ଜାତୀୟ |

କଣ୍ଟେନର ଜାହାଜରେ ବିସ୍ଫୋରଣ: ୪ ନିଖୋଜ

କଣ୍ଟେନର ଜାହାଜରେ ବିସ୍ଫୋରଣ: ୪ ନିଖୋଜ

ବମ୍ବେ, ୭।୩ : ଲାକ୍ଷାଦ୍ୱୀପ ନିକଟରେ ଏକ କଣ୍ଟେନର ଜାହାଜରେ ବୁଧବାର ବିସ୍ଫୋରଣ ଘଟିଛି। ଜାହାଜରେ ଥିବା ୨୭ କର୍ମଚାରୀଙ୍କ ମଧ୍ୟରୁ ୨୩ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ୪ ଜଣ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି। ଲାକ୍ଷାଦ୍ୱୀପର ଅଗାତିଠାରୁ ପ୍ରାୟ ୩୪୦ ନ୍ୟୁଟିକାଲ୍‌ ମାଇଲସ୍‌ ଦୂରରେ ଏହି ଅଘଟଣ ଘଟିଛି। ଭାରତୀୟ ତଟରକ୍ଷୀ ବାହିନୀ ଏବଂ ସାମୁଦ୍ରିକ ଉଦ୍ଧାରକାରୀ ଦଳ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

All Right Reserved By

ଜାତୀୟ |

ମା’ଙ୍କୁ ଟ୍ରାକ୍ଟର ଆଗକୁ ଠେଲିଦେଲେ ପୁଅ

ମା’ଙ୍କୁ ଟ୍ରାକ୍ଟର ଆଗକୁ ଠେଲିଦେଲେ ପୁଅ

ଓ୍ବାସିମ୍‌,୨୩।୬: ମହାରାଷ୍ଟର ଓ୍ବାସିମ୍‌ ଜିଲାରେ ଜମି ବିବାଦକୁ କେନ୍ଦ୍ର କରି ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବରୁ ଶତ୍ରୁତା ଥିବା ଜଣେ ବ୍ୟକ୍ତିଙ୍କୁ ଏକ ବିବାଦୀୟ ଜମିରେ ଚାଷ କରିବାରୁ ନିବୃତ୍ତ କରିବା ଲାଗି ଜଣେ ଯୁବକ ତାଙ୍କ ମା’ଙ୍କୁ ଉକ୍ତ ବ୍ୟକ୍ତିଙ୍କ ଟ୍ରାକ୍ଟର ସାମ୍ନାକୁ ଠେଲି ଦେଇଛନ୍ତି। ଉକ୍ତ ଘଟଣାରେ ୧୫ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ମାଲଗାଁଓ ପୋଲିସ ଜଣଙ୍କୁ ଗିରଫ କରିଛି।

ପ୍ଲାଷ୍ଟିକ୍‌ ବ୍ୟବହାର କଲେ ଜେଲ୍‌

ପ୍ଲାଷ୍ଟିକ୍‌ ବ୍ୟବହାର କଲେ ଜେଲ୍‌

ବମ୍ବେ,୨୩।୬: ଅଧିସୂଚନା ଜାରି ହେବାର ୩ ମାସ ପରେ ବିରୋଧ ପ୍ରଦର୍ଶନ ଏବଂ ଅଦାଲତଙ୍କ ଚେତାବନୀ ସତ୍ତ୍ୱେ ଶନିବାର ମହାରାଷ୍ଟ୍ର ସରକାର ରାଜ୍ୟରେ ପ୍ଲାଷ୍ଟିକ୍‌କୁ ନିଷେଧ କରିଛନ୍ତି। ଏହା ପରଠାରୁ ପ୍ଲାଷ୍ଟିକ୍‌ ବ୍ୟବହାରକାରୀଙ୍କୁ ୫ ହଜାରରୁ ୨୫ ହଜାର ପର୍ଯ୍ୟନ୍ତ ଜରିମାନା ଏବଂ ୩ ମାସ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ।

