ଜାତୀୟ |

୩ ବର୍ଷରେ ଚାକିରି ଛାଡିଛନ୍ତି ୨୭ ହଜାର ସିଏପିଏଫ୍‌ କର୍ମଚାରୀ

୩ ବର୍ଷରେ ଚାକିରି ଛାଡିଛନ୍ତି ୨୭ ହଜାର ସିଏପିଏଫ୍‌ କର୍ମଚାରୀ
ନୂଆଦିଲ୍ଲୀ, ୬।୩ : ଗତ ୩ ବର୍ଷ ମଧ୍ୟରେ କେନ୍ଦ୍ରୀୟ ସାମରିକ ପୋଲିସ ବଳ(ସିଏପିଏଫ୍‌)ର ୨୭ ହଜାରରୁ ଅଧିକ କର୍ମଚାରୀ ଚାକିରି ଛାଡିଛନ୍ତି। ଅନେକ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିଥିବାବେଳେ ବିଭିନ୍ନ କାରଣରୁ କିଛି କର୍ମଚାରୀ ଚାକିରି ଛାଡିଛନ୍ତି। ଏନେଇ ଲୋକସଭାରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ କିରେନ୍‌ ରିଜିଜୁ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି। ଏହି ସମୟ ମଧ୍ୟରେ ସିଆଇଏସ୍‌ଏଫ୍‌ର ୩,୪୧୦ କର୍ମଚାରୀ, ଏସ୍‌ଏସ୍‌ବିର ୧,୧୨୨, ଆଇଟିବିପିର ୫୧୮ ଓ ଆସାମ ରାଇଫଲ୍‌ର ୯୯୪ କର୍ମଚାରୀ ଚାକିରି ଛାଡିଛନ୍ତି। ୨୦ ବର୍ଷ ଚାକିରି କରିସାରିଥିବା ଅନେକ କର୍ମଚାରୀ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିଥିବା ସେ ସୂଚିତ କରିଛନ୍ତି।
All Right Reserved By

ଜାତୀୟ |

ମୋଦିଙ୍କୁ ଚୌକିଦାର ଟୋପି ପିନ୍ଧାଇବାକୁ ଚାହୁଁଛନ୍ତି ଏହି ନେତା

ମୋଦିଙ୍କୁ ଚୌକିଦାର ଟୋପି ପିନ୍ଧାଇବାକୁ ଚାହୁଁଛନ୍ତି ଏହି ନେତା

ହାଇଦ୍ରାବାଦ, ୨୫।୩: ସାରା ଦେଶରେ ଏବେ ଚାଲିଛି ନିର୍ବାଚନୀ ହାଓ୍ବା। କେଉଁଠି ଦଳ ପରିବର୍ତ୍ତନ କଲେଣି ତ ଆଉ କେଉଁଠି ବିବାଦିତ ବୟାନ ଦେଇ ଚର୍ଚ୍ଚା ସାଉଁଠିବାରେ ବ୍ୟସ୍ତ ଅଛନ୍ତି ନେତା। 

ଟିକେଟ ନ ମିଳିବା ଯେତିକି କଷ୍ଟ ଦେଇନି ଅଧିକ କଷ୍ଟ ଦେଇଛି ଭାଜପାର ବ୍ୟବହାର: ଆଡଭାନୀ

ଟିକେଟ ନ ମିଳିବା ଯେତିକି କଷ୍ଟ ଦେଇନି ଅଧିକ କଷ୍ଟ ଦେଇଛି ଭାଜପାର ବ୍ୟବହାର: ଆଡଭାନୀ

ନୂଆଦିଲ୍ଲୀ,୨୫।୩: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଏଥର ଲୋକ ସଭା ପାଇଁ ଟିକେଟ ମିଳିବ ବୋଲି ଆଶା କରାଯାଉଥିଲା।

