ଅନ୍ତର୍ଜାତୀୟ |

ନେପାଳ ଭୂକମ୍ପ ପୀଡ଼ିତଙ୍କ ପାଇଁ ୫୦ ହଜାର ଘର ନିର୍ମାଣ କରିବ ଭାରତ

ନେପାଳ ଭୂକମ୍ପ ପୀଡ଼ିତଙ୍କ ପାଇଁ ୫୦ ହଜାର ଘର ନିର୍ମାଣ କରିବ ଭାରତ
କାଠମାଣ୍ଡୁ,୬।୩: ଭାରତ ସରକାର ନେପାଳ ଭୂକମ୍ପ ପୀଡିତଙ୍କ ପୁନଃ ଥଇଥାନ ପାଇଁ ୫୦ ହଜାର ଗୃହ ନିର୍ମାଣ କରିବାରେ ସହଯୋଗ କରିବେ ବୋଲି ଜଣାପଡିଛି। ନେପାଳର ଗୋରଖା ଓ ନଓ୍ବାକୋଟ ଜିଲାରେ ଏହି ନିର୍ମାଣ କାର୍ଯ୍ୟ କରାଯିବ। ଏଥିପାଇଁ ୧୦୦ ମିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ କରାଯିବ। ପୁନର୍ନିର୍ମାଣ କାର୍ଯ୍ୟକୁ ଶୀଘ୍ର କରିବା ପାଇଁ ଗୁରୁବାର ୟୁନାଇଟେଡ୍‌ ନେଶନ୍ସ ଡେଭଲପମେଣ୍ଟ ପ୍ରୋଗ୍ରାମ(ୟୁଏନ୍‌ଡିପି) ଓ ୟୁନାଇଟେଡ୍‌ ନେଶନ୍ସ ଅଫିସ୍‌ ଫର୍‌ ପ୍ରୋଜେକ୍ଟ ସର୍ଭିସେସ୍‌(ୟୁଏନ୍‌ଓପିଏସ୍‌) ସହ ଥିବା ଚୁକ୍ତିରେ ସ୍ବାକ୍ଷର କରିବ ଭାରତ।
All Right Reserved By

ଅନ୍ତର୍ଜାତୀୟ |

ଟାର୍ଗେଟ ପୂରଣ ନ କରିବାରୁ ମିଳିଲା ଦଣ୍ଡ

ଟାର୍ଗେଟ ପୂରଣ ନ କରିବାରୁ ମିଳିଲା ଦଣ୍ଡ

ବେଜିଂ,୧୭।୧: ଚାଇନାର ଏକ କମ୍ପାନୀ ତା’ର କର୍ମଚାରୀଙ୍କୁ ରାସ୍ତାରେ ଆଣ୍ଠେଇ ଦେବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି ଯେ କର୍ମଚାରୀମାନେ କମ୍ପାନୀ ଦେଇଥିବା ଟାର୍ଗେଟ ପୂରଣ ନ କରିବାରୁ ଏମିତି ଦଣ୍ଡ ମିଳିଛି। 

ବିୟର କମ୍ପାନୀ ବିଜ୍ଞାପନରେ ହିନ୍ଦୁ ଦେବାଦେବୀଙ୍କ ଫଟୋ: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ  ଦାବୀ

ବିୟର କମ୍ପାନୀ ବିଜ୍ଞାପନରେ ହିନ୍ଦୁ ଦେବାଦେବୀଙ୍କ ଫଟୋ: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବୀ

ନୂଆଦିଲ୍ଲୀ/ବ୍ରିସ୍‌ବେନ୍‌,୧୭।୧: ଅଷ୍ଟ୍ରେଲିଆର ଏକ ବିୟର କମ୍ପାନୀ ଏହାର ବିଜ୍ଞାପନରେ ହିନ୍ଦୁ ଦେବାଦେବୀଙ୍କ ଫଟୋ  ବ୍ୟବହାର କରିଛି। ଏହାଦ୍ୱାରା ଏଠାରେ ଥିବା ହିନ୍ଦୁଙ୍କୁ ମାନସିକସ୍ତରରେ ଆଘାତ ଲାଗିଛି। 

