ଜାତୀୟ |

ମାଳଦ୍ୱୀପ ସଙ୍କଟ: ଭାରତକୁ ଚାଇନାର ଚେତାବନୀ

ମାଳଦ୍ୱୀପ ସଙ୍କଟ: ଭାରତକୁ ଚାଇନାର ଚେତାବନୀ

ନୂଆଦିଲ୍ଲୀ,୧୪।୨: ମାଳଦ୍ୱୀପ ସଙ୍କଟରେ ଭାରତର ହସ୍ତକ୍ଷେପକୁ ବିରୋଧ କରୁଥିବା ଚାଇନା ‘ଗ୍ଲୋବାଲ ଟାଇମ୍ସ’ ଜରିଆରେ ଭାରତକୁ ଖୋଲାଖୋଲି ଚେତାବନୀ ଦେଇଛି। ଯଦି ଭାରତ ସେଠାରେ କୌଣସି ସେନା କାର୍ଯ୍ୟାନୁଷ୍ଠାନ କରେ ତେବେ ଚାଇନା ମଧ୍ୟ ଚୁପ୍‌ ବସିବ ନାହିଁ ବୋଲି ଉକ୍ତ ଖବରକାଗଜର ସମ୍ପାଦକୀୟରେ ବର୍ଣ୍ଣନା କରାଯାଇଛି। ମାଳଦୀପରେ ଚାଲିଥିବା ଜରୁରୀ ପରିସ୍ଥିତି ସେଠାକାର ଆଭ୍ୟନ୍ତରୀଣ ମାମଲା ଏବଂ ସେଥିରେ କୌଣସି ବାହ୍ୟ ହସ୍ତକ୍ଷେପକୁ ଚାଇନା ବରଦାସ୍ତ କରିବ ନାହିଁ ବୋଲି ଆଭିମୁଖ୍ୟ ସ୍ପଷ୍ଟ କରିଛି।

All Right Reserved By
Karnatak Exit Poll

Model This Week

ସଂଗୀତ

ଜାତୀୟ |

ଗାନ୍ଧୀ ଜୟନ୍ତୀରେ ଟ୍ରେନରେ ମିଳିବ ନାହିଁ ନନ୍‌ ଭେଜ୍‌ ଖାଦ୍ୟ

ଗାନ୍ଧୀ ଜୟନ୍ତୀରେ ଟ୍ରେନରେ ମିଳିବ ନାହିଁ ନନ୍‌ ଭେଜ୍‌ ଖାଦ୍ୟ

ନୂଆଦିଲ୍ଲୀ,୨୦।୫: ମାହାତ୍ମା ଗାନ୍ଧୀଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ଟ୍ରେନରେ ଆମିଷ ଖାଦ୍ୟ ଯୋଗାଇ ଦିଆଯିବ ନାହିଁ ବୋଲି ରେଲଓ୍ବେ ଏକ ପ୍ରସ୍ତାବ ଦେଇଛି।

କୃଷ୍ଣ ମନ୍ଦିର ପାଇଁ ପାକିସ୍ତାନ ସରକାର ଦେଲେ ୨କୋଟି

କୃଷ୍ଣ ମନ୍ଦିର ପାଇଁ ପାକିସ୍ତାନ ସରକାର ଦେଲେ ୨କୋଟି

ନୂଆଦିଲ୍ଲୀ/ଇସ୍‌ଲାମାବାଦ,୨୦।୫: ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ଥିବା ରାଓ୍ବଲପିଣ୍ଡିର କୃଷ୍ଣ ମନ୍ଦିରର ସୌନ୍ଦର୍ଯ୍ୟ କରଣ ଓ ବିସ୍ତାର ପାଇଁ ପାକିସ୍ତାନ ସରକାର ୨ କୋଟି ଟଙ୍କା ପ୍ରଦାନ କରିଥିବା ସୂଚନା ମିଳିଛି।

ଗ୍ରୀଷ୍ମ ପାଇଁ କାନପୁର ଚିଡିଆଖାନାରେ ସ୍ବତନ୍ତ୍ର ବ୍ୟବସ୍ଥା

ଗ୍ରୀଷ୍ମ ପାଇଁ କାନପୁର ଚିଡିଆଖାନାରେ ସ୍ବତନ୍ତ୍ର ବ୍ୟବସ୍ଥା

କାନପୁର,୨୦।୫: ଉତ୍ତର ପ୍ରଦେଶ କାନପୁରରେ ଥିବା ଚିଡିଆଖାନାରେ ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାହକୁ ଦେଖି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ବିଶେଷ କରି ଏଠାରେ ଥିବା ପ୍ରାଣୀମାନଙ୍କୁ ସୁରକ୍ଷା ଦେବା ପାଇଁ ଏହି ବ୍ୟବସ୍ଥା କରାଯାଇଛି।

