ଫୁରସତ |

ରୋବୋଟିକ୍‌ ସ୍ପାଇଡର

 ରୋବୋଟିକ୍‌ ସ୍ପାଇଡର
ରୋବୋଟକୁ ନେଇ ଦିନକୁଦିନ ନୂଆ ନୂଆ ତଥ୍ୟ ସାମ୍‌ନାକୁ ଆସୁଛି। ତା’ସହ ଏହାକୁ କିପରି ବିଭିନ୍ନ କ୍ଷେତ୍ରରେ ସଫଳତାର ସହ ଉପଯୋଗ କରାଯାଇପାରିବ ସେନେଇ ବିଭିନ୍ନ ଦେଶର ବୈଜ୍ଞାନିକମାନେ ଉଦ୍ୟମ ଜାରି ରଖିଛନ୍ତି। ନିକଟରେ ଏ କ୍ଷେତ୍ରରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡିଛନ୍ତି ୟୁନିଭର୍ସିଟି ଅଫ ମାଞ୍ଚେଷ୍ଟରର ବିଶେଷଜ୍ଞମାନେ। ଦୀର୍ଘ ଚାରିବର୍ଷର ଚେଷ୍ଟା ପରେ ସେମାନେ ଏକ ରୋବୋଟିକ ସ୍ପାଇଡର ତିଆରି କରିଛନ୍ତି। ସ୍ପାଇଡର (ବୁଢ଼ିଆଣୀ) ପରି ଏହି ରୋବୋଟ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଡେଇଁ ପାରିବ। ‘ମାଇକ୍ରୋ ରୋବୋଟ’ ଶୀର୍ଷକ ବିଷୟ ଉପରେ ଏହି ଗବେଷଣା ସମ୍ପର୍କରେ ଉକ୍ତ ୟୁନିଭର୍ସିଟିର ପ୍ରଫେସର ଡା. ମୁସ୍ତାଫା ନାବାଓ୍ବେ କହନ୍ତି, ‘ଜମ୍ପିଙ୍ଗ ରୋବୋଟକୁ କିପରି ଆହୁରି ଉଚ୍ଚ ଶକ୍ତି ସମ୍ପନ୍ନ କରାଯାଇପାରିବ ସେନେଇ ଉଦ୍ୟମ ଜାରି ରହିଛି। ଏହା ପରେ ଅନ୍ୟ କେତେକ କୀଟପତଙ୍ଗ ଉପରେ ରୋବୋ ପ୍ରସ୍ତୁତ ପାଇଁ ଯୋଜନା ରହିଛି।’
All Right Reserved By

ଫୁରସତ |

ଏମିତି ମନ୍ଦିର ଯେଉଁଠି ପ୍ରେମ ନିଶାରୁ ମୁକୁଳାଇବା ଲାଗି ହୁଏ ପୂଜା

ଏମିତି ମନ୍ଦିର ଯେଉଁଠି ପ୍ରେମ ନିଶାରୁ ମୁକୁଳାଇବା ଲାଗି ହୁଏ ପୂଜା

ଉତ୍ତରପ୍ରଦେଶ ସାହାରନପୁରରେ ରହିଛି ଶ୍ରୀବାଲାଜୀ ମହାରାଜଙ୍କ ମନ୍ଦିର। ମନ୍ଦିରରେ ହନୁମାନଙ୍କ ବାଳ ସ୍ବରୂପ ପୂଜା ହୋଇଥାନ୍ତି। ଏଠାରେ ଯୁବତୀ ଯୁବକଙ୍କ ମୁଣ୍ଡରୁ ପ୍ରେମ ନିଶା ଉତ୍ତାରିବା ଲାଗି କରାଯାଇଥାଏ ପୂଜା। 

ଯେଉଁଠି ବିବାହ ପୂର୍ବରୁ କରାଯାଏ ଡ଼ଙ୍ଗା ବୁକିଂ

ଯେଉଁଠି ବିବାହ ପୂର୍ବରୁ କରାଯାଏ ଡ଼ଙ୍ଗା ବୁକିଂ

ବିହାର କଟିହାରର ଅମଦାବାଦ୍‌ ଅଞ୍ଚଳ ଗଙ୍ଗାର ଶାଖା ନଦୀ ମହାନନ୍ଦା ଦ୍ୱାରା ପରିବେଷ୍ଟିତ। ବର୍ଷରେ ୫-୬ମାସ ଏଠାରେ ଜନସାଧାରଣ ଯିବାଆସିବା ପାଇଁ ଡଙ୍ଗା ଉପରେ ଭରସା କରନ୍ତି। ତେଣୁ ଏଠାରେ ବିବାହ ଆୟୋଜନ ପୂର୍ବରୁ ପ୍ରଥମେ ଡ଼ଙ୍ଗା ବୁକିଂ କରିବାକୁ ହୋଇଥାଏ। 

