ମେଟ୍ରୋ |

ଶ୍ରୀନଅରରେ ଦୁଇ ଦେଶର ରାଜା

ଶ୍ରୀନଅରରେ ଦୁଇ ଦେଶର ରାଜା
ପୁରୀ ଅଫିସ, ୯।୨: ପୁରୀ ଶ୍ରୀନଅରରେ ଶୁକ୍ରବାର ଅପରାହ୍ନରେ ଦୁଇ ଦେଶର ରାଜାଙ୍କୁ ଦେଖିବାକୁ ମିଳିଥିଲା। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ନିମନ୍ତ୍ରଣ କ୍ରମେ ନେପାଳ ରାଜା ଜ୍ଞାନେନ୍ଦ୍ର ବୀରବିକ୍ରମ ଶାହା ଦେବ ଅପରାହ୍ନରେ ଶ୍ରୀନଅରକୁ ଆସିଥିଲେ। ଶ୍ରୀନଅରର ପାରମ୍ପରିକ ରୀତିନୀତି ଅନୁସାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ନେପାଳ ନରେଶଙ୍କୁ ସ୍ବାଗତ ଜଣାଇ ପାଛୋଟି ନେଇଥିଲେ। ଏହାପରେ ଗଜପତି ମହାରାଜା, ରାଜଗୁରୁ, ଜ୍ୟୋତିଷ ମଙ୍ଗଳାଷ୍ଟକ ବୋଲିଥିଲେ। ଦେବୀପ୍ରସାଦ ରାଜଗୁରୁ ଏବଂ ସୁଧାଂଶୁ ରାଜଗୁରୁ ନେପାଳ ନରେଶଙ୍କୁ ମଙ୍ଗଳାର୍ପଣ କରିଥିଲେ। ଗଜପତି ମହାରାଜା ଉତ୍ତରୀୟ ଓ ଉପହାର ପ୍ରଦାନ କରିଥିଲେ। ନେପାଳ ରାଜା ମଧ୍ୟ ଗଜପତି ମହାରାଜା ଓ ମହାରାଣୀଙ୍କୁ ଭେଟି ଦେଇଥିଲେ। ଏହାପରେ ଆଲୋଚନା ଚାଲିଥିଲା। ଚା, ଜଳଖିଆ ଖାଇ ଶ୍ରୀନଅରରୁ ବିଦାୟ ନେଇଥିଲେ ନେପାଳ ନରେଶ।
All Right Reserved By

ମେଟ୍ରୋ |

ଗ୍ରୀନ୍‌ପିସ ଇଣ୍ଡିଆର ଅଧ୍ୟକ୍ଷ ହେଲେ ବିଶ୍ୱଜିତ ମହାନ୍ତି

ଗ୍ରୀନ୍‌ପିସ ଇଣ୍ଡିଆର ଅଧ୍ୟକ୍ଷ ହେଲେ ବିଶ୍ୱଜିତ ମହାନ୍ତି

ଭୁବନେଶ୍ୱର, ୨୦।୮(ବ୍ୟୁରୋ)- ବେଙ୍ଗାଲୁରୁସ୍ଥିତ ଗ୍ରୀନପିସ୍‌ ଇଣ୍ଡିଆର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ପରିବେଶବିତ୍‌ ଡ. ବିଶ୍ୱଜିତ୍‌ ମହାନ୍ତି। ପ୍ରଥମ ଓଡ଼ିଆ ଭାବେ ସେ ଏହି ଅନ୍ତର୍ଜାତୀୟ ସ୍ତରୀୟ ଏନ୍‌ଜିଓର ଅଧ୍ୟକ୍ଷ ହେବାରେ ଗୌରବ ଅର୍ଜନ କରିଛନ୍ତି। 

ଦେବୀମୁହାଁଣରେ  ଡଙ୍ଗା ଓଲଟିବା ଘଟଣା: ନିଖୋଜ ନିରଞ୍ଜନଙ୍କ ମୃତଦେହ ଉଦ୍ଧାର

ଦେବୀମୁହାଁଣରେ ଡଙ୍ଗା ଓଲଟିବା ଘଟଣା: ନିଖୋଜ ନିରଞ୍ଜନଙ୍କ ମୃତଦେହ ଉଦ୍ଧାର

କାକଟପୁର, ୨୦।୮(ଡି.ଏନ୍‌.ଏ.):  ଜଗତ୍‌ସିଂହପୁର ଜିଲା ଜଟାଧାରୀ ମୁହାଁଣ ନିକଟରୁ ସୋମବାର ଏକ ମୃତଦେହ ଉଦ୍ଧାର ହୋଇଛି। ସେ ପୁରୀ ଜିଲା କାଳିଆକଣ ଗ୍ରାମର ନିରଞ୍ଜନ ବେହେରା ବୋଲି ଜଣାପଡିଛି। 