ଚାକିରି ହରାଇଲେ ୧୨୩ ରୋବର୍ଟ

ଚାକିରି ହରାଇଲେ ୧୨୩ ରୋବର୍ଟ

ଟୋକିଓ,୧୭।୧: ଜାପାନର ହେନ ନା ବିଶ୍ୱର ପ୍ରଥମ ହୋଟେଲ ଯେଉଁଠି ଲୋକଙ୍କ ସୁବିଧା ପାଇଁ ପ୍ରାୟ ୨୪୩ଟି ରୋବର୍ଟ ରଖା ଯାଇଥିଲା। ସେଥିପାଇଁ ଏହି ହୋଟେଲର ନା ଗିନିଜ ଓ୍ବାଲର୍ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଥିଲା।

ହ୍ବାଇଟ୍‌ ହାଉସ୍‌ ଆକ୍ରମଣ ଯୋଜନା କରୁଥିବା ଯୁବକ ଗିରଫ

ହ୍ବାଇଟ୍‌ ହାଉସ୍‌ ଆକ୍ରମଣ ଯୋଜନା କରୁଥିବା ଯୁବକ ଗିରଫ

ଓ୍ବାଶିଂଟନ,୧୭।୧: ଆମେରିକାର ଜର୍ଜିଆ ନିବାସୀ ଜଣେ ଯୁବକ ହ୍ବାଇଟ୍‌ ହାଉସ୍‌ ଓ ଓ୍ବାଶିଂଟନର ଅନ୍ୟ କେତେକ ସ୍ଥାନରେ ଆକ୍ରମଣ ଯୋଜନା କରୁଥିବା ସନ୍ଦେହ କରି ଗିରଫ କରାଯାଇଛି।

ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଇସ୍ତଫା ନେଇ ଗୁଜବ: ବଣ୍ଟାଗଲା ନକଲି ଖବର କାଗଜ

ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଇସ୍ତଫା ନେଇ ଗୁଜବ: ବଣ୍ଟାଗଲା ନକଲି ଖବର କାଗଜ

ନୂଆଦିଲ୍ଲୀ/ଓ୍ବାଶିଂଟନ, ୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଇସ୍ତଫା ଦେଇଥିବା ନେଇ ଗୁଜବ ସୃଷ୍ଟି ହୋଇଛି। ଏନେଇ ଓ୍ବାଶିଂଟନ ପୋଷ୍ଟର ନକଲି ଖବର କାଗଜ ହ୍ବାଇଟ୍‌ ହାଉସ୍‌ ବାହାରେ ବଣ୍ଟା ହୋଇଛି।

ଆତଙ୍କବାଦୀ ଆକ୍ରମଣ: ୧୫ ନିହତ

ଆତଙ୍କବାଦୀ ଆକ୍ରମଣ: ୧୫ ନିହତ

ନାଇରୋବି,୧୭।୧(ଏଏଫ୍‌ପି): କେନିଆ ରାଜଧାନୀ ନାଇରୋବିରେ ଥିବା ଏକ ହୋଟେଲ୍‌ କମ୍ପ୍ଲେକ୍ସ ଉପରେ ଇସ୍‌ଲାମିକ ଆତଙ୍କବାଦୀ ଆକ୍ରମଣ କରିବାରୁ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଆମେରିକୀୟ ଥିବା ଜଣାପଡିଛି। 

ଆମେରିକାରୁ ୧୮ ବିଲିୟନ ଡଲାରର ପ୍ରତିରକ୍ଷା ସାମଗ୍ରୀ କିଣିବ ଭାରତ

ଆମେରିକାରୁ ୧୮ ବିଲିୟନ ଡଲାରର ପ୍ରତିରକ୍ଷା ସାମଗ୍ରୀ କିଣିବ ଭାରତ

ଓ୍ବାଶିଂଟନ,୧୭।୧:ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧିପାଉଛି। ଭାରତ ସେଠାରୁ ୧୮ ବିଲିୟନ ଡଲାର ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ ସହିତ ବାର୍ଷିକ ୫ ବିଲିୟନ ଡଲାର ମୂଲ୍ୟର ତୈଳ ଓ ଗ୍ୟାସ୍‌ କ୍ରୟ କରିବ ବୋଲି ଭାରତର ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଶ୍ରିଙ୍ଗଲା କହିଛନ୍ତିି। 

ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ପଦ; ଇଭାଙ୍କାଙ୍କ ପସନ୍ଦ ଇନ୍ଦ୍ରା ନୁୟୀ

ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ପଦ; ଇଭାଙ୍କାଙ୍କ ପସନ୍ଦ ଇନ୍ଦ୍ରା ନୁୟୀ

