ନବୀନ

ଚାପରେ ବିଜେଡି, ଝୁଲିଲା ତାଲିକା:ଖୁବ୍‌ଶୀଘ୍ର ପ୍ରାର୍ଥୀ ଘୋଷଣା: ନବୀନ

ଭୁବନେଶ୍ୱର,୨୪ା୩(ବ୍ୟୁରୋ):ବିଜେଡି ପକ୍ଷରୁ ଖୁବ୍‌ଶୀଘ୍ର ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଏହା କହିଛନ୍ତି। 

ଟିକେଟ ପାଇଁ ବାୟା:ଦଳଡିଆଁ ଖୁସ୍‌, ଅନେକ ଆଶାୟୀ ହତାଶ

ଟିକେଟ ପାଇଁ ବାୟା:ଦଳଡିଆଁ ଖୁସ୍‌, ଅନେକ ଆଶାୟୀ ହତାଶ

ଭୁବନେଶ୍ୱର,୨୪ା୩(ବ୍ୟୁରୋ):ବିଧାନସଭା ଓ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟରେ ରାଜନୈତିକ ଉଷ୍ଣତା ସେତିକି ବଢ଼ିଚାଲିଛି।

ଟିକେଟ ନ ମିଳିବାରୁ ତୁମୁଳକାଣ୍ଡ:କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା

ଟିକେଟ ନ ମିଳିବାରୁ ତୁମୁଳକାଣ୍ଡ:କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା

ଭୁବନେଶ୍ୱର,୨୪।୩ (ବ୍ୟୁରୋ)- ଟିକେଟ ଘୋଷଣା ହେବା ପରଠାରୁ ଅନ୍ୟ ଦଳ ଭଳି କଂଗ୍ରେସର ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଚରମସୀମାରେ ପହଞ୍ଚତ୍ଛି। ଏକାମ୍ର ଭୁବନେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ରଶ୍ମିରେଖା ମହାପାତ୍ରଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି। 

ଗୋଇନ୍ଦା ରିପୋର୍ଟ ମାମଲା:ଗୋଲକଙ୍କ ଓକିଲ ଥାନାରେ ହାଜର ହେଲେ,ଆଜି ହାଜର ହେବେ ଟଙ୍କଧର ତ୍ରିପାଠୀ

ଗୋଇନ୍ଦା ରିପୋର୍ଟ ମାମଲା:ଗୋଲକଙ୍କ ଓକିଲ ଥାନାରେ ହାଜର ହେଲେ,ଆଜି ହାଜର ହେବେ ଟଙ୍କଧର ତ୍ରିପାଠୀ

ଭୁବନେଶ୍ୱର,୨୪।୩ (ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରୁ ନିର୍ବାଚନ ଲଢିଲେ ହାରିଯିବା ନେଇ ଗୋଇନ୍ଦା ରିପୋର୍ଟ ରହିଥିବା ସଂକ୍ରାନ୍ତରେ କହିଥିଲା ଭାଜପା। 

ଓୟୁଏଟି କୁଳପତି ପଦବୀରୁ ହଟିଲେ ପଶୁପାଳକ

ଓୟୁଏଟି କୁଳପତି ପଦବୀରୁ ହଟିଲେ ପଶୁପାଳକ

ଭୁବନେଶ୍ୱର, ୨୪।୩(ବ୍ୟୁରୋ)- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର କୁଳପତି ପଦବୀରୁ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକଙ୍କୁୁ ହଟାଇ ଦିଆଯାଇଛି।

ବଫ୍‌ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ୍‌ରେ ଓଡ଼ିଆ ପୁଅ ଜିତେନ୍ଦ୍ର

ବଫ୍‌ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ୍‌ରେ ଓଡ଼ିଆ ପୁଅ ଜିତେନ୍ଦ୍ର

ଭୁବନେଶ୍ୱର, ୨୪।୩(ବ୍ୟୁରୋ)- ସ୍ବିଡେନ୍‌ର ମାଲ୍‌ମୋଠାରେ ବଫ୍‌ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ଶନିବାର ଆରମ୍ଭ ହୋଇଛି।


Model This Week

ରଶ୍ମି
Why Dharitri