ଫୁରସତ |

ଚର୍ଚ୍ଚିତ ବିବାହ: ବରଯାତ୍ରୀଙ୍କୁ ନେଇ ବରଘରେ ପହଞ୍ଚିଲେ କନ୍ୟା

ଚର୍ଚ୍ଚିତ ବିବାହ: ବରଯାତ୍ରୀଙ୍କୁ ନେଇ ବରଘରେ ପହଞ୍ଚିଲେ କନ୍ୟା
ନୂଆଦିଲ୍ଲୀ: ସାଧାରଣତଃ ବିବାହରେ ବର କନ୍ୟା ଘରକୁ ଆସିବାର ପ୍ରଥା ହିନ୍ଦୁ ସଂସ୍କୃତିରେ ରହି ଆସିଛି। ତେବେ ଏବେ ସମୟ ବଦଳିଛି। ବର କନ୍ୟାଙ୍କ ଘରକୁ ନୁହେଁ ବରଂ କନ୍ୟା ବର ଘରେ ପହଞ୍ଚି ବିବାହ କରିଛନ୍ତି। ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ପାଟଣାରେ। ବମ୍ବେରେ ସହକାରୀ ବ୍ୟାଙ୍କ ମ୍ୟାନେଜର ଭାବେ କାମ କରୁଥିବା ସ୍ନେହା ପାଟଣାରୁ ବରଯାତ୍ରୀ ଧରି ଦାନାପୁରରେ ପହଞ୍ଚିଥିଲେ। ସ୍ନେହା ପାଟଣାରେ ରହୁଥିବା ବିନୋଦ ରାୟଙ୍କ ଜ୍ୟେଷ୍ଠ କନ୍ୟା। ବିନୋଦ ମଧ୍ୟ ନାଭିରେ କାମ କରନ୍ତି। ସେ ନିଜର ତିନି କନ୍ୟାଙ୍କୁ ନିଜ ଗୋଡରେ ଛିଡା ହେବା ସହ ପୁଅଙ୍କ ପରି ଦେଖି ଆସୁଥିଲେ। ଏପରିକି ତାଙ୍କ ବିବାହ ମଧ୍ୟ ପୁଅଙ୍କ ପରି ହେଉ ବୋଲି ସେ ଆଶା ରଖିଥିଲେ। ଏହାକୁ ପୂରଣ କରିବାକୁ ଯାଇ ନାଭିରେ ଲେପ୍‌ଟନାଣ୍ଟ କମାଣ୍ଡର ଭାବେ କାମ କରୁଥିବା ଅନିଲ ଯାଦବଙ୍କ ଘରେ ବରଯାତ୍ରୀ ଧରି ରଥ ଉପରେ ବସି ପହଞ୍ଚିଥିଲେ ସ୍ନେହା। ଏହାକୁ ଦେଖିବାକୁ ଲୋକମାନଙ୍କର ଭିଡ ଜମିଥିଲା। କେବଳ ଏତିକି ନୁହେଁ ବରପକ୍ଷ ମଧ୍ୟ କନ୍ୟାପକ୍ଷକୁ ସାଦରେ ସ୍ବାଗତ କରିବା ସହ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
All Right Reserved By

ଫୁରସତ |

ପ୍ରେମିକା-ପ୍ରେମିକଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ ହୁଏ ଏଥିରେ...

ପ୍ରେମିକା-ପ୍ରେମିକଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ ହୁଏ ଏଥିରେ...

ପ୍ରେମିକା ପ୍ରେମିକଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବା ପାଇଁ ଅନେକ ଗୁଡ଼ିଏ କାରଣ ରହିଛି। ସେଥିମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଶୀଘ୍ର ପ୍ରେମର ପରିପ୍ରକାଶ କରିବା। ଏହାଦ୍ୱାରା ମାନସିକସ୍ତରରେ ଉଭୟ ପରସ୍ପରର ନିକଟବର୍ତ୍ତୀ ହୋଇ ପାରିଥାନ୍ତି 

ଶୋଇଲେ ମିଳିବ ୧୦ଲକ୍ଷ

ଶୋଇଲେ ମିଳିବ ୧୦ଲକ୍ଷ

ନାସା ପକ୍ଷରୁ ନିକଟରେ ଏକ ଚାକିରୀର ବିଜ୍ଞାପନ ଦିଆଯାଇଛି। ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୭୦ ଦିନ ପାଇଁ କେବଳ ଶୋଇବାକୁ ପଡ଼ିବ। ନାସା ଏଭଳି ବ୍ୟକ୍ତିଙ୍କୁ  ୧୨ ହଜାର ୟୁରୋ ଅର୍ଥାତ୍‌ ୧୦ ଲକ୍ଷ ୧୬ ହଜାର ଟଙ୍କା ଦେବ। ମହାକାଶରେ ଯାତ୍ରା ସମୟରେ ମାନବ ଶରୀର ଉପରେ

