ମନୋରଞ୍ଜନ |

ଫିଲ୍ମ ‘ପଦ୍ମାବତ୍‌’ ପାଇଁ ଦୀପିକାଙ୍କୁ ମିଳିଲା ୫ଶହ ଟଙ୍କା ପୁରସ୍କାର

ଫିଲ୍ମ ‘ପଦ୍ମାବତ୍‌’ ପାଇଁ ଦୀପିକାଙ୍କୁ ମିଳିଲା ୫ଶହ ଟଙ୍କା ପୁରସ୍କାର
ବମ୍ବେ: ଦୀପିକା ପାଦୁକୋନଙ୍କ ଅଭିନିତ ତଥା ସଞ୍ଜୟ ଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ପଦ୍ମାବତ୍‌’କୁ ସାରା ଦେଶରେ ବିରୋଧ ହୋଇଥିଲା ସତ। ହେଲେ ଫିଲ୍ମର ରିଲିଜ୍‌ ପରେ ଏହା ରେକର୍ଡ କରିଥିଲା। ଖୁବ୍‌ କମ୍‌ ସମୟ ମଧ୍ୟରେ ଫିଲ୍ମ ୨ଶହ କୋଟି କ୍ଲବରେ ସାମିଲ ହୋଇଥିଲା। ଏଥିରେ ଦୀପିକାଙ୍କ ଚମତ୍କାର ଅଭିନୟ ପାଇଁ ନିର୍ଦ୍ଦେଶକ ଭଂସାଲୀ ତାଙ୍କୁ ଏମିତି ଏକ ପୁରସ୍କାର ଦେଇଛନ୍ତି ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଭଂସାଲୀ ଦୀପିକାଙ୍କ ଅଭିନୟ ପାଇଁ ତାଙ୍କୁ ୫ଶହ ଟଙ୍କାର ଏକ ନୋଟ୍‌ ଦେଇଛନ୍ତି। ହେଲେ ଏହା ତାଙ୍କ ପାଇଁ ଏକ ଅମୂଲ୍ୟ ଉପହାର ବୋଲି କହିଛନ୍ତି ଦୀପିକା। କୋଟି କୋଟି ଟଙ୍କା ରୋଜଗାର କରୁଥିବା ଦୀପିକାଙ୍କ ପାଇଁ ଏହା ବହୁ ମୂଲ୍ୟବାନ୍‌ ବୋଲି ସେ କହିଛନ୍ତି।
All Right Reserved By

ମନୋରଞ୍ଜନ |

ସ୍ମିତା ପାଟିଲ୍‌ ପୁରସ୍କାର ଯଥାର୍ଥ

ସ୍ମିତା ପାଟିଲ୍‌ ପୁରସ୍କାର ଯଥାର୍ଥ

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ସର୍ବଶ୍ରେଷ୍ଠ ଅଭିନୟ ଲାଗି ସ୍ମିତା ପାଟିଲ୍‌ ପୁରସ୍କାର ପାଇଥିବା ବେଳେ ଏହା ତାଙ୍କ କ୍ୟାରିୟର ପାଇଁ ଯଥାର୍ଥ ବୋଲି ବର୍ଣ୍ଣନା କରିଛନ୍ତି।

ସଫଳତା ପାଇବା ପୂର୍ବରୁ ଏହି କଳାକାରଙ୍କ କିପରି ଥିଲା ଜୀବନ

ସଫଳତା ପାଇବା ପୂର୍ବରୁ ଏହି କଳାକାରଙ୍କ କିପରି ଥିଲା ଜୀବନ

କଳାକାର ନିଜ ଅଭିନୟ ଦ୍ୱାରା ଦର୍ଶକଙ୍କ ମନ ମୋହିଥାନ୍ତି। କେତେବେଳେ ଦର୍ଶକଙ୍କୁ ହସାଇଥାନ୍ତି ତ ଆଉ କେତେବେଳେ କନ୍ଦାଇଥାନ୍ତି। ଅଭିନୟ ଦ୍ୱାରା ପ୍ରତ୍ୟେକ କଳାକାର ଦର୍ଶକଙ୍କ ହୃଦୟରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥାନ୍ତି। ମାତ୍ର ପରଦା ଉପରେ ଚମକୁଥିବା କଳାକାରଙ୍କ କ୍ୟାରିୟର କେତେ ସଂଘର୍ଷମୟ ତାହା ଦର୍ଶକଙ୍କୁ ଜଣା ନ ଥାଏ। 

ଫିଲ୍ମ ଫ୍ରାଇଡେ’:ରିଲିଜ ହେବ ‘ମଣ୍ଟୋ’, ‘ବତୀ ଗୁଲ୍‌ ମିଟର୍‌ ଚାଲୁ’

ଫିଲ୍ମ ଫ୍ରାଇଡେ’:ରିଲିଜ ହେବ ‘ମଣ୍ଟୋ’, ‘ବତୀ ଗୁଲ୍‌ ମିଟର୍‌ ଚାଲୁ’