ଗୋହତ୍ୟା ସନ୍ଦେହରେ ଜଣଙ୍କୁ ପିଟି ପିଟି ହତ୍ୟା

ଗୋହତ୍ୟା ସନ୍ଦେହରେ ଜଣଙ୍କୁ ପିଟି ପିଟି ହତ୍ୟା

ସତନା,୨୦।୫: ମଧ୍ୟପ୍ରଦେଶ ସତନା ଅମଗର ଗାଁର ଜଣେ ୪୫ବର୍ଷୀୟ ବ୍ୟକ୍ତିଙ୍କୁ ଗୋହତ୍ୟା କରିଥିବା ସନ୍ଦେହ କରି ପିଟିପିଟି ମାରିଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଯାଇଛି।

କାମ ଦେବା ନାମରେ ଯୁବତୀଙ୍କୁ ବଳାତ୍କାର: ଅଭିଯୁକ୍ତା ମହିଳା ଗିରଫ

କାମ ଦେବା ନାମରେ ଯୁବତୀଙ୍କୁ ବଳାତ୍କାର: ଅଭିଯୁକ୍ତା ମହିଳା ଗିରଫ

ଲୁଧିଆନା, ୨୦।୫ : ପଞ୍ଜାବ ଗାଓ୍ବଁ ରାଣୀଆ ଅଞ୍ଚଳରେ ଜଣେ ଯୁବତୀଙ୍କୁ କାମ ଦେବା ବାହାନାରେ ବଳାତ୍କାର କରାଯାଇଛି। ଏନେଇ ପୋଲିସ ପକ୍ଷରୁ ତଦନ୍ତ କରାଯାଇ ଅଭିଯୁକ୍ତ ପରମିନ୍ଦର ସିଂ ଏବଂ ଅଭିଯୁକ୍ତା କର୍ମଜୀତ୍‌ ସିଂଙ୍କୁ ଗିରଫ କରାଯାଇଛି। ସମ୍ପୃକ୍ତ ଯୁବତୀଙ୍କୁ କାମଦେବା ବାହାନାରେ ର୍କମଜୀତ୍‌ ନାମୀ ମହିଳା ଘରକୁ ଡାକିଥିଲେ।

ଦେଶର ଜନସାଧାରଣଙ୍କଠାରୁ ଭାଜପା ସରକାର ଶିକ୍ଷାଲାଭ କରିବା ଉଚିତ: ରାହୁଲ

ଦେଶର ଜନସାଧାରଣଙ୍କଠାରୁ ଭାଜପା ସରକାର ଶିକ୍ଷାଲାଭ କରିବା ଉଚିତ: ରାହୁଲ

ନୂଆଦିଲ୍ଲୀ, ୨୦।୫ : ଭାଜପା ସରକାର ଦେଶର ଜନସାଧାରଣଙ୍କଠାରୁ ଅନେକ ଶିକ୍ଷାଲାଭ କରିବାର ଆବଶ୍ୟକତା ରହିଛ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି। ସରକାର ଲୋକଙ୍କ ସେବକ। ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏହା ଭୁଲିଯାଇ କର୍ନାଟକରେ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରିଛନ୍ତି।

ଛତିଶଗଡ଼ରେ ଆଇଇଡି ବିସ୍ଫୋରଣ: ୫ ଯବାନ ଶହୀଦ, ୨ଆହତ

ଛତିଶଗଡ଼ରେ ଆଇଇଡି ବିସ୍ଫୋରଣ: ୫ ଯବାନ ଶହୀଦ, ୨ଆହତ

ଦାନ୍ତଓ୍ବୋଡ଼ା,୨୦।୫: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ଗସ୍ତ କାର୍ଯ୍ୟକ୍ରମର ୨ ଦିନ ପୂର୍ବରୁ ରବିବାର ଦାନ୍ତଓ୍ବୋଡ଼ାର ବଚେଲି ଅଞ୍ଚଳରେ ମାଓବାଦୀମାନେ ନାରକୀୟ କାଣ୍ଡ ଘଟାଇଛନ୍ତି। ବଚେଲି-ଚୋଲ୍‌ନା ରାସ୍ତାରେ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଆଇଇଡି ବିସ୍ଫୋରଣରେ ୫ ଯବାନ ଶହୀଦ ହୋଇଛନ୍ତି।

ବିଷାକ୍ତ ଖାଦ୍ୟ ଖାଇ ୪୦ ଅସୁସ୍ଥ

ବିଷାକ୍ତ ଖାଦ୍ୟ ଖାଇ ୪୦ ଅସୁସ୍ଥ

ଯୋଧପୁର, ୨୦।୫ : ରାଜସ୍ଥାନ ସିରୋହିରେ ବିଷାକ୍ତ ଖାଦ୍ୟ ଖାଇ ୪୦ଜଣ ଲୋକ ଅସୁସ୍ଥ ହୋଇପଡିଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନେ ପକୋଡ଼ ାଖାଇ ଅସୁସ୍ଥ ହୋଇପଡିଥିବା ସ୍ଥାନୀୟ ପୋଲିସ କହିଛି। ପକୋଡ଼ା ଖାଇବା ପରେ ସେମାନଙ୍କୁ ବାନ୍ତି ହୋଇଥିଲା।