ଯେଉଁଠି ପାଠପଢ଼ା ବୟସରେ ନାବାଳିକା କରନ୍ତି ଦେହବେପାର

ଯେଉଁଠି ପାଠପଢ଼ା ବୟସରେ ନାବାଳିକା କରନ୍ତି ଦେହବେପାର

ପଶ୍ଚିମବଙ୍ଗ କୋଲକତା ନିକଟରେ ଥିବା ସୋନାଗାଛି ଏସିଆର ସର୍ବ ବୃହତ୍‌ ରେଡ୍‌ ଲାଇଟ୍‌ ଏରିଆର ମାନ୍ୟତା ହାସଲ କରିଛି। ଏଠାରେ ପ୍ରାୟ ୧୨ ହଜାରରୁ ଅଧିକ ମହିଳା ଦେହବେପାର କରିଥାନ୍ତି। ପ୍ରତିବର୍ଷ ଏକ ହଜାରରୁ ଅଧିକ ମହିଳା ଆସିଥାନ୍ତି ଏଠାକୁ 

ମେୟର ଆସନରେ କୁକୁର

ମେୟର ଆସନରେ କୁକୁର

ସାଧାରଣତଃ ମେୟର ଆସନ ଏକ ଗୁରୁତ୍ୱପୂର୍ଣ୍ଣ ଆସନ ହୋଇଥାଏ। ସହରର ଶାସନ ଭାର ମେୟରଙ୍କ ହାତରେ ଥାଏ। ହେଲେ ଏବେ ଏମାନେ କେବଳ ନିର୍ବାଚନ ବେଳେ ଦେଖାଯାଉଛନ୍ତି। ପରେ ଲୋକମାନଙ୍କର ସୁଖଦୁଃଖରେ ଏମାନେ ଭାଗି ହେଉ ନ ଥିବାରୁ ଆମେରିକାର 

ଏମିତି ଜେଲ୍‌ ଯେଉଁଠି ମିଳିବ ବୈବାହିକ ଜୀବନର ସୁଖ

ଏମିତି ଜେଲ୍‌ ଯେଉଁଠି ମିଳିବ ବୈବାହିକ ଜୀବନର ସୁଖ

ଜେଲ୍‌ର ନାଁ ଶୁଣିଲେ ମନକୁ ଆସେ ଚାରି କାନ୍ଥ ଘେରା ଏକ କୋଠରୀ ତା’ସହ ପୋଡା ରୁଟି ଆଉ ରାତି ପାହିଲେ ବଗିଚା କାମ। ହେଲେ ମଧ୍ୟପ୍ରଦେଶରେ ଖୋଲିଥିବା ଏମିତି ଏକ ଜେଲ୍‌ ଯାହା ଏବେ ଅପରାଧୀଙ୍କର ପସନ୍ଦକୁ ଆସିଛି। ଏଠି ଅପରାଧୀଙ୍କୁ ମିଳୁଛି ବୈବାହିକ ଜୀବନର

ନବ ବିବାହିତଙ୍କୁ ପେଟ୍ରୋଲ ଉପହାର

ନବ ବିବାହିତଙ୍କୁ ପେଟ୍ରୋଲ ଉପହାର

ବେଲଗାମ ହୋଇଛି ତୈଳଦର। ବର୍ଦ୍ଧିତ ପେଟ୍ରୋଲ ଓ ଡିଜେଲ ଦାମ୍‌ ସାଧାରଣ ଜନତାଙ୍କୁ ଅସ୍ତବ୍ୟସ୍ତ କରିପକାଇଛି। ଏହାକୁ ନିୟନ୍ତ୍ରଣକୁ ଆଣିବା ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପଦକ୍ଷେପ ନେବାକୁ କୁହାଯାଉଥିବା ବେଳେ ତାମିଲନାଡ଼ୁରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି। ରାଜ୍ୟର କୁଡ୍ଡଲୁର ଅଞ୍ଚଳରେ ଏକ ବିବାହ ଉତ୍ସବରେ ବରପାତ୍ରର ବନ୍ଧୁମାନେ ନବ ବିବାହିତ ଦମ୍ପତ୍ତିଙ୍କୁ ୫ ଲିଟର ପେଟ୍ରୋଲ ଭେଟି ଦେଇଛନ୍ତି। 

୯୯୯ ଉପହାର ପ୍ୟାକେଟ୍‌ ସହ ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେଲେ ପ୍ରେମିକ

୯୯୯ ଉପହାର ପ୍ୟାକେଟ୍‌ ସହ ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେଲେ ପ୍ରେମିକ

ଏବେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଇଁଥିରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେଉଥିବା ନଜର ଆସିଛି। ଘଟଣାଟି ଚାଇନାର। ହାର୍ବିନ ସହରରେ ରହୁଥିବା ଜଣେ ଯୁବକ କିଛିଦିନ ହେବ ଜଣେ ଯୁବତୀଙ୍କୁ ଭଲପାଇ ବସିଥିଲେ।

ଗ୍ରହର ଅଶୁଭ ପ୍ରଭାବରୁ ରକ୍ଷା ପାଇବାକୁ ଚାହୁଁଛନ୍ତି, ଆପଣାନ୍ତୁ ଏହି ଉପାୟ...