 ଏନ୍‌ସି ନେତାଙ୍କ ପାକିସ୍ତାନ ପ୍ରେମ

ଏନ୍‌ସି ନେତାଙ୍କ ପାକିସ୍ତାନ ପ୍ରେମ

ଶ୍ରୀନଗର,୨୫।୩: ଲୋକ ସଭା ନିର୍ବାଚନ ଯେତେ ପାଖକୁ ଆସୁଛି ନେତାଙ୍କ ମଧ୍ୟରେ ରାଜନୈତିକ ବୟାନବାଜି ସେତିକି ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ଜମ୍ମୁ-କଶ୍ମୀର ନ୍ୟାସନାଲ କନଫରେନ୍ସ ଦଳର ନେତା ଅକବର ଲୋନ ପାକିସ୍ତାନକୁ ନେଇ ଦେଇଥିବା ବୟାନ ସାମ୍‌ନାକୁ ଆସିଛି। 

ଚା’ ପ୍ରସ୍ତୁତ କରିବାକୁ ମନା କରିବାରୁ ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ଚା’ ପ୍ରସ୍ତୁତ କରିବାକୁ ମନା କରିବାରୁ ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ପୁନେ, ୨୫।୩: ମହାରାଷ୍ଟ କୋହ୍ଲାପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଚା’ ପ୍ରସ୍ତୁତ କରିବାକୁ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ସ୍ବାମୀ।

ନିର୍ବାଚନ ପ୍ରଚାର ପାଇଁ ଟ୍ରେନ୍‌ରେ ଯାତ୍ରା କରିବେ ପ୍ରିୟଙ୍କା

ନିର୍ବାଚନ ପ୍ରଚାର ପାଇଁ ଟ୍ରେନ୍‌ରେ ଯାତ୍ରା କରିବେ ପ୍ରିୟଙ୍କା

ନୂଆଦିଲ୍ଲୀ,୨୫।୩: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏବେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ। ଜନତାଙ୍କ ନିକଟତର ହେବାକୁ ସେ ଆପଣାଉଛନ୍ତି ନୂଆ ଉପାୟ। ନିକଟରେ ନୌକା ଯାତ୍ରା କରି ଜନତାଙ୍କ ନିକଟତର ହୋଇଥିବା ପ୍ରିୟଙ୍କା ଏବେ ଟ୍ରେନ୍‌ରେ ଯାତ୍ରା କରିବେ ବୋଲି ସୂଚନା ମିଳିଛି।

ଏଥର ନିର୍ବାଚନ ଲଢି ପାରନ୍ତି ସ୍ବାମୀ ଓମ୍‌

ଏଥର ନିର୍ବାଚନ ଲଢି ପାରନ୍ତି ସ୍ବାମୀ ଓମ୍‌

ନୂଆଦିଲ୍ଲୀ,୨୫।୩: ଲୋକସଭା ନିର୍ବାଚନର ତାରିଖ ଯେତେ ନିକଟତର ହେଉଛି ଏଥିରେ ସେହି ପରିମାଣରେ ରାଜନୈତିକ ସରଗରମ ଦେଖିବାକୁ ମିଳୁଛି। 

ନିର୍ବାଚନ ବେଳେ ସମାନ ରାସ୍ତାରେ ଶାସକ-ବିରୋଧୀ:ହଜାଇଦେଲେ ଅସଲ ପ୍ରସଙ୍ଗ

ନିର୍ବାଚନ ବେଳେ ସମାନ ରାସ୍ତାରେ ଶାସକ-ବିରୋଧୀ:ହଜାଇଦେଲେ ଅସଲ ପ୍ରସଙ୍ଗ

ନୂଆଦିଲ୍ଲୀ,୨୫ା୩:ଯେଉଁ ପ୍ରସଙ୍ଗଗୁଡ଼ିକୁ ନେଇ ପାର୍ଲାମେଣ୍ଟକୁ ଅଚଳ କରିଦିଆଯାଉଥିଲା, ଜନସାଧାରଣଙ୍କ ସ୍ବାର୍ଥ ସହ ଜଡ଼ିତ ଯେଉଁ ପ୍ରଶ୍ନଗୁଡ଼ିକ ପ୍ରତିଦିନ ଉଠୁଥିଲା ଶେଷରେ ଶାସକ-ବିରୋଧୀ ମିଳିମିଶି ସେସବୁକୁ ହଜାଇ ଦେଇଛନ୍ତି। 

ଦେଶକୁ ମୋଦି ହିଁ ଦେଇପାରିବେ ସୁରକ୍ଷା: ଶାହ

ଦେଶକୁ ମୋଦି ହିଁ ଦେଇପାରିବେ ସୁରକ୍ଷା: ଶାହ

ଲକ୍ଷ୍ନୌ,୨୫ା୩: ଦେଶକୁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରକ୍ଷା ଦେଇପାରିବେ ବୋଲି ଉତ୍ତରପ୍ରଦେଶର ଆଗ୍ରାରେ ରବିବାର ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି। 

