ମନୋରଞ୍ଜନ |

୨୧ ବର୍ଷରେ ଜାହ୍ନବୀ

୨୧ ବର୍ଷରେ ଜାହ୍ନବୀ
ବମ୍ବେ: ବଲିଉଡ ଚାନ୍ଦ୍‌ନୀ ଶ୍ରୀଦେବୀଙ୍କ ପ୍ରଥମ ସନ୍ତାନ ଜାହ୍ନବୀ କପୁର ମଙ୍ଗଳବାର ୨୧ ବର୍ଷରେ ପଦାର୍ପଣ କରିଛନ୍ତି। ବିଭିନ୍ନ ମହଲରୁ ତାଙ୍କ ନିକଟକୁ ସ୍ନେହ ଓ ଶୁଭେଚ୍ଛାର ବାର୍ତ୍ତା ଆସୁଥିଲେ ମଧ୍ୟ ସେ ନିଜକୁ ଏକାକୀ ଅନୁଭବ କରୁଛନ୍ତି। ଦୁନିଆର ସବୁଠାରୁ ନିଆରା ସ୍ନେହଶ୍ରଦ୍ଧା ମା’ର ଆଦରକୁ ହରାଇ ସେ ଯେମିତି ଏକ ପ୍ରକାର ନୀରବ ହୋଇ ଯାଇଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ଶ୍ରୀଦେବୀଙ୍କ ବନ୍ଧୁ ମନିଶ ମାଲ୍‌ହୋତ୍ରା ଓ ଜାହ୍ନବୀଙ୍କ ଭଉଣୀ ସୋନମ କପୁର ସୋସିଆଲ ମିଡିଆରେ ତାଙ୍କୁ ଭାବପୂର୍ଣ୍ଣ ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ମନିଶ ମା’ ଶ୍ରୀଦେବୀଙ୍କ ସହ ଜାହ୍ନବୀଙ୍କ ଏକ ସୁନ୍ଦର ଫଟୋ ମଧ୍ୟ ଶେୟାର୍‌ କରିଛନ୍ତି। ସେହିପରି ସୋନମ କପୁର ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ଜାହ୍ନବୀ ଏବେ ଝିଅରୁ ଜଣେ ନାରୀ ପାଲଟି ଯାଇଛନ୍ତି ବୋଲି କହିଛନ୍ତି।
All Right Reserved By

ମନୋରଞ୍ଜନ |

୧୯୬୭-୨୦୧୪ ମଧ୍ୟରେ ଏହିସବୁ ସେଲିବ୍ରିଟି ଲୋସଭା ନିର୍ବାଚନ ଲଢି ଜିତିଛନ୍ତି

୧୯୬୭-୨୦୧୪ ମଧ୍ୟରେ ଏହିସବୁ ସେଲିବ୍ରିଟି ଲୋସଭା ନିର୍ବାଚନ ଲଢି ଜିତିଛନ୍ତି

ସିନେମା ଓ ରାଜନୀତି ମଧ୍ୟରେ ପୁରୁଣା ସମ୍ପର୍କ ରହିଛି। ବଲିଉଡ ହେଉ କି ଟଲିଉଡ ସିନେ ଷ୍ଟାର୍‌ମାନେ ରାଜନୀତିରେ ଯୋଗ ଦେବା ପରମ୍ପରା ବହୁ ଆଗରୁ ରହିଛି। 

ଆଶାରେ ନମ୍ରତା

ଆଶାରେ ନମ୍ରତା

ନବାଗତା ନମ୍ରତା ସିଂଦେଓ। ଖୁବ୍‌ଶୀଘ୍ର ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ତୋ ପାଇଁ ଫେରିବି ବସୁଧା ଚିରି’ ରିଲିଜ ହେବାକୁ ଯାଉଛି। 

କାର୍ତ୍ତିକଙ୍କ ପ୍ରଶଂସାରେ ସାରା

କାର୍ତ୍ତିକଙ୍କ ପ୍ରଶଂସାରେ ସାରା

ସୈଫ ତନୟା ସାରାଙ୍କ ମୁହଁରେ ଏବେ କେବଳ କାର୍ତ୍ତିକ ଆର୍ଯ୍ୟନଙ୍କ ପ୍ରଶଂସା। କେବଳ ସେତିକି ନୁହେଁ, ଦୁହିଁଙ୍କ ଫଟୋକୁ ସୋସିଆଲ ମିଡିଆରେ ସାରା ପୋଷ୍ଟ କରିବା ପରେ ଏହା ଏଭଳି ଆଲୋଚନାକୁ ଆହୁରି ଖୋରାକ ଯୋଗାଇଛି।

