ମନୋରଞ୍ଜନ |

ଚଳିତ ମାସରେ ରୁଷୀୟ ପ୍ରେମିକଙ୍କୁ ବିବାହ କରିବେ ଶ୍ରେୟା

ଚଳିତ ମାସରେ ରୁଷୀୟ ପ୍ରେମିକଙ୍କୁ ବିବାହ କରିବେ ଶ୍ରେୟା
ବମ୍ବେ: ଅନୁଷ୍କା ଶର୍ମାଙ୍କ ପରେ ଏବେ ବଲିଉଡର ଅନ୍ୟ ଜଣେ ଅଭିନେତ୍ରୀ ହାତକୁ ଦି ହାତ ହେବାକୁ ଯାଉଛନ୍ତି। ସେ ହେଉଛନ୍ତି ଶ୍ରେୟା ସରନ୍‌। ଶ୍ରେୟା ଚଳିତ ମାସ ନିଜ ରୁଷୀୟ ପ୍ରେମିକ ତଥା ଯୁବ ବ୍ୟବସାୟୀ ଏଣ୍ଡ୍ରି କୋସଚିବ୍‌ଙ୍କୁ ବିବାହ କରିବେ। ଏଣ୍ଡ୍ରି ଜଣେ ଭଲ ଟେନିସ ଖେଳାଳି ମଧ୍ୟ। ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ଅନୁଯାୟୀ ଏହି ବିବାହ ଅନୁଷ୍ଠିତ ହେବ। ଉଦୟପୁରରେ ୧୭ରୁ ୧୯ ମାର୍ଚ୍ଚ ପର୍ଯ୍ୟନ୍ତ ଏହାକୁ ନେଇ ଉତ୍ସବର ଆୟୋଜନ କରାଯାଇଛି। ତେବେ ଶ୍ରେୟା ଦୃଶ୍ୟମ, ଶିବାଜୀ ପରି ବଲିଉଡ ଚଳଚ୍ଚିତ୍ରରେ ଦମ୍‌ଦାର ଅଭିନୟ କରିଛନ୍ତି। ଏପରିକି ସେ ତାମିଲ ଓ ତେଲୁଗୁ ଫିଲ୍ମ ଜଗତରେ ବେଶ ସକ୍ରିୟ। ହଲିଉଡ୍‌ରେ ମଧ୍ୟ ସେ ଡେବ୍ୟୁ କରିସାରିଛନ୍ତି।
All Right Reserved By

ମନୋରଞ୍ଜନ |

ମୁଁ ସୁସ୍ଥ ଅଛି: ଶାହିଦ୍‌

ମୁଁ ସୁସ୍ଥ ଅଛି: ଶାହିଦ୍‌

ମୁମ୍ବାଇ: ବଲଉଡ୍‌ ନାୟକ ଶାହିଦ୍‌ କପୁର ଷ୍ଟୋମାକ୍‌ କ୍ୟାନସରରେ ପୀଡିତ ଥିବା ଖବର ନିକଟରେ ପ୍ରଚାରିତ ହୋଇଥିଲା। ଯାହା ଶୁଣିବା ପରେ ତାଙ୍କ ପ୍ରଶଂସକଙ୍କ ମନରେ ନିରାସା ଭାବ ଦେଖା ଦେଇଥିଲା।

ନେହା-ହିମାଂଶଙ୍କ ପ୍ରେମରେ ସୃଷ୍ଟି ହେଲା କି ଫାଟ

ନେହା-ହିମାଂଶଙ୍କ ପ୍ରେମରେ ସୃଷ୍ଟି ହେଲା କି ଫାଟ

ମୁମ୍ବାଇ: ବଲିଉଡ୍‌ ସିଙ୍ଗର ନେହା କକ୍କର ଓ ଅଭିନେତା ହିମାଂଶ କୋହଲିଙ୍କ ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ଆଲୋଚନା ହେଉଛି। କାରଣ  ସୋମବାର ଦେଖିବାକୁ ମିଳିଛି ଉଭୟେ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କରିଦେଇଛନ୍ତି।

ପୁଣି ଦେଖିବାକୁ ମିଳିବ ରାଣୀଙ୍କ ଦବଙ୍ଗ ଅବତାର

ପୁଣି ଦେଖିବାକୁ ମିଳିବ ରାଣୀଙ୍କ ଦବଙ୍ଗ ଅବତାର

ମୁମ୍ବାଇ: ବଲିଉଡ୍‌ ନାୟିକା ରାଣୀ ମୁଖାର୍ଜି ଅନ୍ୟ ଅଭିନେତ୍ରୀଙ୍କଠାରୁ ଟିକେ ଭିନ୍ନ କହିଲେ କିଛି ଭୁଲ୍‌ ହେବ ନାହିଁ। ତାଙ୍କର ଅଭିନୟ ଓ ଡାଇଲଗ୍‌ ଡେଲିଭରି ସବୁଠାରୁ ନିଆରା କହିଲେ ଚଳେ। ରାଣୀଙ୍କର ଏକ ଦବଙ୍ଗ ଅବତାର ଦେଖିବାକୁ ମିଳିଥିଲା ମୁଭି ‘ମର୍ଦାନି’ରେ। ଯାହାକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ।