ସ୍ବାମୀଙ୍କ ହାତୁଡ଼ି ମାଡ଼ରେ ସ୍ତ୍ରୀଙ୍କ ଜୀବନ ଗଲା

ସ୍ବାମୀଙ୍କ ହାତୁଡ଼ି ମାଡ଼ରେ ସ୍ତ୍ରୀଙ୍କ ଜୀବନ ଗଲା

କଟକସଦର,୨୦ା୮(ଡି.ଏନ୍‌.ଏ.): କଟକ ଜିଲା ୪୨ ମୌଜା ଫାଣ୍ଡି ଅନ୍ତର୍ଗତ ଭାରଗୋଳ ଗ୍ରାମର ସୁକାନ୍ତ ବେହେରା(୫୨) ନିଜ ସ୍ତ୍ରୀ ଗୀତାଞ୍ଜଳିଙ୍କୁ ହାତୁଡ଼ିରେ ମାରି ହତ୍ୟା କରିଥିବା  ସୋମବାର ଅଭିଯୋଗ ହୋଇଛି।

ଟାଙ୍ଗିଆପଡ଼ା ପଞ୍ଚାୟତରେ ପ୍ଲାଷ୍ଟିକ ମୁକ୍ତ ନେଇ ସଚେତନତା

ଟାଙ୍ଗିଆପଡ଼ା ପଞ୍ଚାୟତରେ ପ୍ଲାଷ୍ଟିକ ମୁକ୍ତ ନେଇ ସଚେତନତା

ଖୋର୍ଦ୍ଧା ଅଫିସ,୨୦।୮: ମାତ୍ରାଧିକ ପ୍ଲାଷ୍ଟିକ ବ୍ୟବହାର  ପ୍ରଦୂଷଣର କାରଣ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି  ଖୋର୍ଦ୍ଧା ବ୍ଲକ ଟାଙ୍ଗିଆପଡ଼ା ପଞ୍ଚାୟତ ବିଜୁ ଯୁବ ବାହିନୀ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ସଚେତନତା ଆରମ୍ଭ ହୋଇଛି। 

ଜଗନ୍ନାଥ ଜମି ଉପରେ ମଦ ଦୋକାନ: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ଧାରଣା

ଜଗନ୍ନାଥ ଜମି ଉପରେ ମଦ ଦୋକାନ: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ଧାରଣା

ଖୋର୍ଦ୍ଧା ଅଫିସ,୨୦।୮: ଖୋର୍ଦ୍ଧା ଜିଲା ଜଟଣୀ ମୁଖ୍ୟ ରାସ୍ତାର କୁଦିଆରୀ ବଜାରରୁ ମଦ ଦୋକାନ ସ୍ଥାନାନ୍ତର ନିମନ୍ତେ ଦାବି ହୋଇଛିି। ଏ ନେଇ ସୋମବାର ଜଟଣୀ ବିକାଶ ନଗର ନାରୀ ସଙ୍ଗଠନ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି।

କେରଳରେ ବନ୍ୟା:  ଦିନକର ଦରମା ଦେଲେ ଓଡ଼ିଶା ଆଇଏଏସ୍‌, ଆଇପିଏସ୍‌ ସଂଘ

କେରଳରେ ବନ୍ୟା: ଦିନକର ଦରମା ଦେଲେ ଓଡ଼ିଶା ଆଇଏଏସ୍‌, ଆଇପିଏସ୍‌ ସଂଘ

ଭୁବନେଶ୍ୱର, ୨୦।୮(ବ୍ୟୁରୋ): ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ସଂଘ, ଓଡ଼ିଶା ପକ୍ଷରୁ କେରଳ ବନ୍ୟା ପୀଡ଼ିତଙ୍କ ଲାଗି ଗୋଟିଏ ଦିନର ଦରମା ଦାନ କରାଯାଇଛି। ସୋମବାର ମଧ୍ୟାହ୍ନରେ ସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି। 