ଭୁବନେଶ୍ୱର,୨୧।୯(ବ୍ୟୁରୋ)-
ଫିଲ୍ମ ଫ୍ରାଇଡେ’ରେ ଏଥର ରିଲିଜ ହେବ ନନ୍ଦିତା ଦାସଙ୍କ ବହୁ ପ୍ରତୀକ୍ଷିତ ବାୟୋଗ୍ରାଫିକାଲ୍‌ ଡ୍ରାମା ଫିଲ୍ମ ‘ମଣ୍ଟୋ’। ଏହାସହ ଶ୍ରୀନାରାୟଣ ସିଂଙ୍କ ‘ବତୀ ଗୁଲ୍‌ ମିଟର୍‌ ଚାଲୁ’ ମଧ୍ୟ ଏଥର ପରଦାକୁ ଆସିବ। ଉଭୟ ଫିଲ୍ମର କାହାଣୀ ସମ୍ପୂର୍ଣ୍ଣ ନିଆରା ହୋଇଥିବା ବେଳେ ଫିଲ୍ମର କନ୍‌ସେପ୍ଟ ଓ ଷ୍ଟାର୍‌କାଷ୍ଟ ଆକର୍ଷଣ ରହିବ।

କାନ୍ଦିଲେ ସଲମାନ ଖାନ୍‌

କାନ୍ଦିଲେ ସଲମାନ ଖାନ୍‌

ବଲିଉଡ୍‌ର ଦବଙ୍ଗ ଷ୍ଟାର୍‌ ସଲମାନ ଖାନ୍‌ଙ୍କ ଆଖିରେ ଲୁହ! ରିଲ୍‌ରେ ନୁହେଁ, ରିୟଲ୍‌ ଲାଇଫରେ। ଇଣ୍ଡଷ୍ଟ୍ରୀରେ ସମସ୍ତେ ଜାଣନ୍ତି ସଲମାନଙ୍କ ହୃଦୟ ବେଶ୍‌ ଉଦାର।

ନାଳରେ ବୁଡ଼ି ଯାଉ ଯାଉ ଅଳ୍ପକେ ବଞ୍ଚତ୍ଥିଲି

ନାଳରେ ବୁଡ଼ି ଯାଉ ଯାଉ ଅଳ୍ପକେ ବଞ୍ଚତ୍ଥିଲି

ଧାରାବାହିକ ‘ତୁଳସୀ’ରେ କ୍ରିଷ୍ଣା ଚରିତ୍ରରେ ପ୍ରଥମ କରି  ପରଦାକୁ ଓହ୍ଲାଇଥିଲେ ଅଭିନେତା ଶୁଭାଶିଷ୍‌ ଶର୍ମା (ଡାକ ନାମ ମଣ୍ଟୁ)। ପରେ ସେ ‘ଅପା’, ‘ଆଇନା’ ଭଳି ଅନେକ ଧାରାବାହିକରେ ନିଜ ଅଭିନୟର ଯାଦୁ ଦେଖାଇବାର ସୁଯୋଗ ପାଇଥିଲେ।

ଶ୍ରୋତାଙ୍କ ସହ ସମ୍ପର୍କ ମୋ ରିଲେଶନ୍‌ଶିପ୍‌ ଗୋଲ୍‌

ଶ୍ରୋତାଙ୍କ ସହ ସମ୍ପର୍କ ମୋ ରିଲେଶନ୍‌ଶିପ୍‌ ଗୋଲ୍‌

୮୦ଟି ଫିଲ୍ମ, ୫୦୦ ଆଲବମ୍‌ ଓ ୧୫ଟି ଟେଲି ସିରିଏଲ୍‌ର ଟାଇଟଲ ଟ୍ରାକ୍‌। କେବଳ ଏତିକି ନୁହେଁ, ୮୦୦ରୁ ଊର୍ଦ୍ଧ୍ୱ ମ୍ୟୁଜିକ୍‌ ଭିଡିଓରେ କଣ୍ଠଦାନ କରିଛନ୍ତି ଅନ୍ତରା ଚକ୍ରବର୍ତ୍ତୀ। 

ଗୋଟିଏ ସିନେମା, ଦୁଇଟି ଇଣ୍ଟରଭାଲ

ଗୋଟିଏ ସିନେମା, ଦୁଇଟି ଇଣ୍ଟରଭାଲ

ସାଧାରଣତଃ ଗୋଟିଏ ସିନେମାରେ ଗୋଟିଏ ହିଁ ଇଣ୍ଟରଭାଲ ଥାଏ। କାହାଣୀ ଏକ ନିର୍ଣ୍ଣାୟକ ମୋଡରେ ଗତି କରୁଥିବା ବେଳେ ହଠାତ୍‌ ପରଦା ଉପରେ ଲେଖି ହୋଇଯାଏ ‘ଇଣ୍ଟରଭାଲ’। 