ବଡ଼ ଦୋସା

ବଡ଼ ଦୋସା

ଦୋସା, ହେଇପାରେ ଦକ୍ଷିଣ ଭାରତୀୟ ଖାଦ୍ୟ। ହେଲେ ସାରା ପୃଥିବୀରେ ରହିଛି ଏହାର ଆଦର। ଏହି ଦୋସାକୁ ନେଇ ରେକର୍ଡ ବି ହୋଇଛି। ଯେମିତିକି ରେଡିଓ ମିର୍ଚି ୯୮.୩ ଏଫ୍‌ଏମ୍‌ ଏବଂ ନାଚୁରେଲା ରିଫାଇନ୍‌ଡ ସନ୍‌ଫ୍ଲାଓ୍ବାର ଅଏଲ୍‌ ମିଳିତଭାବେ ପୃଥିବୀର ସବୁଠାରୁ ଲମ୍ବା ଦୋସା ତିଆରି କରି ଗିନିଜ୍‌ ଓ୍ବାର୍ଲଡ ରେକର୍ଡ କରିଛନ୍ତି। 

ମୃତକଙ୍କ ପାଇଁ ହୋଟେଲ

ମୃତକଙ୍କ ପାଇଁ ହୋଟେଲ

ହୋଟେଲ ଏକ ବିଳାସପୂର୍ଣ୍ଣ ସ୍ଥାନ ଯେଉଁଠାରେ ଲୋକେ ଖାଦ୍ୟ ପାନୀୟ ଗ୍ରହଣ କରିବା ସହିତ ଆରାମରେ ବିଶ୍ରାମ ମଧ୍ୟ ନେଇଥାନ୍ତି। ବିଭିନ୍ନ ପ୍ରକାରର ହୋଟେଲ ବିଷୟରେ ଆପଣ ଜାଣିଥିବେ ଏବଂ ଶୁଣିଥିବେ ମଧ୍ୟ। 

୮୦ ବର୍ଷରେ ସାଲ୍‌ସା

୮୦ ବର୍ଷରେ ସାଲ୍‌ସା

ବ୍ରିଟେନ୍‌ର ୮୦ ବର୍ଷୀୟା ପେଡି ଜୋନ୍ସ। ଚର୍ମରେ ତାଙ୍କର କୁଞ୍ଚନ ଆସିଗଲାଣି। ଆଉ ବୟସର ଛାପ ବି ବାରି ହୋଇଯାଉଛି। ହେଲେ ମନ ତାଙ୍କର ଏବେ ବି ଯୁବସୁଲଭ। ଆଉ ସେ ଏମିତି କାରନାମା କରି ଦେଖାଇଛନ୍ତି, ଯାହା ଯୁବପିଢିଙ୍କ ପାଇଁ ବି କରିବା ଅସମ୍ଭବ। 

ମୂଷାଙ୍କ ପାଇଁ ଗାଁ

ମୂଷାଙ୍କ ପାଇଁ ଗାଁ

ଫଟୋଗ୍ରାଫର୍‌ ସିମୋନ୍‌ ଡେଲ୍‌ ଦିନେ ନିଜ ବଗିଚାକୁ ପକ୍ଷୀମାନଙ୍କର ଫଟୋ ଉଠାଇବାକୁ ଆସିଥାଆନ୍ତି। ଏତିକିବେଳେ ତାଙ୍କର ନଜର ପଡିଲା ଏକ ସୁନ୍ଦର ମୂଷା ପରିବାର ଉପରେ। ଯେଉଁମାନେ ନେଉଳ ଭଳି ପଛ ଦୁଇଗୋଡରେ ଠିଆ ହୋଇ ଚାରିଆଡେ ବୁଲି ଦେଖୁଥିଲେ।

ମଣିଷ ଶୁଏ, ମସ୍ତିଷ୍କ ଶୁଏନା

ମଣିଷ ଶୁଏ, ମସ୍ତିଷ୍କ ଶୁଏନା

ମଣିଷ ନିଦ୍ରା ଯାଏ। ଥକିଗଲେ ଶୋଇପଡ଼େ। ହେଲେ ବାସ୍ତବରେ ମଣିଷ ଶୁଏନା। କେବଳ କିଛି ସମୟ ବିଶ୍ରାମ ନେଇଥାଏ। ଆଉ ସେତିକିବେଳେ ତା’ର ମସ୍ତିଷ୍କ ଏକ ଜାଗ୍ରତ ପ୍ରହରୀ ପରି ତାକୁ ଜଗି ରହିଥାଏ।