ୟାମିଙ୍କ ଫିଟ୍‌ନେସ୍‌ ମନ୍ତ୍ର

ୟାମିଙ୍କ ଫିଟ୍‌ନେସ୍‌ ମନ୍ତ୍ର

ଆଜିକାଲିର ଦୁନିଆରେ ଆମେ ଫିଟ୍‌ ରହିବା ନିହାତି ଜରୁରୀ। ଆଉ ସେଥିରୁ ୟାମି ଗୌତମ ବାଦ୍‌ ପଡନ୍ତେ କିପରି ?

ମା’ ହେବେ ଐଶ୍ୱର୍ଯ୍ୟା: ଫଟୋ ଭାଇରାଲ

ମା’ ହେବେ ଐଶ୍ୱର୍ଯ୍ୟା: ଫଟୋ ଭାଇରାଲ

ମୁମ୍ବାଇ: ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଲାଟେଷ୍ଟ ଫଟୋକୁ ଅପେକ୍ଷା ରଖିଥାଆନ୍ତି ଦର୍ଶକେ। ହେଲେ ଏଥର ଯେଉଁ ଫଟୋ ସାମ୍ନାକୁ ଆସିଛି ତାକୁ ନେଇ ଏବେ ଗସିପ୍‌ ଆରମ୍ଭ ହୋଇ ଯାଇଛି। 

ଘୋଷଣା ହେଲା ଫିଲ୍ମ ଫେୟାର ପୁରସ୍କାର: ରଣବୀର-ଆଲିଆ ଶ୍ରେଷ୍ଠ

ଘୋଷଣା ହେଲା ଫିଲ୍ମ ଫେୟାର ପୁରସ୍କାର: ରଣବୀର-ଆଲିଆ ଶ୍ରେଷ୍ଠ

ମୁମ୍ବାଇ, ୨୪।୩:୨୦୧୮ ବର୍ଷ ପାଇଁ ଫିଲ୍ମ ଫେୟାର ପୁରସ୍କାର ଘୋଷଣା ହୋଇଛି। ମୁମ୍ବାଇରେ ଆୟୋଜିତ ଏକ ରଙ୍ଗାରଙ୍ଗ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଛି।

କଙ୍ଗନାଙ୍କ ବଙ୍ଗଳାର ଦାମ୍‌ କେତେ ଜାଣନ୍ତି

କଙ୍ଗନାଙ୍କ ବଙ୍ଗଳାର ଦାମ୍‌ କେତେ ଜାଣନ୍ତି

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ଙ୍କ ପ୍ରତି ଭାଗ୍ୟଦେବୀ ପ୍ରସନ୍ନ ହୋଇଛନ୍ତି। ଚଳିତବର୍ଷ କଙ୍ଗନାଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’, ‘ଦ କୁଇନ୍‌ ଅଫ୍‌ ଝାନ୍‌ସୀ’ ଖୁବ୍‌ ଚର୍ଚ୍ଚାରେ ଥିବାବେଳେ ସେ ମନାଲିରେ କିଣିଥିବା ଏକ ବଙ୍ଗଳା ବି ଖୁବ୍‌ ଚର୍ଚ୍ଚାରେ।  

ବଲିଉଡ୍‌ରେ କିସିଂ ଏବଂ ଲିପ୍‌ଲକ୍‌ ଟ୍ରେଣ୍ଡ୍‌ ଆରମ୍ଭ କରିଥିଲେ ଇମରାନ୍‌ ହାସ୍‌ମୀ

ବଲିଉଡ୍‌ରେ କିସିଂ ଏବଂ ଲିପ୍‌ଲକ୍‌ ଟ୍ରେଣ୍ଡ୍‌ ଆରମ୍ଭ କରିଥିଲେ ଇମରାନ୍‌ ହାସ୍‌ମୀ

ମୁମ୍ବାଇ,୨୪।୩: ବଲିଉଡ୍‌ର କିସିଂ ଷ୍ଟାର ଇମରାନ୍‌ ହାସ୍‌ମୀ ରବିବାର ୪୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୯ ମାର୍ଚ୍ଚ ୨୪ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। 

ସଲ୍ଲୁ ଯାହା ଚାହୁଁଥିଲେ..