ତୈଳ ଦର ସର୍ବୋଚ୍ଚସ୍ତରରେ ପହଞ୍ଚିଲା

ତୈଳ ଦର ସର୍ବୋଚ୍ଚସ୍ତରରେ ପହଞ୍ଚିଲା

ନୂଆଦିଲ୍ଲୀ,୨୦।୫ : ତୈଳ ଦର ସର୍ବୋଚ୍ଚସ୍ତରରେ ପହଞ୍ଚିଛି। ପେଟ୍ରୋଲ ଦର ରବିବାର ଲିଟର ପିଛା ୭୬.୨୪ ଟଙ୍କା ଛୁଇଁଥିବାବେଳେ ଡିଜେଲ୍‌ ଦର ଲିଟର ପିଛା ୬୭.୫୭ ଟଙ୍କାରେ ପହଞ୍ଚିଛି। ୨୦୧୩ ସେପ୍ଟେମ୍ବର ୧୪ ତାରିଖରେ ପେଟ୍ରୋଲ ଦର ୭୬.୦୬ ଟଙ୍କାରେ ପହଞ୍ଚିଥିଲା।

ପାଲଟା ଆକ୍ରମଣ ବନ୍ଦ କରିବାକୁ ପାକିସ୍ତାନ ରେଞ୍ଜର୍ସ କଲେ ଗୁହାରି

ପାଲଟା ଆକ୍ରମଣ ବନ୍ଦ କରିବାକୁ ପାକିସ୍ତାନ ରେଞ୍ଜର୍ସ କଲେ ଗୁହାରି

ଶ୍ରୀନଗର,୨୦।୫ : ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ଲଗାତର ଭାରତୀୟ ପୋଷ୍ଟକୁ ଲକ୍ଷ୍ୟକରି ମୋର୍ଟାର ଓ ଗୁଳିଗୋଳାମାଡ଼ ଜାରି ରଖିଥିଲା। ତେବେ ଭାରତୀୟ ସେନା ଏହାର ଜବାବରେ ପାଲଟା ଆକ୍ରମଣ କରିଥିଲେ। ଫଳରେ ଅନେକ ପାକିସ୍ତାନୀ ରେଞ୍ଜର୍ସଙ୍କ ମୃତ୍ୟୁ ଘଟିବା ସହିତ ଏକାଧିକ ବଙ୍କର ଧ୍ୱଂସ ହୋଇଯାଇଛି।

୪୪୮ ବର୍ଷ ତଳେ ତିଆରି ହୋଇଥିଲା ପ୍ରଥମ ମାନଚିତ୍ର ପୁସ୍ତକ

୪୪୮ ବର୍ଷ ତଳେ ତିଆରି ହୋଇଥିଲା ପ୍ରଥମ ମାନଚିତ୍ର ପୁସ୍ତକ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୫ : ପ୍ରାୟ ୪୪୮ ବର୍ଷ ତଳେ ପୃଥିବୀର ପ୍ରଥମ ମାନଚିତ୍ର ପୁସ୍ତକ ବା ଆଟଲାସ୍‌ ତିଆରି ହୋଇଥିଲା। ୧୫୭୦ ମସିହା ମେ ୨୦ ତାରିଖରେ ଭୁଗୋଳବିଦ୍‌ ଆବ୍ରାହମ୍‌ ଓରଟେଲିୟସ୍‌ ମ୍ୟାପ୍‌ ପ୍ରଥମେ ଏହା ତିଆରି କରିଥିଲେ। ଆବ୍ରାହମ୍‌ ୧୫୨୭ ଏପ୍ରିଲ୍‌ ୪ ତାରିଖରେ ବେଲଜିୟମ୍‌ର ଆଣ୍ଟଓ୍ବେର୍ପ୍‌ ଠାରେ ଜନ୍ମଗ୍ରହଣ କରିଥିଲେ।

ଭାରତୀୟ ମାତାପିତା ପିଲାଙ୍କ ହୋମ୍‌ଓ୍ବାର୍କକୁ ଅଧିକ ଗୁରୁତ୍ୱ ଦିଅନ୍ତି

ଭାରତୀୟ ମାତାପିତା ପିଲାଙ୍କ ହୋମ୍‌ଓ୍ବାର୍କକୁ ଅଧିକ ଗୁରୁତ୍ୱ ଦିଅନ୍ତି

ନୂଆଦିଲ୍ଲୀ,୨୦।୫ : ଭାରତୀୟ ମାତାପିତା ପିଲାଙ୍କ ଶିକ୍ଷାନେଇ ବେଶ୍‌ ଚିନ୍ତିତ ରହିବା ସହିତ ସେମାନଙ୍କର ହୋମ୍‌ଓ୍ବାର୍କକୁ ଅଧିକ ଗୁରୁତ୍ୱ ଦିଅନ୍ତି ବୋଲି ଏକ ସର୍ଭେ ରିପୋର୍ଟରୁ ଜଣାପଡିଛି। ମାତାପିତା ପିଲାଙ୍କ ପାଠପଢ଼ାରେ କେତେ ଘଣ୍ଟା ସମୟ ଦେଇଥାନ୍ତି ସେ ନେଇ ବିଶ୍ୱର ଶ୍ରେଷ୍ଠ ୧୦ଟି ଦେଶର ତାଲିକା ପ୍ରକାଶ ପାଇଛି।