ସୁଶାନ୍ତ ଧଳସାମନ୍ତଙ୍କୁ ୫୦ ହଜାର ଜରିମାନା ସହ ୫ ବର୍ଷ ଜେଲ ଦଣ୍ଡ

ସୁଶାନ୍ତ ଧଳସାମନ୍ତଙ୍କୁ ୫୦ ହଜାର ଜରିମାନା ସହ ୫ ବର୍ଷ ଜେଲ ଦଣ୍ଡ

କଟକ ଅଫିସ, ୨୦।୮: ପୋଲିସକୁ ଆକ୍ରମଣ ମାମଲାରେ କଟକ ବିଡାନାସୀ ଥାନାରେ ସୁଶାନ୍ତ ଧଳସାମନ୍ତଙ୍କ ନାଁରେ ଏକ ମାମଲା ରହିଥିଲା। 

ପୃଥକ୍‌ ଦୁର୍ଘଟଣା: ପୂର୍ବତନ ସରପଞ୍ଚଙ୍କ ସମେତ ୨ ମୃତ, ଜଣେ ଆହତ

ପୃଥକ୍‌ ଦୁର୍ଘଟଣା: ପୂର୍ବତନ ସରପଞ୍ଚଙ୍କ ସମେତ ୨ ମୃତ, ଜଣେ ଆହତ

ଗୋପ, ୨୦।୮(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ ବ୍ଲକରେ ରବିବାର ରାତିରେ ପୃଥକ୍‌ ଦୁଇଟି ଦୁର୍ଘଟଣାରେ ପୂର୍ବତନ ସରପଞ୍ଚଙ୍କ ସମେତ ୨ଜଣଙ୍କ ମୃତ୍ୟୁ ଘଟିଛି। 

ପ୍ରାକ୍‌ ନିର୍ବାଚନୀ ହିଂସା: ବିଜେବି କଲେଜରେ ୨ ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ୫ ଆହତ

ପ୍ରାକ୍‌ ନିର୍ବାଚନୀ ହିଂସା: ବିଜେବି କଲେଜରେ ୨ ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ୫ ଆହତ

ଭୁବନେଶ୍ୱର, ୨୦।୮(ବ୍ୟୁରୋ): ଆଗକୁ ନିର୍ବାଚନ। ଏହା ପୂର୍ବରୁ  ବିଜେବି କଲେଜରେ ଉତ୍ତେଜନା ଦେଖିବାକୁ ମିଳିଛି। ୨ ଛାତ୍ର ଗୋଷ୍ଠୀ ସୋମବାର ସକାଳେ ମୁହାଁମୁହିଁ ହୋଇଛନ୍ତି। 

ଶ୍ରାବଣ ଶେଷ ସୋମବାର: ଲୋକନାଥ ପୀଠରେ ୧୭ ହଜାର କାଉଡ଼ିଆ

ଶ୍ରାବଣ ଶେଷ ସୋମବାର: ଲୋକନାଥ ପୀଠରେ ୧୭ ହଜାର କାଉଡ଼ିଆ

ପୁରୀ ଅଫିସ,୨୦।୮: ଶ୍ରାବଣ ମାସର ଶେଷ ସୋମବାର। ଜଳଲାଗି ପାଇଁ ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥଙ୍କ ମନ୍ଦିରରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ଜମିଛି। ରାଜ୍ୟର ବିଭିନ୍ନ ନଦୀରୁ ଜଳ ଆଣି ଶ୍ରୀଲୋକନାଥଙ୍କୁ ୧୭ ହଜାର କାଉଡ଼ିଆ ଜଳଲାଗି କରିଛନ୍ତି।

 ଅବପାତ ରୂପ ନେଲା ଲଘୁଚାପ: ୪୮ ଘଣ୍ଟା ପ୍ରବଳ ବର୍ଷିବ

ଅବପାତ ରୂପ ନେଲା ଲଘୁଚାପ: ୪୮ ଘଣ୍ଟା ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୦ା୮(ବ୍ୟୁରୋ) ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ରୂପ ନେଇଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। 

ଅତିରିକ୍ତ ୫ କୋଟି ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଅତିରିକ୍ତ ୫ କୋଟି ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୮(ବ୍ୟୁରୋ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେରଳ ବନ୍ୟାରେ କ୍ଷତିଗ୍ରସ୍ତଙ୍କ ସହାୟତା ବାବଦକୁ  ଅତିରିକ୍ତ ୫ କୋଟି ଟଙ୍କା  ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରବିବାର ସାରେ ଏହି ସୂଚନା ଦିଆଯାଇଛି।