ଅନ୍ତର୍ଜାତୀୟ |

ସୌଦୀ ଆରବ ଆକାଶକୁ ବ୍ୟବହାର କରିବାକୁ ଏୟାର ଇଣ୍ଡିଆକୁ ମିଳିଲା ଅନୁମତି

ସୌଦୀ ଆରବ ଆକାଶକୁ ବ୍ୟବହାର କରିବାକୁ ଏୟାର ଇଣ୍ଡିଆକୁ ମିଳିଲା ଅନୁମତି
ଓ୍ବାଶିଂଟନ,୬।୩: ଇସ୍ରାଏଲର ତେଲ୍‌ ଆଭିଭ ବିମାନ ବନ୍ଦରକୁ ଯାଉଥିବା ଏୟାର ଇଣ୍ଡିଆ ବିମାନ ଏବେ ସୌଦୀ ଆରବ ଆକାଶକୁ ବ୍ୟବହାର କରିପାରିବ ବୋଲି ସୋମବାର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେନ୍‌ଜାମିନ୍‌ ନେତାନ୍ୟାହୁ କହିଛନ୍ତି। ଏହା ସୌଦୀ ଆରବ ଅଧିକାରୀ ଅବା ଏୟାର ଏସିଆ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ କରିବା ସମୟରେ ନେତାନ୍ୟାହୁ ଏହା କହିଥିବା ଜଣାପଡିଛି।
All Right Reserved By

ଅନ୍ତର୍ଜାତୀୟ |

ମେଡ୍‌ ଇନ୍‌ ଚାଇନା: ଓ୍ବାଣ୍ଟେଡ୍‌ ପୋଷ୍ଟରରେ ଅପରାଧୀଙ୍କ ପିଲା ବେଳର ଫଟୋ ଲଗାଇ ଖୋଜୁଛି ପୋଲିସ

ମେଡ୍‌ ଇନ୍‌ ଚାଇନା: ଓ୍ବାଣ୍ଟେଡ୍‌ ପୋଷ୍ଟରରେ ଅପରାଧୀଙ୍କ ପିଲା ବେଳର ଫଟୋ ଲଗାଇ ଖୋଜୁଛି ପୋଲିସ

ବେଜିଂ,୨୪।୩: ଅପରାଧୀଙ୍କୁ ଧରିବା ଲାଗି ପୋଲିସ ପକ୍ଷରୁ ଯେଉଁ ପୋଷ୍ଟର ଜାରି କରାଯାଇଥାଏ ତାହା ଅଳ୍ପ ବହୁତେ ସମସ୍ତଙ୍କ ନଜରକୁ ଆସିଥିବ। କାରଣ ଅପରାଧିଙ୍କ ସାମ୍ପ୍ରତିକ ବା ଅପରାଧ କରିଥିବା ସମୟର ଫଟୋ ଲଗାଯାଇଥାଏ। 

ପୃଥିବୀବାସୀଙ୍କ ଉପରେ ନଜର ରଖୁଛନ୍ତି ଏଲିଏନ୍‌!

ପୃଥିବୀବାସୀଙ୍କ ଉପରେ ନଜର ରଖୁଛନ୍ତି ଏଲିଏନ୍‌!

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୪।୩: ଅନ୍ୟଗ୍ରହର ଜୀବ ବା ଏଲଏନ୍‌ଙ୍କୁ ନେଇ ଦୀର୍ଘ ବର୍ଷ ଧରି ମଣିଷ ଗବେଷଣା ଜାରି ରଖିଛି। ତେବେ ନିକଟରେ କେତେକ ମହାକାଶ ବିଜ୍ଞାନୀ ଦାବି କରିଛନ୍ତି ଯେ, ଏଲିଏନ୍‌ ଅନେକ ପୂର୍ବରୁ ମଣିଷକୁ ଖୋଜି ସାରିଥିବାବେଳେ ସମଗ୍ର ପୃଥିବୀବାସୀଙ୍କ ଉପରେ ନଜର ରଖିଛନ୍ତି। 