ଓ୍ବାଶିଂଟନ,୧୭-୧: ପେପ୍ସିକୋର ପୂର୍ବତନ ସିଇଓ ଇନ୍ଦ୍ରା ନୁୟୀଙ୍କୁ ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ପଦ ଲାଗି ସୁପାରିସ କରିବାକୁ ଆମେରିକା ଭାବୁଛି। ସ୍ଥାନୀୟ ସମ୍ବାଦପତ୍ର ‘ ଦ ନିୟୁର୍କ ଟାଇମ୍ସ’ ରିପୋର୍ଟ ଅନୁଯାୟୀ, ୬୩ ବର୍ଷୀୟା ପ୍ରବାସୀ ଭାରତୀୟ ନୁୟୀଙ୍କୁ ବିଶ୍ୱ ବ୍ୟାଙ୍କର ଶୀର୍ଷ ପଦରେ ଅଧିଷ୍ଠିତ କରିବାକୁ ଚାହୁଁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଝିଅ ଇଭାଙ୍କା ଟ୍ରମ୍ପ।

ବିଶ୍ୱବ୍ୟାଙ୍କର ପରବର୍ତ୍ତୀ ମୁଖ୍ୟ ହୋଇପାରନ୍ତି ଇନ୍ଦ୍ରା ନୁୟୀ

ବିଶ୍ୱବ୍ୟାଙ୍କର ପରବର୍ତ୍ତୀ ମୁଖ୍ୟ ହୋଇପାରନ୍ତି ଇନ୍ଦ୍ରା ନୁୟୀ

ନ୍ୟୁୟର୍କ/ନୂଆଦିଲ୍ଲୀ, ୧୬।୧: ପେପ୍ସିକୋର ପୂର୍ବତନ ସିଇଓ ଇନ୍ଦ୍ରା ନୁୟୀ ବିଶ୍ୱବ୍ୟାଙ୍କ୍‌ର ପରବର୍ତ୍ତୀ ମୁଖ୍ୟ ହୋଇପାରନ୍ତି ବୋଲି ଜଣାପଡିଛି। ଏହି ପଦବୀ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ଫଙ୍କ ଝିଅ ଇଭାଙ୍କା ଟ୍ରମ୍ଫ ଇନ୍ଦ୍ରାଙ୍କ ନାମ

ସିଗାରେଟ୍‌ ନ ଟାଣିଲେ ମିଳିବ ୬ ଦିନ ଅଧିକ ଛୁଟି

ସିଗାରେଟ୍‌ ନ ଟାଣିଲେ ମିଳିବ ୬ ଦିନ ଅଧିକ ଛୁଟି

ଟୋକିଓ,୧୬।୧: ଜାପାନର ପିଲାଲା ଇଙ୍କ୍‌ ନାମକ ଏକ କମ୍ପାନୀ ଏହାର କର୍ମଚାରୀଙ୍କୁ  ଅଫିସ୍‌ରେ ସିଗାରେଟ୍‌ ନ ଟାଣିଲେ ବର୍ଷରେ ୬ ଦିନ ଅଧିକ ଛୁଟି ଦେବାକୁ ଘୋଷଣା କରିଛି। 

ଆଇଫୋନ୍‌-୪ ପାଇଁ କିଡ୍‌ନୀ ବିକିଲେ ଯୁବକ

ଆଇଫୋନ୍‌-୪ ପାଇଁ କିଡ୍‌ନୀ ବିକିଲେ ଯୁବକ

ବେଜିଂ,୧୬।୧: ଯୁବବର୍ଗଙ୍କ ମଧ୍ୟରେ ସମ୍ପ୍ରତି ମୋବାଇଲ୍‌ ମାନିଆ ବଢ଼ିବାରେ ଲାଗିଛି। ମୋବାଇଲ୍‌ ପାଇବା ପାଇଁ ସେମାନେ ଯେ କୌଣସି କାର୍ଯ୍ୟ କରିବାକୁ ମଧ୍ୟ ପଛାଉ ନାହାଁନ୍ତି। 

କେନିଆରେ ଆତଙ୍କବାଦୀ ଆକ୍ରମଣ: ୧୧ ମୃତ

କେନିଆରେ ଆତଙ୍କବାଦୀ ଆକ୍ରମଣ: ୧୧ ମୃତ

ନାଇରୋବି,୧୬।୧: କେନିଆରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଏକ ବିଳାସପୂର୍ଣ୍ଣ ହୋଟେଲରେ ଏଭଳି କାଣ୍ଡ ଭିଆଇଛନ୍ତି ଆତଙ୍କବାଦୀ।