ଏକାଠି ରାମ-ରହିମ୍‌

ଏକାଠି ରାମ-ରହିମ୍‌

ଝର୍‌ଗ୍ରାମ,୨୩।୬: ଦେଶର ବିଭିନ୍ନ ସ୍ଥାନରେ ହିନ୍ଦୁ-ମୁସଲମାନ୍‌ଙ୍କ ମଧ୍ୟରେ ସାମ୍ପ୍ରଦାୟିକ ହିଂସା ଅଧିକାଂଶ ସମୟରେ ଖବରକାଗଜର ପୃଷ୍ଠା ମଣ୍ଡନ କରୁଥିବାବେଳେ ପଶ୍ଚିମବଙ୍ଗର ଝର୍‌ଗ୍ରାମ ଜିଲା ସୃଷ୍ଟି କରିଛି ଏକ ନୂଆ ଉଦାହରଣ। ଏଠାକାର ବାସିନ୍ଦା ନାରାୟଣ ଚନ୍ଦ୍ର ଆଚାର୍ଯ୍ୟଙ୍କ ଗୋଟିଏ ଛାତ ତଳେ ଭଗବାନ ଶିବଙ୍କ ପୂଜାର୍ଚ୍ଚନା କରାଯିବା ସହ କୋରାନ୍‌ ମଧ୍ୟ ପଢ଼ାଯାଉଛି। ଦୀର୍ଘ ୨୫ ବର୍ଷ ଧରି ଏହା ସାମ୍ପ୍ରଦାୟିକ ସଦ୍‌ଭାବନାର ବାର୍ତ୍ତା ଦେଉଛି।

ମୋଦିଙ୍କ ମନ୍ତ୍ର ଆପଣାଇ କୋଟିପତି ହେଲେ କଂଗ୍ରେସ କର୍ମକର୍ତ୍ତା

ମୋଦିଙ୍କ ମନ୍ତ୍ର ଆପଣାଇ କୋଟିପତି ହେଲେ କଂଗ୍ରେସ କର୍ମକର୍ତ୍ତା

ଭଦୋଦରା,୨୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥରେ ବେକାରି ହଟାଇବା ଉପରେ ଉଦ୍‌ବୋଧନ ଦେଇ କହିଥିଲେ ପକୁଡି ଛାଣିବା ଏକ ରୋଜଗାରର ମାଧ୍ୟମ। ହେଲେ ଏହାକୁ ନେଇ ସାରା ଦେଶରେ ସମାଲୋଚନା କରାଯାଇଥିଲା।

ଗୋଟିଏ ବେଦିରେ ୩ଜଣଙ୍କୁ ବାହା ହେଲେ ଦିବ୍ୟାଙ୍ଗ

ଗୋଟିଏ ବେଦିରେ ୩ଜଣଙ୍କୁ ବାହା ହେଲେ ଦିବ୍ୟାଙ୍ଗ

ଉଦୟପୁର,୨୩।୬: ଲିଭ-ଇନ୍‌-ରିଲେଶନ୍‌ସିପ୍‌ର ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନର ଉଦୟପୁରରେ। ଏଠାରେ ଜଣେ ଆଦିବାସୀ ଦିବ୍ୟାଙ୍ଗ ଯୁବକ ୩ ଜଣଙ୍କୁ ଗୋଟିଏ ବେଦିରେ ବିବାହ କରିଛନ୍ତି।

ନେପାଳଗଞ୍ଜ-ଦିଲ୍ଲୀ ବିମାନ ଚଳାଚଳ ପାଇଁ ବୁଦ୍ଧ ଏୟାରର ଆବେଦନ

ନେପାଳଗଞ୍ଜ-ଦିଲ୍ଲୀ ବିମାନ ଚଳାଚଳ ପାଇଁ ବୁଦ୍ଧ ଏୟାରର ଆବେଦନ

କାଠମାଣ୍ଡୁ/ନୂଆଦିଲ୍ଲୀ,୨୩।୬: ନେପାଳଗଞ୍ଜରୁ ନୂଆଦିଲ୍ଲୀ ବିମାନ ଚଳାଚଳ ଲାଗି ନେପାଳର ଘରୋଇ ବିମାନ ଚଳାଚଳ ସଂସ୍ଥା ବୁଦ୍ଧ ଏୟାର ପକ୍ଷରୁ ଆବେଦନ କରାଯାଇଛି। ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଦୈନିକ ୩ଟି ବିମାନ ଚଳାଚଳ କରିବାକୁ ନେପାଳର ପର୍ଯ୍ୟଟନ, ସଂସ୍କୃତି ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରବୀନ୍ଦ୍ର ଅଧିକାରୀଙ୍କୁ ବୁଦ୍ଧ ଏୟାର ଆବେଦନ କରିଛି।