ପ୍ରଥମ ରୋଜଗାର ବାପାଙ୍କୁ ଦେଇଥିଲି

ପ୍ରଥମ ରୋଜଗାର ବାପାଙ୍କୁ ଦେଇଥିଲି

”ମା’ଲୋ ମଲି ବିଛା କାମୁଡିଲା ରାତିରେ କାଲି...“ ଏବଂ ”ଲେ ଲେଇଜା ଲଚକ ମଣି ଲବଙ୍ଗଦିଆ ପାନ“ ଭଳି ଏକାଧିକ ହିଟ୍‌ ଗୀତରେ କଣ୍ଠଦାନ କରିଥିବା ଲୋକପ୍ରିୟ କଣ୍ଠଶିଳ୍ପୀ ଜ୍ୟୋତ୍ସ୍ନାରାଣୀ ମୁଦାଲି ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

କତା କାରିଗରି

କତା କାରିଗରି

ଦିନ ଥିଲା ନଡ଼ିଆକତାକୁ  କେବଳ ଜାଳେଣି ରୂପେ ବ୍ୟବହାର କରାଯାଉଥିଲା। ଏବେ କାରିଗରମାନେ ନଡ଼ିଆକତାରେ ବିଭିନ୍ନ କଳାକୃତିକରି ଜୀବିକା ନିର୍ବାହ କରିପାରୁଛନ୍ତି। ଏହା କେବଳ ଓଡ଼ିଶା ଭିତରେ  ସୀମିତ  ନ ହୋଇ  ପହଞ୍ଚିଛି ସାରା ବିଶ୍ୱରେ...

ଏଜୁକେଶନ୍‌ ଆପ୍‌

ଏଜୁକେଶନ୍‌ ଆପ୍‌

ଦିନଥିଲା ପାଠ ସମ୍ବନ୍ଧିତ କୌଣସି ଆବଶ୍ୟକତା ଥିଲେ ବିଦ୍ୟାର୍ଥୀଙ୍କୁ ଶିକ୍ଷାନୁଷ୍ଠାନ ଯାଇ ଶିକ୍ଷୟିତ୍ରୀଶିକ୍ଷକଙ୍କ ସାହାଯ୍ୟ ନେବାକୁ ପଡୁଥିଲା। ଯେଉଁଥିରେ ପରିଶ୍ରମ ସହ ସମୟ ବି ନଷ୍ଟ ହେଉଥିଲା। ହେଲେ ବର୍ତ୍ତମାନର ଅତ୍ୟାଧୁନିକ ଜ୍ଞାନକୌଶଳ ଯୁଗରେ ଏହି ସମସ୍ୟାର ସମାଧାନ କରିବାରେ ବେଶ୍‌ ସହାୟକ ହୋଇପାରୁଛି ବିଭିନ୍ନ ଏଜୁକେଶନ୍‌ ଆପ୍‌। ଯାହାଦ୍ୱାରା ଛାତ୍ରୀଛାତ୍ରଙ୍କ ଠାରୁ ଆରମ୍ଭ କରି ଶିକ୍ଷୟିତ୍ରୀଶିକ୍ଷକ, ଶିକ୍ଷାନୁଷ୍ଠାନ ଏବଂ ଅଭିଭାବକଙ୍କ ପର୍ଯ୍ୟନ୍ତ ସମସ୍ତେ ଉପକୃତ ହେଉଛନ୍ତି। ଏହାକୁ ବ୍ୟବହାର କରିବା ଦ୍ୱାରା ଛାତ୍ରୀଛାତ୍ରମାନେ ପୂର୍ବାପେକ୍ଷା ଅଧିକ ଇଣ୍ଟରଆକ୍ଟିଭ୍‌ ହେଉଥିବା ଦେଖିବାକୁ ମିଳୁଛି...

ବନ୍ଧୁଙ୍କ ମେଳରେ ସମୟ କାଟିଲେ ମନ ହୁଏ ହାଲକା

ବନ୍ଧୁଙ୍କ ମେଳରେ ସମୟ କାଟିଲେ ମନ ହୁଏ ହାଲକା

ବିଭିନ୍ନ ସାମାଜିକ ତଥା ଆର୍ଥିକ ସମସ୍ୟା ଯୋଗୁ ମନ ଅନେକ ସମୟରେ ଭାରାକ୍ରାନ୍ତ ହୋଇଯାଇଥାଏ। 

ଶୋଷ ଲାଗିଲେ ପେଟ୍ରୋଲ ପିଉଛି ମାଙ୍କଡ଼

ଶୋଷ ଲାଗିଲେ ପେଟ୍ରୋଲ ପିଉଛି ମାଙ୍କଡ଼

କଥାଟା ଅଡୁଆ ଲାଗୁଛି ସତ। ହେଲେ ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଓିଡ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ମାଙ୍କଡ଼ ଶୋଷ ଲାଗିଲେ ପାଣି ବଦଳରେ ପେଟ୍ରୋଲ ପିଉଥିବା ଦେଖାଯାଉଛି।