‘କେବଳ ଧନୀଙ୍କ ପାଇଁ ଚୌକିଦାର’

‘କେବଳ ଧନୀଙ୍କ ପାଇଁ ଚୌକିଦାର’

ନୂଆଦିଲ୍ଲୀ/ଲକ୍ଷ୍ନୌ,୨୫ା୩(ପି.ଟି.):ଚୌକିଦାରମାନେ ଗରିବଙ୍କ କଥା ଚିନ୍ତା କରୁନାହାନ୍ତି। ସେମାନେ କେବଳ ଧନୀଙ୍କ ପାଇଁ କାମ କରୁଛନ୍ତି ବୋଲି ରବିବାର କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶର ଭାଜପା ନେତାମାନଙ୍କୁ ଟାର୍ଗେଟ କରିଛନ୍ତି।

‘ତୁଳସୀ ବଣରେ ଗଞ୍ଜେଇ ଗଛ ଜଗନ୍‌’

‘ତୁଳସୀ ବଣରେ ଗଞ୍ଜେଇ ଗଛ ଜଗନ୍‌’

କଡାପା,୨୫ା୩(ଆଇଏଏନ୍‌ଏସ୍‌):ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ମୁଖ୍ୟ ଓ୍ବାଇ.ଏସ୍‌. ଜଗନ୍‌ମୋହନ୍‌ ରେଡ୍ଡୀ ତୁଳସୀ ବଗିଚାରେ ଏକ ଗଞ୍ଜେଇ ଗଛ ବୋଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ସମାଲୋଚନା କରିଛନ୍ତି। 

ପାକ୍‌ରେ ୨ ହିନ୍ଦୁ ନାବାଳିକାଙ୍କୁ ଅପହରଣ:ରିପୋର୍ଟ ମାଗିଲେ ସୁଷମା

ପାକ୍‌ରେ ୨ ହିନ୍ଦୁ ନାବାଳିକାଙ୍କୁ ଅପହରଣ:ରିପୋର୍ଟ ମାଗିଲେ ସୁଷମା

ନୂଆଦିଲ୍ଲୀ/ଇସ୍‌ଲାମାବାଦ:୨୫ା୩(ପି.ଟି.):ହୋଲି ଅବସରରେ ପାକିସ୍ତାନର ସିନ୍ଧ୍‌ ପ୍ରଦେଶ ଅନ୍ତର୍ଗତ ଗୋଟକି ଜିଲାରେ ହିନ୍ଦୁ ସମ୍ପ୍ରଦାୟର ୨ ଜଣ ନାବାଳିକାଙ୍କୁ ଅପହରଣ କରିନେଇ ଜୋରଜବରଦସ୍ତ ଧର୍ମ ପରିବର୍ତ୍ତନ କରିଦିଆଯାଇଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି। 

ରାହୁଲଙ୍କ ସମ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଲା ଭାଜପା:୧୦ ବର୍ଷରେ ୫୫ ଲକ୍ଷରୁ ୯ କୋଟି

ରାହୁଲଙ୍କ ସମ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଲା ଭାଜପା:୧୦ ବର୍ଷରେ ୫୫ ଲକ୍ଷରୁ ୯ କୋଟି

ନୂଆଦିଲ୍ଲୀ,୨୫ା୩(ପି.ଟି.):କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମ୍ପତ୍ତି ୨୦୦୪ରେ ୫୫ ଲକ୍ଷ ଟଙ୍କା ଥିବାବେଳେ ୨୦୧୪ରେ ଏହା ୯ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ରାହୁଲଙ୍କ ଆୟର କୌଣସି ଜ୍ଞାତ ଉତ୍ସ ନ ଥିବାବେଳେ ୧୦ ବର୍ଷରେ କିପରି ଏତେ ବୃଦ୍ଧି ପାଇଲା ତାହାକୁ ନେଇ ଭାଜପା ପ୍ରଶ୍ନ ଉଠାଇଛି। 


Model This Week

ରଶ୍ମି
Why Dharitri