ମଡେଲିଂ ଆବେଗପୂର୍ଣ୍ଣ ସ୍ମୃତି ଜାଗ୍ରତ କରାଏ

ମଡେଲିଂ ଆବେଗପୂର୍ଣ୍ଣ ସ୍ମୃତି ଜାଗ୍ରତ କରାଏ

ନୂଆଦିଲ୍ଲୀ: ମଡେଲିଂ ସବୁବେଳେ ଅତୀତର ଆବେଗପୂର୍ଣ୍ଣ ସ୍ମୃତି ଜାଗ୍ରତ କରାଏ ବୋଲି ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା ପ୍ରକାଶ କରିଛନ୍ତି। ଲାକ୍ମେ ଫ୍ୟାଶନ୍‌ ଓ୍ବିକ୍‌ (ଏଲ୍‌ଏଫ୍‌ଡବ୍ଲ୍ୟୁ)ର ଆଗାମୀ ସମର/ରିସର୍ଟ ୨୦୧୯ ସଂସ୍କରଣ ପାଇଁ ମଡେଲ୍‌ ଅଡିଶନ୍‌ ନିମନ୍ତେ ଅନ୍ୟତମ ବିଚାରକ ଭାବରେ ଯୋଗ ଦେଉଥିବା ମଲାଇକା ଏହା କହିଛନ୍ତି। 

ଇଣ୍ଡିଆଜ୍‌ ନେକ୍ସଟ ଟପ୍‌ ମଡେଲ ସିଜିନ୍‌-୪ର ବିଜେତା ହେଲେ ଉର୍ବି

ଇଣ୍ଡିଆଜ୍‌ ନେକ୍ସଟ ଟପ୍‌ ମଡେଲ ସିଜିନ୍‌-୪ର ବିଜେତା ହେଲେ ଉର୍ବି

ମୁମ୍ବାଇ,୧୦।୧୨: ଟେଲିଭିଜନ ରିୟଲିଟି ଶୋ’ ଇଣ୍ଡିଆଜ୍‌ ନେକ୍ସଟ ଟପ୍‌ ମଡେଲ ସିଜିନ-୪ର ବିଜେତା ହୋଇଛନ୍ତି ମୁମ୍ବାଇର ଉର୍ବି ସେଟ୍ଟି। ଏଥିପାଇଁ ତାଙ୍କୁ ଭାୟାକମ୍‌ ୧୮ ଓ ଏକ୍ସିଡ ଏଣ୍ଟରଟେନ୍‌ମେଣ୍ଟ ପକ୍ଷରୁ ମିଳିଛି ଏକ ବର୍ଷର କଣ୍ଟ୍ରାକ୍ଟ। 

ସ୍ତ୍ରୀଙ୍କର ନଗ୍ନ ଚିତ୍ର ପେଣ୍ଟିିଂ କରିଥିଲେ ଅଶୋକ କୁମାର

ସ୍ତ୍ରୀଙ୍କର ନଗ୍ନ ଚିତ୍ର ପେଣ୍ଟିିଂ କରିଥିଲେ ଅଶୋକ କୁମାର

ମୁମ୍ବାଇ, ୧୦।୧୨: ବଲିଉଡ୍‌ର ସୁପରଷ୍ଟାର ଅଶୋକ କୁମାରଙ୍କର ପୁଣ୍ୟ ତିଥି ସୋମବାର ପାଳିତ ହେଉଛି। ୨୦୦୧ ଡିସେମ୍ବର ୧୦ ତାରିଖରେ ସେ ଦେହତ୍ୟାଗ କରିଥିଲେ। 

ଫିଲ୍ମ ପାଇଁ ସ୍ବାମୀଙ୍କ ଅତ୍ୟାଚାର ସହ୍ୟ କରୁଥିଲେ ରତି ଅଗ୍ନିହୋତ୍ରୀ...

ଫିଲ୍ମ ପାଇଁ ସ୍ବାମୀଙ୍କ ଅତ୍ୟାଚାର ସହ୍ୟ କରୁଥିଲେ ରତି ଅଗ୍ନିହୋତ୍ରୀ...