ଟାଇଗର ଶ୍ରଫ

ଟାଇଗର ଶ୍ରଫ

ବଲଉଡ୍‌ର ‘ଲଙ୍ଗ୍‌ ରେସ୍‌ର ଘୋଡା’ ଭାବରେ ତାଙ୍କୁ ବିବେଚନା କରାଯାଏ । ହିନ୍ଦୀ ସିନେମାରେ କ୍ୟାରିୟର ଆରମ୍ଭ କରୁ କରୁ ସେ ଦର୍ଶକଙ୍କ ମନ ଜିଣିବାରେ ସମର୍ଥ ହୋଇଛନ୍ତି । ପ୍ରଥମ ସିନେମା ‘ହେରୋପନ୍ଥୀ’ ବ୍ୟତୀତ ୧୦୦କୋଟି କ୍ଲବରେ ସାମିଲ ହୋଇଥିବା ‘ବାଗୀ’, ‘ଏ ଫ୍ଲାଇଙ୍ଗ ଜ୍ୟାଟ୍‌’, ‘ବାଗୀ-୨’କୁ ତାଙ୍କ ଅଭିନୟ ଦକ୍ଷତାର ମାପକାଠି ଭାବରେ ନିଆଯାଇପାରେ। ସେ ହେଲେ ଅନ୍ୟତମ ଲୋକପ୍ରିୟ ଅଭିନେତା ଜ୍ୟାକି ଶ୍ରଫଙ୍କ ସୁପୁତ୍ର ଟାଇଗର।

ଷ୍ଟାଇଲିଶ୍‌ ସିଙ୍ଗରଙ୍କ ଅକୁହା କଥା

ଷ୍ଟାଇଲିଶ୍‌ ସିଙ୍ଗରଙ୍କ ଅକୁହା କଥା

ଜଲିଉଡ୍‌ର ଷ୍ଟାଇଲିଶ୍‌ ସିଙ୍ଗର ଦିନେଶ। ତାଙ୍କର ଷ୍ଟାଇଲ୍‌ ଆଉ ସିଙ୍ଗିଙ୍ଗ ନିଆରା। ତେବେ ତାଙ୍କର ଯାତ୍ରାକୁ ଆସିବାର କାହାଣୀ ଯେତିକି ନାଟକୀୟ; ସେତିକି ରୋମାଞ୍ଚକର। 

ଆଶାରେ ଏଲସା

ଆଶାରେ ଏଲସା

ବଙ୍ଗୀୟ ଅଭିନେତ୍ରୀ ଏଲସା ଘୋଷ। କେବଳ ଓଡିଆ ନୁହେଁ, ଛତିଶଗଡି, ତେଲୁଗୁ ସିନେମାରେ ଅଭିନୟ କରିବା ପରେ ଏବେ ତାଙ୍କୁ ବଲିଉଡ୍‌ରେ ସୁଯୋଗ ମିଳିଛି।  ଓଡ଼ିଆ ଚଳଚ୍ଚିତ୍ର ‘ଦିପୁ : ଦି ଡ୍ୟାନ୍ସିଙ୍ଗ ବୟ’ରେ। ତା’ପରେ ଛତିଶଗଡି ଫିଲ୍ମ ‘ମାୟାରୁ ଗଙ୍ଗା’ରେ ନିଜ ଅଭିନୟ ଦକ୍ଷତାର ପ୍ରମାଣ ଦେଇଥିଲେ ଏହି ଅଭିନେତ୍ରୀ। 

ମୌନ ଅବତାର

ମୌନ ଅବତାର

ଦୀପିକା ପାଦୁକୋନଙ୍କୁ ଏବେ ନୂଆ ଅବତାରରେ ଦେଖିବାକୁ ମିଳୁଛି। କାହା ସହ ଅଧିକ କଥାବାର୍ତ୍ତା କରୁନାହାନ୍ତି। କାହା ସହ କଥା ହେଲେ ମାପିଚୁପି କଥା ହେଉଛନ୍ତି। ହେଲେ ହଠାତ୍‌ ତାଙ୍କର ଏଭଳି ମୌନ ଅବତାର କାହିଁକି ?

ଯେତିକି ଖୁସି ସେତିକି ଦୁଃଖୀ

ଯେତିକି ଖୁସି ସେତିକି ଦୁଃଖୀ

ଅନୁଷ୍କା ଶର୍ମାଙ୍କ ମନ ଏବେ ଭଲ ନାହିଁ। ବଲିଉଡ୍‌ରେ ଏଣ୍ଟ୍ରି କଲେ। କେତୋଟି ସିନେମାରେ ଆକ୍ଟିଂ କରିବା ପରେ ନିଜେ ପ୍ରଯୋଜିକା ସିଟ୍‌ରେ ବସିଲେ।