ମାଲିରେ ଜେହାଦୀ ହିଂସା: ୧୧୫ ପିୟୁଲଙ୍କୁ ହତ୍ୟାକଲେ ଶିକାରି ସମ୍ପ୍ରଦାୟ

ମାଲିରେ ଜେହାଦୀ ହିଂସା: ୧୧୫ ପିୟୁଲଙ୍କୁ ହତ୍ୟାକଲେ ଶିକାରି ସମ୍ପ୍ରଦାୟ

ବମାକୋ,୨୪।୩: ମାଲିର  ମଧ୍ୟଭାଗରେ ଥିବା ଓଗୋସାଗୁ ଗାଁରେ ଘଟିଛି ଜେହାଦୀ ହିଂସା। ଏଠାରେ ବାସ କରୁଥିବା ୧୧୫ ଜଣ ପିୟୁଲ ସମ୍ପ୍ରଦାୟର ଲୋକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।

ମଝି ସମୁଦ୍ରରେ ଫସିଲା ଜାହାଜ: ୧୩ଶହ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ପହଞ୍ଚିଲା ହେଲିକପ୍ଟର

ମଝି ସମୁଦ୍ରରେ ଫସିଲା ଜାହାଜ: ୧୩ଶହ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ପହଞ୍ଚିଲା ହେଲିକପ୍ଟର

ଓସଲୋ,,୨୪।୩: ନରଓ୍ବେର ଏକ ଯାତ୍ରୀବାହୀ ଜାହାଜ ଶୁକ୍ରବାର ମଝି ସମୁଦ୍ରରେ ଫସି ରହିଥିଲା। ଏଥିରେ ଯାନ୍ତ୍ରୀକ ତ୍ରୁଟି ଦେଖାଯିବାରୁ ଜାହାଜଟି ଆଉ ଆଗକୁ ଯାଇପାରି ନ ଥିଲା। 

ପାକିସ୍ତାନରେ ୨ ହିନ୍ଦୁ ନାବାଳିକାଙ୍କୁ ଧର୍ମ ପରିବର୍ତ୍ତନ କରି ବିବାହ: ସୁଷମା ମାଗିଲେ ରିପୋର୍ଟ

ପାକିସ୍ତାନରେ ୨ ହିନ୍ଦୁ ନାବାଳିକାଙ୍କୁ ଧର୍ମ ପରିବର୍ତ୍ତନ କରି ବିବାହ: ସୁଷମା ମାଗିଲେ ରିପୋର୍ଟ

ନୂଆଦିଲ୍ଲୀ/ଇସଲାମାବାଦ୍‌,୨୪।୩: ପାକିସ୍ତାନରେ ୨ ହିନ୍ଦୁ ନାବାଳିକାଙ୍କୁ ଧର୍ମ ପରିବର୍ତ୍ତନ କରି ବିବାହ କରାଯାଇଛି। ପାକିସ୍ତାନ ସିନ୍ଧ ପ୍ରଦେଶରୁ ରବିନା ଏବଂ ରୀନା ନାମକ ହିନ୍ଦୁ ନାବାଳିକାଙ୍କୁ ସେମାନଙ୍କ ଘରେ ପଶି ଜୋର୍‌ ଜବରଦସ୍ତ ଅପହରଣ କରିବା ପରେ ବିବାହ କରାଯାଇଥିବା ଅଭିଯୋଗ ହୋଇଛି। 

ଥାଇଲାଣ୍ଡରେ ସୁନାମି ସତର୍କତା

ଥାଇଲାଣ୍ଡରେ ସୁନାମି ସତର୍କତା

ବ୍ୟାଙ୍ଗକକ୍‌,୨୪।୩: ଭାରତ ମହାସାଗରରେ ଶନିବାର ୨ଟି ଭୂକମ୍ପ ହେବା ଫଳରେ ଥାଇଲାଣ୍ଡର ୬ଟି ଅଞ୍ଚଳରେ ସୁନାମି ସତର୍କତା ଜାରି କରାଯାଇଛି। 

ନିଜ ସନ୍ତାନଙ୍କ ପାଇଁ ପର୍ନ ଫିଲ୍ମ ତିଆରି କରିବେ ଏହି ମା’

ନିଜ ସନ୍ତାନଙ୍କ ପାଇଁ ପର୍ନ ଫିଲ୍ମ ତିଆରି କରିବେ ଏହି ମା’

ଲଣ୍ଡନ,୨୩।୩: ପିଲାମାନଙ୍କ ମଧ୍ୟରେ ପର୍ନ ଫିଲ୍ମ ଦେଖିବାର ଆଗ୍ରହ ବଢିଥିବା ଲକ୍ଷ କରି ନିକଟରେ ଏଭଳି ଅଧିକାଂଶ ସାଇଟ୍‌କୁ ବ୍ୟାନ୍‌ କରି ଦିଆଯାଇଛି।   ହେଲେ ବ୍ରିଟେନର ୫ ଜଣ ମହିଳା ସେମାନଙ୍କ ପିଲାମାନଙ୍କ ପାଇଁ ଏବେ ପର୍ନ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି।