ମୁମ୍ବାଇ,୧୦।୧୨: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ରତି ଅଗ୍ନିହୋତ୍ରୀ ସୋମବାର ୫୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୦ ଡିସେମ୍ବର ୧୦ରେ ସେ ଜନ୍ମଗ୍ରହଣ କରିଥିଲେ। 

ମଲାଇକାଙ୍କ ପିଠିରେ ଲଭ୍‌ ବାଇଟ୍‌: ଭିଡିଓ ଭାଇରାଲ

ମଲାଇକାଙ୍କ ପିଠିରେ ଲଭ୍‌ ବାଇଟ୍‌: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ର ସେକ୍ସି କୁଇନ୍‌ ମଲାଇକା ଆରୋରା ଏବେ କୁଆଡେ ପ୍ରେମରେ ପଡିଛନ୍ତି ବୋଲି ଆଲୋଚନା ହେଉଛି। ପତି ଅରବାଜଙ୍କଠାରୁ ଅଲଗା ହେବା ପରେ ଏବେ ସେ ବଲିଉଡ୍‌ର ହ୍ୟାଣ୍ଡସମ୍‌ ହିରୋ ଅର୍ଜୁନ କପୁରଙ୍କ ପ୍ରେମରେ ପଡିଛନ୍ତି। 

ଦିନ ଗଣୁଛନ୍ତି ରିୟାନା

ଦିନ ଗଣୁଛନ୍ତି ରିୟାନା

ନବାଗତା ରିୟାନା ଶୁକ୍ଳା ପ୍ରଥମ ଥର ପାଇଁ ଓଡ଼ିଆ ସିନେମାରେ ପାଦ ଥାପିଛନ୍ତି। ତାଙ୍କ ଅଭିନୀତ ‘ଏ ଦିଲ ତତେ ଦେଲି’ର ରିଲିଜ ଦିନ ଯେତିକି ପାଖେଇ ଆସୁଛି ତାଙ୍କର ଉତ୍କଣ୍ଠା ସେତିକି ବଢ଼ି ଚାଲିଛି। 

ଟେନ୍‌ସନ୍‌ ଫ୍ରି ରଣବୀର

ଟେନ୍‌ସନ୍‌ ଫ୍ରି ରଣବୀର

ରଣବୀର ସିଂ ଏବେ ଟେନ୍‌ସନ ଫ୍ରି। କାରଣ ପ୍ରାୟ ଅନେକେ ଜାଣନ୍ତି, ବିବାହ ଆଉ ତିନି ତିନିଟା ରିସେପ୍ସନ ସାରିବା ପରେ ଏବେ ସେ ଶୁଟିଂକୁ ଫେରିଛନ୍ତି। ଏ ସମ୍ପର୍କରେ ରଣବୀର କହନ୍ତି, ”ବର୍ତ୍ତମାନ ପୂରାଦମ୍‌ରେ ଶୁଟିଂ ପାଇଁ ଟାଇମ୍‌ ଦେବାର ଅଛି।

ମଡେପଡନ୍ତି ସଲିମ

ମଡେପଡନ୍ତି ସଲିମ

ବଲିଉଡ୍‌ର ବିଶିଷ୍ଟ ସଂଳାପକାର ତଥା ଚିତ୍ରନାଟ୍ୟ ରଚୟିତା ସଲିମ ଖଁା। ଦୀର୍ଘ ପାଞ୍ଚ ଦଶନ୍ଧିରୁ ଊର୍ଦ୍ଧ୍ୱ ହେବ ସେ ହିନ୍ଦୀ ସିନେମାରେ ନିଜର ଆଧିପତ୍ୟ ବଜାୟ ରଖିଛନ୍ତି। ତାଙ୍କର ଆଉ ଏକ ପରିଚୟ ହେଲା ସେ ହେଲେ ବର୍ତ୍ତମାନର ଅନ୍ୟତମ ଲୋକପ୍ରିୟ ଅଭିନେତା ସଲମାନ ଖଁାଙ୍କ ପିତା। 

ଅଭିନୟ କରିବାକୁ ଇଚ୍ଛା

ଅଭିନୟ କରିବାକୁ ଇଚ୍ଛା

ଓଡ଼ିଆ ଯାତ୍ରାଜଗତର ଅନ୍ୟତମ ଗାୟିକା ତଥା ଉପସ୍ଥାପିକା କ୍ରିଷ୍ଣା ଏବେ ଆଉ ଗୋଟେ ପାଦ ଆଗକୁ ଯିବାର ଯୋଜନା ରଖିଛନ୍ତି। ତାହା ହେଉଛି ଅଭିନୟ। ସେ କହନ୍ତି , ”ମୋର ଅଭିନୟ କରିବାକୁ ଭାରି ଇଚ୍ଛା ଅଛି।