ଗ୍ରହର ଅଶୁଭ ପ୍ରଭାବରୁ ରକ୍ଷା ପାଇବାକୁ ଚାହୁଁଛନ୍ତି, ଆପଣାନ୍ତୁ ଏହି ଉପାୟ...

ବିଭିନ୍ନ ଗ୍ରହର ଅନିଷ୍ଟକାରକ ସ୍ଥିତିକୁ ଶୁଭ ମଙ୍ଗଳମୟ କରିବା ପାଇଁ କିଛି ସହଜ ଉପାୟ ସମ୍ପର୍କରେ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି । ଏହାକୁ ନିୟମିତ କଲେ ଗ୍ରହର ଅଶୁଭ ପ୍ରଭାବ କମ୍‌ ହୋଇଥାଏ। ସେଥିପାଇଁ କେତେକ ଉପାୟ ଆପଣାନ୍ତୁ....

୧୨ ବର୍ଷରେ ଥରେ ଫୁଟିଥାଏ ଏହି ଫୁଲ

୧୨ ବର୍ଷରେ ଥରେ ଫୁଟିଥାଏ ଏହି ଫୁଲ

ଫୁଲ ହେଉଛି ପ୍ରକୃତିର ଏପରି ଏକ ସୃଷ୍ଟି ଯାହା ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ଫୁଲର ମହକ ଓ କୋମଳତା ସମସ୍ତଙ୍କୁ ବିଭୋର କରେ। ଦକ୍ଷିଣ ଭାରତର କେତେକ ଅଞ୍ଚଳରେ ନୀଳକୁରିଞ୍ଜ ନାମକ ଏକ ପ୍ରକାର ଫୁଲ ଫୁଟିଥାଏ। 

ପୋର୍ଟେବଲ୍‌ ଅଲଟ୍ରାସାଉଣ୍ଡ ମେଶିନ୍‌

ପୋର୍ଟେବଲ୍‌ ଅଲଟ୍ରାସାଉଣ୍ଡ ମେଶିନ୍‌

ଟରଣ୍ଟୋ: ବୈଜ୍ଞାନିକମାନେ ଏକ କ୍ଷୁଦ୍ର ଅଲ୍‌ଟ୍ରାସାଉଣ୍ଡ ମେଶିନ୍‌ ବିକାଶ କରିଛନ୍ତି। ଏହା ସ୍ମାର୍ଟଫୋନ୍‌ ଦ୍ୱାରା ଶକ୍ତିସମ୍ପନ୍ନ ହୋଇପାରିବ। ଏହାଦ୍ୱାରା ମେଡିକାଲକୁ ଯାଇ ସ୍କାନିଂ କରିବାରେ ହେଉଥିବା ବ୍ୟୟଭାରକୁ ହ୍ରାସ କରାଯାଇପାରିବ।

ଦେଶର ପ୍ରଥମ ଡଗ୍‌ ପାର୍କ

ଦେଶର ପ୍ରଥମ ଡଗ୍‌ ପାର୍କ

ହାଇଦ୍ରାବାଦ୍‌: ସ୍ଥାନୀୟ କୋନ୍ଦାପୁରଠାରେ ଦେଶରେ ପ୍ରଥମ ‘ଡଗ୍‌ ପାର୍କ’ ଉଦ୍‌ଘାଟିତ ହେବାକୁ ଯାଉଛି। ୧.୩ ଏକର ବିଶିଷ୍ଟ ଉକ୍ତ ପାର୍କ ଗ୍ରେଟର ହାଇଦ୍ରାବାଦ୍‌ ମ୍ୟୁନିସିପାଲ କର୍ପୋରେଶନ୍‌ (ଜିଏଚ୍‌ଏମ୍‌ସି) ଦ୍ୱାରା ନିର୍ମାଣ କରାଯାଇଛି। 

ଯେଉଁଠି ସାନିଟାରୀ ନାପ୍‌କିନ୍‌ ପାଇଁ ଦେହ ବେପାର କରନ୍ତି ଯୁବତୀ

ଯେଉଁଠି ସାନିଟାରୀ ନାପ୍‌କିନ୍‌ ପାଇଁ ଦେହ ବେପାର କରନ୍ତି ଯୁବତୀ

ଆଫ୍ରିକାର ଅନେକ ଅଞ୍ଚଳରେ ଋତୁସ୍ରାବ ସମୟରେ ସାନିଟାରୀ ନାପ୍‌କିନ୍‌ ପାଇଁ ଅନେକ ଯୁବତୀ ବାଧ୍ୟ ହୋଇ ଦେହବେପାର କରିଥାନ୍ତି। କେନିଆ, ନାଇରୋବି ଆଦି ଅଞ୍ଚଳରେ ସାନିଟାରୀ ନାପ୍‌କିନ୍‌ର ଅଭାବ ଯୋଗୁ ଏଭଳି ଘଟଣା ଘଟିଥାଏ।