ଚାଇନା ରାସ୍ତାରେ ଜଳିଗଲା ବସ୍‌: ୨୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କ ମୃତ୍ୟୁ

ଚାଇନା ରାସ୍ତାରେ ଜଳିଗଲା ବସ୍‌: ୨୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କ ମୃତ୍ୟୁ

ବେଜିଂ,୨୩।୩: ମଧ୍ୟ ଚାଇନାରେ ଶୁକ୍ରବାର ପ୍ରାୟ ୫୬ ଜଣ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବସ୍‌ରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ଏଥିରେ ପ୍ରାୟ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

ପାକିସ୍ତାନ ଜାତୀୟ ଦିବସରେ ଶୁଭେଚ୍ଛା ଜଣାଇଲେ ମୋଦି: ଇମ୍ରାନ

ପାକିସ୍ତାନ ଜାତୀୟ ଦିବସରେ ଶୁଭେଚ୍ଛା ଜଣାଇଲେ ମୋଦି: ଇମ୍ରାନ

ନୂଆଦିଲ୍ଲୀ/ଇସଲାମାମବାଦ,୨୩।୩: ପାକସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଟୁଇଟ୍‌ ଦାବି କରିଛନ୍ତି କି ପାକିସ୍ତାନର ଜାତୀୟ ଦିବସରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। 

ଚାଇନାରେ ରାସାୟନିକ ଶିଳ୍ପ ସଂସ୍ଥାରେ ବିସ୍ଫୋରଣ

ଚାଇନାରେ ରାସାୟନିକ ଶିଳ୍ପ ସଂସ୍ଥାରେ ବିସ୍ଫୋରଣ

ବେଜିଂ,୨୨।୩: ଚାଇନା ଗଣମାଧ୍ୟମର ସୂଚନା ଅନୁଯାୟୀ ପୂର୍ବ ଚାଇନାରେ ହୋଇଥିବା ଏକ ରାସାୟନିକ ବିସ୍ଫୋରଣରେ ଅତିକମ୍‌ରେ ୪୪ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୭ଶହରୁ ଊର୍ଦ୍ଧ୍ୱ ଲୋକ ଆହତ ମଧ୍ୟ ହୋଇଛନ୍ତି। 

ହୋଟେଲ୍‌ ରୁମ୍‌ରୁ ହେଉଥିଲା ଅନ୍ତରଙ୍ଗ ମୁହୂର୍ତ୍ତର ଲାଇଭ୍‌ ଷ୍ଟ୍ରିମିଂ

ହୋଟେଲ୍‌ ରୁମ୍‌ରୁ ହେଉଥିଲା ଅନ୍ତରଙ୍ଗ ମୁହୂର୍ତ୍ତର ଲାଇଭ୍‌ ଷ୍ଟ୍ରିମିଂ

ସିଓଲ୍‌,୨୨।୩: ଦକ୍ଷିଣ କୋରିଆରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ କେତେକ ହୋଟେଲ୍‌ରେ ରହିବାକୁ ଆସୁଥିବା ଦମ୍ପତି ଅଥବା ପ୍ରେମିକାପ୍ରେମିକଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଲାଇଭ୍‌ ଷ୍ଟ୍ରିମିଂ କରାଯାଉଥିବା ଅଭିଯୋଗ ହୋଇଛି। 

ଟାଇଗ୍ରୀସ୍‌ରେ ଓଲଟିଲା ଡଙ୍ଗା: ୧୯ ଶିଶୁଙ୍କ ସମେତ ୯୪ ମୃତ

ଟାଇଗ୍ରୀସ୍‌ରେ ଓଲଟିଲା ଡଙ୍ଗା: ୧୯ ଶିଶୁଙ୍କ ସମେତ ୯୪ ମୃତ

ବାଗଦାଦ୍‌,୨୨।୩ : ଇରାକ୍‌ ମୋସୁଲଠାରେ ଟାଇଗ୍ରୀସ୍‌ ନଦୀରେ ଡଙ୍ଗା ଓଲଟି ୧୯ ଜଣ ଶିଶୁଙ୍କ ସମେତ ୯୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬୧ ମହିଳା ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।


Model This Week

ରଶ୍ମି
Why Dharitri