ସଡ଼କ ଦୁର୍ଘଟଣା: ୭ ମୃତ

ସଡ଼କ ଦୁର୍ଘଟଣା: ୭ ମୃତ

ଆମ୍‌ରେଲି,୨୩।୬: ଗୁଜରାଟର ଅମ୍‌ରେଲି ଜିଲାରେ ଭାବନଗର-ସୋମନାଥ ରାସ୍ତା ନିକଟରେ ଥିବା ଏକ ପୋଲ ଉପରୁ ଶୁକ୍ରବାର ରାତିରେ ଏକ ଟ୍ରକ୍‌ ଖସିପଡ଼ିଛି। ଏଥିରେ ୭ଜଣଙ୍କ ମୃତ୍ୟୁ ଘଟିବା ସହ ୨୪ଜଣ ଆହତ ହୋଇଛନ୍ତି।

କାନ୍ଦିଲେ ଦାତି ମହାରାଜ

କାନ୍ଦିଲେ ଦାତି ମହାରାଜ

ପାଲି/ନୂଆଦିଲ୍ଲୀ,୨୩।୬: ବଳାତ୍କାର ମାମଲାରେ ଆତ୍ମଘୋଷିତ ବାବା ଦାତି ମହାରାଜଙ୍କୁ ଶୁକ୍ରବାର କ୍ରାଇମ ବ୍ରାଞ୍ଚ ଦ୍ୱିତୀୟ ଥର ଲାଗି ପଚରା ଉଚରା କରିଛି। ଦୀର୍ଘ ୫ ଘଣ୍ଟାର ଏହି ଜେରା ସମୟରେ ପୋଲିସ ୮୦ରୁ ଅଧିକ ପ୍ରଶ୍ନ ପଚାରିଥିବା ଜଣାପଡିଛି।

ପରିବାରଙ୍କୁ ମିଳିବନି ମୁଖ୍ୟ ଆତଙ୍କବାଦୀଙ୍କ ମୃତଦେହ

ପରିବାରଙ୍କୁ ମିଳିବନି ମୁଖ୍ୟ ଆତଙ୍କବାଦୀଙ୍କ ମୃତଦେହ

ନୂଆଦିଲ୍ଲୀ,୨୩।୬: କଶ୍ମୀର ଘାଟିରେ ଅପରେଶନ ସମୟରେ ମୃତ୍ୟୁ ହେଉଥିବା ଆତଙ୍କବାଦୀ କମାଣ୍ଡରଙ୍କ ମୃତ ଦେହକୁ ପରିବାରବର୍ଗଙ୍କୁ ଦିଆଯିବ ନାହିଁ ବୋଲି ଜଣାପଡିଛି।

ଆବର୍ଜନାରୁ ତିଆରି ହେଉଛି ପରିବେଶ ଅନୁକୂଳ ଇଟା

ଆବର୍ଜନାରୁ ତିଆରି ହେଉଛି ପରିବେଶ ଅନୁକୂଳ ଇଟା

ଆଲିଗଡ,୨୩।୬: ଉତ୍ତର ପ୍ରଦେଶ ଆଲିଗଡ ନଗର ନିଗମ ଓ ଏକ ଆବର୍ଜନା ପରିଚାଳନା କମ୍ପାନୀ ମିଳିତ ସହଯୋଗରେ ଆବର୍ଜନାରୁ ପରିବେଶ ଅନୁକୂଳ ଇଟା ତିଆରି କରୁଛନ୍ତି। ଏହା ଆବର୍ଜନା, ବାଲି ଓ ସିମେଣ୍ଟରେ ତିଆରି କରାଯାଉଛି।

ସ୍କୁଲ ଶୌଚାଳୟରେ ନବମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା

ସ୍କୁଲ ଶୌଚାଳୟରେ ନବମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା

ଭଦୋଦରା,୨୨।୬: ଗୁଜରାଟ ଭଦୋଦରାର ଏକ ସ୍କୁଲ ଶୌଚାଳୟରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ମିଳିଛି। ଶୁକ୍ରବାର ସକାଳେ କେହି ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଶିକ୍ଷକଙ୍କ ବଦଳିକୁ ଅଟକାଇଦେଲେ ଛାତ୍ରୀଛାତ୍ର

ଶିକ୍ଷକଙ୍କ ବଦଳିକୁ ଅଟକାଇଦେଲେ ଛାତ୍ରୀଛାତ୍ର

ମାଡ୍ରାସ,୨୨।୬: ଗୁରୁଶିଷ୍ୟ ପରମ୍ପରାର ଏକ ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି ତାମିଲନାଡୁରେ। ଥିରୁଭାଲୁରର ଭାଲିଆଗରାମ ସରକାରୀ ସ୍କୁଲରେ ଇଂରାଜୀ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ସି.ଭଗବାନଙ୍କର ବଦଳିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

Model This Week

ପ୍ରଭାତ