ସଲ୍ଲୁ ଯାହା ଚାହୁଁଥିଲେ..

ସଲ୍ଲୁ ମିଅଁା ଓରଫ ସଲମାନ ଖଁା ଯାହା ଚାହୁଁଥିଲେ ତାହା ହେବାକୁ ଯାଉଛି। ହୋମ ବ୍ୟାନରରେ ନିର୍ମିତ ହେବାକୁ ଯାଉଛି ‘ଦବଙ୍ଗ-୩’। ତାଙ୍କର ଇଚ୍ଛା ଥିଲା ଯେ, ଏହି ଫିଲ୍ମଟି ଚଳିତବର୍ଷ ଡିସେମ୍ବରରେ ରିଲିଜ ହେଉ।  

ଅଭିନୟକୁ ଗୁଡ୍‌ବାୟ କରିବେ ଆମୀର!

ଅଭିନୟକୁ ଗୁଡ୍‌ବାୟ କରିବେ ଆମୀର!

ନିଜର ଅଭିନୟ ପାଇଁ ଆମୀର ଖଁା ପ୍ରାୟ ଚର୍ଚ୍ଚାରେ ରହିଥାଆନ୍ତି। ଏଣୁତେଣୁ ସିନେମାରେ ଅଭିନୟ ନ କରି ବର୍ଷକୁ ଗୋଟିଏ ଚଳଚ୍ଚିତ୍ରରେ ଆକ୍ଟିଂ କରିବାକୁ ସେ ଗୁରୁତ୍ୱ ଦିଅନ୍ତି। 

ପରଦାରେ ହିଟ୍‌ ଅକ୍ଷୟଙ୍କ ‘କେଶରୀ’, ୨ ଦିନରେ କଲାଣି ୩୭.୭୬ କୋଟି ବ୍ୟବସାୟ

ପରଦାରେ ହିଟ୍‌ ଅକ୍ଷୟଙ୍କ ‘କେଶରୀ’, ୨ ଦିନରେ କଲାଣି ୩୭.୭୬ କୋଟି ବ୍ୟବସାୟ

ବମ୍ବେ: ଗୋଲ୍ଡ, ପ୍ୟାଡ୍‌ମ୍ୟାନ ଏବଂ ୨.୦ ଭଳି ହିଟ୍‌ ଫିଲ୍ମ ପରେ ଏବେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ‘କେଶରୀ’ ପରଦାରେ। ଏହାକୁ ହୋଲି ଉପଲକ୍ଷେ ରିଲିଜ୍‌ କରାଯାଇଛି। ତେବେ ରିଲିଜ୍‌ର ପ୍ରଥମ ଦିନରେ ଏହା ୨୧.୫୦ କୋଟି ଟଙ୍କା ରୋଜଗାର କରି ରେକର୍ଡ କରିଛି।

ପିଏମ୍‌ ମୋଦିଙ୍କ ବାୟୋପିକ୍‌: ଜାଭେଦ ଅଖତର ପରେ ଏହି ଗୀତିକାର ଆଣିଲେ ଅଭିଯୋଗ

ପିଏମ୍‌ ମୋଦିଙ୍କ ବାୟୋପିକ୍‌: ଜାଭେଦ ଅଖତର ପରେ ଏହି ଗୀତିକାର ଆଣିଲେ ଅଭିଯୋଗ

ମୁମ୍ବାଇ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ ‘ପିଏମ୍‌ ନରେନ୍ଦ୍ର ମୋଦି’ ଏବେ ଚର୍ଚ୍ଚାରେ ରହିଛି। ଉମଙ୍ଗ କୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଟ୍ରେଲର ହୋଲିରେ ରିଲିଜ୍‌ ହୋଇସାରିଛି। ଟ୍ରେଲର ରିଲିଜ୍‌ ପରେ ସବୁ ମହଲରୁ ବହୁ ପ୍ରତିକ୍ରିୟା ଆସୁଥିବା ଦେଖିବାକୁ ମିଳିଛି। 


Model This Week

ରଶ୍ମି
Why Dharitri